ଦ୍ୱୈତନଗରରୁ ଆସୁଥିବା ବସ୍ ତାଳବଣିଆରେ ରହିବେ
ପୁରୀ ଅଫିସ ୧୨ା୬: ରଥଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ମହାପ୍ରଭୁଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବରେ ସମ୍ପାଦନ କରିବା ନେଇ ସେବାୟତମାନେ…
ଗୋଚର ଜମିରୁ ଚାଲିଛି ମାଙ୍କଡ଼ା ପଥର ଚାଲାଣ
ଖୋର୍ଦ୍ଧା ଅଫିସ,୧୨ା୬: ଖୋର୍ଦ୍ଧାରେ ଲଘୁ ଖଣିଜ ସମ୍ପଦ ଲୁଟ୍ ବଢ଼ିଚାଲିଛି। ସରକାରୀ ଜମି, କାଜୁ ଜଙ୍ଗଲ ଏବଂ ଶ୍ରୀମନ୍ଦିର ଜମି ଉପରେ ରହିଛି ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି। ସବୁଠି ମାଙ୍କଡ଼ା ପଥର କଟାଚାଲିଛି। ଫଳରେ ଜମି, ଜଙ୍ଗଲ ନଷ୍ଟ ହେବା…
‘କାଶୀ ପର୍ଯ୍ୟନ୍ତ ପହଞ୍ଚିଛି ବିକାଶର ଏଜେଣ୍ଡା’, ଜି-୨୦ ବୈଠକରେ କହିଲେ ମୋଦି- ‘ମଦର ଅଫ ଡେମୋକ୍ରେସି’ର ସବୁଠାରୁ ପୁରୁଣା ସହରକୁ ସ୍ବାଗତ
ନୂଆଦିଲ୍ଲୀ,୧୨।୬: ଉତ୍ତର ପ୍ରଦେଶର ବାରାଣସୀରେ ସୋମବାର ଜି-୨୦ ଦେଶର ଡେଭଲପମେଣ୍ଟ ମିନିଷ୍ଟରଙ୍କ ବୈଠକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରି ପ୍ରତିନିଧିମାନଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆପଣ ସମସ୍ତଙ୍କୁ…
ସହରରେ ବଢୁଛି ଚୋରା ବନ୍ଧୁକ କାରବାର
ଖୋର୍ଦ୍ଧା ଅଫିସ,୧୨ା୬: ଖୋର୍ଦ୍ଧା ନିଶା କାରବାରର ହବ୍ ପାଲଟିଥିବା ବେଳେ ଚୋରା ବନ୍ଧୁକ କାରବାର ମଧ୍ୟ ବଢ଼ିଚାଲିଛି। ଏକାଧିକ ଅସାମାଜିକ ଯୁବକଙ୍କ ପାଖରେ ବନ୍ଧୁକ ରହିଛି। ମାରଣାସ୍ତ୍ର, ବୋମା ପରିବର୍ତ୍ତେ ଏବେ କଥା କଥାକେ ଗୁଳି ଫୁଟୁଛି। ସହରରେ ଅପରାଧ ବଢ଼ିଚାଲିଥିବା…
ପୁଅର ଠେଙ୍ଗାମାଡ଼ରେ ବାପା ମୃତ, ମା’ ଗୁରୁତର
ଦେବଗଡ଼,୧୨ା୬(ଡି.ଏନ୍.ଏ.): ପୁଅର ଠେଙ୍ଗା ମାଡ଼ରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ଗୁରୁଚରଣ କିଷାନ(୫୦)। ରବିବାର ବିଳମ୍ବିତ ରାତିରେ ପୁଅ ତଥା ଅଭିଯୁକ୍ତ…
ଏନସିପିରେ ଅଦବଦଳକୁ ନେଇ ସାମନା ଲେଖିଛି, ନିଜ ଉପରେ ଲାଗିଥିବା ଭାଜପାର ଷ୍ଟାମ୍ପକୁ ଅଜିତ ପାଓ୍ବାରଙ୍କୁ କରିବାକୁ ପଡିବ ଦୂର
ମୁମ୍ବାଇ,୧୨।୬: ମହାରାଷ୍ଟ୍ରରେ ଶନିବାର ଏନସିପିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ପାଇଁ ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲଙ୍କୁ ନିଯୁକ୍ତ କରାଯାଇଛି। ଏନସିପିରେ ଏହି ଅଦଳବଦଳ ପରେ ଉଦ୍ଧବ ଦଳ ଶିବସେନା ତା’ର ମୁଖପତ୍ର ‘ସାମାନା’ରେ ଅଜିତ ପାଓ୍ବାରଙ୍କୁ ଟାର୍ଗେଟ କରିଛି। ଅଜିତ…
ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ
ଭବାନୀପାଟଣା,୧୨ା୬(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କ ସହାୟକ ପ୍ରଦୀପ ଚନ୍ଦ୍ରକାର। ସୋମବାର ଚାରୋଟି ଟିମ୍ ସହ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏହି ଚଢ଼ାଉରେ ୩ଜଣ ଡିଏସ୍ପି ଏବଂ ୩ଜଣ ଇନ୍ସପେକ୍ଟର…
‘ନୀତୀଶ କୁମାର ନେତା ନୁହେଁ ଜଣେ ଲେଖକ’: ସୁଶିଲ ମୋଦି
ପାଟନା,୧୨।୬: ଆସନ୍ତା ବର୍ଷ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୩ ଜୁନରେ ପାଟନାରେ ବିରୋଧୀ ଦଳର ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ ବହୁ ଦଳର ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।…
୮୦ କୋଟି ଦୁର୍ନୀତି ୨୦୦ କୋଟିରେ ପହଞ୍ଚିଲାଣି
ନୟାଗଡ଼ ଅଫିସ/ଭାପୁର,୧୨ା୬ (ଡି.ଏନ୍.ଏ.): ମିଶନ ଶକ୍ତି ଗୃହ ନ କରି ୪ ଲକ୍ଷ ଟଙ୍କା ଆମତ୍ସାତ୍ ଘଟଣାରେ ଲୋକାୟୁକ୍ତରେ ମାମଲା ପରେ ନୟାଗଡ଼ ଜିଲା ଭାପୁର ବ୍ଲକରେ ୮୦ କୋଟିିର ଦୁର୍ନୀତି ଏବେ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ପହଞ୍ଚତ୍ଲାଣି। ବିକାଶର…
ସରୁନି ଧରାକୋଟ-ଜାନବିଲି ରାସ୍ତା ନିର୍ମାଣ
ଧରାକୋଟ,୧୨ା୬ (ଡି.ଏନ୍.ଏ): ଧରାକୋଟ-ଜାନବିଲି ୫ କିମି ରାସ୍ତା ସଂପ୍ରତି ନିର୍ମାଣ ଚାଲିଛି। ଦୀର୍ଘଦିନ ହେଲା ଠିକାଦାର ଅଧପନ୍ତରିଆ ଭାବରେ ଛାଡ଼ିଦେଇ ଚାଲିଯାଇଛନ୍ତି। ବାରମ୍ବାର ଅଭିଯୋଗ ପରେ ବିଭାଗ ତରଫରୁ ଠିକାଦାରଙ୍କୁ ତୁରନ୍ତ ନିମାଣ କାର୍ଯ୍ୟ ଆରମ୍ଭ ପାଇଁ ଚିଠି ଲେଖାଯାଇଛି। ହେଲେ…
କମୁଛି ଚାଷ ଜମି, ବଢୁଛି ଘରବାରି
ପାରଳାଖେମୁଣ୍ଡି,୧୨ା୬ (ଡି.ଏନ୍.ଏ): ଗ୍ରାମାଞ୍ଚଳ ଗୁଡିକରେ ଚାଷ ଜମି ପରିମାଣ କମି କମି ଯାଉଥିବା ବେଳେ ଘରବାରି ବଢୁଥିବାର ପରିଲିକ୍ଷିତ ହେଉଛି। ଜମିମାଫିଆ ତଥା ଦଲାଲମାନେ ସହରାଞ୍ଚଳର ଆଖପାଖରେ ଥିବା ଚାଷ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଚାଲିଥିବା ବେଳେ ଏବଂ…
‘ମୁଁ ମୋଗଲଙ୍କୁ ଭଲପାଏ ନାହିଁ’,ଓଓ୍ବାଇସି କହିଲେ ଲାଗୁଛି ଯେମିତି ଲାଲକିଲା ମୋଦି ନିର୍ମାଣ କରିଛନ୍ତି
ନୂଆଦିଲ୍ଲୀ,୧୨।୬: ଔରଙ୍ଗଜେବ ଓ ଟିପୁ ସୁଲତାନଙ୍କୁ ନେଇ ପୁଣିଥରେ ରାଜନୀତି ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଅଲ ଇଣ୍ଡିଆ ମଜଲିସ ଏ ଇନ୍ତେହାଦୁଲ ମୁସଲିମନ(ଏଆଇଏମଆଇଏମ) ନେତା ତଥା ଏମପି ଅସଦୁଦ୍ଦିନ ଓଓ୍ବାଇସି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଓୱାଇସି କହିଛନ୍ତି ଯେ…
Archives


