Home Left

ପ୍ରଯୋଜିକା ହେବେ କ୍ରିତି

ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ହାତରେ ଅନେକ ପ୍ରୋଜେକ୍ଟ ରହିଛି। ତାଙ୍କ ଅଭିନିତ ମୁଭି ‘ଆଦିପୁରୁଷ’ ଜୁନ ୧୬ରେ ରିଲିଜ ହେବାକୁ ଯାଉଛି, ଯେଉଁଥିରେ ପ୍ରଭାସ ଏବଂ ଶୈଫ ଅଲି ଖାନ ତାଙ୍କ ସହ ଅଛନ୍ତି। ଏହା ବ୍ୟତୀତ…

ଭୀଷଣ ହେଉଛି ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’: ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୬: ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ଷୟକ୍ଷତି ହେଲେ ତୁରନ୍ତ ସହାୟତା ପାଇଁ ପ୍ରସ୍ତୁତ ହେବା ସହିତ ଜରୁରୀ ସେବା ଯେପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ…

ଓକିଲ ଭୂମିକାରେ ନଜର ଆସିବେ କାଜଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ବଡ ପରଦା ପରେ ଏବେ ଓଟିଟିରେ ଧମାଲ କରିବାକୁ ପ୍ରସ୍ତୁତ ହେଲେଣି। ଅଭିନେତ୍ରୀ ଖୁବଶୀଘ୍ର ଓ୍ବେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ଓଟିଟି ଡେବ୍ୟୁ କରିବେ। ଏହି ସିରିଜର ଘୋଷଣାବି ଅଭିନେତ୍ରୀ ଖୁବ ୟୁନିକ ଢଙ୍ଗରେ…

ନେଶନାଲ ହାଇଓ୍ବେ କଡରୁ ମିଳିଲା ଭାଜପା ମହିଳା ନେତାଙ୍କ ମୃତ ଶରୀର

ଗୁଆହାଟି,୧୨।୬: ଆସାମ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ମହିଳା ନେତାଙ୍କୁ ହତ୍ୟା କରିବା ପରେ ଅଜ୍ଞାତ ବ୍ୟକ୍ତିମାନେ ତାଙ୍କ ମୃତଦେହକୁ ଗୋଲପାଡା ଜିଲ୍ଲାର ଜାତୀୟ ରାଜପଥ ୧୭ କଡରେ ପକାଇ ଦେଇଥିବା ସୂଚନା ମିଳିଛି। ସୋମବାର ଏହି ଘଟଣା ଘଟିଛି। ମୃତ…

ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଯୁକ୍ତ ୩ରେ ନାମ ଲେଖାଇବାକୁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। www.samsodisha.gov.in ରେ ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ ମେଧା…

ଆହୁରି  ୫ ଦିନ ଯାଏ  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ : ୧୫ ଜିଲାକୁ ଅରେଞ୍ଜ ୱାର୍ନିିଂ

ବନେଶ୍ବର ୧୨।୬: ଆହୁରି  ୫ ଦିନ ଯାଏ  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଗାମୀ ୫ ଦିନ ଯାଏ ତାପମାତ୍ରା ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏହାର ପ୍ରଭାବରେ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି…

ମୁହଁ ଦେଖାଇବାକୁ ଯୋଗ୍ୟ ନାହାନ୍ତି ରାହୁଲ ଗାନ୍ଧୀ ସେଥିପାଇଁ ଭଉଣିଙ୍କୁ ପଠାଇଛନ୍ତି, ପ୍ରୟଙ୍କାଙ୍କ ଗସ୍ତକୁ ନେଇ ବର୍ଷିଲେ ଅନୁରାଗ

ନୂଆଦିଲ୍ଲୀ,୧୨।୬: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶର ଜବଲପୁର ଗସ୍ତରେ ଅଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଯେ ୨୦୧୮ରେ ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧୀ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ।…

୫୦ ବର୍ଷ ବୟସରେ ୪ର୍ଥ ଥର ପାଇଁ ବାପା ହେଲେ ପ୍ରଭୁଦେବା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। କୋରିଓଗ୍ରାଫର ପ୍ରଭୁଦେବା ଚତୁର୍ଥ ଥର ପାଇଁ ବାପା ହୋଇଛନ୍ତି। ସୂଚନାଯୋଗ୍ୟ, ତାଙ୍କର ଦ୍ୱିତୀୟ ସ୍ତ୍ରୀ ହିମାନୀ ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି…

ଡରାଉଛି ‘ବିପର୍ଯ୍ୟୟ’, ମୁମ୍ବାଇରୁ କେରଳ ପର୍ଯ୍ୟନ୍ତ ସମୁଦ୍ରରେ ଉଠୁଛି ଉଚ୍ଚ ଲହଡି

ମୁମ୍ବାଇ,୧୨।୬: ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ଦେଶର ପଶ୍ଚିମ ଉପକୂଳରେ ଏହାର ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି। ମୁମ୍ବାଇରୁ କେରଳ ପର୍ଯ୍ୟନ୍ତ ଉପକୂଳରେ ପ୍ରବଳ ପବନ ବହୁଛି। ସମୁଦ୍ରର ମଧ୍ୟଭାଗରୁ ଉଚ୍ଚ ଉଚ୍ଚ ଲହଡି ଉପରକୁ ଉଠି କୂଳକୁ ଲଂଘୁଛି। ବାତ୍ୟା…

‘ଗଦର-୨’ ର ଟିଜର ରିଲିଜ

ମୁମ୍ବାଇ: ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର: ଏକ ପ୍ରେମ କଥା’ ୨୦୦୧ରେ ମୁକ୍ତିଲାଭ କରିଥିଲା। ଯାହା ବେଶ୍‌ ସୁପର ଡୁପର ହିଟ ଥିଲା। ନିକଟରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ପୁନଃ ମୁକ୍ତିଲାଭ କରିଛି। ଏଥି…

ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନିଙ୍କ ପରଲୋକ

ରୋମ,୧୨।୬: ୟୁରୋପୀୟ ଦେଶ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳେକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଗତ କିଛି ଦିନ ଧରି ସେ ଲ୍ୟୁକେମିଆରେ ପୀଡିତ ଥିଲେ। ତାଙ୍କର ଶ୍ୱାସକ୍ରିୟା ଜନିତ ଅସୁବିଧା ଥିଲା। ବର୍ଲୁସ୍କୋନି…

ସ୍ବାସ୍ଥ୍ୟାବସ୍ଥା ଜାଣିବାର ନୂଆ ଉପାୟ

ସ୍ବାସ୍ଥ୍ୟ ସମ୍ପର୍କିତ କୌଣସି ସୂଚନା ଏଣିକି ସହଜରେ ଜାଣିହେବ। ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏ ନେଇ କ୍ଷୁଦ୍ର ସେନ୍‌ସର ପ୍ରସ୍ତୁତ କରିଛନ୍ତି। ଉକ୍ତ ନୂଆ ସେନସରକୁ ସେମାନେ ‘ନ୍ୟୁରାଲ ଡଷ୍ଟ’ ନାମରେ ନାମିତ କରିଛନ୍ତି। ଏହାର ଲମ୍ବ ମାତ୍ର ୩…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri