Home Left

ଇସ୍ରାଏଲ୍‌ରେ ଥିବା ଭାରତୀୟ ସୁରକ୍ଷିତ ଅଛନ୍ତି: ଭାରତୀୟ ଦୂତାବାସ

ଜେରୁଜେଲମ୍‌,୮ା୧୦: ହମାସ ବିଦ୍ରୋହୀ ଏବଂ ଇସ୍ରାଏଲୀ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ତେବେ ସେଠାରେ ଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ବୋଲି ତେଲ୍‌ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସେମାନଙ୍କୁ…

ଭାଜପା ତୃତୀୟଥର କ୍ଷମତାକୁ ଆସିଲେ ବିପଦରେ ପଡ଼ିଯିବ ଦେଶ: କେରଳ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୮।୧୦: ଭାଜପା ତୃତୀୟ ଥର କ୍ଷମତାକୁ ଆସିଲେ ଦେଶ ବିପଦରେ ପଡିଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଚେତାବନୀ ଦେଇଛନ୍ତି। ଉତ୍ତର କେରଳର ଏକ ଜିଲାର ଏକ କାର୍ଯ୍ୟକ୍ରମରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ଆରଏସଏସକୁ ଟାର୍ଗେଟ୍‌ କରିଛନ୍ତି…

୪୦ ବର୍ଷ ପରେ ବିଶ୍ୱକପ୍‌ରେ ଘଟିଲା ଏମିତି

ଚେନ୍ନାଇ,୮।୧୦: ଦିନିକିଆ ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍‌ ଦଳ ଏକ ଲଜ୍ଜାଜନକ ରେକର୍ଡ କରିଛି। ଚେନ୍ନାଇର ଚେପକ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଭାରତୀୟ ଓପନର୍‌ ଖାତା ଖୋଲି ପାରି ନ ଥିଲେ। ଅଷ୍ଟ୍ରେଲୀୟ…

ଜୀବିତପୁତ୍ରିକା ଉତ୍ସବରେ ଅଘଟଣ: ୨୪ ଘଣ୍ଟାରେ ନଦୀରେ ବୁଡ଼ିଯାଇ ୨୨ ମହିଳାଙ୍କ ମୃତ୍ୟୁ

ପାଟନା,୮ା୧୦: ବିହାରରେ ଜୀବିତପୁତ୍ରିକା ଉତ୍ସବ ପାଳନ ଅବସରରେ ଅଘଟଣ ଘଟିଛି। ନଦୀ, ପୁଷ୍କରିଣୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଜୀବିତପୁତ୍ରିକା ଉତ୍ସବରେ ଭାଗନେଇଥିବା ମହିଳାମାନେ ପିଲାମାନଙ୍କ କଲ୍ୟାଣ ପାଇଁ ଉପବାସ ବ୍ରତ ପାଳନ କରିଥାନ୍ତି। ଏହି…

ଚାଉଳ ଆଣିବାକୁ ଯାଇଥିବା ହିତାଧିକାରୀଙ୍କୁ ଆକ୍ରମଣ

କର୍ଲାମୁଣ୍ଡା,୮।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଗ୍ରାମର ହିତାଧିକାରୀମାନେ ରବିବାର ପଞ୍ଚାୟତ କାର୍ଯ୍ୟାଳୟକୁ ପିଡ଼ିଏସ୍‌ ଚାଉଳ ଆଣିବାକୁ ଯାଇଥିବା ବେଳେ ଜୋରାଡବରା ଗ୍ରାମର କେତେକ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ…

ସୁରକ୍ଷିତ ଭାରତ ଫେରିଲେ ନୁଶରତ

ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଫସି ରହିଥିବା ବଲିଉଡ ଅଭିନେତ୍ରୀ ନୁଶରତ ଭରୁଚା ସୁରକ୍ଷିତ ଭାରତ ଫେରିଛନ୍ତି। ନୁଶରତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ଅଭିନେତ୍ରୀ ବିମାନବନ୍ଦରରୁ ବାହାରକୁ…

ଦୁନିଆର ସବୁଠୁ ବଡ଼ ରୁଟି

ଜୟପୁର,୮।୧୦: ରୁଟି ପ୍ରାୟତଃ ସମସ୍ତଙ୍କ ଘରେ ତିଆରି, କିନ୍ତୁ ବିଶ୍ୱର ସର୍ବବୃହତ ରୁଟି ରାଜସ୍ଥାନର ଭିଲୱାରାଠାରେ ତିଆରି ହୋଇଛି। ଏହି ରୁଟି ତିଆରି କରିବାକୁ ଅଟା ଚକଡି ଏବଂ ବେଲିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା। ଏହି ରୁଟି ସେକିବାକୁ…

ପୋଖରୀରେ ବୁଡ଼ି ଚାଲିଗଲା ଛାତ୍ରୀଙ୍କ ଜୀବନ

ରାୟଗଡ଼,୮।୧୦ା(ଜ୍ୟୋତି ପ୍ରସାଦ ପାଣି): ଗଜପତି ଜିଲା ରାୟଗଡ଼ ବ୍ଲକ ଅଧୀନ ଗଣ୍ଡାହାତୀ ପଞ୍ଚାୟତ ଅନ୍ତର୍ଗତ ତାମତରା ଗ୍ରାମର ଏକ ପୋଖରୀରେ ବୁଡ଼ି ଜଣେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ସୁଙ୍କୁ ମଣ୍ଡଳଙ୍କ ଝିଅ ସୁଜାତା ମଣ୍ଡଳ(୯)।…

ଡି. ଭିଲିୟର୍ସଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ

ସିଡନୀ,୮।୧୦:ଦକ୍ଷିଣ ଅଷ୍ଟ୍ରେଲିଆର ୨୧ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ ଜେକେ ଫ୍ରେସର ମ୍ୟାକଗର୍କ ଦ୍ରୁତତମ ଶତକ ସ୍କୋର କରି ଏବି ଡି. ଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି। ତାସମାନିଆ ବିପକ୍ଷ ଦିନିକିଆ ମ୍ୟାଚରେ ମାତ୍ର ୨୯ ବଲରେ ଲିଷ୍ଟ ଏ କ୍ରିକେଟରେ ଜ୍ୟାକ ଫ୍ରେଜର…

ବିଶ୍ୱକପରେ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ଚେନ୍ନାଇ,୮।୧୦: ଦିନିକିଆ ବିଶ୍ୱକପର ପଞ୍ଚମ ମ୍ୟାଚରେ ଆୟୋଜକ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁକାବିଲା ଚାଲିଛି। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ ଭାରତ ପାଇଁ…

ପ୍ଲାଷ୍ଟିକ ସର୍ଜରୀ ନେଲା ଅଭିନେତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୮।୧୦: ଗ୍ଲାମରସ ଏବଂ ସୁନ୍ଦର ଦେଖାଯିବା ପାଇଁ ଅନେକ ସେଲିବ୍ରିଟି ପ୍ଲାଷ୍ଟିକ ସର୍ଜରୀ କରନ୍ତି। ଏଥିରେ କିଏ ସଫଳ ହୋଇଥାନ୍ତି ତ ଆଉ କାହାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ। ଆର୍ଜେଣ୍ଟିନାର ପୂର୍ବତନ ସୌନ୍ଦର୍ଯ୍ୟ ରାଣୀ ତଥା ଅଭିନେତ୍ରୀ ଜ୍ୟାକଲିନ କାରିଅରି କସମେଟିକ…

ଗୁଣକାରୀ ତୁଳସୀ,ଆସନ୍ତୁ ଜାଣିବା କି ଉପକାରରେ ଆସେ..

ତୁଳସୀ ଚଉରା ପ୍ରତ୍ୟେକଙ୍କର ଘର ଅଗଣାରେ ରହିଥାଏ। କାରଣ ଏହା ଘର ପରିବେଶକୁ ପବିତ୍ର କରିବା ସହ ଗୃହରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ କରାଇଥାଏ। କୌଣସି କାମରେ ଘରୁ ବାହାରିବା ସମୟରେ ତୁଳସୀ ଚଉରା ମୂଳେ ମୁଣ୍ଡିଆ ମାରି ଗଲେ ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?