Home Left

ଟେଷ୍ଟ କ୍ରିକେଟରେ ଯଶସ୍ବୀ ଜୟସ୍ବାଲଙ୍କ ଡେବ୍ୟୁ ନିଶ୍ଚିତ, ଏହି ନମ୍ବରରେ ମିଳିପାରେ ବ୍ୟାଟିଂ କରିବାର ସୁଯୋଗ

ନୂଆଦିଲ୍ଲୀ,୭।୭: ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତକୁ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳିବାକୁ ପଡିବ। ଏହି ଟେଷ୍ଟ ମ୍ୟାଚ ସହିତ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି)ର ତୃତୀୟ ସଂସ୍କରଣରେ ମଧ୍ୟ ଡେବ୍ୟୁ କରିବ। ୱିଣ୍ଡିଜ…

ଛତୁ ତୋଳିବାକୁ ଯାଇ ହାତୀ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା

କେନ୍ଦୁଝର,୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ଗୋଳାବନ୍ଧ ବିଟ ଅନ୍ତର୍ଗତ ସିରିଆବାହାଳ ଗ୍ରାମ୍ୟ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ଜଣେ ମହିଳା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ବିଦେଶୀ ପେଣ୍ଠେଇଙ୍କ ଝିଅ ଶଶିକା ବୋଲି ଜଣାପଡ଼ିଛି। ଶୁକ୍ରବାର ଦିନ…

ଭୂସ୍ଖଳନରେ ମାଟିତଳେ ପୋତି ହୋଇଗଲେ କ୍ରିକେଟ ଖେଳୁଥିବା ଛୋଟ ଛୋଟ ପିଲା, ୮ ମୃତ

ଇସଲାମାବାଦ,୭।୭: ଉତ୍ତର ପଶ୍ଚିମ ପାକିସ୍ତାନର ଖେବର ପଖତୁନଖ୍ବା ଅଞ୍ଚଳର ପାହାଡିଆ ସ୍ଥାନରେ ଭୂସ୍ଖଳନ କାରଣରୁ ଗୁରୁବାର ୮ ଶିଶୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି କି ଶଂଗଲା ଜିଲାର ମାର୍ଟୁଂଗ ଅଞ୍ଚଳରେ ପ୍ରାୟ ୯-୧୪ ଜଣ ଶିଶୁ…

ଲକ୍ଷ ଲକ୍ଷ ବୃକ୍ଷଚାରା ଉଭାନ

ରାଉରକେଲା,୭।୭(ସଙ୍ଗୀତା ଜେନା : କିଛିବର୍ଷ ତଳେ ରାଉରକେଲା ସବୁଜିମାରେ ଭରପୂର ଥିଲା। ଇସ୍ପାତ ସହର ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା। ବନ ବିଭାଗ ଓ ରାଉରକେଲା ଇସ୍ପାତ କାରଖାନାର ମିଳିତ ଉଦ୍ୟମରେ ଉଭୟ ଶିଳ୍ପାଞ୍ଚଳ ଓ ମହାନଗର ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ…

ରାହୁଲଙ୍କ ଆବେଦନ ଖାରଜ ପରେ କଂଗ୍ରେସକୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୭।୭: ମାନହାନି ମାମଲାକୁ ନେଇ ଗୁଜରାଟ ହାଇକୋର୍ଟ ପୂର୍ବତନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ହାଇକୋର୍ଟ ରାହୁଲଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି। ଯାହାକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି। ଦିଲ୍ଲୀ ଭାଜପାରାଜ୍ୟ ମୁଖପାତ୍ର…

ସୁପ୍ରିମକୋର୍ଟ ଯାଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭।୭: ମୋଦି ଉପନାମ ସହ ଜଡିତ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ବତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଜଣାପଡିଛି। ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର ଆବେଦନକୁ…

ପ୍ରତିଶ୍ରୁତି,ଆଶ୍ୱାସନାରେ ରହିଗଲା ଆବାସ ଘର

ତେନ୍ତୁଳିଖୁଣ୍ଟି,୭।୭(ଚିଦାନନ୍ଦ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବାସହୀନଙ୍କୁ ଗୃହ ଦେବା ପାଇଁ ପରସ୍ପର ନିଜ ଯୋଜନା ବୋଲି ଡିଣ୍ଡିମ ପିଟିବା ପାଇଁ ପ୍ରଧାନମନ୍ତ୍ରୀ ଆବାସଗୃହ କାର୍ଯ୍ୟାଦେଶ ବଣ୍ଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଜୁନ୍‌ ମାସ ପହଞ୍ଚତ୍ଲା। ଇତିମଧ୍ୟରେ ଥରକୁ…

ଅବିବାହିତଙ୍କୁ ମିଳିବ ପେନସନ୍‌

ନୂଆଦିଲ୍ଲୀ,୭।୭: ହରିୟାଣା ସରକାର ୪୫ ରୁ ୬୦ ବର୍ଷ ବୟସର ସ୍ବଳ୍ପ ଆୟ ବର୍ଗର ଅବିବାହିତ ବ୍ୟକ୍ତିଙ୍କ ପାଇ ମାସିକ ପେନସନ୍‌ ଦେବାକୁ ଘୋଷଣା କରିଛନ୍ତି। ଏହାସହ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏକ ଯୋଜନା ଆରମ୍ଭ ହୋଇଛି।…

ମେଟାପାଡୁକୁ ଚଲାବାଟ ବିପଦ

ପଟ୍ଟାଙ୍ଗି,୭ା୭(ଶରତ ଧଳ): ରାଜ୍ୟର ସୀମାନ୍ତ ଗ୍ରାମଗୁଡିକରେ ବସବାସ କରୁଥିବା ଗ୍ରାମବାସୀ ସରକାରଙ୍କ ଯୋଜନାରୁ କିପରି ଉପକୃତ ହୋଇପାରିବେ ସେନେଇ ବ୍ଲକ ପ୍ରଶାସନକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏ ଦିଗରେ ବ୍ଲକ ପ୍ରଶାସନ ସେତେଟୋ ଆଗ୍ରହ ପ୍ରକାଶ କରୁନାହିଁ।…

ପ୍ରବଳ ବର୍ଷାରେ ପାହାଡ଼ି ପାଣି ଆସିବାରୁ ଟେମୁରୁପାଲ୍ଲୀ ଜଳମଗ୍ନ

ମାଲକାନଗିରି,୭ା୭(ଦୁର୍ଯ୍ୟୋଧନ ପାତ୍ର): ଗୁରୁବାରଠାରୁ ମାଲାକାନଗିରି ଜିଲାରେ ପ୍ରବଳ ବର୍ଷା ହେଉଥିବାର ଦେଖିବାକୁ ମିଳିଛି। ଏହି  ବର୍ଷାରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ଗ୍ରାମରେ ବର୍ଷାଜଳ ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଗ୍ରାମ ଜଳମଗ୍ନ ହୋଇଯାଇଛି। ତେବେ ପାହାଡ଼ ପାଣି ଆସି ଟେମୁରୁପାଲ୍ଲୀ…

ଇଟାଲୀରେ ଛୁଟି କାଟୁଛନ୍ତି ବେବୋ

ବଲିଉଡ୍‌ର ଅଭିନେତ୍ରୀ କରୀନା କପୁର ଆଜିକାଲି ସ୍ବାମୀ ସୈଫ ଅଲି ଖାନଙ୍କ ସହ ଇଟାଲୀରେ ଛୁଟି କାଟୁଛନ୍ତି। ବେବୋ ଇନଷ୍ଟାଗ୍ରାମ ଛୁଟିଦିନର ଫଟୋ ଶେୟାର କରିଛନ୍ତି। କେବଳ କରିନା ଏବଂ ସୈଫ୍‌ ନୁହନ୍ତି, ତାଙ୍କ ନିକଟତମ ବନ୍ଧୁମାନେ ମଧ୍ୟ ସେମାନଙ୍କ ସହ…

ଥ୍ରେଡ୍ସକୁ ଧମକ ଦେଲା ଟୁଇଟର, କହିଲା ପ୍ରତିଯୋଗିତା ଭଲ, ପ୍ରତାରଣା ନୁହେଁ

ନୁୟର୍କ,୭।୭: ମେଟାର ନୂଆ ଟେଷ୍ଟ-ଆଧାରିତ ଆପ ଥ୍ରେଡ୍ସ ଆପ ଆରମ୍ଭ ହେବା ଦିନଠାରୁ ଆଇନଗତ ବିବାଦରେ ପରିଣତ ହୋଇଛି। ଏହାର ପ୍ରତିଦ୍ୱନ୍ଦ୍ୱୀ ଟୁଇଟର ମକଦ୍ଦମାର ଧମକ ଦେଇଛି। ଥ୍ରେଡ୍ସ ଏହାକୁ କପି କରିଥିବା ଅଭିଯୋଗ କରିଛି। ଉଲ୍ଲେଖନୀୟ ଯେ, ଗୁରୁବାର ଥ୍ରେଡ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri