ଲୋକେ କାମ ପାଇଁ ହିଁ ଚିହ୍ନନ୍ତୁ
ଗତ କିଛି ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ପରିଚିତ ନାମ ହେଉଛି ଅଭିନେତା ଦ୍ୱୀପନ୍ବିତ ଦାଶମହାପାତ୍ର। ୨୦୧୪ରୁ ଆରମ୍ଭ ହୁଏ ତାଙ୍କର ନାଟକରେ ଯାତ୍ରା। ରାଜ୍ୟ ଓ ବାହାରେ ଅନେକ ମଞ୍ଚ ନାଟକ ପ୍ରଦର୍ଶନ କରି ଦର୍ଶକଙ୍କ ମନ…
କୁଲୁରେ ବାଦଲ ଫାଟିବାରୁ ଜଣେ ମୃତ ୩ ଆହତ
କୁଲୁ,୧୭।୭: ହିମାଚଳ ପ୍ରଦେଶର କୁଲୁରେ ବାଦଲ ଫାଟିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା କୁଲୁ ଜିଲାର କୟାସ ଗ୍ରାମରେ ସୋମବାର ଭୋର ୪ଟାରେ ହୋଇଥିବା ପ୍ରଶାସନ କହିଛି। କୁଲୁ…
ଉଦ୍ଧବ ଠାକ୍ରେଙ୍କ ହାତ ଛାଡିଲେ ଆଉ ଜଣେ ନେତା
ମୁମ୍ବାଇ,୧୭।୭: ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍କା ଲାଗିଛି। ଚିଞ୍ଚୱାଡର ରାହୁଲ କଲାଟେ ଉଦ୍ଧବଙ୍କ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗଦେବେ। ରାହୁଲଙ୍କ ସହ ଅନେକ ୟୁବିଟି କର୍ମୀ ମଧ୍ୟ ଶିବସେନାରେ ଯୋଗଦେବେ। ରାହୁଲ କାଲାଟେ ଆଜି…
ହୁମ୍ମା ଓଭରବ୍ରିଜ କାମ ଅଧାପନ୍ତରିଆ, ବଢୁଛି ଦୁର୍ଘଟଣା
ଛତ୍ରପୁର,୧୭ା୭(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥର ହୁମ୍ମା ଛକଠାରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ରହିଛି। ଫଳରେ ଏହା ଦୁର୍ଘଟଣା ହଟସ୍ପଟ ସ୍ଥାନ ହୋଇଛି। ବ୍ରହ୍ମପୁର- ଭୁବନେଶ୍ୱରକୁ ଯାତାୟାତ ପାଇଁ ଏନଏଚର…
ଜଣେ ଶିକ୍ଷକରେ ଚାଲିଛି ସ୍ମାର୍ଟ ସ୍କୁଲ
ବୁଗୁଡ଼ା,୧୭ା୭(କାଳି ଚରଣ ଦାଶ): ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ – ଏହି ନାରା ଦେଇ ସରକାର ୫-ଟି ସ୍ମାର୍ଟ ସ୍କୁଲ ଆଳରେ ସ୍କୁଲଗୁଡ଼ିକର ରଙ୍ଗ ବଦଳାଇ ଚକାଚକ୍ କରିଥିଲେ। ହେଲେ ବୁଗୁଡ଼ା ବ୍ଲକର ଅନେକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଯୋଗୁ…
ମହାକାଳପଡ଼ାରେ ବୃଦ୍ଧିପାଉଛି ନିଶା କାରବାର
ମହାକାଳପଡ଼ା,୧୭ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ନିଶା ଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି । ତେବେ ଅନେକ ଯୁବ ପିଢ଼ି ନିଶା ଦ୍ରବ୍ୟ ସେବନ କରି (ଯକୃତ ସଂକ୍ରମିତ ହେଉ ବା…
ଶେଷରେ ପ୍ରେମିକଙ୍କ ମୁହଁ ଦେଖାଇଲେ ଇଲିଆନା
ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଗର୍ଭଧାରଣ ବିଷୟରେ ସେ ଘୋଷଣା କରିଥିଲେ। ସେବେଠାରୁ ସମସ୍ତେ ଜାଣିବାକୁ ଆଗ୍ରହୀ ଥିଲେ ଗର୍ଭସ୍ଥ ଶିଶୁର ପିତା କିଏ? ଶେଷରେ ଇଲିଆନା ସେହି ମିଷ୍ଟ୍ରି ମ୍ୟାନ୍ଙ୍କ ମୁହଁ…
କାହିଁକି ଆଇପିଏଲ୍ ଚାମ୍ପିଅନ୍ ହୋଇପାରୁନାହିଁ ଆରସିବି: ଚହଲ ଦେଲେ ମଜାଦାର ଜବାବ
ନୂଆଦିଲ୍ଲୀ,୧୭।୭: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ହେଉଛି ଆଇପିଏଲର ଅନ୍ୟତମ ଲୋକପ୍ରିୟ ଟିମ୍। ଆଇପିଏଲର ୧୬ତମ ସିଜିନ୍ ସରିଥିଲେ ମଧ୍ୟ ଆରସିବି ଗୋଟିଏ ଟାଇଟଲ ଜିତି ନାହିଁ। ୮ ବର୍ଷ ଧରି ଆରସିବିରେ ଖେଳିଥିବା ୟୁଜବେନ୍ଦ୍ର ଚହଲ ଏହାର ଜବାବ ଖୋଜିବାକୁ ଚେଷ୍ଟା କରିଛନ୍ତି।…
ଶ୍ରାବଣର ଦ୍ୱିତୀୟ ସୋମବାରରେ ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଯୋଗୀ
ଗୋରଖପୁର,୧୭।୭: ଉତ୍ତର ପ୍ରଦେଶର ଗୋରଖପୁରରେ ଥିବା ଗୋରଖନାଥ ମନ୍ଦିରରେ ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂଜାର୍ଚ୍ଚନା କରିଛନ୍ତି। ଶ୍ରାବଣ ମାସର ଏହା ଦ୍ୱିତୀୟ ସୋମବାର ହୋଇଥିବାରୁ ଯୋଗୀ ସକାଳୁ ସକାଳୁ ମନ୍ଦିର ଯାଇ ପୂଜା କରିଛନ୍ତି। ଆହୁରି ମଧ୍ୟ ସୋମବାର ସୋମବତି…
ଲୁଣାନଦୀ ସେତୁକୁ ସଂଯୋଗ ରାସ୍ତା ନାହିଁ
ଡେରାବିଶ,୧୭ା୭ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲ୍ଳକ ଅଧୀନ ଲୁଣାନଦୀର ଦାନପୁରଠାରେ ସେତୁ ନିର୍ମାଣ ପାଇଁ ଦୀର୍ଘଦିନର ଦାବି ଫଳରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ଏକ ସେତୁ ନିର୍ମାଣ କରାଯାଇଛି। ତେବେ ଲୁଣାନଦୀ ପାର୍ଶ୍ୱରେ ଥିବା କେନ୍ଦ୍ରାପଡ଼ା କେନାଲ ଉପରେ…
କେଦାରନାଥ ଧାମରେ ଫଟୋ ଉଠାଇବା ମନା
ରୁଦ୍ରପ୍ରୟାଗ,୧୭।୭: ଏଣିକି କେଦାରନାଥ ଧାମ ଭିତରେ କେହି ଶ୍ରଦ୍ଧାଳୁ ଫଟୋ ଉଠାଇ ପାରିବେ ନାହିଁ। ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ସୋମବାର ଏକ ବଡ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ, ଏଣିକି କେଦାରନାଥ ମନ୍ଦିର ପରିସରରେ କେହି ଫଟୋ ଉଠାଇ…
ପ୍ରଥମ ଟେଷ୍ଟରେ ବିଜୟ ପରେ ମଧ୍ୟ ରୋହିତ ପ୍ଲେ-୧୧ରେ ଗୋଟିଏ ପରିବର୍ତ୍ତନ କରି ପାରନ୍ତି…
କୋଲକାତା,୧୭।୭ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୋର୍ଟ ଅଫ ସ୍ପେନର କିଙ୍ଗସ ପାର୍କ ଓଭାଲ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତି ଟିମ ଇଣ୍ଡିଆ ୨ ମ୍ୟାଚ ଟେଷ୍ଟ ସିରିଜରେ କ୍ଲିନ୍ ସ୍ବିପ୍ କରିବାକୁ ଚାହୁଁଛି।…
Archives


