ନାବାଳିକାଙ୍କୁ ଘରକୁ ଆଣି ଶାରୀରିକ ସମ୍ପର୍କ ରଖୁଥିଲେ ଏଏସ୍‌ଆଇ, ଜଣା ପଡ଼ିବା ପରେ…

ରାଇରଙ୍ଗପୁର,୧୮।୧୦(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ଯାମଦା ଥାନାର ଏଏସଆଇ ଆନନ୍ଦ ମାଝି ଜଣେ ନାବାଳିକାଙ୍କୁ ନିର୍ଯାତନା ଦେଇ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁପରେ ଏଏସଆଇ ମାଝି ଜଣେ ନାବାଳିକାଙ୍କୁ ଘରକୁ ଆଣି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ପରବର୍ତ୍ତୀ ସମୟରେ ସେ ର୍ନିଯାତନା ଦେଉଥିବା ନେଇ ନାବାଳିକାଙ୍କ ପିଉସୀ ଯାମଦା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ପକ୍ସୋ ଆକ୍ଟରେ ଏକ ମାମଲା(ନଂ.୮୩/୨୩) ରୁଜୁ କରି ଏଏସଆଇ ମାଝିଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରିଛି। ବାରିପଦାସ୍ଥିତ ପକ୍ସୋ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର

ଖୋର୍ଦ୍ଧା,୧୦ା୫(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀ ଏବେ ପ୍ରଚାରକୁ ଜୋରଦାର...

ଚାଷଜମିରେ ପହଞ୍ଚୁନି ପାଣି, ଚାଷୀ ନିରାଶ

ନିରାକାରପୁର,୧୦ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ଚାଷ ଓ ଚାଷୀଙ୍କ ଉନ୍ନତ୍ତି ସରକାର ବିଭନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ...

ନଡ଼ିଆ ଗଛରେ ଅଜଣା ରୋଗ

କଣାସ,୧୦ା୫(ବିଭୂତି ଭୂଷଣ ତ୍ରିପାଠୀ): ଅର୍ଥକରୀ ଫସଲ ନଡ଼ିଆ ଗଛରେ ଅଜଣା ରୋଗ ଲାଗି ରହିଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ବିଶେଷକରି ଚିଲିକା ଉପକୂଳ ଦୋଛିଆଁ...

କଲିକତି ଦଳରେ ପରିପୂର୍ଣ୍ଣ ଖରଖରା ନାଳ

କଣାସ,୧୦ା୫(ବିଭୂତି ଭୂଷଣ ତ୍ରିପାଠୀ): କେନ୍ଦ୍ର ଓ ରାଜ୍ୟ ସରକାର ନଦୀନାଳର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କଣାସ ବ୍ଲକର ଦୟା ଓ...

କର୍କଟ ପୀଡ଼ିତାଙ୍କ ପାଇଁ କେଶ ଦାନକଲେ ସଂଯୁକ୍ତା

ରାଜକନିକା,୧୦ା୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ବଜରପୁରର ସୁରେଶ ଚନ୍ଦ୍ର ନାୟକଙ୍କ ସ୍ତ୍ରୀ ସଂଯୁକ୍ତା ନାୟକ କର୍କଟ ପୀଡ଼ିତାଙ୍କ ଉଦ୍ଦେଶ୍ୟରେ...

ଫସଲ ଅମଳ ପାଇଁ ନାହିଁ ଖଳା

ପ୍ରୀତିପୁର,୧୦ା୫(ସୁଶାନ୍ତ ବେହୁରିଆ): ଖଳା ନ ଥିବାରୁ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧୀନ ବିଭିନ୍ନ ପଞ୍ଚାୟତର ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଅମଳ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ନଗଡ଼ା ବାମ, ଡାହାଣ ପାର୍ଶ୍ୱ ଅବହେଳିତ

ଯାଜପୁର,୧୦ା୫(ହର୍ଷବର୍ଦ୍ଧନ ବେହେରା): ପ୍ରତି ୫ ବର୍ଷରେ ଥରେ ସାଧାରଣ ନିର୍ବାଚନ ହୁଏ। କିନ୍ତୁ ଆଦିବାସୀ ବହୁଳ ସୁକିନ୍ଦା ବ୍ଲକର ଭାଗ୍ୟ ବଦଳେ ନାହିଁ। ଯାହାର ଉଦାହରଣ...

ନିର୍ବାଚନ ପ୍ରଚାରର ମାଧ୍ୟମ ପାଲଟିଛି ୟୁଟ୍ୟୁବ୍‌: ବ୍ଲଗର୍‌ଙ୍କ ଦ୍ୱାରା କଟକର ଖାଦ୍ୟ, ପ୍ରସିଦ୍ଧ ସ୍ଥାନକୁ ଗୁରୁତ୍ୱ

କଟକ,୧୦ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ନେଇ ବାରବାଟୀ-କଟକ ରାଜନୀତି ସରଗରମ ହେବାରେ ଲାଗିଛି। ଏଠାରେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ଏବେ ନୂଆଢଙ୍ଗରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri