Home Left

ଆଇଚିପୁର-କଡ଼ମା ସେତୁ କାର୍ଯ୍ୟରେ ଅନିୟମିତତା

କୋରେଇ,୧୭ା୭(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତର ଆଇଚିପୁର-କଡ଼ମା ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାର କାମୁଡ଼େଇ ଛକଠାରୁ କେନ୍ଦୁଝର ଜିଲା ସୀମା ପର୍ଯ୍ୟନ୍ତ ଭାୟା କଡ଼ମା ଦେଇ…

କୁଇ ଭାଷାକୁ ସମ୍ବିଧାନରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ରକୁ ସୁପାରିସ

ମାଲକାନଗିରି,୧୭ା୭(ଦୁର୍ଯ୍ୟୋଧନ ପାତ୍ର): ଓଡ଼ିଶାରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ କୁଇ ଭାଷାଭାଷୀ ଜନଜାତି ବସବାସ କରୁଛନ୍ତି। ବିଶେଷକରି କନ୍ଧ ସମ୍ପ୍ରଦାୟର ଜନଜାତି ଏହି ଭାଷା ବ୍ୟବହାର କରନ୍ତି। ଏହା ରାଷ୍ଟ୍ରୀୟ ଭାଷା ମାନ୍ୟତା ପାଇ ନ ଥିବାରୁ ମାଲକାନଗିରି ଜିଲା କନ୍ଧ ସମାଜ…

୪୭୦ ଟଙ୍କା ପାଇଁ ୪୦ ହଜାର ଗଣିବ ଡାକ ବିଭାଗ

ଫୁଲବାଣୀ,୧୭ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଅଞ୍ଚଳର ପ୍ରିୟବ୍ରତ ସାହୁ ସୂଚନା ଅଧିକାର ଆଇନ ବଳରେ ସ୍ଥାନୀୟ ଥାନାରେ କିଛି ସୂଚନା ମାଗିଥିଲେ। ଏ ବାବଦକୁ ୪୭୦ ଟଙ୍କା ଜମା କରିବାକୁ ଥାନା ପକ୍ଷରୁ କୁହାଯାଇଥିଲା। ୨୦୨୨ ଏପ୍ରିଲ ୧୮ରେ ପ୍ରିୟବ୍ରତ…

ରାମ୍‌କୋର ଭୂତଳ ଜଳ ଚୋରି

ଯାଜପୁର,୧୭ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କାରଖାନା ପ୍ରାୟ ୮ଟି ବୋରୱେଲ ମାଧ୍ୟମରେ ମନଇଚ୍ଛା ଭୂତଳ ଜଳ ଚୋରି କରୁଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଆଖପାଖ ୭ଟି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ…

ଆନ୍ତଃରାଜ୍ୟ ଖଣିଜ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ

ଯୋଡ଼ା,୧୭ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ବାମେବାରି ପୋଲିସ ଏକ ଆନ୍ତଃରାଜ୍ୟ ଖଣିଜ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏହି କାରବାରରେ ସମ୍ପୃକ୍ତି ଅଭିଯୋଗରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ରୁଗୁଡ଼ି ଥାନା ଚୋରମାଲଦା ଅଞ୍ଚଳର ସଚିନ ମହାକୁଡ,ସତୀଶ ଖଛପ,…

ଧନଞ୍ଜୟଙ୍କ ଦୃଢ଼ ବ୍ୟାଟିଂ

ଗାଲେ, ୧୭।୭: ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଚଳିତ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟ ରବିବାର ଏଠାରେ ଆରମ୍ଭ ହୋଇଛି। ପାକିସ୍ତାନ ବୋଲରମାନେ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ହେଁ ଧନଞ୍ଜୟ ଡି’ସିଲ୍‌ଭାଙ୍କ ଦୃଢ଼ ବ୍ୟାଟିଂ ବଳରେ ଶ୍ରୀଲଙ୍କା ଏକ…

କିମ୍ସରେ ଖୁବ୍‌ଶୀଘ୍ର ବର୍ନ ୟୁନିଟ୍‌

ଭୁବନେଶ୍ୱର,୧୭।୭: କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ ବା କିମ୍ସ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ପ୍ଲାଷ୍ଟିକ୍‌ ସର୍ଜରି ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ଏକ ବିଶେଷ ଘୋଷଣା କରାଯାଇଛି। ଏପରିକି ହସ୍ପିଟାଲ ପକ୍ଷରୁ କୁହାଯାଇଛି, ଖୁବ୍‌ଶୀଘ୍ର…

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୭।୭: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ନୂଆ ପାର୍ଟି ସ୍ପିକର ଏସ୍‌ଆର୍‌ଏସ୍‌-ଏକ୍ସଭି୮୦୦କୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଏଥିରେ ସବୁ ଦିଗକୁ ମୁହଁ କରିଥିବା ପାର୍ଟି ସାଉଣ୍ଡ ରହିଛି, ଯାହା କୋଠରିର ପ୍ରତିଟି କୋଣରେ ସ୍ପଷ୍ଟ ସାଉଣ୍ଡ ପହଞ୍ଚାଇବ। ଏକ୍ସ-ବାଲାନ୍ସ…

ଡା.ଏସ୍‌.କେ.ଦାଶଙ୍କୁ ମାନବବାଦୀ ସମ୍ମାନ

ଭୁବନେଶ୍ୱର,୧୭।୭: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌ର ଅଧ୍ୟକ୍ଷ ଡା. ଏସ୍‌ .କେ.ଦାଶଙ୍କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଡା.ଦାଶଙ୍କୁ ଆର୍କ କ୍ଲମ୍ଫ ସୋସାଇଟିର ସମ୍ମାନଜନକ ସଦସ୍ୟତା ସହ ଆମେରିକାର ମିନେସୋଟାର ରୋଟାରି…

କିଆ ଇଣ୍ଡିଆର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆ ନିକଟରେ ଏକ ଐତିହାସିକ ସଫଳତା ହାସଲ ସହ ବିଗତ ୪୬ ମାସରେ ୧୦ ଲକ୍ଷ ୟୁନିଟ୍‌ ଯାନ ଉତ୍ପାଦନକରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏପରିକି ଆନ୍ଧ୍ରପ୍ରଦେଶସ୍ଥିତ ଅନନ୍ତପୁରଠାରେ…

ସୁଲଭ ମୂଲ୍ୟରେ ମିଳିବ ୪ଜି ସ୍ମାର୍ଟଫୋନ୍‌

ଭୁବନେଶ୍ୱର, ୧୭।୭: ଦେଶର ପ୍ରମୁଖ ସ୍ମାର୍ଟଫୋନ୍‌ ତଥା ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ୍‌ ପୋକୋ ଇଣ୍ଡିଆ ଏବଂ ଏୟାରଟେଲ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା/ବୁଝାମଣା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପୋକୋ ଇଣ୍ଡିଆ ସବୁଠାରୁ ଶସ୍ତା ୪ଜି ସ୍ମାର୍ଟଫୋନ୍‌ର ଶୁଭାରମ୍ଭ କରିବା ପାଇଁ…

ରାଉରକେଲାରେ ପ୍ରେଷ୍ଟିଜ୍‌ର ଏକ୍ସକ୍ଲୁଜିଭ୍‌ ଷ୍ଟୋର

ରାଉରକେଲା,୧୭।୭(ବିପ୍ଳବ ରଞ୍ଜନ ଦାଶ): ପ୍ରେଷ୍ଟିଜ୍‌ର ଏକ୍ସକ୍ଲୁଜିଭ୍‌ ଷ୍ଟୋର ପ୍ରଥମ ଥର ପାଇଁ ରାଉରକେଲା ଡେଲି ମାର୍କେଟସ୍ଥିତ ହରିୟାଣା ଭବନ ନିକଟରେ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଅଙ୍କିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଶୋ’ରୁମ୍‌କୁ ଉଦ୍‌ଘାଟନ କରିଥିଲେ। ଉତ୍ସବରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri