ତିଗମାଂଶୁ ଧୁଲିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍, ପୋଲିସରେ ଅଭିଯୋଗ କଲେ ନିର୍ଦ୍ଦେଶକ
ମୁମ୍ବାଇ: ‘ହାସିଲ’ ଏବଂ ‘ପାନ ସିଂ ତୋମାର’ ଭଳି ଚଳଚ୍ଚିତ୍ର ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା-ନିର୍ଦ୍ଦେଶକ ତିଗମାଂଶୁ ଧୁଲିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଖବର ସାମ୍ନାକୁ ଆସୁଛି। ମିଡିଆ ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ ଏହି ବିରୋଧରେ…
ହତ୍ୟା କରି ଫିଙ୍ଗିଦେଇଥିଲେ ସ୍ବାମୀ
ଭୁବନ, ୧୯।୭(ବିପିନ ବିହାରୀ ସେଠୀ): ସ୍ବାମୀ ଘରକୁ ଆଣିଲେ ଦ୍ୱିତୀୟ ସ୍ତ୍ରୀ। ଏହାକୁ ନେଇ ସୃଷ୍ଟି ହୋଇଥିଲା ଦାମ୍ପତ୍ୟ ଜୀବନରେ ଝଡ଼। କଜିଆ ଉଗ୍ରରୂପ ନେବା ପରେ ପ୍ରଥମ ସ୍ତ୍ରୀଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେଇଥିଲେ ସ୍ବାମୀ। ପ୍ରମାଣ ନଷ୍ଟ…
କର୍ନାଟକ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ ପାଲଟିଲାଣି : ଭାଜପା
ବାଙ୍ଗାଲୁରୁ,୧୯।୭: ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସନ୍ଦେହରେ କେନ୍ଦ୍ରୀୟ ଅପରାଧ ଶାଖା(ସିସିବି) ବାଙ୍ଗାଲୁରୁରୁ ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହାକୁ ନେଇ ରାଜ୍ୟର କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି ଭାଜପା ବିଧାୟକ ଆର୍. ଅଶୋକ। କର୍ନାଟକ ଆତଙ୍କବାଦୀଙ୍କ…
ଲଗାଣ ବର୍ଷାରେ ଅଧାପନ୍ତରିଆ ରାସ୍ତା କର୍ଦ୍ଦମାକ୍ତ ସମ୍ପ୍ରସାରଣରେ ଅହେତୁକ ବିଳମ୍ବ, ଜନ ଅସନ୍ତୋଷ ବୃଦ୍ଧି
ଦାରିଙ୍ଗବାଡି,୧୯।୭ (ଅରୁଣ ସାହୁ)- ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଦୁର୍ଗମ: ଅଞ୍ଚଳଗୁଡିକରେ ରହିଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏକାଧିକ ରାସ୍ତା ଦୀର୍ଘଦିନ ଧରି ସମ୍ପ୍ରସାରଣରେ ବିଳମ୍ବ ଯୋଗୁଁ ରାସ୍ତାର…
ଡାଳିମ୍ବପୁର-କେରାଣ୍ଡି ଅସ୍ଥାୟୀ ରାସ୍ତା ଧୋଇଗଲା
ପାରଳାଖେମୁଣ୍ଡି,୧୮ା୭ (ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୋଷାଣି ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଡାଳିମ୍ବପୁର-କେରାଣ୍ଡି ରାସ୍ତାରେ ଥିବା ଏକ ବଡ଼ ନାଳ ଉପରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା। କାମ ଆରମ୍ଭରୁ ଏହି…
ଭାରତ-ପାକିସ୍ତାନ ମହାମୁକାବିଲା ଆଜି: ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍…
କଲମ୍ବୋ,୧୯।୭: ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ପାଇବେ କ୍ରିକେଟ ପ୍ରଶଂସକ। ଏସିସି ମେନ୍ସ ଏମର୍ଜିଂ ଟିମ୍ସ ଏସିଆ କପ୍ ୨୦୨୩ ଟୁର୍ନାମେଣ୍ଟରେ ବୁଧବାର ଏହି ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ‘ଏ’ ଟିମ୍ ମଧ୍ୟରେ ଖେଳାଯିବ। ଟୁର୍ନାମେଣ୍ଟରେ ଭାରତ ‘ଏ’…
ଏନ୍ଡିଏ, ବିରୋଧୀ ଦଳ ବୈଠକରୁ କାହିଁକି ନିଜକୁ ଦୂରେଇ ରଖିଲେ ମାୟାବତୀ, କହିଲେ କାରଣ…
ଲକ୍ଷ୍ନୌ,୧୯।୭: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ୨୬ ବିରୋଧୀ ଦଳ ବେଙ୍ଗାଲୁରୁରେ ଏକ ବୈଠକ କରିଥିଲେ। ଅନ୍ୟପକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏନ୍ଡିଏ ବୈଠକରେ ମୋଟ ୩୮ଟି ଦଳ…
ଯୋଧପୁରରେ ଲୋମଟାଙ୍କୁରା ଘଟଣା: ୬ ମାସର ଶିଶୁ ସମେତ ପୁରା ପରିବାରକୁ ହତ୍ୟା କରି ଜାଳିଦେଲେ
ଯୋଧପୁର,୧୯।୭: ରାଜସ୍ଥାନର ଯୋଧପୁରରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଜିଅନ୍ତା ଜଳାଇଦେବା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରିବା ସହ ଘର ଅଗଣାରେ ସେମାନଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ମୃତକଙ୍କ ମଧ୍ୟରେ…
୨ ଜଣଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
ଭଞ୍ଜନଗର,୧୯।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆସିଷ୍ଟାଣ୍ଟ ସେସନ୍ସ ଜଜ ସୋମାଲିନା ମିଶ୍ର ମଙ୍ଗଳବାର ସାରେ ୨୦୧୭ରେ ପୋଲିସକୁ ଗୁଳି କରି ହତ୍ୟା ଉଦ୍ୟମ ମାମଲାର ବିଚାର କରି ୨ଜଣ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ଦ୍ୱୟ…
ମେଳଣଡିହ ଗ୍ରାମ ରାସ୍ତାରେ ଘାଇ
ଧାମନଗର,୧୯।୭ (ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷାରେ ବହୁ ରାସ୍ତାଘାଟ ପ୍ରଭାବିତ ହୋଇଛି। ଗତ ଶନିବାର ପ୍ରବଳ ବର୍ଷା ଯୋଗୁ ଭଗବାନପୁର ପଞ୍ଚାୟତର ପଳିକିରି ମେଳଣଡିହ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଏକ…
କେନ୍ଦୁଝର, ଭଦ୍ରକ ଜିଲାକୁ ଭୂମି ସମ୍ମାନ
କେନ୍ଦୁଝର,(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ)/ଭଦ୍ରକ (ସନାତନ ରାଉତ), ୧୯।୭: ଭୂ-ସଂସ୍କାର ଓ ଜମିଜମା ରେକର୍ଡର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦୁଝର ଓ ଭଦ୍ରକ ଜିଲା ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଭୂମି ସମ୍ମାନ-ପ୍ଲାଟିନମ୍ ଆୱାର୍ଡରେ…
ପାକିସ୍ତାନ ସେନାରେ ସୀମାଙ୍କ ପରିବାର: ଭାଇ କରାଚିରେ ସୈନିକ, ଦାଦା ଇସଲାମାବାଦରେ ଅଫିସର
ନୂଆଦିଲ୍ଲୀ,୧୯।୭: ପାକିସ୍ତାନରୁ ଭାରତ ଚାଲିଆସିଥିବା ସୀମା ହାଇଦରଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୁଇଦିନ ଧରି ତାଙ୍କୁ ୟୁପି ଏଟିଏସ୍ ପଚରାଉଚରା କରୁଛି। ଏସବୁ ଭିତରେ ସୀମାଙ୍କ ପରିବାରରୁ ଦୁଇଜଣ ପାକିସ୍ତାନ ସେନାରେ ଥିବା ଜଣାପଡ଼ିଛି। ତାଙ୍କ ଦାଦା ସେନାରେ…
Archives


