Home Left

କଂଗ୍ରେସ ସରକାର କ୍ଷମତାକୁ ଫେରିବା ପାଇଁ ଶ୍ମଶାନରେ ତନ୍ତ୍ର ସାଧନା, ରହିଛି କମଲନାଥଙ୍କ ଫଟୋ, ସୋସିଆଲ ମିଡ଼ିଆରେ ଭାଇରାଲ…

ଉଜ୍ଜୟନୀ,୧୯।୧୦ : ମଧ୍ୟପ୍ରଦେଶରେ କଂଗ୍ରେସର ବିଜୟ ଏବଂ କ୍ଷମତାକୁ ଫେରିବା ପାଇଁ ନବରାତ୍ରୀରେ ଚକ୍ରତୀର୍ଥ ଶ୍ମଶାନରେ ତନ୍ତ ସାଧନା କରାଯାଉଛି। ତାନ୍ତ୍ରିକ ଭୟୁ ମହାରାଜ କହିଛନ୍ତି ଉଜ୍ଜୟନୀରେ କରାଯାଇଥିବା ତନ୍ତ୍ର ସାଧନା ଶୀଘ୍ର ଫଳାଫଳ ଦେଇଥାଏ, ସେଥିପାଇଁ ଲୋକମାନେ ତନ୍ତ୍ର ସାଧନା…

ନିଟ୍‌ ପରୀକ୍ଷା ଦେଲେ ବାପ-ଝିଅ: ୨ ଜଣ ହେଲେ ପାସ୍‌, ଜାଣନ୍ତୁ କାହାର ରହିଛି ଅଧିକ ନମ୍ବର

ନୂଆଦିଲ୍ଲୀ,୧୯।୧୦: ଜଣାଶୁଣା ନ୍ୟୁରୋସର୍ଜନ ଡା ପ୍ରକାଶ ଖୈତାନ ୪୯ ବର୍ଷ ବୟସରେ ନିଜ ଝିଅକୁ ଉତ୍ସାହିତ କରିବା ପାଇଁ ନିଟ୍‌ ପରୀକ୍ଷା ଦେଇଥିଲେ। ଖୁସିର କଥା ହେଲା ଉଭୟ ବାପା ଏବଂ ଝିଅ ନିଟ୍‌ ପାସ କରିଥିଲେ। ଝିଅ ବାପାଙ୍କ ତୁଳନାରେ…

ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ନଭେମ୍ବର ୬ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୮।୯: ସୁପ୍ରିମକୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଏବଂ ଦିଲ୍ଲୀର ପୂର୍ବତନ ସରକାରୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ସୁପ୍ରିମକୋର୍ଟ ନଭେମ୍ବର ୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସତ୍ୟେନ୍ଦ୍ର ଜେନା ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି। ଜାମିନ ଉପରେ ଶୁଣାଣି…

ରେଷ୍ଟୁରାଣ୍ଟରେ ଖାଇସାରିବା ପରେ କରୁଥିଲେ ହାର୍ଟଆଟାକ୍‌ ନାଟକ, ଆଉ ତା’ପରେ…

ସ୍ପେନର ବ୍ଲାଙ୍କୋ ଅଞ୍ଚଳରେ ଏକ ଅଜବ ଘଟଣା ଘଟିଛି। ପୋଲିସ ଏପରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି, ଯିଏ ସ୍ଥାନୀୟ ରେଷ୍ଟୁରାଣ୍ଟରେ ଡିନର୍‌ କରି ବିଲ ପୈଠ ନ କରିବା ପାଇଁ ହାର୍ଟଆଟାକ୍‌ ଅଭିନୟ କରୁଥିଲେ। ଏହି ୫୦ ବର୍ଷ ବୟସ୍କ…

ଟୋଲ୍‌ପ୍ଲାଜାରେ ଫାଙ୍କା ଗୁଳି ଚାଳନା, ଧରାପଡ଼ିଲେ ୪

ପିପିଲି,୧୯ା୧୦(ଦୁର୍ଗାମାଧବ ମିଶ୍ର): ପୁରୀ-ଭୁବନେଶ୍ବର ୩୧୭ ନମ୍ବର ଜାତୀୟ ରାଜପଥରେ ପିପିଲି ନିକଟରେ ଅବସ୍ଥିତ ଟୋଲ୍‌ ପ୍ଲାଜାରେ ଆଜି ଗୁରୁବାର ଭୋର୍‌ରୁ ପଇସା ନେଣଦେଣକୁ ନେଇ ଫାଙ୍କା ଗୁଳି ଚାଳନା ହୋଇଛି। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ଗୋଟିଏ କାର୍‌ରେ ଡ୍ରାଇଭର…

ମନର ଯନ୍ତ୍ରଣା ବଖାଣିଲେ ଶିବପାଲ

ଲକ୍ଷ୍ନୌ,୧୮।୧୦: ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁରର ଏମ୍‌ପି-ବିଧାୟକ କୋର୍ଟ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ, ସ୍ତ୍ରୀ ତାଞ୍ଜିମ ଫାତିମା ଏବଂ ପୁଅ ଅବଦୁଲ୍ଲା ଆଜାମଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ସମାଜବାଦୀ…

ଡାଇବେଟିସ ଚିହ୍ନଟ ହେବ ସହଜ,ମାତ୍ର ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଜଣାପଡିବ…

ଓ୍ବାଶିଂଟନ,୧୯।୧୦ : ଅଗାମୀ ଦିନରେ ଡାଇବେଟିସ ଚିହ୍ନଟ କରିବା ସହଜ ହେବ। କେବଳ ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଜଣେ ବ୍ୟକ୍ତି ଡାଇବେଟିସରେ ପୀଡିତ କି ନାହିଁ ତାହା ଜାଣିବା ମାତ୍ର କିଛି ସେକେଣ୍ଡ ମଧ୍ୟରେ ହୋଇ ପାରିବ। ଘରେ ବସି…

ଖୁସିରେ ଥିଲେ ଦମ୍ପତି, ଗୋଟିଏ ଫୋନ୍‌ କଲ୍‌ ସାରିଦେଲା ସବୁ…

ବିବାହ ପରେ ବର-କନ୍ୟା ବହୁତ ଖୁସିରେ ଥିଲେ। ବିବାହର ୮ ମାସ ମଧ୍ୟରେ ଦୁହେଁ ଏପରି ନିଷ୍ପତ୍ତି ନେବେ ବୋଲି କେହି ଆଶା କରି ନ ଥିଲେ। ଉଭୟଙ୍କ ଦାମ୍ପତ୍ୟ ଜୀବନ ଭଲରେ ଚାଲିଥିଲା। ସ୍ତ୍ରୀ ତାଙ୍କ ଶାଶୁ ଘରେ ଥିବା…

ଆଜି ବିଶ୍ୱକପ୍‌ରେ ଭାରତ-ବାଂଲାଦେଶ ଲଢେଇ: ଜାଣନ୍ତୁ କେତେବେଳେ,କେଉଁଠି ଦେଖିପାରିବେ ମ୍ୟାଚ୍‌

ପୁଣେ,୧୮।୧୦: ୨୦୨୩ ବିଶ୍ୱକପରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ୨୦୨୩ ଏସିଆ କପରେ ବାଂଲାଦେଶ ବିପକ୍ଷ ପରାଜୟର ପ୍ରତିଶୋଧ ନେବାକୁ ଟିମ ଇଣ୍ଡିଆ ଚାହୁଁଛି। ଏହି ବିଶ୍ୱକପରେ ଭାରତୀୟ ଦଳ ଏହାର ପ୍ରଥମ ତିନୋଟି ମ୍ୟାଚ ଜିତିଛି। ବର୍ତ୍ତମାନ…

ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଦୀପାବଳି ଭେଟି

ଲକ୍ଷ୍ନୌ,୧୮।୧୦: ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାଗଣା ସିଲିଣ୍ଡର ମିଳିବ। ଏଥିପାଇଁ ଖୁବ ଶୀଘ୍ର ଏକ କ୍ୟାବିନେଟ ପ୍ରସ୍ତାବ ଅଣାଯିବ। ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ପ୍ରତ୍ୟେକ ହିତାଧିକାରୀଙ୍କ ଆକାଉଣ୍ଟକୁ ୬୬୦ ଟଙ୍କା ପଠାଇବେ। ଏହାସହ ୩୦୦ ଟଙ୍କା କେନ୍ଦ୍ର ସରକାରଙ୍କଠାରୁ…

ଘରୁ ଶୁଣ୍ଢରେ ଟେକିନେଇ କଚାଡ଼ି ମାରିଲା ଦନ୍ତା

ବଡ଼ଗାଁ,୧୯ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଫୁଲବାରୀ ପଞ୍ଚାୟତର ଲାଖପଡ଼ା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ହାତୀ ଜଣେ ବ୍ୟକ୍ତିଙ୍କୁ କଚାଡ଼ି ମାରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଲାଖପଡ଼ା ଗାଁରେ ପଶିଥିଲା। ଲୋକେ ହାତୀ ଆସିଥିବା ଜାଣି…

ଇଣ୍ଡିଆନ ଅଏଲରେ ନିଯୁକ୍ତି ସୁଯୋଗ: ମାଗଣାରେ ଆବେଦନ କରନ୍ତୁ ଦଶମ ପାସ୍‌, ଜାଣନ୍ତୁ କିଭଳି ହେବ ଚୟନ…

ନୂଆଦିଲ୍ଲୀ,୧୯।୧୦: ଦଶମ ପାସ୍‌ ଛାତ୍ରୀଛାତ୍ରଙ୍କ ଲାଗି ନିଯୁକ୍ତି ଖବର। ଟେକ୍ନିସିଆନ ଏବଂ ଟ୍ରେଡ୍‌ ଆପ୍ରେଣ୍ଟିସିପ୍‌ ପଦବୀରେ ନିଯୁକ୍ତି ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ କମ୍ପାନୀ (ଆଇଓସିଏଲ୍‌) ବିଜ୍ଞପ୍ତି ଜାରି କରିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୨୧ ଅକ୍ଟୋବର ୨୦୨୩ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?