Home Left

ରାଘବ ଚଢାଙ୍କ ଆବେଦନ ଉପରେ ରାଜ୍ୟ ସଭା ସଚିବାଳୟକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୦: ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ରାଘବ ଚଢାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଅର୍ଥାତ୍‌ ଅକ୍ଟୋବର ୧୬ରେ ରାଜ୍ୟ ସଭା ସଚିବାଳୟକୁ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ହେବ। ରାଘବ ରାଜ୍ୟ ସଭାରୁ ତାଙ୍କ…

ମିଜୋରାମ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଆଇଜଲ,୧୬।୧୦: )ମିଜୋରାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର କଂଗ୍ରେସ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ୪୦ ଟି ବିଧାନସଭା ଆସନ ବିଶିଷ୍ଟ ଏହି ରାଜ୍ୟରେ କଂଗ୍ରେସ ୩୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ କେବଳ ଲୁଙ୍ଗଲେଇ ଦକ୍ଷିଣ…

ଟସ୍‌ ଜିତି ଶ୍ରୀଲଙ୍କାର ଦମ୍‌ଦାର ବ୍ୟାଟିଂ: ୬୧/୦

ଲକ୍ଷ୍ନୌ,୧୬।୧୦: ଲକ୍ଷ୍ନୌସ୍ଥିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ୨୦୨୩ ଦିନିକିଆ ବିଶ୍ବକପର ୧୪ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ କୁଶଳ ମେଣ୍ଡିସ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୧୧ ଓଭର ଖେଳ ସୁଦ୍ଧା…

୧୩ ବର୍ଷରେ ନକଟିଗୁଡ଼ା ଦୁର୍ଗାପୂଜା

ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ):(୦୩) ଶାରଦୀୟ ଦୁର୍ଗାପୂଜା ପାଇଁ ସମୟ ଯେତେ ପାଖେଇ ଆସୁଛି, ପୂଜା ମଣ୍ଡପଗୁଡିକରେ ପ୍ରସ୍ତୁତି ସେତେ ଯୋର ଧରୁଛି। ଏପରିସ୍ଥଳେ କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ନକଟିଗୁଡା ପୂଜା ମଣ୍ଡପ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରତିବର୍ଷ ପୂଜା…

୫୨୦ ଗ୍ରାମ ବ୍ରାଉନସୁଗାର ଜବତ: ଧରାପଡ଼ିଲେ କୋର୍ଟ ପିଅନ

କେନ୍ଦୁଝର,୧୬।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): (୦୩) ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବ୍ରାଉନସୁଗାର କାରବାର ଉପରେ ଧରପଗଡ଼ ଆରମ୍ଭ କରିଛି। ସମ୍ପୃକ୍ତ ଟିମ୍‌ ଟାଉନ୍‌ ପୋଲିସ ସହାୟତାରେ ବ୍ରାଉନସୁଗାର କାରବାର ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ଏକ କାର୍‌…

ଜମି ବିବାଦରୁ ହତ୍ୟା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ସିନାପାଲି,୧୬।୧୦(ମନଫୁଲ ମେହେର): (୦୩) ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅଧୀନ ଝାରବନ୍ଦ ପଞ୍ଚାୟତ ମାଲପଡା ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସିନାପାଲି ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ସୁଶିଲ କୁଲଦିପ (୩୫)। ମିଳିଥିବା ସୂଚନା…

୩୦୦୦ରୁ ଅଧିକ ଲୋକ ଭୂକମ୍ପରେ ମୃତ୍ୟୁବରଣ କଲେ, ଏହି ବିଜୟ ଦେଶକୁ କିଛିଟା ଖୁସି ଦେବ: ରଶିଦ

ନୂଆଦିଲ୍ଲୀ,୧୬।୧୦(୦୭): ବିଶ୍ୱକପ ୨୦୨୩ର ୧୩ତମ ମ୍ୟାଚରେ ଆଫଗାନିସ୍ତାନ ଇଂଲଣ୍ଡକୁ ୬୯ ରନ୍‌ରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ସ୍ପିନ ବୋଲର ରଶିଦ ଖାଁ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରଶିଦ କହିଛନ୍ତି ଯେ, ଇଂଲଣ୍ଡ ଉପରେ…

ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ

ଭୁବନେଶ୍ୱର,୧୬ା୧୦(0୫): ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଶଯ୍ୟାଶାୟୀ ଥାଇ ଆଜି ସକାଳେ ତାଙ୍କର ଅନୁଗୋଳରେ ପରଲୋକ ହୋଇଛି। ସେ ସୁଗମ ଏବଂ ଚଳଚ୍ଚିତ୍ର ସଙ୍ଗୀତର ଅପ୍ରତିଦ୍ୱନ୍ଦ୍ୱୀ ଗୀତିକାର ଥିଲେ।…

ଗ୍ରହାଣୁ ଧୂଳିରେ ଜୀବନର ଜାତକ

ବେନୁ ଗ୍ରହାଣୁ ନମୁନାର ବିଶ୍ଳେଷଣ ଜରିଆରେ ବୈଜ୍ଞାନିକମାନଙ୍କୁ ସୃଷ୍ଟିର ପ୍ରାରମ୍ଭ କାଳରେ ଘଟିଥିବା ସୌରଜଗତ ଜନ୍ମ ତଥା ଆମ ଗ୍ରହ ପୃଥିବୀରେ ଜୀବନର ଅଭ୍ୟୁଦୟ କିପରି ହୋଇଥିଲା ସୂଚନା ମିଳିବ। ଆହୁରି ମଧ୍ୟ ଏହା ଦ୍ୱାରା ପୃଥିବୀ ଅଭିମୁଖେ ସମ୍ଭାବ୍ୟ ସଂଘର୍ଷ…

ତେଲଙ୍ଗାନା ଭାଜପା ନେତ୍ରୀ କୁଞ୍ଜ ସତ୍ୟବତିଙ୍କ ପରଲୋକ

ହାଇଦ୍ରାବାଦ,୧୬।୧୦: ପୂର୍ବତନ ଭଦ୍ରାଚଲାମ ବିଧାୟିକା ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ କୁଞ୍ଜ ସତ୍ୟବତିଙ୍କର ସୋମବାର ସକାଳେ ପରଲୋକ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସେ ଛାତିରେ ଭିଷଣ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେଉଥିବା ବେଳେ…

କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌: ପ୍ରଚାର ପାଇଁ ସେନାକୁ ବ୍ୟବହାର କରିବା ଶସ୍ତା ପ୍ରୟାସ

ନୂଆଦିଲ୍ଲୀ,୧୬।୧୦(୦୭): କଂଗ୍ରେସ ସୋମବାର ସେନାକୁ ରାଜନୈତିକ ଅଭିଯାନରେ ବ୍ୟବହାର କରିବା ଭାଜପାର ଏକ ଶସ୍ତା ଉଦ୍ୟମ ବୋଲି ଅଭିଯୋଗ କରିଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତୁରନ୍ତ ହସ୍ତକ୍ଷେପ କରିବାକୁ କଂଗ୍ରେସ ଦାବି କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ…

କୋଟିଏ ଟଙ୍କାର ବ୍ରାଉନସୁଗାର ସହ କାର୍‌ ଜବତ, ଜଣେ ଗିରଫ

କେନ୍ଦୁଝର,୧୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ର ଜିରୋ ଟଲେରାନ୍ସ ରକ୍ଷା କରିବାକୁ ଧଳା ଜହର କାରବାର ଉପରେ ଧରପଗଡ଼ କରୁଛି। ଏହି ଟିମ୍‌ ରବିବାର ରାତିରେ ଟାଉନ ପୋଲିସ ସହାୟତାରେ ବ୍ରାଉନସୁଗାର କାରବାର ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?