ବଢି ଚାଲିଛି ଚିନି ଦର, ରପ୍ତାନି ଉପରେ ପ୍ରତିବନ୍ଧକ ବଢାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, ୧୮।୧୦: ଚିନି ରପ୍ତାନି ସମ୍ପର୍କରେ ବୁଧବାର କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। ଅକ୍ଟୋବର ୩୧, ୨୦୨୩ ପରେ ମଧ୍ୟ ଦେଶରୁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିବ। ଏଥିରେ ଚିନି ପ୍ରସ୍ତୁତ ପାଇଁ କଞ୍ଚା ଆଖୁ,…
ଇସ୍ରାଏଲ ବିରୋଧରେ ଏକଜୁଟ ହେଉଛନ୍ତି ସମଗ୍ର ବିଶ୍ୱର ମୁସଲମାନ, ସାଉଦି ଆରବରେ ହେବ ୫୭ ଦେଶର ଜରୁରୀକାଳୀନ ବୈଠକ; ଜାଣନ୍ତୁ…
ଜେରୁଜେଲମ,୧୮।୧୦: ଗତ ୧୧ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ପରେ ସମଗ୍ର ବିଶ୍ୱର ମୁସଲମାନମାନେ ଇସ୍ରାଏଲ ବିରୋଧରେ ଏକଜୁଟ ହେଉଛନ୍ତି। ଗାଜା ଉପରେ ଲଗାତାର ଭାବେ ହେଉଥିବା ଆକ୍ରମଣକୁ ନେଇ ସାଉଦି…
ରସୁଲପୁର ତହସିଲରେ ଚାଲିଛି ବେଆଇନ ବାଲିଘାଟ
ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ତହସିଲ ଅଧୀନ ସମସ୍ତ ବାଲିଘାଟର ନିଲାମ ରାଜସ୍ବ ବିଭାଗ ଦ୍ୱାରା ହୋଇପାରିବ ନାହିଁ। ଆଗକୁ ତହସିଲ ପକ୍ଷରୁ ବାଲିଘାଟ ହାତେଇ ଥିବା ସମସ୍ତ ଲିଜଧାରୀମାନଙ୍କୁ ଘାଟର ନିଲାମ ପାଇଁ ଅନୁମତି ଯାଜପୁର ରୋଡସ୍ଥିତ ଲଘୁ…
ଟ୍ରଲି ଉପରେ ବନ୍ଧାପଡ଼ିଛି ଜୀବନ
ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ବିଭିନ୍ନ ଗାଁ ଗଣ୍ଡା, ଜାତୀୟ ରାଜପଥ, ଭୋଜିଭାତ ହେଉଥିବା ଘର ଓ ମଣ୍ଡପ, ମେଳା ମହୋତ୍ସବ ପଡ଼ିଆ ବୁଲି ପଲିଥିନ, ପ୍ଲାଷ୍ଟିକ ବ୍ୟାଗ୍ ଓ ବୋତଲ ଆଦି ଗୋଟାଇ ଜୀବନ ବଞ୍ଚାନ୍ତି ସେମାନେ। ଏହା ସେମାନଙ୍କ ଜୀବିକା। କେବଳ…
ଆଫଗାନିସ୍ତାନକୁ ପଛରେ ପକାଇ ସେମିଫାଇନାଲ ଆଡକୁ ବଢିବାକୁ ଚାହୁଁଛି ନ୍ୟୁଜିଲ୍ୟାଣ୍ଡ
ନୂଆଦିଲ୍ଲୀ,୧୮।୧୦: ବିଶ୍ୱକପର ୧୬ତମ ମ୍ୟାଚରେ ଆଫଗାନିସ୍ତାନର ଟକ୍କର ନ୍ୟୁଜିଲ୍ୟାଣ୍ଡ ସହ ହେଉଛି। ଏହାର ପ୍ରଥମ ତିନୋଟି ମ୍ୟାଚ ଜିତି ନ୍ୟୁଜିଲ୍ୟାଣ୍ଡ ବାର୍ତ୍ତା ଦେଇଛି ଯେ ଏଥର ସେ ଟାଇଟଲ ଜିତିବ। ଏଥି ସହିତ, ଖରାପ ଆରମ୍ଭ ପରେ ଆଫଗାନିସ୍ତାନ ଦଳ ପୁଣିଥରେ…
ରାଜନଗରରେ ୨ ରାଜନୈତିକ ଦଳର ବିକ୍ଷୋଭ
ରାଜନଗର, ୧୮।୧୦ (ଭାସ୍କର ରାଉତରାୟ): ଆସନ୍ତା ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନଗର ରାଜନୀତିରେ ଅନେକ ରାଜନୈତିକ ଦୃଶ୍ୟ ଏବେ ଦେଖିବାକୁ ମିଳୁଛି। ମଙ୍ଗଳବାର ଦିନତମାମ ରାଜନଗର ବ୍ଲକରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା। ଗୋଟିଏ ପଟରେ ବିଜେଡି ପକ୍ଷରୁ…
ଲାଓସ୍ରେ ଫସିରହିଥିବା ପ୍ରବାସୀଙ୍କ ଫେରିବା ବାଟକୁ ଚାହିଁଛନ୍ତି ପରିବାର
କେନ୍ଦ୍ରାପଡ଼ା, ୧୮।୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଞ୍ଚଳର ୨୫ ଶ୍ରମିକ ମ୍ୟାନ୍ମାର ଓ ଚାଇନା ମଧ୍ୟବର୍ତ୍ତୀ ଲାଓସ୍ରେ ଫସି ରହିଛନ୍ତି। ସେମାନଙ୍କ ନିର୍ଯାତନା କାହାଣୀ ଜାଣିବା ପରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଫେରି ଆସିବେ ବୋଲି ପରିବାର…
ଚାଷୀଙ୍କୁ ସାର ଚିନ୍ତା
ପଟ୍ଟାମୁଣ୍ଡାଇ,୧୮।୧୦(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବର୍ତ୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ଡିଏପି ସାରର ଆବଶ୍ୟକ ହେଉଛି। ପ୍ରାଥମିକ ସମବାୟ ସମିତି (ସୋସାଇଟି)ଗୁଡ଼ିକରେ ସାର ମିଳୁ ନ ଥିବା ବେଳେ ବଜାର ଡିଲରମାନଙ୍କ ପାଖରେ ଅଧିକ…
କେତେଦିନ ପର୍ଯ୍ୟନ୍ତ ମରୁଥିବେ ନିରିହ ଲୋକେ: ମେହେବୁବା ମୁଫତି
ଶ୍ରୀନଗର,୧୮।୧୦: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜା ଷ୍ଟ୍ରିପର ଅଲ-ଅହଲି ହସ୍ପିଟାଲରେ ହୋଇଥିବା ବିମାନ ଆକ୍ରମଣରେ ପିଡିପି ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ୫୦୦ଜଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ଯୁଦ୍ଧରେ ନିରୀହ ଲୋକଙ୍କୁ…
ବିକ୍ରି ହେଉଛି ଅନୁପଯୋଗୀ ପାନୀୟଜଳ
ପାରାଦୀପ,୧୮।୧୦(ଶରତ ରାଉତ): ପାରାଦୀପ ବନ୍ଦର ସହରରେ ଏବେ ଖୋଲାରେ ୨୦ ଲିଟର ବିଶିଷ୍ଟ ପାନୀୟ ଜଳ ବିକ୍ରି ହେଉଛି। ପାରାଦୀପଗଡ ଠାରୁ ଆରମ୍ଭ କରି ଷଣ୍ଢକୁଦ ପର୍ଯ୍ୟନ୍ତ ୧୫ରୁ ଅଧିକ ବ୍ୟବସାୟୀ ଭୂତଳ ଜଳକୁ ସାମାନ୍ୟ ଶୋଧନ କରିବା ପରେ ତାକୁ…
ଦୀର୍ଘ ୧୫ ବର୍ଷ ପରେ ମିଳିବକି ସୌମ୍ୟା ବିଶ୍ୱନାଥନଙ୍କୁ ନ୍ୟାୟ
ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ଖବରଦାତା ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ବୁଧବାର ସାକେତ କୋର୍ଟ ଏହାର ରାୟ ଦେବାକୁ ଯାଉଛନ୍ତି। ସାକେତ କୋର୍ଟ ଏହି ମାମଲା ଉପରେ ଅପରାହ୍ନ ୨ ଟାରେ ରାୟ ପ୍ରଦାନ କରିବେ। ସୂଚନାଯୋଗ୍ୟ, ୨୦୦୮ରେ ସୌମ୍ୟାଙ୍କୁ ହତ୍ୟା କରାଯାଇଥିଲା।…
ଏହି ଦିନ ବିବାହ କରିବେ ସୁପରଷ୍ଟାର ପ୍ରଭାସ
ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ପ୍ରଭାସ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କର ଚଳଚ୍ଚିତ୍ର ସାଲାର ଖୁବ୍ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି। ପ୍ରଭାସ ତାଙ୍କ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନ ପାଇଁ…

