ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ: ହରଦୀପ ସିଂ
ନୂଆଦିଲ୍ଲୀ,୭।୬: ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ବିରୋଧୀ ଦଳ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ। ସେ କହିଛନ୍ତି, ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ପୀଡିତଙ୍କ ପର୍ଯ୍ୟନ୍ତ ପହଞ୍ଚିବା ନେଇ ସରକାରଙ୍କ…
ଆଲୋଚନା ପାଇଁ ପୁନର୍ବାର କୁସ୍ତିଯୋଦ୍ଧାମାନଙ୍କୁ ନିମନ୍ତ୍ରଣ କରିଛନ୍ତି ସରକାର: ଅନୁରାଗ ଠାକୁର
ନୂଆଦିଲ୍ଲୀ, ୭।୬: ସରକାର ପୁନର୍ବାର କୁସ୍ତିଯୋଦ୍ଧାମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। କ୍ରୀଡ଼ା ମନ୍ତ୍ରୀ ଟୁଇଟ କରି କହିଛନ୍ତି, କୁସ୍ତିଯୋଦ୍ଧାମାନଙ୍କ ସହିତ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ ସରକାର…
ବଜ୍ରପାତରେ ୩ ପରିବାରର ୧୦ ବଖରା ଜଳିଗଲା
ରାଜନଗର,୭ା୬(ଡି.ଏନ.ଏ.): ରାଜନଗରରେ ବର୍ଷା ପବନ ସାଙ୍ଗକୁ ବଜ୍ରପାତ ମଙ୍ଗଳବାର ଅପରାହ୍ନରେ ଆତଙ୍କ ସୃଷ୍ଟି କରିଥିଲା। ବାରମ୍ବାର ବଜ୍ରପାତ ଯୋଗୁ ଲୋକେ ଘରୁ ବାହାରି ପାରି ନ ଥିଲେ। ବ୍ଲକର ବ୍ରାହ୍ମଣସାହି ଅନ୍ତର୍ଗତ ବଡ଼ନାଉକୋଣା ଗଁାରେ ବଜ୍ରପାତ ଯୋଗୁ ୩ଟି ପରିବାରର ୧୦…
ପଟ୍ଟାମୁଣ୍ଡାଇ ସହର ବାଇପାସ୍ ବସ୍ଷ୍ଟାଣ୍ଡ ପାଲଟିଛି
ପଟ୍ଟାମୁଣ୍ଡାଇ, ୭ା୬(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ସବୁଠି ବିକାଶ ଲାଗି ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରିଚାଲିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଦୀର୍ଘବର୍ଷ ହେଲା ବସ୍ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଞ୍ଚଳବାସୀ ଦାବି କରିଆସୁଛନ୍ତି।…
ବାଂଲାଦେଶୀ କବାଡ଼ିଆ ସଂଖ୍ୟା ବଢୁଛି
ଯାଜପୁରରୋଡ୍,୭ା୬(ଡି.ଏନ.ଏ.): କଳିଙ୍ଗନଗରର ମୁଖଶାଳା ଭାବେ ପରିଚିତ କ୍ରମବର୍ଦ୍ଧିଷ୍ଣୁ ଯାଜପୁର ରୋଡ୍ ବା ବ୍ୟାସନଗର ସହରରେ ବଢୁଛି ବାଂଲାଦେଶୀଙ୍କ ସଂଖ୍ୟା। ଫଳରେ ସହରରେ ଦିନକୁ ଦିନ ଚୋରି, ଡକାୟତି ଭଳି ନାନା ପ୍ରକାର ଅସାମାଜିକ କାର୍ଯ୍ୟ ବୃଦ୍ଧିପାଉଛି। ସେମାନେ କବାଡ଼ିଆ ଭାବେ ଆସି…
ବେଆଇନ ବାଲିଘାଟରେ ୧୪୪ ଧାରା ଜାରି
ଚଣ୍ଡିଖୋଲ,୭ା୬(ଡି.ଏନ.ଏ.): ଦର୍ପଣ ତହସିଲ ଅଧୀନରେ ବେଆଇନ ବାଲିଘାଟ ଚାଲିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ମଙ୍ଗଳବାର ଭାରପ୍ରାପ୍ତ ତହସିଲଦାର ନିରଞ୍ଜନ ଗୁରୁ କେଲୁଅ ନଦୀର ବଡ଼ ବାଲିକୁଦା ଘାଟରେ ୧୪୪ ଧାରା ଜାରି କରିଛନ୍ତି। ଏଥିସହିତ ଆଦେଶନାମା ମିସ୍ କେସ୍…
ଆଳି ତଟବନ୍ଧ ଡିଭିଜନରେ ତଟାଞ୍ଚଳ ଅସୁରକ୍ଷିତ
କେନ୍ଦ୍ରାପଡ଼ା ଅଫିସ, ୭ା୬: ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି। ଆଳି ସମେତ ରାଜକନିକା, ରାଜନଗର ଓ ମହାକାଳପଡ଼ାର ମୋଟ ୭୪୪.୪୭ କିଲୋମିଟର ତଟବନ୍ଧର ସୁରକ୍ଷା କରିବା…
ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି: କଂଗ୍ରେସ
ଭୁବନେଶ୍ବର, ୭ା୬(ବ୍ୟୁରୋ): ଓଡ଼ିଶାର ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ଦୀର୍ଘବର୍ଷ ଧରି ରାଜ୍ୟର ଉପଭୋକ୍ତମାନଙ୍କୁ ଶୋଷଣ କରିଚାଲିଛି। ଏକଥା ରାଜ୍ୟ ସରକାରଙ୍କ ଶକ୍ତିମନ୍ତ୍ରୀ, ଶକ୍ତି ସଚିବ, ଗ୍ରୀଡ୍କୋର ପଦାଧିକାରୀ, ଓଇଆର୍ସିର ଅଧ୍ୟକ୍ଷଙ୍କୁ ଜଣାଯାଇଛି। ହେଲେ ସେମାନଙ୍କ ଦୀର୍ଘକାଳୀନ ମୌନବ୍ରତ…
ନିର୍ବାଚନ ପାଇଁ ହାତ ପତାଇବୁ ନାହିଁ: ଓମାର
ଶ୍ରୀନଗର, ୭ା୬(ଆଇଏଏନ୍ଏସ୍): ନିର୍ବାଚନ ଜନସାଧାରଣଙ୍କ ଅଧିକାର। ଜମ୍ମୁ-କଶ୍ମୀରରେ ନିର୍ବାଚନ କରାଇବା ପାଇଁ କାହା ପାଖରେ ହାତ ପତାଇବୁ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି। ନିର୍ବାଚନ କମିଶନଙ୍କୁ ଏହି ପ୍ରଶ୍ନର ଉତ୍ତର…
ନିର୍ବାଚନ ପୂର୍ବରୁ ନୂଆ ଦଳ ଗଢ଼ିପାରନ୍ତି ପାଇଲଟ୍
ଜୟପୁର, ୭ା୬: ରାଜସ୍ଥାନ କଂଗ୍ରେସରେ ଏକତା ରକ୍ଷା ପାଇଁ ଦଳୀୟ ନେତୃତ୍ୱ ଉଦ୍ୟମ ଚଳାଇଥିବାବେଳେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ସଚିନ ପାଇଲଟ୍ ବାରମ୍ବାର ଏହାକୁ ଚ୍ୟାଲେଞ୍ଜ କରିଆସୁଛନ୍ତି। ନିର୍ବାଚନ ପୂର୍ବରୁ ସେ ନିଜର ଦଳ ଗଢ଼ି କଂଗ୍ରେସକୁ ବଡ଼…
ସମ୍ମାନ ହାସଲ କରିଛି ଭାରତ: କୋହଲି
ଲଣ୍ଡନ, ୭ା୬ (ପି.ଟି.): ସମୟ ସହିତ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ସମ୍ମାନ ହାସଲ କରିଛି ବୋଲି କହିଛନ୍ତି ଭାରତୀୟ ବ୍ୟାଟର ବିରାଟ କୋହଲି। ପୂର୍ବରୁ ଅଷ୍ଟ୍ରେଲିଆ ଭାରତକୁ ଏହାର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗଣୁଥିଲା। ତେବେ ଭାରତୀୟ ଦଳ କ୍ରମାଗତ ଦୁଇଟି…
ସେମିରେ ସାବାଲେଙ୍କା, ମୁଚୋଭା
କାକାମିଘରା, ୭ା୬ (ପି.ଟି.): ମହିଳା ଏସିଆ କପ୍ ଜୁନିୟର ହକିରେ ଭାରତୀୟ ଦଳ କୋରିଆ ସହିତ ପଏଣ୍ଟ ବାଣ୍ଟିଛି। ୨-୦ରେ ପଛୁଆ ରହିଥିବା ବେଳେ ଦଳ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଡ୍ର ରଖିବାରେ ସମର୍ଥ ହୋଇଥିଲା। ଭାରତ ପକ୍ଷରୁ…
Archives


