Home Left

ଝଡ଼ପବନରେ ଭାଙ୍ଗିଲା ୩୦ ଫୁଟର ହକି ସ୍ମାରକୀ

ରାଉରକେଲା ଅଫିସ,୧୧ା୬: ସାମାନ୍ୟ ଝଡ଼ ପବନରେ ଟଳି ପଡ଼ିଛି ୩୦ ଫୁଟ ଉଚ୍ଚତାର ବିଶାଳକାୟ ସ୍ମାରକୀ। ମାତ୍ର ୬ ମାସ ତଳେ ବିପୁଳ ଅର୍ଥ ବ୍ୟୟରେ ରାଉରକେଲା ବିମାନବନ୍ଦର ଛକରେ ତିଆରି ହୋଇଥିବା ୩୦ ଫୁଟ ଉଚ୍ଚତାର ହକି ସ୍ମାରକୀ। ରବିବାର…

ଦୀପିକା ଶେୟାର କଲେ ମଜାଳିଆ ପୋଷ୍ଟ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ମଜାଳିଆ କପଲଙ୍କ ମଧ୍ୟରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ବେଶ୍‌ ଜଣାଶୁଣା। ଦୁହିଁଙ୍କ ମଧ୍ୟରେ ବହୁତ ଭଲ ବଣ୍ଡିଂ ରହିଛି। ରଣବୀର ଏବଂ ଦୀପିକା ଅନେକ ସମୟରେ ମଜାଳିଆ ମୁହୂର୍ତ୍ତଗୁଡ଼ିକ ଫ୍ୟାନ୍‌ମାନଙ୍କ ସହ ଶେୟାର କରିଥାନ୍ତି।…

ସଧବା ରୁହନ୍ତି ବିଧବା ବେଶରେ

ଭାରତରେ ବିଭିନ୍ନ ଜାତି ଧର୍ମର ଲୋକ ବସବାସ କରନ୍ତି। ତେଣୁ ଏଠାକାର ଧାର୍ମିକ ବିଶ୍ୱାସ, ନୀତି, ନିୟମ ଓ ପରମ୍ପରା ବି ଭିନ୍ନ ଭିନ୍ନ ହୋଇଥାଏ। ଏଇ ଯେମିତି ହିନ୍ଦୁଧର୍ମରେ ସଧବା ନାରୀ ସଜେଇ ହୋଇ ରହିବାର ପ୍ରଥା ରହିଛି। ହେଲେ…

ଚଢେଇ ଘଉଡେଇବା ଚାକିରି

ପୃଥିବୀରେ ଏମିତି ଅନେକ କାମ ଅଛି, ଯାହା ଅଜବ ହେଲେ ବି ମଣିଷ କରେ। କେବେ ଆର୍ଥିକସ୍ଥିତି ବାଧ୍ୟ କରେ ଏହି କାମ କରିବାକୁ ତ ଆଉ କେବେ କମ୍‌ ସମୟରେ ଅଧିକ ଟଙ୍କା ରୋଜଗାର କରିବା ଚକ୍କରରେ ମଣିଷ ଏଭଳି…

ରୋମାଞ୍ଚରେ ଭରା ଏଇ ଦୋଳି

ରୋମାଞ୍ଚରେ ଭରା ଏଇ ଦୋଳି ଦୋଳି ଖେଳିବାର ମଜା ଅଲଗା। ଛୋଟରୁ ବଡ଼ ସମସ୍ତେ ଏହାକୁ ଖେଳିବାକୁ ଭଲ ପାଆନ୍ତି। ଆଉ ବାଙ୍ଗାଲୁରରେ ଅଛି ଭାରତର ଏମିତି ଏକ ଦୋଳି ଯେଉଁଥିରେ ରୋମାଞ୍ଚର ଖୋରାକ ଭରପୁର ମିଳିବ। ଏରିଆ୮୩ ଅଞ୍ଚଳରେ ଥିବା…

ପୋକ ଆକର୍ଷିତ କରିବା ଖେଳ

ଖେଳ, ମନୋରଞ୍ଜନ ସହ ମନ ଫୁର୍ତ୍ତି କରାଏ ଓ ଶରୀରକୁ ସୁସ୍ଥ ରଖେ। ପୃଥିତ୍ବୀରେ ଅନେକ ପ୍ରକାରର ଖେଳ ଅଛି। ତେବେ ବ୍ରିଟେନରେ ଏମିତି ଏକ ଖେଳ ଖେଳାଯାଏ ଯାହାକି ବେଶ୍‌ ଅଜବ। ଆମେ ସାଧାରଣତଃ ଯେଉଁ ପୋକଗୁଡିକ ଘରେ ପଶିଲେ…

ବବଲ୍‌ ଗମ୍‌ – ଚୁଇଂଗମ୍‌

ପିଲାଦିନେ ପ୍ରାୟ ସମସ୍ତେ ବବଲ୍‌ ଗମ୍‌ ଖାଇ ତାକୁ ପାଟିରେ ବେଲୁନ୍‌ ପରି ଫୁଲେଇଥିବେ। ସେମିତି ଚୁଇଂ ଗମ୍‌ ବି ଖାଇଥିବେ। ଅନେକେ ଭାବନ୍ତି ବବଲ୍‌ ଗମ୍‌ ଯାହା, ଚୁଇଂଗମ୍‌ ସେଇୟା । ହେଲେ ନା, ଏକାପରି ଲାଗୁଥିଲେ ହେଁ ଦୁଇଟି…

ଶାନ୍ତିପୂର୍ଣ୍ଣ ଶୈଳନିବାସ ୟରକୌଡ

ୟରକୌଡ ହେଉଛି ତାମିଲନାଡୁସ୍ଥିତ ଏକ ଲୋକପ୍ରିୟ ହିଲ୍‌ଷ୍ଟେଶନ ଟାଉନ୍‌ । ଏଠାକାର ପ୍ରାକୃତିକ ପରିବେଶ ଏବଂ ଶାନ୍ତ ବାତାବରଣ ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସେଥିପାଇଁ ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ… ତାମିଲନାଡୁସ୍ଥିତ ଏକ ହିଲ୍‌ଷ୍ଟେଶନ…

ମୁଁ ମୋ ଫ୍ୟାନ୍‌ଙ୍କ ଫ୍ୟାନ୍‌

ଓଡ଼ିଆ ସିନେ ଓ ଟିଭି ଇଣ୍ଡଷ୍ଟ୍ରୀର ସେ ଜଣେ ଗ୍ଲାମର୍ସ ନାୟିକା। ଏହାବାଦ ଭୋଜପୁରୀ ଚଳଚ୍ଚିତ୍ରରେ ବି ସେ ଦେଖାଇଛନ୍ତି ନିଜ କମାଲ। କଣ୍ଠ ତାଙ୍କର ବେଶ୍‌ ମଧୁର। ସେ ହେଉଛନ୍ତି ଦୀପିକା ତ୍ରିପାଠୀ ରଥ। ଏଥର ସେଲିବ୍ରିଟି ସିକ୍ରେଟ୍‌ରେ ଜାଣିବା…

ଦାମୀ ପାନ

ଓଡ଼ିଶା ଓ ଓଡ଼ିଶା ବାହାରେ ବି ପାନର ଢେର ଚାହିଦା ରହିଛି। ତେଣୁ ପାନ ବ୍ୟବସାୟୀ ବିଭିନ୍ନ ପ୍ରକାରର ପାନ ବିକ୍ରି କରିଥାନ୍ତି। ତେବେ ଏଠାରେ ଯେଉଁ ପାନ କଥା କୁହାଯାଉଛି ତାହା ବହୁତ ଖାସ୍‌ । ସେଥିପାଇଁ ତ ଏହାକୁ…

ପ୍ରଥମ ପାରିଶ୍ରମିକ ବୋଉକୁ ଦେଇଥିଲି

ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବାମନାଳ ଗାଁରେ ମୋ ଜନ୍ମ। ଯୁକ୍ତ ଦୁଇ ବିଜ୍ଞାନ ପରେ କେମିକାଲ ଇଂଜିନିୟରିଂରେ ଡିପ୍ଲୋମା ସାରି ପାୟୋନିୟର ଓ୍ବାଟର୍‌ ମିନେରାଲ କର୍ପୋରେଶନରେ କ୍ୱାଲିଟି କଣ୍ଟ୍ରୋଲ୍‌ ଇଂଜିନିୟର୍‌ ଭାବେ ପ୍ରଥମେ ନିଯୁକ୍ତି ପାଇଥିଲି। ପାଖାପାଖି ୨…

କରମଣ୍ଡଳ ଟ୍ରେନ ଦୁର୍ଘଟଣା: ଲୁହରେ ଭିଜୁଛି ପୁଟୁକିଶୋଳ ଗ୍ରାମ, ୪ଟି ପରିବାରରେ ଚାଲିଛି ଦଶାହ କ୍ରିୟା

ମୋରଡ଼ା,୧୧।୬(ଡି.ଏନ.ଏ): ଲୁହରେ ଭିଜୁଛି ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଗଡିଆ ପଞ୍ଚାୟତର ପୁଟୁକିଶୋଳ ଗ୍ରାମ । ସାରା ଗାଁରେ ଶୋକାକୁଳ ହୋଇଯାଇଛି। ବାଲେଶ୍ୱର ଜିଲା ବାହନଗା ଷ୍ଟେସନରୁ ମାତ୍ର ଅଳ୍ପ କିଛି ଦୂରରେ ଘଟିଥିବା କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୋଟ ୨୮୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri