Home Left

ଥମୁନି କୁସ୍ତି ବିବାଦ: ଏସିଆନ ଗେମ୍ସରେ ବିନେଶ-ବଜରଙ୍ଗଙ୍କ ସିଧାସଳଖ ପ୍ରବେଶକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୯।୭: ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନର ନିଯୁକ୍ତ କମିଟି ୫୩ କିଲୋଗ୍ରାମ ଓଜନ ବର୍ଗରେ ଭାରତୀୟ ମହିଳା ରେସଲର ବିନେଶ ଫୋଗଟ ଏବଂ ୬୫ କିଲୋଗ୍ରାମ ଓଜନ ବର୍ଗରେ ପୁରୁଷ ରେସଲର ବଜରଙ୍ଗ ପୁନିଆଙ୍କୁ ସିଧାସଳଖ ପ୍ରବେଶ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଗୁଣ୍ଡାଗିରି: ବନ୍ଧୁକ ଦେଖାଇ ସ୍ତ୍ରୀ, ଶିଶୁକନ୍ୟାକୁ ଅପହରଣ

ରୂପସା,୧୯।୭( ବାଞ୍ଛାନିଧି ଦେ): ଶ୍ୱଶୁର ଘରେ ଜ୍ୱାଇଁଙ୍କ ଗୁଣ୍ଡାଗିରି । ବିଳମ୍ବିତ ରାତିରେ ଶ୍ବଶୁର ଘର ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରି ସ୍ତ୍ରୀ ଏବଂ ୮ ମାସର ଶିଶୁକନ୍ୟାକୁ ଅପହରଣ କରି ସ୍ବାମୀ ଫେରାର। ଅପରପକ୍ଷରେ ଝିଅ ଏବଂ ନାତୁଣୀକୁ ଉଦ୍ଧାର…

ଅଗଷ୍ଟ ୨୫ରେ ସିସୋଡିଆଙ୍କ ପରବର୍ତ୍ତୀ ଶୁଣାଣି, ଦିଲ୍ଲୀ ପୋଲିସକୁ ଏହି ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ,୧୯।୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୫ରେ ହେବ। ଏହି ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯାହା ପରେ ପରବର୍ତ୍ତୀ ଶୁଣାଣି ତାରିଖ ସ୍ଥିର କରାଯାଇଛି। ରୌଜ୍‌…

କେନ୍ଦୁପତ୍ର ହିତାଧିକାରୀଙ୍କ  ପାଇଁ ଖୁସିଖବର: ୫୬ କୋଟି ଟଙ୍କାର ବୋନସ, ପ୍ରୋତ୍ସାହନ ରାଶି ଘୋଷଣା

ଭୁବନେଶ୍ବର,୧୯।୭(ଅସମାପିକା ସାହୁ): ରାଜ୍ୟର କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ବୋନସ ଓ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଫଳରେ ୮ ଲକ୍ଷରୁ ଊଦ୍ଧର୍‌ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ ।…

୨୦୨୪ରେ ‘ଜିତିବ ଭାରତ’ ହେବ ଇଣ୍ଡିଆର ସ୍ଳୋଗାନ, ରାହୁଲ ଦେଲେ ସଙ୍କେତ

ନୂଆଦିଲ୍ଲୀ,୧୯।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ପରେ ଗଠିତ ଏହି ନୂତନ ମେଣ୍ଟକୁ ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ ଅର୍ଥାତ୍‌ ଇଣ୍ଡିଆ ନାମରେ ନାମିତ କରାଯାଇଛି। ଏଥି ସହିତ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବିରୋଧୀ ଦଳର ସ୍ଳୋଗାନ…

ଚମୋଲିରେ ବଡ଼ ଦୁର୍ଘଟଣା: କରେଣ୍ଟ ଲାଗି ୧୦ ମୃତ

ଚମୋଲି,୧୯।୭: ଉତ୍ତରାଖଣ୍ଡର ଚମୋଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଚାମୋଲି ବଜାର ନିକଟରେ ନମାମି ଗଙ୍ଗେ ପ୍ରୋଜେକ୍ଟ ସାଇଟ୍‌ରେ ହଠାତ୍‌ ବିଦ୍ୟୁତ କରେଣ୍ଟ ଲାଗିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟବଢିବାର ଆଶଙ୍କା କରାଯାଉଛି।…

ଏନସିପି ଏନଡିଏର ଏକ ଅବିଚ୍ଛେଦ୍ୟ ଅଙ୍ଗ: ପ୍ରଫୁଲ୍ଲ ପଟେଲ

ନୂଆଦିଲ୍ଲୀ,୧୯।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ବର୍ତ୍ତମାନ ବିରୋଧୀ ସାମ୍ମୁଖ୍ୟ ‘ଇଣ୍ଡିଆ’ ସହିତ ରହିବ ନା ଏହା ଏନଡିଏରେ ଯୋଗ ଦେବ? ବୁଧବାର ଏନସିପି ନେତା ପ୍ରଫୁଲ୍ଲ ପଟେଲ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଗତ ମାସରେ ପାଟନାରେ ବିରୋଧୀ ସଭାରେ…

୮ ମାସ ହେଲା ରାଶନ କାର୍ଡଧାରୀଙ୍କୁ ଗହମ ମିଳୁନି

କେନ୍ଦ୍ରାପଡ଼ା, ୧୮ା୭(ଜଗନ୍ନାଥ ଧଳ): ଦେଶରେ କେହି ଯେପରି ଭୋକିଲା ନ ରହନ୍ତୁ ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା କରାଯାଇ ସମସ୍ତ ଗରିବ ପରିବାରକୁ ଏଥିରେ ସାମିଲ କରାଯାଇଛି। ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ ଚାଉଳ ସହ ଗହମ ପ୍ରଦାନ…

ଆଲିଆଙ୍କୁ ଆଲିଙ୍ଗନ କର, ମୋତେ କାନଫୁଲ ଦିଅ

ଆଜିକାଲି ବଲିଉଡ୍‌ ଅଭିନେତ୍ରୀ ଅଭିନେତା ଆଲିଆ ଭଟ୍ଟ ଏବଂ ରଣବୀର ସିଂ ଆଗାମୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଗୀତଗୁଡ଼ିକ ରିଲିଜ ହୋଇଛି। ଗୀତରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ପସନ୍ଦ କରୁଛନ୍ତି।…

ବ୍ରିଟିଶ ନିର୍ମିତ ବଙ୍ଗଳା ଏବେ ଭୂତକୋଠି

ମହାକାଳପଡ଼ା,୧୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବ୍ରିଟିଶ ଶାସନ ସମୟରେ ହୁକିଟୋଲାଠାରେ ବୃହତ୍‌ ପଣ୍ୟାଗାର, ଜମ୍ବୁ ଗ୍ରାମରେ ଲାଲ୍‌ ରଙ୍ଗର ବ୍ରିଟିଶ ଆଶ୍ରୟସ୍ଥଳ, ଜମ୍ବୁ ଲକ୍‌ଠାରେ ଜଳସେଚନ ବିଭାଗର ବଙ୍ଗଳା ନିର୍ମାଣ ହୋଇଥିଲା। ସୂକ୍ଷ୍ମ କାରିଗରି ଖୁବ୍‌…

ଇଶାନ କିଶନଙ୍କୁ ଏମିତି ଉପହାର ମାଗିଲେ ରୋହିତ ଶର୍ମା

ପୋର୍ଟ ଅଫ୍‌ ସ୍ପେନ୍‌,୧୯ା୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ତ୍ରିନିଦାଦରେ ଖେଳାଯିବ। ଏହାପୂର୍ବରୁ ଟିମ ଇଣ୍ଡିଆର ଖେଳାଳିମାନେ କଡ଼ା ଅଭ୍ୟାସ କରିଛନ୍ତି। ଭାରତୀୟ ଦଳ ଅଭ୍ୟାସ ପରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କ ଜନ୍ମଦିନ…

ଇରାନରେ ପୁଣି କଠୋର ହେଲା ହିଜାବ ଆଇନ୍‌: ସର୍ବସାଧାରଣ ସ୍ଥାନରେ ମହିଳା ମୁଣ୍ଡ ଢାଙ୍କି ରଖିବା ବାଧ୍ୟତାମୂଳକ

ତେହେରାନ,୧୯।୭: ପୁଣି ୧୦ମାସ ପରେ ଇରାନ ସରକାର ମହିଳାଙ୍କ ଉପରେ ହିଜାବ ନିୟମକୁ କଠୋର କରିଛନ୍ତି। ନିୟମ ଅନୁଯାୟୀ ମହିଳାମାନେ ସର୍ବସାଧାରଣ ସ୍ଥାନରେ ମୁଣ୍ଡକୁ ଘୋଡାଇ ରଖିବେ। ନହେଲେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri