ଅର୍ଥ ଶୋଷ ଅଭିଯୋଗ ଖଣ୍ଡନ କଲେ କଳାକାର ସଙ୍ଘ ଉପ ସଭାପତି
ଭଦ୍ରକ ଅଫିସ, ୧୨।୬: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଳାକାର ସଙ୍ଘ ଉପ ସଭାପତିଙ୍କ ବିରୋଧରେ ଗତ ୯ ତାରିଖରେ ବାସୁଦେବପୁର ସଙ୍ଘ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଜିଲା ସଂସ୍କୃତି କାର୍ଯ୍ୟାଳୟରେ ଅବାଧ ପ୍ରବେଶ ସହ ବିଭିନ୍ନ…
ଜାନୁୟାରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲଲା! ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରାଯାଇଛି ନିମନ୍ତ୍ରଣ
ନୂଆଦିଲ୍ଲୀ,୧୨।୬: ୨୦୨୪ ଜାନୁୟାରୀ ୨୨ ରେ ଅଯୋଧ୍ୟାରେ ରାମଲାଲାଙ୍କ ବିରାଜମାନର ପୂଜା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ପଠାଯାଇଛି। ଯାହା ବିଷୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସିି ପ୍ରତିକ୍ରିୟା ମିଳିନାହିଁ। ଏହି ସୂଚନା ରାମ ମାଣ୍ଡିର ଟ୍ରଷ୍ଟ ଦ୍ୱାରା ପ୍ରଦାନ…
ନଦୀ ଶଯ୍ୟା ଶୁଖିଲା, କ୍ଷୟ ହେଉଛି ଜଙ୍ଗଲ
ସୋନପୁର,୧୨।୬(ନି.ପ୍ର.): ବଲାଙ୍ଗୀର ଜିଲାର ଟିଟିଲାଗଡକୁ ତତଲାଗଡ ବୋଲି କୁହା ଯାଉଥିଲା। ସେଠାରେ ପାରଦ ସର୍ବୋଚ୍ଚ ସ୍ତରରେ ରହୁଥିଲା । କିନ୍ତୁ କିଛି ବର୍ଷ ହେବ ସୁବର୍ଣ୍ଣପୁର ସହର ଉତ୍ତପ୍ତ ବୋଲି ପାଣିପାଗ ବିଭାଗ ରିପୋର୍ଟ କହୁଛି। ନଦୀକୂଳିଆ ସହର ସୁବର୍ଣ୍ଣପୁର ତଥା…
ଭାରତରେ ବ୍ୟାନ୍ ହେବ ଅନ୍ଲାଇନ ଗେମ୍!
ନୂଆଦିଲ୍ଲୀ,୧୨।୬: ମୋବାଇଲ ଭିଡିଓ କିମ୍ବା ଅନ୍ଲାଇନ ଗେମ୍ ସମ୍ବନ୍ଧରେ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ତିନି ପ୍ରକାରର ଖେଳ ଯାହା ଉପଭୋକ୍ତାଙ୍କୁ କ୍ଷତି ପହଞ୍ଚାଇପାରେ କିମ୍ବା କ୍ଷତି ପହଞ୍ଚାଇଛି, ସେହି ଭଳି ଗେମ୍କୁ ଅନୁମତି ଦିଆଯିବ ନାହିଁ ବୋଲି ସରକାର…
ସରକାରୀ ଧାନ ବିହନ କିଣିବାକୁ ଚାଷୀ ଅମଙ୍ଗ
ନବରଙ୍ଗପୁର,୧୨।୬(ବି.ପ୍ର.): ରାଜ୍ୟ ସରକାର ସମସ୍ତ ଚାଷୀଙ୍କୁ ଉତ୍କୃଷ୍ଟମାନର ଧାନ ବିହନ ଯୋଗାଇବା ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବିଭିନ୍ନ ଜିଲାର ବିହନ ନିଗମର ବିହନ ପ୍ରକ୍ରିୟାକରଣ କେନ୍ଦ୍ର ରହିଛି। ରାଜ୍ୟର ଅଧିକାଂଶ ଜିଲାରେ ସରକାରୀ ଧାନ ବିହନର ଚାହିଦା ଅଧିକା ଥିବାବେଳେ ନବରଙ୍ଗପୁର…
ନୂଆଁଣିଆ ଚାଳ ଘରେ ଜୀବନ ଜୀଇବାକୁ ସଂଘର୍ଷ
କୁନ୍ଦୁରା,୧୨ା୬ (ଡି.ଏନ.ଏ.): ବୟସ ୭୦ ଟପିଲାଣି। ନୂଆଁଣିଆ ଚାଳ ଘରେ ଜୀବନ ଜୀଇବା ପାଇଁ ସଂଘର୍ଷ କରୁଛନ୍ତି ନାଗବାଲ ଦୁରୁଆ। ଜୀବନର ଅପରାହ୍ନ ବୟସରେ ତାଙ୍କର ନିଜ ପାଇଁ ଯେତିକି ଚିନ୍ତା ନାହିଁ ତା’ଠାରୁ ଅଧିକ ଚିନ୍ତା ନାତୁଣୀ ଗୁରୁବାରୀ ପାଇଁ।…
ପରାଜୟ ପରେ ଟିମ ଇଣ୍ଡିଆକୁ ବଡ଼ ଝଟକା, ମ୍ୟାଚ ଫି’ର ଜରିମାନା ଲଗାଇଲା ଆଇସିସି
ନୂଆଦିଲ୍ଲୀ,୧୨।୬: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପରାଜୟ ପରେ ଭାରତକୁ ଆଉ ଏକ ଝଟକା ଲାଗିଛି। ସ୍ଲୋ ଓଭର ରେଟ୍ ପାଇଁ ଟିମ ଇଣ୍ଡିଆ ଉପରେ ଆଇସିସି ପୂରା ମ୍ୟାଚ ଫି’ର ଜରିମାନା କରିଛି। ଭାରତ ସହିତ ଅଷ୍ଟ୍ରେଲିଆକୁ ମଧ୍ୟ ଜରିମାନା…
ଅଭିଯୋଗ ସତ୍ତ୍ୱେ ଦୂର ହେଉନି ସମସ୍ୟା
ମାଲକାନଗିରି,୧୨ା୬(ଡି.ଏନ୍.ଏ.): ଓଡ଼ିଶା ସୀମାନ୍ତବର୍ତ୍ତୀ ଅନେକ ଗ୍ରାମର ପାରିପାର୍ଶ୍ୱିକ ବିକାଶ ହେଉ ନ ଥିବାରୁ ଏଠାରେ ବସବାସ କରୁଥିବା ଲୋକେ ପଡୋଶୀ ରାଜ୍ୟରେ ମିଶିବା ପାଇଁ ଇଚ୍ଛା କରୁଛନ୍ତି। ଯେପରି କୋରାପୁଟ ଜିଲା କୋଟିଆ ଅଞ୍ଚଳ। ଏହାର ସୁଯୋଗ ନେଇ ପଡୋଶୀ ରାଜ୍ୟଗୁଡିକ…
‘ଅନେକ ପ୍ରମାଣ ଅଛି, ଏବେ କ’ଣ ଚାହୁଁଛନ୍ତି’, ଦିଲ୍ଲୀ ପୋଲିସକୁ ବଜରଙ୍ଗ ପୁନିଆଙ୍କ ପ୍ରଶ୍ନ
ନୂଆଦିଲ୍ଲୀ,୧୨।୬: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ପୂର୍ବତନ ସଭାପତି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ଜାରି ରହିଛି। ବର୍ତ୍ତମାନ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବ୍ରିଜ୍ଭୂଷଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ଉପରେ ପ୍ରଶ୍ନ କରିଛନ୍ତି। ପୁନିଆ କହିଛନ୍ତି ଯେ,…
ପୃଥିବୀ ଓ ଜୀବଜଗତର ଭବିଷ୍ୟତ
ସୌର ଜଗତରେ ଥିବା ଗ୍ରହମାନଙ୍କ ମଧ୍ୟରୁ ପୃଥିବୀ ଗୋଟିଏ, ଯେଉଁଠି ଜୀବଜଗତ ବଞ୍ଚତ୍ ରହିବା ପାଇଁ ଅନୁକୂଳ। ଏହାର ମାଟି, ପାଣି, ପବନରେ ପାଳନ ପୋଷଣ ପାଇଁ ଖାଦ୍ୟ ଓ ଆବଶ୍ୟକ ବସ୍ତୁ ମହଜୁଦ ରହିଅଛି, ଯାହା ତାହାର ପାଇଁ ସାମ୍ୟ।…
ଫାଟ ଲୁଚାଇବାକୁ ସିମେଣ୍ଟ ଲେପ
ବୁଗୁଡ଼ା,୧୨ା୬(ଡି.ଏନ.ଏ.): ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଥିବା ବେଳେ ତାହା ଶେଷ ହେବା ପୂର୍ବରୁ କାନ୍ଥ ଫାଟି ଆଁ କରିବା ଏବଂ ତାହାକୁ ଲୁଚାଇବାକୁ ଯାଇ ସିମେଣ୍ଟ ଲେପ ଦିଆଯିବା ଘଟଣାକୁ ନେଇ…
ପ୍ରସ୍ତାବରେ ଅଟକିଛି ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା
ଛତ୍ରପୁର,୧୨ା୬(ଡି.ଏନ୍.ଏ): ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନଏସି ୧୯୫୫ରେ ଗଠନ ହୋଇଥିଲା। ତେବେ ଏହାକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରିଚାଲିଛନ୍ତି। ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଖୁବ୍ଶୀଘ୍ର…
Archives


