Home Left

ଆସିଲା ଏଏସଆଇ ଏଲିସ ଲୁଗୁନଙ୍କ ବ୍ୟବଚ୍ଛେଦ ରିପୋଟ: ହେଲେ ହୋଇନି ସାର୍ବଜନୀନ

ରାଉରକେଲା ୯।୧୦: ରାଉରକେଲା ଉଦିତ୍‌ନଗର ଥାନା ଏଏସଆଇ ଏଲିସ ଲୁଗୁନଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମାତ୍ର ରିପୋର୍ଟରେ କ’ଣ ଉଲ୍ଲେଖ ଅଛି ତାହା ରାଉରକେଲା ପୋଲିସ ସ୍ପଷ୍ଟ କରିନାହିଁ । ରିର୍ପୋଟକୁ ତର୍ଜମା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ…

ଶେହନାଜଙ୍କ ଡିମାଣ୍ଡ

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ରିଆଲିଟି ସୋ ବିଗ ବସ ୧୩ରେ ନଜର ଆସିଥିବା ଶେହନାଜ ଗିଲଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ସୋ ପରେ ଶେହନାଜ ଆଉ ପଛକୁ ଫେରି ନଥିଲେ। ସେ ସଲମାନ ଖାଁଙ୍କ ଅଭିନୀତ ମୁଭି…

ଅକ୍ଟୋବର ୩୧ ଯାଏ ବସ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୯।୧୦: ରାଜ୍ୟବ୍ୟାପୀ ବସ ଧର୍ମଘଟ ଆସନ୍ତା ୧୦ ତାରିଖରେ ଦିଆଯାଇଥାନ୍ତା। ତେବେ ଏହି ଧର୍ମଘଟ ସ୍ଥଗିତ ରଖିବା ପାଇଁ ରାଜ୍ୟ ଘରୋଇ ବସ ମାଲିକ ସଂଘନିଷ୍ପତ୍ତି ନେଇଛି। ଅକ୍ଟୋବର ୩୧ ଯାଏ ଧର୍ମଘଟ ସ୍ଥଗିତ ରଖିବାକୁ ସ୍ଥିର ହୋଇଛି। ରାଜ୍ୟ ଘରୋଇ…

ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ପାଇଁ ଭାଜପା ଜାରି କଲା ପ୍ରାର୍ଥି ତାଲିକା

ନୂଆଦିଲ୍ଲୀ,୯।୧୦: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା)ତା’ର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ପାଇଁ ଭାଜପା ଏହି ତାଲିକା ପ୍ରକାଶ କରିଛି। ରାଜସ୍ଥାନରେ ୪୧…

ପାକିସ୍ତାନୀ ଖବରଦାତାଙ୍କୁ ମିଳିଲାନି ଭିଜା, ହ୍ବାର୍ଟସଆପ ଗ୍ରୁପ୍‌ ମାଧ୍ୟମରେ ପଚାରିବେ ପ୍ରଶ୍ନ…

ନୂଆଦିଲ୍ଲୀ,୯।୧୦: ପାକିସ୍ତାନ ଏହାର ବିଶ୍ୱକପ୍‌ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ବର୍ତ୍ତମାନ ବାବର ଆଜାମଙ୍କ ଦଳ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ। ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ୧୦ ଅକ୍ଟୋବରରେ ହାଇଦ୍ରାବାଦରେ ଖେଳାଯିବ। ଏଥି ସହିତ ଅକ୍ଟୋବର ୧୪ରେ…

ଭାରତକୁ ଝଟକା, ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଲେ ଗିଲ

ନୂଆଦିଲ୍ଲୀ,୯।୧୦: ଅଷ୍ଟ୍ରେଲିଆ ବିପକ୍ଷରେ ଜିତିବା ପରେ ଭାରତକୁ ଅକ୍ଟୋବର ୧୧ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ପଡିବ। ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ଡେଙ୍ଗୁରୁ ସୁସ୍ଥ ହେଉଥିବା ଶୁଭମାନ ଗିଲଙ୍କୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ…

ନବୋଦୟ ବିଦ୍ୟାଳୟରେ ଜୁନିୟର ଛାତ୍ରଙ୍କୁ ର଼୍ୟାଗିଂ

ପାଲଘର,୯ା୧୦: ମହାରାଷ୍ଟ୍ରର ପାଲଘରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଜୁନିୟର ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ର଼୍ୟାଗିଂ ବେଳେ କେତେକ ସିନିୟର ଛାତ୍ର ଜୁନିୟର ଛାତ୍ରଙ୍କୁ ମାଡ଼ ମାରିଛିନ୍ତି। ଅଭିଯୋଗ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୧୦…

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ ୯ ମୃତ

ଅରିୟାଲୁର,୯।୧୦: ସୋମବାର ତାମିଲନାଡୁର ଆରିୟାଲୁର ଜିଲାର ଏକ ଫାୟାର କ୍ରାକର ୟୁନିଟରେ ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଘଟଣାରେ ସମବେଦନା ଜଣାଇବା ସହ ପ୍ରଭାବିତ ପରିବାର…

ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲେ ରାଜ ଠାକରେ

ମୁମ୍ବାଇ,୯।୧୦: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କ ଦଳର କର୍ମଚାରୀମାନେ ଛୋଟ ଗାଡିରୁ ଟୋଲ ଚାର୍ଜରୁ ବଞ୍ଚିତ ନକରନ୍ତି ତେବେ ସେ ରାଜ୍ୟରେ ଟୋଲ ବୁଥରେ ନିଆଁ ଲଗାଇବେ।…

ନିର୍ବାଚନ ବିଗୁଲ ବାଜିବା ପରେ ଆଲର୍ଟ ମୋଡରେ ପ୍ରଶାସନ, ରାସ୍ତାରେ ଲାଗିଥିବା ନେତାଙ୍କ ବ୍ୟାନର, ପୋଷ୍ଟର ହଟାଗଲା

ଭୋପାଳ,୯।୧୦: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନପାଇଁ ସୋମବାର ତାରିଖ ଘୋଷଣା ହୋଇଛି। ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ସଂହିତା ଲାଗୁ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ନଭେମ୍ବର ୧୭ରେ ରାଜ୍ୟରେ ମତଦାନ ଥିବାବେଳେ ଡିସେମ୍ବର ୩ରେ ଭୋଟ ଗଣନା କରାଯିବ। ତେବେ ରଜ୍ୟେରେ…

କେନ୍ଦ୍ରରେ ସରକାର ଗଠନ କଲେ ଓବିସି ମହିଳାଙ୍କ ଅଂଶଗ୍ରହଣ ସହ ଲାଗୁ କରିବୁ ସଂରକ୍ଷଣ: ଖାର୍ଗେ

ନୂଆଦିଲ୍ଲୀ,୯।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର କେନ୍ଦ୍ର ସରକାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଜାତି ଆଧାରିତ ଜନଗଣନା ଉପରେ ନିରବତାକୁ ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି କଲ୍ୟାଣକାରୀ ଯୋଜନାରେ ଉଚିତ ସହଭାଗିତା ପାଇଁ ଏହା…

ମଦ୍ୟପାନ କରି ଗାଡ଼ି ଚଳାଇ ବନ୍ଧାହେଲେ ୨୦

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ମଦ୍ୟପାନ କରି ଗାଡ଼ି ଚଳାଇବା ନେଇ ଧରପଗଡ଼ ଜାରି ରହିଛି। ରବିବାର ରାତିରେ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରି ସଫଳତା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?