୫୦୦ତମ ମ୍ୟାଚ୍ ପୂର୍ବରୁ କୋହଲିଙ୍କୁ ଅଭିନନ୍ଦନ ଜଣାଇଲା ବିସିସିଆଇ
ନୂଆଦିଲ୍ଲୀ,୨୦।୭: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମାଧ୍ୟମରେ ସେ ତାଙ୍କ କ୍ୟାରିୟରର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ତ୍ରିନିଦାଦରେ ଖେଳାଯିବ। ଏହି…
ପିଲାଙ୍କ ମଧ୍ୟାହ୍ନଭୋଜନ ସମୟରେ ବିଦ୍ୟାଳୟ ପରିସରରେ ପଶିଲା ବର୍ଷାଜଳ
ଦାରିଙ୍ଗବାଡ଼ି,୨୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ତେବେ ଗୁରୁବାର ମଧ୍ୟାହ୍ନରେ କିଛିସମୟ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଉକ୍ତ ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକ ଦେଇ ଯାଇଥିବା ପଞ୍ଚାୟତ…
ଲୋକ ସଭାରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମୋଦି, ଅଧିର ରଞ୍ଜନ କହିଲେ କ’ଣ ହେଲା ସେମାନଙ୍କ ମଧ୍ୟରେ କଥାବାର୍ତ୍ତା
ନୂଆଦିଲ୍ଲୀ,୨୦।୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଗୁରୁବାର ଏହା ଆରମ୍ଭ ହେବା ମାତ୍ରେ ଶାସକ ଓ ବିରୋଧିଙ୍କ ମଧ୍ୟରେ କଥାକଟାକଟି ଆରମ୍ଭ ହୋଇଯାଇଥିଲା। ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ଦିନର ଆରମ୍ଭ ହିଁ ହଙ୍ଗାମାରୁ ହୋଇଥିଲା। ଇତିମଧ୍ୟରେ ଅଧିବେଶନ ଆରମ୍ଭ ହେବା…
ଖେବର ଆଦିବାସୀ ଜିଲାରେ ୨ଟି ବଡ଼ ବିସ୍ଫୋରଣ: ୨ ପୋଲିସ କର୍ମଚାରୀ ମୃତ, ୪ ଆହତ
ଇସଲାମାବାଦ,୨୦।୭: ପାକିସ୍ତାନର ଏକ ଆଦିବାସୀ ଜିଲାରେ ଏକ ତହସିଲ ଭବନ ପରିସରରେ ଦୁଇଟି ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ ୨ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଉଦ୍ଧାର ଅଧିକାରୀ କହିଛନ୍ତି, ଏହି ବିସ୍ଫୋରଣ…
ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ
ଚଣ୍ଡିଗଡ଼,୨୦।୭: ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ପୁଣିଥରେ ୩୦ ଦିନର ପାରୋଲ ମିଳିଛି। କିଛିଦିନ ପରେ ରାମ ରହିମ ରୋହତକର ସୁନାରିୟା ଜେଲରୁ ବାହାରକୁ ବାହାରିବେ। ଜେଲ ପ୍ରଶାସନ ରାମ ରହିମଙ୍କୁ ସିରସା ଡେରା ଯିବାକୁ ଅନୁମତି ଦେଇ ନାହାନ୍ତି।…
ଯୌନ ନିର୍ଯ୍ୟାତନା ମାମଲାରେ ବ୍ରିଜ୍ଭୂଷଣଙ୍କୁ ମିଳିବ ନି ଜାମିନ୍, ଅପରାହ୍ନ ୪ଟାରେ ଆସିବ ରାୟ
ନୂଆଦିଲ୍ଲୀ,୨୦।୭: ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ଅଭିଯୋଗରେ ଭାଜପା ଏମ୍ପି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ମାମଲା ଉପରେ ଗୁରୁବାର ଦିଲ୍ଲୀର ରୌଜ୍ ଏଭେନ୍ୟୁ କୋର୍ଟରେ ଶୁଣାଣି ହୋଇଛି। ଏହି ଶୁଣାଣି ସମୟରେ ଏମ୍ପଙ୍କ ଜାମିନ ଆବେଦନ ଉପରେ କୋର୍ଟ ଆଜି ଅପରାହ୍ନ…
ତେଲେଙ୍ଗାନାରେ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡି ନଜରବନ୍ଦୀ
ହାଇଦ୍ରାବାଦ,୨୦।୭: କେନ୍ଦ୍ର ମନ୍ତ୍ରୀ ତଥା ତେଲେଙ୍ଗାନାର ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜି କିଶନ ରେଡ୍ଡିଙ୍କୁ ଗୁରୁବାର ପୋଲିସ ସମଶାବାଦରେ ଅଟକାଇ ଦେଇଛି। ସେ ସମଶାବାଦ ବିମାନବନ୍ଦରରୁ ବଟାସିଂଗରମ ଯାତ୍ରା କରୁଥିଲେ। ସେ ଗରିବଙ୍କ ପାଇଁ ବିଆରଏସ ସରକାରଙ୍କ ଆବାସ ଯୋଜନାର…
ପାକିସ୍ତାନର ଚିନ୍ତା ବଢାଇଲାଣି ଘନ ଘନ ବିଜୁଳି କାଟ
ଇସଲାମାବାଦ,୨୦।୭: ପାକିସ୍ତାନର ଗିଲଗିଟ ବଲ୍ଟିସ୍ତାନ ଅବାମି ଆକ୍ସନ କମିଟି (ଏଏସି)ସ୍କର୍ଦୁ ସହରରେ ବିରୋଧ ପ୍ରଦର୍ଶନ କରିଛି। ଏହାର କାରଣ ହେଉଛି ଉକ୍ତ ଅଞ୍ଚଳରେ ବିଜୁଳି କାଟ ଏକ ନୀୟମିତ ଘଟଣା ପାଲଟି ଗଲାଣି। ଅବାମି ଆକ୍ସନ କମିଟି(ଏଏସି), ବଲ୍ଟିସ୍ତାନ ଜମ୍ମୁ-କଶ୍ମୀର ପିପୁଲ୍ସ…
ମହିଳା ଜଜ୍ଙ୍କୁ କ୍ଷମା ମାଗିଲେ ଇମ୍ରାନ୍ ଖାନ
ଇସଲାମାବାଦ,୨୦।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ମହିଳା ଜଜ୍ଙ୍କୁ ଧମକ ଦେବା ମାମଲାରେ ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ଜେବା ଚୌଧୁରୀ ନାମକ ଜଣେ ମହିଳା ଜଜ୍ଙ୍କୁ ପିଟିଆଇ ମୁଖ୍ୟ କ୍ଷମା ମାଗିଛନ୍ତି। ସେ…
ମଣିପୁର ଘଟଣାକୁ ନେଇ ରାଜ୍ୟ ସଭାରେ ହଙ୍ଗାମା: ଖାର୍ଗେ କହିଲେ ରାଜ୍ୟରେ ମରିଯାଇଛି ମାନବିକତା
ନୂଆଦିଲ୍ଲୀ,୨୦।୭: ଗତ ଦୁଇମାସ ଧରି ମଣିପୁର ହିଂସା ଚର୍ଚ୍ଚାରେ ରହିଥିଲା। କିନ୍ତୁ ଜୁଲାଇ ୧୯ରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଯେଉଁଥିରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଥିଲା, ବିରୋଧୀମାନେ ବର୍ତ୍ତମାନ ଏହି ପ୍ରସଙ୍ଗରେ…
ଫିଫା ବିଶ୍ୱକପ୍ ୨୦୨୩: ଓପନିଂ ମ୍ୟାଚ୍ ପୂର୍ବରୁ ଦଳ ରହୁଥିବା ହୋଟେଲ ନିକଟରେ ଫୁଟିଲା ଗୁଳି; ୩ ମୃତ
ଅକଲ୍ୟାଣ୍ଡ,୨୦।୭: ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ମହିଳା ଫିଫା ବିଶ୍ୱକପ୍ ୨୦୨୩ ଗୁରୁବାରଠାରୁ ଆରମ୍ଭ ହେବ। ଆୟୋଜକ ନ୍ୟୁଜିଲାଣ୍ଡ ଏବଂ ନରଓ୍ବେ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ହେଲେ ଏହି ମ୍ୟାଚ୍ର କିଛି ଘଣ୍ଟା ପୂର୍ବରୁ ଏକ ବଡ଼ ଖବର…
ମନି ଲଣ୍ଡରିଂ ମାମଲାରେ ସାଂସଦ ସଞ୍ଜୟ ରାଉତଙ୍କ ବନ୍ଧୁଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ,୨୦।୭: ଶିବସେନା ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତଙ୍କ ବନ୍ଧୁ ବ୍ୟବସାୟୀ ସୁଜିତ ପାଟକରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜମ୍ବୁରେ କୋଭିଡ-୧୯ ଚିିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିବା ଅନିୟମିତତା ଏବଂ ମନି ଲଣ୍ଡରିଂ ମାମଲାରେ ସୁଜିତଙ୍କ ସହ ଅନ୍ୟ ଜଣେ…
Archives


