Home Left

ଶୁଭମ, ସାଇନ୍ୟାମଙ୍କୁ ମିଳିଲା ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬ା୭: କୋରିଆର ଚାଙ୍ଗଓନ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଜୁନିୟର ଶୁଟିଂ ଚାମ୍ପିୟନଶିପ୍‌ରେ ଭାରତର ପ୍ରତିଭା ସମ୍ପନ୍ନ ଶୁଟର ଶୁଭମ ବିସ୍‌ଲା ଓ ସାଇନ୍ୟାମ ଯଥାକ୍ରମେ ପୁରୁଷ ଓ ମହିଳା ୧୦ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଆଇଏସ୍‌ଏସ୍‌ଏଫ୍‌…

ଦେବୀ ନଦୀରେ ଭାସିଗଲେ କାଉଡ଼ିଆ

ଜଗତ୍‌ସିଂହପୁର,୧୬।୭(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲା ଆଳିପିଙ୍ଗଳ ନିକଟ ଦେବୀ ନଦୀରେ ରବିବାର ଏକ ଅଘଟଣ ଘଟିଛି। ଆଳିପିଙ୍ଗଳ ଆରପଟ କେତକେଶ୍ୱର ଘାଟରୁ ଜଣେ ନାବାଳକ କାଉଡିଆ ନଦୀରେ ଭାସି ଯାଇଛନ୍ତି। ନାବାଳକ ଜଣକ ହେଲେ ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ଗ୍ରାମର…

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ନୂଆପଡ଼ା,୧୬।୭(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଧୀନ କୋନାବିରା ପଞ୍ଚାୟତ ବିରୁନପଦର ଗାଁରେ ରବିବାର ଭାଲୁ ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସେହି ଗାଁର ଘନଶ୍ୟାମ ପଟେଲ(୭୦) ଓ ଆହତ…

ବେଙ୍ଗାଲୁରୁ ବୈଠକରେ ଭାଜପାକୁ ପରାସ୍ତ କରିବା ଲାଗି ହେବ ରଣନୀତି

ନୂଆଦିଲ୍ଲୀ,୧୬ା୭: ୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ ରୋକବା ପାଇଁ ବିରୋଧୀ ଦଳଗୁଡ଼ିକର ଦ୍ୱିତୀୟ ବୈଠକ ସୋମବାରଠାରୁ ଦୁଇ ଦିନ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ବୈଠକରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଯୋଗ ଦେବାନେଇ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ କଂଗ୍ରେସ ସମର୍ଥନ…

ସେମିଫାଇନାଲରୁ ବିଦାୟ ନେଲେ ସେନ୍‌

କାଉନ୍‌ସିଲ ବ୍ଲଫ୍ସ(ୟୁଏସ୍‌),୧୬ା୭: ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ପୁରୁଷ ସିଙ୍ଗଲ୍ସରୁ ଭାରତର ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ବିଦାୟ ନେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ସେନ ଅଲ୍‌ଇଂଲଣ୍ଡ ଚାମ୍ପିୟନ ଚାଇନାର ଲି ଶି’ ଫେଙ୍ଗ୍‌ଙ୍କଠାରୁ ୧୭-୨୧, ୨୪-୨୨, ୧୭-୨୧ରେ ହାରିଯାଇଛନ୍ତି।…

ଭୁଶୁଡ଼ିଲା ପାର୍କ ପାଚେରି 

ବାସୁଦେବପୁର, ୧୬।୭ (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୨୧ ନଂ. ୱାର୍ଡ ବଂଶୀପାଟଣା ଗ୍ରାମରେ ମୁଖ୍ୟମନ୍ତ୍ରୀ କର୍ମତପତ୍ର ଅଭିଯାନ ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ନିର୍ମାଣାଧୀନ ଏକ ପାର୍କର ଉତ୍ତରପାଖ ପାଚେରି ଶନିବାର ବର୍ଷାରେ ଭୁଶୁଡ଼ି ପଡ଼ିଛି।…

୨ ପରିବାର ମଧ୍ୟରେ ସଂଘର୍ଷ, ୬ ଆହତ

ତିହିଡ଼ି,୧୬।୭(ସଞ୍ଜିତ୍‌ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଗୁଆମାଳ ପଞ୍ଚାୟତ ମୋଡ଼ସାହି ଗ୍ରାମରେ ରବିବାର ଜମିଜମାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭର ପକ୍ଷରୁ ୬ଜଣ ଆହତ ହୋଇଛନ୍ତି। ଉଭୟ ପରିବାର ପକ୍ଷରୁ ଏନେଇ ଥାନାରେ…

ଶପିଂ ମଲ୍‌ ନିର୍ମାଣ ପାଇଁ ପାକିସ୍ତାନରେ ଭଙ୍ଗାଗଲା ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର

କରାଚି,୧୬।୭: ପାକିସ୍ତାନର କରାଚିରେ ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭାଙ୍ଗି ଦିଆଯାଇଛି। ଶପିଂ ମଲ୍‌ ନିର୍ମାଣ ପାଇଁ ମନ୍ଦିର ଭଙ୍ଗାଯାଇଥିବା ଜଣାପଡିଛି। ଏହି କାରଣରୁ ପାକିସ୍ତାନରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୂଚନା ଅନୁଯାୟୀ, କରାଚିର…

ବର୍ଷାରେ ଭାଙ୍ଗିଲା ହିଡ: ଚାଷଜମି କ୍ଷତିଗ୍ରସ୍ତ

କୁଚିଣ୍ଡା,୧୬।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅଧୀନ ଖଣ୍ଡୋକଟା ଗ୍ରାମର ବର୍ଷା ଯୋଗୁ ହରକଟା ହିଡ ଭାଙ୍ଗିଯାଇଛି। ଫଳରେ ଏହି କଟା ତଳେ ଥିବା ଚାଷଜମି କ୍ଷତିଗ୍ରସ୍ତ ସାଙ୍ଗକୁ ମାଛ ଚାଷ ପାଇଁ ଲିଜ ନେଇଥିବା ଏସ୍‌ଏଚଜି ସଦସ୍ୟା ମଧ୍ୟ…

‘ସହିବ ନାହିଁ ରାଜସ୍ଥାନ’ ଅଭିଯାନ ଆରମ୍ଭ କଲେ ନଡ୍ଡା

ଜୟପୁର,୧୬।୭: ଭାଜପା ସଭାପତି ଜେପି ନଡା ରବିବାର ଜୟପୁରରେ ଅନୁଷ୍ଠିତ ଏକ ସଭାରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ‘ସହିବ ନାହିଁ ରାଜସ୍ଥାନ’ ଅଭିଯାନ ଆରମ୍ଭ କରି ଅଶୋକ ଗେହଲଟ ସରକାରଙ୍କ ଉପରେ ବର୍ଷିଛନ୍ତି ନଡ୍ଡା। ସେ କହିଛନ୍ତି, ରାଜସ୍ଥାନର ଗେହଲଟ ସରକାର…

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର: ଧରାପଡ଼ିଲେ ଅଭିଯୁକ୍ତ

ଗୋପାଳପୁର,୧୬।୭(ନବୀନ ରାଜ ଆଚାରୀ): ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲାରେ ଗୋଳନ୍ଥରା ଥାନା ପୋଲିସ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ଆନ୍ଦ୍ରପ୍ରଦେଶ ରାଜ୍ୟ ଇଚ୍ଛାପୁର ଅଞ୍ଚଳର କେ. ପ୍ରଦୀପ ରେଡି। ମିଳିଥିବା ସୂଚନା…

ମଜଭୁତ ହେଉଛି ବିରୋଧୀ ଏକତା, ବେଙ୍ଗାଲୁରୁ ବୈଠକରେ ଯୋଗ ଦେବ ଏଏପି

ନୂଆଦିଲ୍ଲୀ,୧୬।୭: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କଂଗ୍ରେସ ରବିବାର ଆମ ଆଦମୀ ପାର୍ଟି(ଏଏପି)କୁ ସମର୍ଥନ କରିବ ବୋଲି ପ୍ରସ୍ତୁତ ହୋଇଯାଇଛି। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ବିରୋଧ କରୁଥିବା ସ୍ପଷ୍ଟ ଭାବେ କହିଛନ୍ତି। ଦିଲ୍ଲୀ ଅଧ୍ୟାଦେଶକୁ କଂଗ୍ରେସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri