Home Left

ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ମୃତ

ମାଲକାନଗିରି,୨୨ା୧୦ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲାରେ ଡିଆର୍‌ଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। କାଙ୍କେର ଜିଲା ପୋଲିସ କାର୍ଯ୍ୟାଳୟରୁ ଡିଆର୍‌ଜି, ବସ୍ତର ଫାଇଟର ଓ…

ଇସ୍ରଏଲ ଟ୍ୟାଙ୍କରୁ ହେଲା ‘ମିସଫାୟାର’, ଟାର୍ଗେଟ ହେଲା ଇଜିପ୍ଟର ସେନା ପୋଷ୍ଟ

ଜେରୁଜେଲମ,୨୨।୧୦: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ରବିବାର ଇସ୍ରାଏଲ ସେନା ଏହାର ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ କହିଥିଲେ ଯେ, ଏହାର ଟ୍ୟାଙ୍କର ହଠାତ୍‌ କେରେମ ଶାଲୋମ ଅଞ୍ଚଳରେ ସୀମା ନିକଟରେ ଥିବା ଏକ ଇଜିପ୍ଟ…

ସମୁଦ୍ରରେ ବୁଡିଗଲେ ରଶ୍ମିକା!

ମୁମ୍ବାଇ: ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମଧ୍ୟ ବଲିଉଡରେ ବେଶ ଲୋକପ୍ରିୟ। ହିନ୍ଦୀ ପ୍ରଶଂସକଙ୍କ ମଧ୍ୟରେ ମଧ୍ୟ ତାଙ୍କର ବହୁତ ପ୍ରଶଂସକ ରହିଛନ୍ତି। ଏହି ଅଭିନେତ୍ରୀ ନ୍ୟାସନାଲ କ୍ରସ ନାମରେ ମଧ୍ୟ ଜଣାଶୁଣା। ‘ଗୀତା ଗୋବିନ୍ଦମ’, ‘ଡିୟର କମରେଡ’ ଏବଂ ‘ପୁଷ୍ପା’…

୩ ମହଲା କୋଠାରୁ ଖସିପଡ଼ିଲେ ୪ ଶ୍ରମିକ

ଗୁଣପୁର,୨୨।୧୦(ପ୍ରଦୀପ କୁମାର ପାଢ଼ୀ ): ରାୟଗଡ଼ା ଜିଲା ଗୁଣପୁର ସହର ମରାଠୀଗୁଡା ଅଞ୍ଚଳରେ ନିର୍ମାଣାଧୀନ ଏକ ୩ ମହଲା କୋଠାରୁ ଖସିପଡି ୪ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା…

ବଡ଼ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ପୂର୍ବରୁ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଏପରି କରିପାରି ନ ଥିଲେ

ଧର୍ମଶାଳା,୨୨।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ୪୦ ବଲରେ ୪୬ ରନ ଖେଳିଥିଲେ। ସେ ନିଜ ଇନିଂସରେ ୪ ଚୌକା ଓ ୪ ଛକା ମାରିଥିଲେ। ଏଥି ସହିତ ରୋହିତ ଶର୍ମା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି।…

ଛତିଶଗଡ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ରାୟପୁର,୨୨।୧୦: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ରବିବାର ତୃତୀୟ ତାଲିକା ପ୍ରକାଶ କରିଛି, ଏହି ତାଲିକା ପରେ କଂଗ୍ରେସ ନିଜର ୯୦ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ତୃତୀୟ ତାଲିକାରେ ସାତଜଣ ପ୍ରାର୍ଥୀଙ୍କ ନାମ ରହିଛି, ଯେଉଁଥିରେ…

ବଣଭୋଜି ହେଲା କାଳ: ଗଣ୍ଡରେ ପଡ଼ି ଚାଲିଗଲା ଡାକ୍ତରୀ ଛାତ୍ରଙ୍କ ଜୀବନ

ସୋରଡ଼ା,୨୨ା୧୦(ଲମ୍ବୋଦର ପାଣିଗ୍ରାହୀ): ସୋରଡ଼ା ବ୍ଳକ ଭଗବାନପୁର ଗ୍ରାମ ନିକଟ ହୁଳୁହୁଳା ଜଳ ଗଣ୍ଡସ୍ଥଳକୁ ବଣଭୋଜି ପାଇଁ ଆସିଥିବା ବ୍ରହ୍ମପୁର ବିଜିପୁର ଅଞ୍ଚଳର ଡାକ୍ତରୀ ଛାତ୍ର ରାକେଶ କୁମାର ପାଢ଼ୀଙ୍କ ଅକାଳ ମୃତ୍ୟୁ ହୋଇଛି। ରାକେଶ ଓ ଅନ୍ୟ ୩ ଜଣ ସାଙ୍ଗ…

ମହାଷ୍ଟମୀରେ ମହାନିଶା ପୂଜା କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୨।୧୦: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଗୋରକ୍ଷପିଠାଧିଶ୍ୱର ଯୋଗୀ ଆଦିତ୍ୟନାଥ ଶାରଦୀୟ ନବରାତ୍ରୀର ମହା ମହାଷ୍ଟମୀ ଅବସରରେ ଗୋରଖପୁରରେ ପହଞ୍ଚିଥିଲେ। ଏହି ସମୟରେ ସେ ଗୋରକ୍ଷପୀଠଙ୍କ ପରମ୍ପରା ଅନୁଯାୟୀ ମହାନିଶା ପୂଜା ଏବଂ ହବନ କରିଥିଲେ। ଏହି ସମୟ ମଧ୍ୟରେ ଗୋରଖନାଥ ମନ୍ଦିରର…

ପାଲେଷ୍ଟାଇନ୍‌କୁ ସହାୟତାର ହାତ ବଢାଇଲା ଭାରତ

ନୂଆଦିଲ୍ଲୀ,୨୨ା୧୦: ଯୁଦ୍ଧ କ୍ଷତିଗ୍ରସ୍ତ ପାଲେଷ୍ଟାଇନ୍‌କୁ ସହାୟତାର ହାତ ବଢାଇଛି ଭାରତ। ଭାରତ ରବିବାର ୬.୫ ଟନ୍‌ ଡାକ୍ତରୀ ସହାୟତା ଏବଂ ୩୨ ଟନ୍‌ ରିଲିଫ୍‌ ସାମଗ୍ରୀ ପାଲେଷ୍ଟାଇନ୍‌ ପଠାଇଛି। ବାୟୁସେନାର ସି-୧୭ ପରିବହନ ବିମାନରେ ଏହିସବୁ ସହାୟତା ପଠାଯାଇଛି। ବିମାନ ଇଜିପ୍ଟର…

୯୦୦୦ ଶିକ୍ଷକଙ୍କର କଟିବ ଦରମା

ଲକ୍ଷ୍ନୌ,୨୨।୧୦: ଉତ୍ତରପ୍ରଦେଶର ସରକାରୀ ବିଦ୍ୟାଳୟରେ ଶିକ୍ଷାର ଗୁଣବତ୍ତା ଯାଞ୍ଚ କରିବା ପାଇଁ କରାଯାଇଥିବା ଏକ ସ୍ବତନ୍ତ୍ର ଯାଞ୍ଚ ଅଭିଯାନରେ ୯୦୦୦ ଶିକ୍ଷକ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ସେମାନଙ୍କଠାରୁ…

ସେନାଙ୍କ ସହ ଦଶହରା ପାଳିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଅରୁଣାଚଳ ପ୍ରଦେଶର ତୱାଙ୍ଗର ଏକ ଫରୱାର୍ଡ ବେସରେ ସେନା କର୍ମଚାରୀଙ୍କ ସହ ଦଶହରା ପାଳନ କରିବେ। ସୁରକ୍ଷା ପ୍ରତିଷ୍ଠାନର ସୂତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ…

ଇତିହାସ ରଚିଲେ ଶାମି, ଏମିତି କରିବାରେ ହେଲେ ପ୍ରଥମ ଭାରତୀୟ

ଧର୍ମଶାଳା,୨୨।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ ୨୦୨୩ ମ୍ୟାଚରେ ମହମ୍ମଦ ଶାମି ୫ ୱିକେଟ ନେଇଥିଲେ। ଏହି ସମୟ ମଧ୍ୟରେ ସେ ଏକଦିବସୀୟ ବିଶ୍ୱକପର ଦ୍ୱିତୀୟ ହ୍ୟାଟ୍ରିକ ମଧ୍ୟ ହରାଇଥିଲେ। କିନ୍ତୁ ସେ ୫୦ ଓଭର ଟୁର୍ନାମେଣ୍ଟରେ ଦ୍ୱିତୀୟ ଥର ପାଇଁ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?