Home Left

ଟମାଟର ଜଗୁଛନ୍ତି ସୁରକ୍ଷାକର୍ମୀ

ଲକ୍ଷ୍ନୌ,୯।୭: ଆଜିକାଲି ଟମାଟର ମୂଲ୍ୟ ଆକାଶଛୁଆଁ ରହିଛି। ବାରାଣସୀ ସମେତ ଦେଶର ଅନେକ ସହରରେ ଟମାଟର ମୂଲ୍ୟ ପେଟ୍ରୋଲ ତୁଳନାରେ ଅଧିକ ହୋଇଛି। ବାରାଣସୀରେ କିଲୋଗ୍ରାମ ପିଛା ୧୨୦ ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏହାକୁ ଦୃଷ୍ଟିରେ ରଖି…

ଟ୍ରୋଲ ହେଲେ କାଜଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ଏକ ସାକ୍ଷାତକାରରେ ଏମିତି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ସେ ଟ୍ରୋଲ ହୋଇଛନ୍ତି। ଅଭିନେତ୍ରୀ ଏବେ ତାଙ୍କା ଆଗାମୀ ଶୋ’ ‘ଦ ଟ୍ରାୟଲ’ର ପ୍ରମୋଶନରେ ବିଜି ଅଛନ୍ତି। ଏଥିପାଇଁ ସେ ଇମୋଶନାଲ କାର୍ଡ…

ସନ୍ତାନ ନ ହେବାରୁ ପଡ଼ୋଶୀ କରୁଥିଲେ ବିଦ୍ରୁପ: ବ୍ୟକ୍ତି ନେଲେ ଚରମ ପଦକ୍ଷେପ

ଲୁଧିଆନା,୯।୭: ପଞ୍ଜାବର ଲୁଧିଆନାର ସାଲେମ ଟାବରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସନ୍ତାନ ନ ହେବାରୁ ପଡୋଶୀ ବିଦ୍ରୁପ ସହି ନ ପାରି ଜଣେ ବ୍ୟକ୍ତି ଗୋଟିଏ ପରିବାରର ୩ ଜଣଙ୍କ ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।…

ରିଲିଜ ହେଲା ‘ବବାଲ’ର ଟ୍ରେଲର

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଜାହ୍ନବୀ କପୁର ଓ ନାୟକ ବରୁଣ ଧଓ୍ବନଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ବବାଲ’ର ଟ୍ରେଲର ଶେଷରେ ରିଲିଜ ହୋଇଛି। ଏଥିରେ ବରୁଣ ଓ ଜାହ୍ନବୀଙ୍କ ବେହତରିନ କେମେଷ୍ଟ୍ରି ଦେଖିବାକୁ ମିଳିଛି ଦର୍ଶକଙ୍କୁ। ଏହି ଫିଲ୍ମରେ ଉଭୟ ପତି-ପତ୍ନୀ…

ଆରମ୍ଭ ହେଲା ଶରଦ ପାଓ୍ବାରଙ୍କ ଖରାପ ଦିନ: ଅଠାଓ୍ବଲେ

ନୂଆଦିଲ୍ଲୀ,୯।୭: ମହାରାଷ୍ଟ୍ରରେ ଏନସିପିରେ ଫାଟ ପରେ ରାଜନୀତି ହୋଇଛି ସରଗରମ। ଏହି ରାଜାନୈତିକ ଘଟଣାକ୍ରମ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବିରୋଧୀ ଦଳ ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଛି। ଏବେ ରାଷ୍ଟ୍ରୀୟ ରିପବ୍ଲିକାନ ପାର୍ଟିର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ…

ଦିଲ୍ଲୀରେ ୪୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା: ଗଲାଣି ୧୨ ଜୀବନ

ନୂଆଦିଲ୍ଲୀ,୯।୭: ଗତ ଦୁଇଦିନ ହେଲା ଉତ୍ତର ଭାରତର ବିଭିନ୍ନ ଭାଗରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏପରି କି ଆସନ୍ତା ଦୁଇଦିନ ଅଞ୍ଚଳରେ ବର୍ଷା ଲାଗି ରହିବ…

ଓଏମ୍‌ଜି-୨ ନିର୍ମାତାଙ୍କୁ ଚେତାବନୀ

ବମ୍ବେ: ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଓଏମ୍‌ଜି ୨’ର ପ୍ରି-ଟ୍ରିଜର ହୋଇଛି ରିଲିଜ। ଏଥିରେ ଶିବଙ୍କ ଲୁକ୍‌ରେ ନଜର ଆସିଛନ୍ତି ଅକ୍ଷୟ କୁମାର। ଯାହାକୁ ନେଇ ଆରମ୍ଭ ହୋଇଛି ସମାଲୋଚନା। ଏପରିକି ଫିଲ୍ମ ନିର୍ମାତାଙ୍କୁ ମଧ୍ୟ ସୋସିଆଲ ମିଡିଆରେ…

ତିନି ଦିନ ପରେ ପୁଣିଥରେ ଆରମ୍ଭ ହେଲା ଅମରନାଥ ଯାତ୍ରା, ଖରାପ ପାଗଯୋଗୁ ରହିଥିଲା ସ୍ଥଗିତ

ନୂଆଦିଲ୍ଲୀ,୯।୭: ଜମ୍ମୁ-କଶ୍ମୀରରେ ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ୩ ଦିନ ପାଇଁ ବନ୍ଦ କରି ଦିଆଯାଇଥିଲା। ତୀର୍ଥଯାତ୍ରୀଙ୍କର ପଂଜତରଣି ଓ ଶେଷନାଗ ଆଧାର ଶିବିରରେ ରହିବାର ବ୍ୟବସ୍ଥା କରାଯାଇଥିଲା। ଏବେ ୩ ଦିନ ପରେ ଅର୍ଥାତ୍‌ ରବିବାର ପୁଣିଥରେ ଏହି…

ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା

ରାଇରଙ୍ଗପୁର,୯।୭: ମୟୂରଭଞ୍ଜ ଜିଲା ବହଳଦା ଥାନା ଅଧୀନ ଅଁଳାଯୋଡି ରେଳଷ୍ଟେଶନର ୧ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ଡିଏମ୍‌ୟୁ ଯାତ୍ରୀବାହୀ ଟ୍ରେନ୍‌ ବାଦାମପାହାଡ଼ରୁ ଟାଟାନଗରକୁ ଯାଉଥିଲା। ହେଲେ ଅଁଳାଯୋଡି…

ୟୁସିସିକୁ ନେଇ ପ୍ରତିକ୍ରିୟା ଦେଲେ ଶଶି ଥରୁର, କହିଲେ ହିନ୍ଦୁ କୋଡ ବିଲ ଆଶିବାକୁ ବି ଲାଗିଥିଲା ୯ ବର୍ଷ

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ ସମାନ ନାଗରିକ ସଂହିତା ଉପରେ ସାରା ଦେଶରେ ଆଲୋଚନା ଜାରି ରହିଛି। ଅନୁମାନ କରାଯାଉଛି କି ଏହି ମାସରେ ଆରମ୍ଭ ହେବାକୁ ଯାଉଥିବା ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହାକୁ ଉପସ୍ଥାପନ କରିପାରନ୍ତି।…

ଆହୁରି ୨-୩ଟି ବୈଠକ ପରେ ନିଆଯିବ ନିଷ୍ପତ୍ତି: ଚିରାଗ ପାସଓ୍ବାନ

ପାଟନା,୯।୭: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଅଧ୍ୟକ୍ଷ ଚିରାଗ ପାସଓ୍ବାନ ଏନଡିଏରେ ଯୋଗଦେବାକୁ ନେଇ ଯେଉଁ ଆଲୋଚନା ହେଉଛି ତାକୁ ନେଇ ନିଜର ମତ ରଖିଛନ୍ତି ଚିରାଗ। ରବିବାର ସେ କହିଛନ୍ତି ଆହୁରି…

ଶ୍ୱାସକ୍ରିୟା କରିପାରୁଛି ରୋବୋ, ବୋହୁଛି ଝାଳ

ରୋବୋ ଏକ ମେସିନ୍‌। ଏଥିରେ ନ ଥାଏ ମଣିଷ ପରି କୌଣସି ସମ୍ବେଦନଶୀଳତା। ଏଥିରେ ଅନେକ କମ୍ପ୍ଲିକେସି ବି ଥାଏ। ତେଣୁ ଏହାର ବହୁଳ ବ୍ୟବହାର ଏଯାଏଁ ହୋଇପାରି ନାହିଁ। ତେବେ ସମୟକ୍ରମେ ଏବେ ରୋବୋରେ ଅନେକ ଡେଭଲପ୍‌ମେଣ୍ଟ ହେଲାଣି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri