Home Left

ଚିଲିକା ଚିନ୍ତା

ସୌନ୍ଦର୍ଯ୍ୟମୟୀ ଚିଲିକାର ସୌନ୍ଦର୍ଯ୍ୟ କାହାକୁ ବା ଆକର୍ଷିତ ନ କରିଛି। କିନ୍ତୁ ତା’ର ସୌନ୍ଦର୍ଯ୍ୟ ଏବେ ନଷ୍ଟ ହେବାରେ ଲାଗିଛି; ଯାହା ବର୍ତ୍ତମାନ ପରିବେଶବିତ୍‌ଙ୍କ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ସରକାରୀ ସ୍ତରରେ କିଛି ଯୋଜନା ହେଉଥିବାବେଳେ କିଛି ବ୍ୟକ୍ତି ବିଶେଷ…

୨୦୨୩ ଦିନିକିଆ ବିଶ୍ୱକପ୍‌: ଭାରତ ଆସିବାକୁ ‘ଯେସାକୁ ତେସା’ ନୀତି ଅବଲମ୍ବନ କରିବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ୍‌,୯।୭: ୨୦୨୩ ଦିନିକିଆ ବିଶ୍ୱକପ୍‌ ଭାରତରେ ଖେଳାଯିବ। ଆଇସିସି ଦ୍ୱାରା ଟୁର୍ନାମେଣ୍ଟ ପାଇଁ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନ ଭାରତ ଆସିବା ନେଇ ସ୍ପଷ୍ଟ ହୋଇନାହିଁ। ଏସୀୟ କ୍ରିକେଟ ପରିଷଦ ଏବଂ ଆଇସିସି ପାକିସ୍ତାନରୁ ଏକ ବୁଝାମଣା…

ଭାଜପାକୁ ଟାର୍ଗେଟ କଲେ ନୁସରତ

କୋଲକାତା,୯।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟରେ ହୋଇଥିବା ହିଂସାକୁ ନେଇ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ତ୍ରୁଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ କଥା କଟା କଟି ଆରମ୍ଭ ହୋଇଯାଇଛି। ଟିଏମସି ଅଭିଯୋଗ କରିଛି ଯେ ଭାଜପା ବୁଥ କ୍ୟାପଚରିଂର ଭୁଲ ଖବର…

ଜନ୍ମମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଇଂରାଜୀ ମାସ ଜାନୁୟାରୀରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମନରେ ଅନ୍ୟମାନଙ୍କ ପାଇଁ ସମ୍ମାନ ରହିଥାଏ। ନିଜ ଇଚ୍ଛାକୁ ସେମାନେ କାହା ଉପରେ ଲଦନ୍ତି ନାହିଁ। ଫେବୃୟାରୀରେ ଜନ୍ମ ହୋଇଥିବା ବ୍ୟକ୍ତି ସଚ୍ଚୋଟ ବନ୍ଧୁ ଓ ଦାୟିତ୍ୱବାନ୍‌ ସାଥୀ…

ଖାଲି ରଖିବେ ନାହିଁ କେଉଁ ଜିନିଷ

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ଏମିତି କେତେକ ଜିନିଷ ରହିଛି, ଯାହାକୁ କେବେ ବି ଖାଲି ରଖିବା ଆଦୌ ଠିକ୍‌ ନୁହେଁ। ନଚେତ୍‌ ଏହାର ଅନେକ କୁପ୍ରଭାବ ଆମ ଜୀବନଶୈଳୀ ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି। ଯେମିତିକି: ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ…

ପଡ଼ିଆକୁ ଓହ୍ଲାଇଲେ ପନ୍ତ

ନୂଆଦିଲ୍ଲୀ,୯।୭: କାର ଦୁର୍ଘଟଣାରେ ଆହତ ହୋଇଥିବା ଟିମ ଇଣ୍ଡିଆର ଉଇକେଟ କିପର ରିଷଭ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ଏବେ ବେଙ୍ଗାଲୁରୁର ଏନସିଏ ଅଭ୍ୟାସ କରୁଛନ୍ତି। ଏହି ସମୟରେ ସେ ଦୁଲିପ ଟ୍ରଫିର ସେମିଫାଇନାଲ ମ୍ୟାଚ ଦେଖିବା ପାଇଁ…

୩୦ ଫୁଟ ପୋଲ ତଳକୁ ଖସିଲ ଟ୍ରେଲର, ଚାଳକ ଗୁରୁତର

ଜମନକିରା,୯।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ୫୩ ପିଠାମାରେନ ପୋଲରେ ଏକ ଟ୍ରେଲର ରେଜିଷ୍ଟେଶନ ନ.(ଏଲଏଲ ୦୧ ଏନ ୮୫୫୯) ଦୁର୍ଘଟଣାଗ୍ରସ୍ଥ ହୋଇଛି। ନିୟନ୍ତ୍ରଣ ହରାଇ ଟ୍ରେଲରଟି ପୋଲର ୩୦ ଫୁଟ ତଳକୁ ଖସି ପଡିଥିଲା। ଏଥିରେ ଚାଳକ…

୨୦୨୩ ବିଶ୍ୱକପ୍‌ ପୂର୍ବରୁ ଭବିଷ୍ୟବାଣୀ କଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୯।୭: ୫ ଅକ୍ଟୋବରରୁ ଭାରତରେ ବିଶ୍ୱକପ ୨୦୨୩ ଆରମ୍ଭ ହେବ। ଏଥିପାଇଁ ପୁରା କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି। ଦିନିକିଆ ବିଶ୍ୱକପର ଏହା ୧୩ତମ ସିଜନ ହେବ। ଏହାପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି ଭବିଷ୍ୟବାଣୀ କରିଛନ୍ତି। ସେ ମଧ୍ୟ…

ରାହୁଲ ଗାନ୍ଧୀଙ୍କୁ ଅତିକମରେ ୫ ବର୍ଷ ଦଣ୍ଡ ମିଳିବା ଉଚିତ୍‌: ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ଲକ୍ଷ୍ନୌ,୯।୭: ଗୁଜରାଟ ହାଇକୋର୍ଟ ‘ମୋଦି ଉପନାମ’ ସହିତ ଜଡିତ ଅପରାଧିକ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବାକୁ ମନା କରି ଦେଇଛନ୍ତି। ରାହୁଲ ଗାନ୍ଧୀ ପୁନଃର୍ବିଚାର ମାମଲା ହାଇକୋର୍ଟରେ ଖାରଜ ହେବା ପରେ ପଦ୍ମଭୂଷଣ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ…

୧ କୋଟିର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ 

ଭୁବନେଶ୍ୱର,୯।୭: ଖୋର୍ଦ୍ଧା ଜିଲା ବାଙ୍କି-ସିମର ରୋଡ ଓସ୍ତପୁର ଗାଁ ନିକଟରୁ ବିପୁଳ ମାତ୍ରାରେ ବ୍ରାଉନ୍‌ସୁଗାର ଜବତ ହୋଇଛି । ଏହାସହିତ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ, ବାଘମାରି ଥାନା ପୋଡାଡିହ ଗାଁର ସୁରେଶ କୁମାର ମହାପାତ୍ର ବ୍ରାଉନ୍‌ସୁଗାର  କରାବାର…

ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ,୯।୭: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ଦିଲ୍ଲୀରେ ପ୍ରବଳ ବର୍ଷା ୨୦ ବର୍ଷର ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ୧୯୮୨ ପରଠାରୁ…

ନିଜ ପ୍ରତିଭା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲେ ଭେଙ୍କଟ

ହାଇଦ୍ରାବାଦ୍‌,୯।୭: ଇଚ୍ଛା ଶକ୍ତି ପାଖରେ ହାର ମାନିଛି ଶାରୀରିକ ଅକ୍ଷମତା। ସାଧାରଣ ବ୍ୟକ୍ତିଙ୍କ ଠାରୁ ବି କୌଣସି ଗୁଣରେ କମ ନୁହଁନ୍ତି ତେଲେଙ୍ଗାନାର ଅଟିଷ୍ଟିକ ଗାୟକ କାମିସେଟ୍ଟି ଭେଙ୍କଟ। ନିଜ ପ୍ରତିଭା ଜରିଆରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ ଜିଣିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri