Home Left

ଜଙ୍ଗଲୀ କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମ୍‌କିନ୍‌

କୋରାପୁଟ,୧୧ା୧୦(ଅମିତାଭ ବେହେରା): କୋରାପୁଟ ଜିଲାର ଆଦିମ ଅଧିବାସୀମାନେ ବ୍ୟବହାର କରୁଥିବା ଜଙ୍ଗଲୀ କନ୍ଦାରୁ ଗୁଣାତ୍ମକ ଓ ସୁସ୍ବାଦ କୁକିଜ୍‌ (ବିସ୍କୁଟ) ଓ ନମ୍‌କିନ୍‌ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗ ସହାୟକ…

ଅମ୍ବାନୀ ଶ୍ରେଷ୍ଠ ଧନୀ

ନୂଆଦିଲ୍ଲୀ,୧୧ା୧୦: ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ପଛରେ ପକାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଧନୀ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ମଙ୍ଗଳବାର ହୁରୁନ ଇଣ୍ଡିଆ ଧନୀ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକା ଅନୁଯାୟୀ…

ସପ୍ତାହରେ ଖର୍ଚ୍ଚ କରୁଛନ୍ତି ୧୦ କୋଟି

ଦୁବାଇ: ଅନେକ ଝିଅ ଏପରି ପରିବାରରେ ବିବାହ କରିବାକୁ ଚାହାନ୍ତି, ଯେଉଁଠାରେ ଟଙ୍କାର କିଛି ଅଭାବ ନ ଥିବ। ସେ ଭଲରେ ଚଳିପାରୁଥିବେ। ଜଣେ ମହିଳାଙ୍କ ସ୍ବାମୀ କୋଟିପତି ହୋଇଥିବାରୁ ସେ ଏହାର ଅଧିକ ଫାଇଦା ଉଠାଉଛନ୍ତି। ତାଙ୍କର ଏହି ଜୀବନଧାରଣକୁ…

୨୯୮ କେ.ଜି.ର ମଣିଷ

ଲଣ୍ଡନ: ମୋଟାପା ହେଉଛି ଅନେକ ରୋଗର ଗନ୍ତାଘର। ସେଥିପାଇଁ ଲୋକେ ଏବେ ଫିଟ୍‌ନେସ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ନିକଟରେ ବ୍ରିଟେନର ଜଣେ ବ୍ୟକ୍ତି ତାଙ୍କ ମୋଟାପା କାରଣରୁ ଚର୍ଚ୍ଚାରେ ଅଛନ୍ତି। ୩୩ ବର୍ଷୀୟ ଜଶନ ହଲଟନଙ୍କ ଓଜନ ୨୯୮ କିଲୋ।…

ରାମ ଚରିତ୍ର ପାଇଁ ଛାଡ଼ିବେ ମଦ-ମାଂସ

ମୁମ୍ବାଇ: ସାଉଥ୍‌ ଅଭିନେତା ପ୍ରଭାସଙ୍କ ‘ଆଦିପୁରୁଷ’ପରେ ନିକଟରେ ଆଉ ଏକ ରାମାୟଣ ଆସିବାକୁ ଯାଉଛି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ’ରେ ରାମ ଚରିତ୍ରରେ ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କୁ ଦେଖିବାକୁ ମିଳିବ। ଏନେଇ ଆସନ୍ତା ଦୀପାବଳିରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।…

ବାଳିକା ସବୁ କ୍ଷେତ୍ରରେ ଆଗୁଆ

ଏବେ ସବୁ କ୍ଷେତ୍ରରେ ବାଳିକାମାନେ ଆଗୁଆ। ଜୀବନର ସମସ୍ତ ଆହ୍ବାନକୁ ସେମାନେ ସହଜରେ ଗ୍ରହଣ କରିବାକୁ ସକ୍ଷମ। ଭବିଷ୍ୟତରେ ବଡ଼ ହୋଇ ପରିବାର ସମ୍ଭାଳିବାଠାରୁ ଆରମ୍ଭ କରି ଦେଶର ନେତୃତ୍ୱ, ଦେଶରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପ୍ରତିପାଦନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ…

ଦୀପାବଳି ସୁଦ୍ଧା ୩୩ ନୂଆ ଶୋ’ରୁମ୍‌ ଖୋଲିବ କଲ୍ୟାଣ

ଭୁବନେଶ୍ୱର,୧୧।୧୦: ଚଳିତ ବର୍ଷ ଦୀପାବଳି ସୁଦ୍ଧା ସାରା ଭାରତରେ କଲ୍ୟାଣ ଜୁଏଲର୍ସ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୩୩ଟି ନୂତନ ଶୋ’ରୁମ୍‌ର ଶୁଭାରମ୍ଭ (ଖୋଲିବ) କରାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ସମ୍ପ୍ରସାରଣ ଯୋଜନା ଅନ୍ତର୍ଗତ ଉକ୍ତ ଶୋ’ରୁମ୍‌ଗୁଡିକ…

ଏମ୍‌ଏସ୍‌ଆଇଏଲ୍‌ର ସ୍ବତନ୍ତ୍ର ରାଲି

ଭୁବନେଶ୍ୱର,୧୧।୧୦: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌) ଏବଂ ଭାରତୀୟ ନୌସେନାର ମିଳିତ ସହଯୋଗରେ ଏକ ସ୍ବତନ୍ତ୍ର ରାଲିର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭାରତୀୟ ଯୁବକମାନଙ୍କ ପାଇଁ ‘ଖାମ୍ରି ମୋ ସିକ୍କିମ୍‌’ ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ନେଭି (ନୌସେନା) କ୍ଷେତ୍ରରେ ଯୋଗଦେବା ଉଦ୍ଦେଶ୍ୟରେ…

ଫାଇବ୍‌ ସହ ଆକ୍ସିସ୍‌ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୧୧।୧୦: ଆକ୍ସିସ୍‌ ବ୍ୟାଙ୍କ ଏବଂ ଫିନ୍‌ଟେକ୍‌ କମ୍ପାନୀ ଫାଇବ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଭାରତର ପ୍ରଥମ ନମ୍ବର ବିହୀନ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ କରିବା ପାଇଁ ଉକ୍ତ ସହଭାଗିତା ହୋଇଥିବା ଉଭୟ ସଂସ୍ଥା (କମ୍ପାନୀ) ପକ୍ଷରୁ…

୨ ଦିନିଆ ହାଇଲାଇଫ୍‌ ଏକ୍‌ଜିବିଶନ ଉଦ୍‌ଘାଟିତ

ଭୁବନେଶ୍ୱର,୧୧।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ହାଇଲାଇଫ୍‌ ଏକ୍‌ଜିବିଶନ ପକ୍ଷରୁ ଏକ ୨ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ଭୁବନେଶ୍ୱରର ମେ ଫେୟାର କନ୍‌ଭେନଶନ ସେଣ୍ଟରଠାରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ ପ୍ରଦଶର୍ନରେ ୧୦୦ରୁ ଅଧିକ ଟପ୍‌ ଡିଜାଇନର…

ନଭେମ୍ବର ୧୪ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ଭୁବନେଶ୍ୱର,୧୧ା୧୦(ଅନିଲ ଦାସ): ଚଳିତ ବର୍ଷ ନଭେମ୍ବର ୧୪ରୁ ୨୭ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନଠାରେ ୪୨ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩ ଅନୁଷ୍ଠିତ ହେବ। ଏଥରର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍‌-ୟୁନାଇଟେଡ୍‌ ବାଇ ଟ୍ରେଡ୍‌’ ଆଧାରରେ ଓଡ଼ିଶା ଏଥିରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ…

ଏ. ରାଜାଙ୍କ ୧୫ ବେନାମୀ ସମ୍ପତ୍ତି ଦଖଲକଲା ଇଡି

ନୂଆଦିଲ୍ଲୀ,୧୧ା୧୦: ମନିଲଣ୍ଡରିଂ ମାମଲାରେ ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଡିଏମ୍‌କେ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜାଙ୍କ ୧୫ଟି ସ୍ଥାବର ବେନାମୀ ସମ୍ପତ୍ତିକୁ ଦଖଲକୁ ନେଇଛି। ଏହି ସମ୍ପତ୍ତିର ମୂଲ୍ୟ ୫୫ କୋଟି ଟଙ୍କା ହେବ। ରାଜାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?