Home Left

ସୁସ୍ଥ ଗଣତନ୍ତ୍ର ପାଇଁ ଗଣମାଧ୍ୟମ, ଯୁବପିଢ଼ିଙ୍କ ଭୂମିକା ସମାନ

ଜଗତ୍‌ସିଂହପୁର, ୧୯।୭(ପ୍ରମୋଦ କୁମାର ନାୟକ): ଭାରତ ହେଉଛି ବିଶ୍ୱର ଶ୍ରେଷ୍ଠ ଓ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ଏ ରାଷ୍ଟ୍ରରେ ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ହେଲେ ଗଣମାଧ୍ୟମ ସହ ଯୁବପିଢ଼ି ମଧ୍ୟ ସମାନ ଭୂମିକା ନିର୍ବାହ କରିବାର ଅଛି। ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ…

ବେବି ପାଉଡର ନିର୍ମାଣକାରୀ କମ୍ପାନୀକୁ ୧୫୪ କୋଟିର ଜରିମାନା

ଓ୍ବାଶିଂଟନ୍‌,୧୯।୭: ଜନସନ ଆଣ୍ଡ ଜନସନ କାଲିଫର୍ନିଆର ଜଣେ ବ୍ୟକ୍ତିଙ୍କୁ ୧୮.୮ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଛି, ଯିଏ କମ୍ପାନୀର ବେବି ପାଉଡରରୁ କର୍କଟ ରୋଗ ବ୍ୟାପୁଛି ବୋଲି କହିଥିଲେ। କାଲିଫର୍ନିଆର ଜଣେ ବ୍ୟକ୍ତି କର୍କଟ ରୋଗ ପାଇଁ କମ୍ପାନୀର ଟେଲିକମ୍‌…

ଏନ୍‌ଏଚ୍‌-୧୬ର ଆରଡ଼ିଛକ ଓଭରବ୍ରିଜରେ ବିରାଟ ଗର୍ତ୍ତ

ଭଦ୍ରକ, ୧୯।୭ (ସନାତନ ରାଉତ): ୧୬ ନଂ. ଜାତୀୟ ରାଜପଥର ଯାଜପୁର ଜିଲା ରସୁଲପୁରଠାରେ ମଙ୍ଗଳବାର ଓଭରବ୍ରିଜ୍‌ ଦବି ଯାଇଥିବା ବେଳେ ଭଦ୍ରକର ଆରଡ଼ିଛକ ଓଭରବ୍ରିଜ୍‌ରେ ଏକ ବିରାଟ ଗର୍ତ୍ତ ନଜରକୁ ଆସିଛି। ଖବର ପାଇବା ପରେ ଜାତୀୟ ରାଜପଥର ପ୍ରକଳ୍ପ…

ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତଙ୍କ ପରଲୋକ

ଭୁବନେଶ୍ୱର,୧୯।୭(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତଙ୍କର ମଙ୍ଗଳବାର ସା ୭ଟାରେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ଗତ ରବିବାର କଟକର ବିଜୁ ପଟ୍ଟନାୟକ ଛକଠାରେ…

ଏସିଆ କପ ୨୦୨୩: ୨ ସେପ୍ଟେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ,୧୯।୭: ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ସେପ୍ଟେମ୍ବରକୁ ମ୍ୟାଚ ଖେଳାଯାଇପାରେ। ଏକ ରିପୋର୍ଟ ଅନୁଯାୟୀ, ଏହି ଦୁଇ ଦଳ ମଧ୍ୟରେ ଶ୍ରୀଲଙ୍କାର କେଣ୍ଡିରେ ମୁକାବିଲା ହେବ। ଏସିଆ କପ ୨୦୨୩ର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ…

ଓଡ଼ିଶାର ୧୯ ଜିଲାକୁ ‘ଭୂମି ସମ୍ମାନ’

ଭୁବନେଶ୍ବର, ୧୮ା୭(ସୁନିତ୍‌ ମିଶ୍ର): ଡିଜିଟାଲ୍‌ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ମଡର୍ନାଇଜେଶନ ପ୍ରୋଗ୍ରାମ (ଡିଆଇଏଲ୍‌ଆର୍‌ଏମ୍‌ପି)ର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ‘ଭୂମି ସମ୍ମାନ’ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ…

ଭୂକମ୍ପରେ ଥରିଲା ଆମେରିକା, ପ୍ରଶାନ୍ତ ମହାସାଗର ଏହାର କେନ୍ଦ୍ର ସ୍ଥଳ

ଓ୍ବାଶିଂଟନ୍‌,୧୯।୭: ଏଲ ସାଲଭାଡୋର ଉପକୂଳବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୫ ମାପ କରାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକାରାଗୁଆ ଠାରୁ ଗ୍ବଟେମାଲା ପର୍ଯ୍ୟନ୍ତ କେନ୍ଦ୍ରୀୟ ଆମେରିକାର ଅଧିକାଂଶ ଅଞ୍ଚଳରେ କମ୍ପନ…

ବିମାନବନ୍ଦରରେ ଗିରଫ ହେଲେ ସୁପରମଡେଲ ଗିଗି ହଦିଦ, ଲାଗିଲା ୧ ହଜାର ଡଲାରର ଜରିମାନା

କେମାନ,୧୯।୭: ପ୍ରସିଦ୍ଧ ସୁପରମଡେଲ ଗିଗି ହଦିଦଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ କେମାନ ଦ୍ୱୀପପୁଞ୍ଜରେ ଗଞ୍ଜେଇ ରଖିଥିବା ଅଭିଯୋଗ ପରେ ତାଙ୍କ ବନ୍ଧୁଙ୍କ ସହ ହାଦିଦଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଗିଗି ଜୁଲାଇ…

ରାଜ୍ୟ ସ୍ବାର୍ଥ ବିଷୟକୁ ଜୋରଦାର ଉଠାଅ: ନବୀନ

ଭୁବନେଶ୍ୱର, ୧୯।୭(ଅନିଲ ଦାସ): ଆସନ୍ତା ୨୦ ତାରିଖରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ବିଜେଡି ତା’ର ରଣନୀତି ପ୍ରସ୍ତୁତ କରିଛି। ଏହି ଅଧିବେଶନରେ ବିଜେଡି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉତ୍‌ଥାପନ କରିବାକୁ ନିଷ୍ପତ୍ତି ନେଇଛି।…

ଲୁପ୍‌ଲାଇନ୍‌ରେ ପଶିଗଲା ଭଦ୍ରକ-ବାଲେଶ୍ୱର ମେମୁ

ବାଲେଶ୍ୱର(ମାନସ ବିଶ୍ୱାଳ)/ବାହାନଗା(ଅରୂପ ଦାସ), ୧୯।୭: ବାହାନଗା ଟ୍ରେନ୍‌ ଦୁର୍ଘଟଣା ମନରୁ ଲିଭି ନ ଥିବା ବେଳେ ଆଉ ଏକ ନିଶ୍ଚିତ ଦୁର୍ଘଟଣା ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିଛି। ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍‌ (ନଂ.୦୮୦୩୨) ଦୁର୍ଘଟଣାରୁ ବର୍ତ୍ତିଯାଇଛି।…

ଭୁଶୁଡିଲା ଘରର ଛାତ: ଗୋଟିଏ ପରିବାରର ୪ ମୃତ

ଲକ୍ଷ୍ନୌ,୧୯।୭: ଉତ୍ତରପ୍ରଦେଶର ବୁଲନ୍ଦଶାହର ଜିଲାରୁ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି। ଘରର ଛାତ ଭୁଶୁଡି ପଡିବରେୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାନୁସାରେ, ବୁଲନ୍ଦଶାହର ଜିଲାର ନରସେନା ପୋଲିସ ଷ୍ଟେଶନ…

ଆମେରିକା ଆଣବିକ ବୁଡ଼ାଜାହାଜ ବିରୋଧରେ ୨ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ

ଓ୍ବାଶିଂଟନ୍‌,୧୯।୭: ଆମେରିକା ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦକ୍ଷିଣ କୋରିଆକୁ ଆଣବିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ପଠାଇଛି। ବୁଡ଼ାଜାହାଜ ଦକ୍ଷିଣ କୋରିଆରେ ପହଞ୍ଚିବାର କିଛି ଘଣ୍ଟା ପରେ ଉତ୍ତର କୋରିଆ ଏହାର ପୂର୍ବ ଉପକୂଳରୁ ଦୁଇଟି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri