ଆଉ କିଛି ସମୟ ପରେ ପରୀକ୍ଷଣ ହେବ ଚନ୍ଦ୍ରୟାନ-୩, ପ୍ରଧାନମନ୍ତ୍ରୀ କହିଲେ ଆଜିର ଦିନଟି ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିବ
ନୂଆଦିଲ୍ଲୀ,୧୪।୭: ଅପରାହ୍ନ ୨.୩୦ରେ ଶ୍ରୀହରିକୋଟାରୁ ଚନ୍ଦ୍ରୟାନ-୩ର ପରୀକ୍ଷଣ ହେବ। ଯାହା ଦେଶ ପାଇଁ ଗର୍ବର ବିଷୟ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କହିଛନ୍ତି, ଆଜିର ଦିନଟି ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ଚନ୍ଦ୍ରୟାନ-୩ରେ ଗୋଦ୍ରେଜ ଏରୋସ୍ପେସର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ…
ଆମ ଉପରେ ଲଦି ଦିଆଯାଉଛି ୟୁସିସି: ଓଓ୍ବାଇସି
ନୂଆଦିଲ୍ଲୀ,୧୪।୭: ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଚାଲିଥିବା ଟଣାଭିଡା ଭିତରେ ଏଆଇଏମଆଇଏମର ମୁଖ୍ୟ ତଥା ଏମପି ଅସଦୁଦ୍ଦିନ ଓଓ୍ବାଇସି ଲଗାତାର ଏହାକୁ ନେଇ ତାଙ୍କର ପ୍ରତିକ୍ରିୟା ଦେଇ ଆସୁଛନ୍ତି। ଏହାକୁ ନେଇ ଶୁକ୍ରବାର ସେ ଏକ ପ୍ରେସ କନଫରେନ୍ସ କରି କହିଛନ୍ତି,…
୧୨ ଘଣ୍ଟିଆ ମାଲକାନଗିରି ବନ୍ଦ
ମାଲକାନଗିରି,୧୪ା୭(ଦୁର୍ଯ୍ୟୋଧନ ପାତ୍ର): ଶୁକ୍ରବାର ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା ଦେଇଛି ଜିଲା କଂଗ୍ରେସ l ୫ ଦଫା ଦାବି ନେଇ ଜିଲା କଂଗ୍ରେସର ଏକ ଟିମ୍ ଗତ ୨୩ା୦୬ା୨୩ରେ ଜିଲାପାଳଙ୍କୁ ଏକ ଦାବି ପ୍ରଦାନ କରିଥିଲେ। ଜିଲାପାଳଙ୍କୁ ଦେଇଥିବା ସମୟ…
ନିଅଣ୍ଟିଆ ବର୍ଷା, ଖରିଫ ଚାଷ ବିଳମ୍ବ
ସୋନପୁର,୧୪।୭(ମୃତ୍ୟୁଞ୍ଜୟ ଶତପଥୀ): ଚଳିତବର୍ଷ ବିଳମ୍ବରେ ମୌସୁମୀ ଆସିଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ନିଅଣ୍ଟିଆ ବର୍ଷା ଜାରି ରହିଛି। ବର୍ଷା ନ ଥିବାରୁ ଜିଲାରେ ଖରିଫ ଚାଷ ବିଳମ୍ବିତ ହୋଇଛି। ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ତଳି ରୁଆ କାର୍ଯ୍ୟ ହୋଇପାରୁନି। ଯେଉଁ…
୧୧ବର୍ଷ ବିତିଲା, କାର୍ଯ୍ୟକ୍ଷମ ହୋଇନି
ଖଡ଼ିଆଳ,୧୪ା୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମରେ ରହିଛି ଆଦିବାସୀ ଛାତ୍ରୀ ନିବାସ। ୨୦୧୨-୧୩ ମସିହାରେ ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ ନିର୍ମାଣ ହୋଇ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦ୍ୱାରା ଉଦ୍ଘାଟିତ…
ଦେଶର ସୁରକ୍ଷା ପାଇଁ ଚାଇନା ବିପଦ, ଏହାର ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ: ସଂସଦୀୟ କମିଟି ରିପୋର୍ଟ
ଇଂଲଣ୍ଡ,୧୪।୭: ବ୍ରିଟେନର ସଂସଦୀୟ କମିଟି ଦେଶର ଜାତୀୟ ସୁରକ୍ଷାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦର୍ଶାଯାଇଛି ଯେ ବ୍ରିଟେନର ଜାତୀୟ ସୁରକ୍ଷା ପାଇଁ ଚାଇନା ଏକ ବଡ଼ ବିପଦ। ଏହି ଅନୁଯାୟୀ, ବ୍ରିଟେନକୁ ଟାର୍ଗେଟ କରିବାରେ ଚାଇନା…
ଏଠାରେ କିଲୋ ପ୍ରତି ୯୦ ଟଙ୍କା ଦାମରେ ମିଳୁଛି ଟମାଟୋ
ନୂଆଦିଲ୍ଲୀ,୧୪।୭: ଟମାଟୋର ଦର ବୃଦ୍ଧିକୁ ଦେଖି ସରକାର ଯେଉଁ ପଦକ୍ଷେପ ନେବା କଥା ତା’ର ପ୍ରଭାବ ଶୁକ୍ରବାରଠାରୁ ଦେଖିବାକୁ ମିଳିଛି। ଦିଲ୍ଲୀ-ଏନସିଆରରେ ଶସ୍ତାରେ ଟମାଟୋ ମିଳିବା ଆରମ୍ଭ ହୋଇଯାଇଛି। ଆଉ ଏଠାରେ ଏବେ ଟମାଟୋ କିଲୋ ପ୍ରତି ଦାମ ୧୦୦ ଟଙ୍କା…
ସ୍ବାମୀ, ପୁଅ ପାଇଁ ଶେଷ ନିବେଦନ
ରାଉରକେଲା,୧୪।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବେଦବ୍ୟାସ ଗୋପାପାଲି ଝରାପଡାର ଜଣେ ବାଳକ ପ୍ରତିଦିନ ମରି ମରି ବଞ୍ଚୁଛି। ସର୍ବାଙ୍ଗ ଶରୀରରୁ ଚର୍ମ ଉପୁଡିବାରେ ଲାଗିଛି। ଶରୀରରେ ହାଡ ବାରି ହୋଇଯାଉଛି। ତଥାପି ସେ ବୃଦ୍ଧା ମା’ ବାପାଙ୍କ ପେଟକୁ ଦାନା ଦେବା…
ଏସିଆ କପ ୨୦୨୩: ପାକିସ୍ତାନକୁ ଝଟକା, ଘରୋଇ ପଡ଼ିଆରେ ଖେଳିବ ଗୋଟିଏ ମ୍ୟାଚ
ନୂଆଦିଲ୍ଲୀ,୧୪।୭: ଆଜି ଏସିଆ କପର କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ। କିନ୍ତୁ ପାକିସ୍ତାନ ପାଇଁ କୌଣସି ଖୁସି ଖବର ନାହିଁ! ବାସ୍ତବରେ, ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାବର ଆଜାମଙ୍କ ଦଳ କେବଳ ଗୋଟିଏ ଘରୋଇ ମ୍ୟାଚ ଖେଳିବାର ସୁଯୋଗ ପାଇବ। ପାକିସ୍ତାନ ଏବଂ…
ବଦଳିପାରେ ପୁରୁଣା ଚେହେରା
ସରଣ୍ଡା,୧୪।୭(ଯୁଧିଷ୍ଠିର ମହାପାତ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହିଲାଣି ନିର୍ବାଚନୀ ହାୱା। ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସହ ଆମ୍ ଆଦ୍ମୀ ପାର୍ଟି ନେତା ଏବେ ଗାଁ ମୁହାଁ ହୋଇଛନ୍ତି।…
ଚାଷଜମିରେ କୋମଳମତି ଶିଶୁ
ମାଲକାନଗିରି,୧୪ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟଗୁଡ଼ିକ ଖୋଲିଛି। ତେବେ ପାଠପଢା କ୍ଷେତ୍ରରେ ଶିଶୁମାନଙ୍କ ମଧ୍ୟରେ ସେପରି ଅଗ୍ରଗତି ଦେଖିବାକୁ ମିଳିନାହିଁ। ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଶିକ୍ଷାଦାନ ଲାଗି ବିଶେଷ ଗୁରୁତ୍ୱ ଦେବାକୁ ଜିଲା ଶିକ୍ଷା ଅଧିକାରୀ…
‘ତୁମେ କଲେ କୂଟନୀତି, ଆମେ କଲେ…’, ଶିନ୍ଦେଙ୍କ ଅଭିଯୋଗ ଉପରେ କହିଲେ ସଞ୍ଜୟ
ମୁମ୍ବାଇ,୧୪।୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଅଭିଯୋଗ ଉପରେ ଶୁକ୍ରବାର ବାଲାସାହେବ ଠାକରେଙ୍କ ଶିବସେନା ଏମ୍ପି ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି। ରାଉତ କହିଛନ୍ତି, ଦେବେନ୍ଦ୍ର ଫଡନ୍ଭିସ ଏବଂ ଏକନାଥ ଶିନ୍ଦେ ଦୁହେଁ ଗତକାଲି କୂଟନୀତି ବିଷୟରେ କହିଥିଲେ ଯେ, ଆମେ…
Archives


