Home Left

ଚାଇନାକୁ ଟାର୍ଗେଟ କଲେ ଜୟଶଙ୍କର

ଜାକର୍ତ୍ତା,୧୪।୭: ବର୍ହି ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଚାଇନାକୁ ଟାର୍ଗେଟ କରି କହିଛନ୍ତି, ପୂର୍ବ ଏସିଆ ଶିଖର ସମ୍ମିଳନୀ (ASEAN)କୁ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଜଣାଇ ଏକ ସ୍ବତନ୍ତ୍ର, ଖୋଲା, ଅନ୍ତର୍ଭୂକ୍ତ ଏବଂ ନିୟମ ଭିତ୍ତିକ ହିନ୍ଦ-ପ୍ରଶାନ୍ତ…

‘ନୂଆ ଅଧ୍ୟାୟ…’ ଚନ୍ଦ୍ରୟାନ-୩ ଉତ୍‌ପେକ୍ଷଣ ଉପରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୭: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର ଅପରାହ୍ନ ୨.୩୫ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ କେନ୍ଦ୍ରରୁ ତୃତୀୟ ଚନ୍ଦ୍ରୟାନ-୩ ମିଶନ ଉତ୍‌ପେକ୍ଷଣ କରିଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ମହାକାଶ…

ବନ୍ଦେ ଭାରତ ଏକ୍ସପ୍ରେସର କ୍ୟାଟରିଂ କଣ୍ଟ୍ରାକ୍ଟରଙ୍କୁ ଜରିମାନା

ନୂଆଦିଲ୍ଲୀ,୧୪।୭: ଟ୍ରେନରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସମ୍ପର୍କରେ ସିଏସଏମଟି-ମଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସର କ୍ୟାଟରିଂ କଣ୍ଟ୍ରାକ୍ଟରଙ୍କ ଉପରେ ଅନେକ ଅଭିଯୋଗ ହୋଇଥିଲା। ଯାହା ପରେ ଭାରତୀୟ ରେଲଓ୍ବ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ୍‌(ଆଇଆରସିଟିସି) ଦ୍ୱାରା ୨୫,୦୦୦ଟଙ୍କା ଜରିମାନା କରାଯାଇଛି। ନିକଟରେ ଘଟିଥିବା…

ଟି୨୦ ଲିଗ୍‌ରେ ବିଦେଶୀ ଖେଳାଳିଙ୍କ ସଂଖ୍ୟା ଉପରେ ପ୍ରତିବନ୍ଧକ ଲଗାଇଲା ଆଇସିସି, ଏଣିକି…

ନୂଆଦିଲ୍ଲୀ,୧୪।୭: ସାରା ବିଶ୍ୱରେ ଲଗାତାର ଭାବେ ଟି୨୦ ଲିଗ୍‌ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଫର୍ମାଟର ଲୋକପ୍ରିୟତାକୁ ଦେଖି ଏହାର ଆୟୋଜନ କରାଯାଉଛି। ଖେଳାଳିମାନେ ଜାତୀୟ ଟିମ୍‌ ସହ ଚୁକ୍ତି ଭାଙ୍ଗି ମୋଟା ପାଉଣା ପାଇବାକୁ ବିଦେଶୀ ଲିଗ୍‌ରେ ଯୋଡ଼ି…

ବାହାନଗା ଟ୍ରେନ ଟ୍ରାଜେଡି: ନିଲମ୍ବିତ ୩  ରେଲଓ୍ବେ କର୍ମଚାରୀଙ୍କୁ ଜେରା    

ଭୁବନେଶ୍ବର ୧୪।୭: ବାଲେଶ୍ବର ଜିଲା ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ନିଲମ୍ବିତ ୪ ରେଲୱେ କର୍ମଚାରୀଙ୍କୁ ଚନ୍ଦକା ଥାନାରେ ଜେରା ଚାଲିଛି । ଏହି ୪ ଜଣଙ୍କୁ ସିବିଆଇ  ଟିମ୍‌ ଜେରା କରୁଛି । ତେବେ ସମନ ପାଇବା ପରେ ସିବିଆଇ…

ଆକ୍ସନ କୁଇନ୍‌ ହେବେ ଆଲିଆ ! ଓ୍ବାଇଆର୍‌ଏଫ୍‌ର…

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ର ସବୁଠୁ ବଡ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶନା କମ୍ପାନୀ ଓ୍ବାଇଆର୍‌ଏଫ୍‌ ଏକ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାକୁ ଯାଉଛି। ଉକ୍ତ ଫିଲ୍ମଟି ନାରୀକୈନ୍ଦ୍ରିକ ହେବ, ଯେଉଁଥିରେ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିବେ। ଏହାପରେ…

ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ: ଗୁରୁତ୍ୱପୂର୍ଣ୍ଣ ବିଭାଗ ଲାଗି ଅଜିତଙ୍କ ଲବି

ମୁମ୍ବାଇ,୧୪ା୭: ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ଏବଂ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ଶୁକ୍ରବାର ହୋଇପାରେ ବୋଲି ଶାସକ ଶିବସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଅର୍ଥ ବିଭାଗ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ହାତରେ ଥିବା ବେଳେ ଏହା ଏନ୍‌ସିପି ନେତା ତଥା…

ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ପ୍ରିଗୋଜିନ୍‌ଙ୍କୁ ହତ୍ୟା କରାଯାଇଛି: ବଡ଼ ଦାବି କଲେ ଏହି ବ୍ୟକ୍ତି

ମସ୍କୋ,୧୪।୭: ଗତ ମାସରେ ରୁଷିଆ ବିରୋଧରେ ବିଦ୍ରୋହ କରିଥିବା ୱାଗନର ଗ୍ରୁପ୍‌ର ମୁଖ୍ୟ ୟେବଗେନି ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ହୋଇସାରିଛି। ଏଭଳି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ଆମେରିକାର ଜଣେ ପୂର୍ବତନ ଅଧିକାରୀ। ଉଲ୍ଲେଖନୀୟ କଥା ହେଉଛି, ପୁଟିନଙ୍କ ବିଦ୍ରୋହ ପରଠାରୁ ପ୍ରିଗୋଜିନ୍‌ଙ୍କ ସଠିକ୍‌…

ବଢିଲା ଶିନ୍ଦେ ଦଳର ସମସ୍ୟା, ଅଯୋଗ୍ୟତା ମାମଲା ଉପରେ ବାଚସ୍ପତିଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ମୁମ୍ବାଇ,୧୪।୭: ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଶିବସେନାର ଉଦ୍ଧବ ଠାକରେ ଦଳର ନେତା ସୁନୀଲ ପ୍ରଭୁଙ୍କ ଆବେଦନ ଉପରେ ନୋଟିସ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମେତ ବିଦ୍ରୋହୀ ନେତାଙ୍କ ଅଯୋଗ୍ୟତା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏହି ନୋଟିସ…

ଏକ ନୂଆ ଫିଲ୍ମରେ ନଜର ଆସିବେ ସଲମାନ, ସ୍କ୍ରିପ୍ଟ ଶେଷ

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହେଉ କି ଫ୍ଲପ୍‌, ତାଙ୍କ ପ୍ରଶଂସକମାନେ ସଲମାନଙ୍କୁ ଫିଲ୍ମ ସ୍କ୍ରିନରେ ଦେଖିବାକୁ ସବୁବେଳେ ଇଚ୍ଛା ପ୍ରକାଶ କରିଥାନ୍ତି। ତାଙ୍କର ଶେଷ ରିଲିଜ ଫିଲ୍ମ ‘କିସି କା ଭାଇ, କିସି…

ସାହାଜଖୋଲରେ ପଶିଲା ଗୋଠଛଡ଼ା ଦନ୍ତା

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲରେ ପଡୋଶୀ ନବରଙ୍ଗପୁର ଜିଲା ପଟୁ ଏକ ଗୋଠଛଡ଼ା ଦନ୍ତା ହାତୀ ପଶି ଆସିଥିବା ଜଣାପଡିଛି। ଏନେଇ ଧର୍ମଗଡ଼ ବନ ବିଭାଗ ରେଞ୍ଜର ଭବାନୀ ଶଙ୍କର କାଉରଙ୍କ…

ଅଟୋ-ବାଇକ୍‌ ମୁହାଁମୁହିଁ: ୨ ଗୁରୁତର

ସବଡେଗା,୧୪ା୭(ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସଦରଥାନା ଅନ୍ତର୍ଗତ କରମଡ଼ିହିରୁ ସବଡେଗା ଯାଉଥିବା ରାଜ୍ୟ ରାଜପଥ ବିର୍ତ୍ତୁଲା ଯୋଗୀ ଯୋଗୀଆଣୀ ବୁଲାଣିଠାରେ ଏକ ଅଟୋ ସହ ବାଇକ୍‌ ଶୁକ୍ରବାର ମୁହାଁମୁହିଁ ଧକ୍କା ହୋଇଛି। ଅଟୋ ଗାଡ଼ି ନମ୍ବର ଓଡି ୧୬ କେ ୦୫୬୩…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri