ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭାଜପା ନେତା
ଗଞ୍ଜାମ,୭।୭(ବିଦ୍ୟାଧର ସାହୁ ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଛତ୍ରପୁର ନିର୍ବାଚନମଣ୍ଡଳୀ ଭାଜପା ନେତା ଓ କର୍ମୀ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏହି ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପାଦୁକାଇ ମନ୍ଦିର ପ୍ରାଙ୍ଗଣରେ ଭାଜପା ପକ୍ଷରୁ ଗରିବ କଲ୍ୟାଣ ସମାବେଶ…
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ବୁଲାଇଲେ କଳାକନା
ବ୍ରହ୍ମପୁର,୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଲୁଟିଆ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି। ଗୋଷାଣିନୂଆଗାଁ ଥାନା ଅଧୀନ ମୟୂରୀବିହାରରେ ରହୁଥିବା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ଲୁଟେରା କଳାକାନା ବୁଲାଇଛନ୍ତି। ଏ ନେଇ ଗୃହକର୍ତ୍ତା ଅନିଲ କୁମାର ପାଣିଗ୍ରାହୀ ଥାନାରେ ଅଭିଯୋଗ କରିଛନ୍ତି।…
ଧୋନୀଙ୍କ ଲାଗି ବିସିସିଆଇକୁ ଭାଙ୍ଗିବାକୁ ପଡ଼ିଥିଲା ଏହି ନିୟମ
ନୂଆଦିଲ୍ଲୀ,୭।୭: ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶୁକ୍ରବାର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ କ୍ରିକେଟ ଇତିହାସର ସଫଳତମ ଅଧିନାୟକଙ୍କ ମଧ୍ୟରୁ ଧୋନୀ ଜଣେ। ତାଙ୍କ ନେତୃତ୍ୱରେ ଭାରତ ୩ ଆଇସିସି ଟ୍ରଫି ଜିତିଥିଲା। ସେ ନିଜର…
ଅଭିନୟ ଛାଡିଲେ ସାମନ୍ଥା
ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଅଭିନୟରୁ ଲମ୍ବା ବ୍ରେକ ନେବାକୁ ପ୍ରସ୍ତୁତ ହୋଇଗଲେଣି। ଶୁକ୍ରବାର ତାଙ୍କୁ ହାଇଦ୍ରାବାଦ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା।ହାଇଦ୍ରାବାଦ ପହଞ୍ଚିବା ପରେ ପ୍ରେପରାଜି ତାଙ୍କର ଏକ ଭିଡିଓ ଫ୍ୟାନ ପେଜରେ ଶେୟାର କରିଥିଲେ। ଫିଲ୍ମ କୁଶିର ଶୁଟିଂରୁ…
ଓ୍ବିମ୍ବଲଡନ ୨୦୨୩ ଫାଇନାଲରେ ସାମିଲ ହେବେ ଏକମାତ୍ର ଭାରତୀୟ ସେଲିବ୍ରିଟି ସୋନମ କପୁର
ମୁମ୍ବାଇ: ସୋନମ କପୁର ଖୁବଶୀଘ୍ର ଚଳିତ ବର୍ଷ ଲଣ୍ଡନର ଐତିହାସିକ ଅଲ ଇଂଲଣ୍ଡ କ୍ଲବରେ ଓ୍ବିମ୍ବଲଡନ ଫାଇନାଲରେ ଭାଗ ନେଉଥିବା ଏକମାତ୍ର ଭାରତୀୟ ସେଲିବ୍ରିଟି ହେବାକୁ ଯାଉଛନ୍ତି। ପୋଷାକ ଚୟନକୁ ନେଇ ଚର୍ଚ୍ଚାରେ ରହୁଥିବା ସୋନମ କପୁର ଏଥର ଓ୍ବିମ୍ବଲଡନ ୨୦୨୩ରେ…
ମା’ଙ୍କୁ ହରାଇଲେ ମିଥୁନ, ଶୋକରେ ବୁଡ଼ିଲା ପରିବାର
ବମ୍ବେ: ମା’ଙ୍କୁ ହରାଇଲେ ବଲିଉଡ ତଥା ଟଲିଉଡ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ। ମିଥୁନଙ୍କ ମା’ ଶାନ୍ତିରାଣୀ ଦେବୀଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ଦୀର୍ଘଦିନରୁ ସେ ଅସୁସ୍ଥ ଥିବା ବେଳେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଶେଷନିଃଶ୍ୱାସ…
‘ଅବସର ନେବା ହଠାତ ନିଷ୍ପତ୍ତି ନ ଥିଲା’
ଚଟ୍ଟଗ୍ରାମ(ବାଂଲାଦେଶ),୭ା୭: ଆଶ୍ଚର୍ଯ୍ୟଜନକ ଭାବେ ବାଂଲାଦେଶ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଅଧିନାୟକ ତମିମ ଇକ୍ବାଲ ଗୁରୁବାର ତାଙ୍କର ଅବସର ଘୋଷଣା କରିଛନ୍ତି। ଏହି ଘୋଷଣା ବାଂଲାଦେଶକୁ ୨୦୨୩ ବିଶ୍ୱକପ ଜିତିବାର ସମ୍ଭାବନାକୁ ଏକ ବଡ଼ ଝଟକା ଦେଇଛି। ଆଫଗାନିସ୍ତାନ ସହ ଦିନିକିଆ ମ୍ୟାଚରେ…
କୋଏଲ ନଦୀରେ ବୁଡ଼ି ନାବାଳକଙ୍କ ଜୀବନଗଲା
ରାଉରକେଲା,୭।୭(ସଂଗୀତା ଜେନା): ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜମସେରା ଘାଟ କୋଏଲ ନଦୀରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଖବରପାଇ ଘଟଣାସ୍ଥଳରେ ରାଉରକେଲା ଅଗ୍ନିଶମ ଟିମ୍ ପହଞ୍ଚି ମୃତଦେହ ଜବତ କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ…
ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ନେଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା
ଛତ୍ରପୁର,୭।୭(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ନୂତନ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ବିରାଟ…
ବିମ୍ସଟେକକୁ ଏକ ବ୍ୟାପକ ସୀମାମୁକ୍ତ ପର୍ଯ୍ୟଟନ ସ୍ଥଳ କର, ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପରାମର୍ଶ
କଲମ୍ବୋ,୭।୭: ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ବଙ୍ଗୋପସାଗର ଉପକୂଳରେ ଥିବା ଦେଶରେ ବିମ୍ସଟେକକୁ ପର୍ଯ୍ୟଟନ ଦୃଷ୍ଟିରୁ ଏକ ସୀମା ମୁକ୍ତ ଅଞ୍ଚଳ କରିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ବିମ୍ସଟେକରେ ଭାରତ, ଶ୍ରୀଲଙ୍କା, ବାଂଲାଦେଶ, ମୃାନମାର, ଥାଇଲାଣ୍ଡ ଓ ଭୁଟାନ ରହିଛି। ଗୁରୁବାର…
ଉପହାର ଫେରାଇ ଦେବାରୁ ରାଗିଯାଇ ପ୍ରେମିକ କଲେ ଏମିତି…
ନୂଆଦିଲ୍ଲୀ,୭ା୭: ନୂଆଦିଲ୍ଲୀର ସରାଇ ରୋହିଲ୍ଲା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ୫୫ ବର୍ଷୀୟ ମହିଳାଙ୍କୁ ତାଙ୍କ ଝିଅଙ୍କ ପୂର୍ବତନ ପ୍ରେମିକ ଗୁଳିକରି ହତ୍ୟା କରିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଳ ମହିଳାଙ୍କ ମୃତଦେହ ଜବତ କରିଛି। ପ୍ରେମରେ…
ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ
ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ ଥିବାବେଳେ ଏପଟେ ଶୁକ୍ରବାରଠାରୁ ଇନ୍ଦ୍ରାବତୀ ବହୁମୁଖି ଜଳ ବିଦ୍ୟୁତ ପ୍ରକଳ୍ପରୁ କେନାଲ ମାଧ୍ୟମରେ ପାଣି…
Archives


