ହଂକଂରେ ସିଗାରେଟ ପିଉଥିବା ଲୋକଙ୍କ ବିରୋଧରେ ପୋଲିସ ନୁହେଁ, ଜନତା ନେବେ ଆକ୍ସନ
ଭିକ୍ଟୋରିଆ,୨୦।୭: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଅନୁଯାୟୀ, ପ୍ରତିବର୍ଷ ସାରା ବିଶ୍ୱରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ତମାଖୁ ଯୋଗୁ ହେଉଛି। ଏଥିମଧ୍ୟରୁ ୨୦ ଲକ୍ଷଙ୍କ ଜୀବନ ହୃଦରୋଗ ଯୋଗୁ ଯାଉଛି। ତେବେ ବିଶ୍ୱର ପ୍ରତ୍ୟେକ କୋଣରେ ସିଗାରେଟ ଟାଣୁଥିବା ଲୋକ ରହିଛନ୍ତି।…
ଦେଶର ଇତିହାସରେ ଏକ କଳା ଅଧ୍ୟାୟ ଯୋଡି ହୋଇଗଲା: ସୋରେନ
ରାଞ୍ଚି,୨୦।୭: ମଣିପୁରରେ ମହିଳାଙ୍କ ସହ ହୋଇଥିବା ବର୍ବରତାକୁ ନେଇ ସାରା ଦେଶରେ କ୍ରୋଧ ପ୍ରକାଶ ପାଇଛି। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରତ୍ୟେକ ବ୍ୟକ୍ତି ଏହି ଘଟଣାର ନିନ୍ଦା କରୁଛନ୍ତି। ଏହି ଘଟଣାକୁ ଦେଶର ସମସ୍ତେ ନିନ୍ଦା କରୁଛନ୍ତି। ଏଥି…
ଛାତ୍ର ସଂସଦ ନିର୍ବାଚନ କରାଯାଉ: ଏବିଭିପି
କେନ୍ଦୁଝର,୨୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ୪ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହେଉ ନ ଥିବାରୁ ଏବିଭିପି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ରାଜ୍ୟ ସରକାର ତୁରନ୍ତ ନିର୍ବାଚନ କରିବା ପାଇଁ ଗୁରୁବାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ…
ନିର୍ବାଚନ ବର୍ଷରେ ଶିବରାଜଙ୍କ ବଡ଼ ନିଷ୍ପତ୍ତି, ନାଗଦାକୁ ଜିଲା କରିବାକୁ କଲେ ଘୋଷଣା
ଭୋପାଳ,୨୦।୭: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ନାଗଦାକୁ ଏକ ଜିଲା…
ରାସ୍ତାରେ ଜଳିଗଲା ସ୍କୁଟି
କୁଚିଣ୍ଡା,୨୦ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା-ବାମରା ୨୪ନମ୍ବର ରାଜ୍ୟ ରାଜପଥ ପାରୁଆଭାଡି ନିକଟ ବଡପୋଲଠାରେ ଗୁରୁବାର ଶର୍ଟସର୍କିଟ ଯୋଗୁ ଏକ ୫-ଜି ଆକ୍ଟିଭା ସ୍କୁଟି (ନଂ-ଓଡି୧୫ଏଲ-୪୬୨୨) ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମ୍ବଲପୁର ନିକଟ ସିଂପାଲି ଗ୍ରାମର…
‘ଏହା ଜଣେ ଦୁର୍ବଳ ନେତାଙ୍କ ସଙ୍କେତ’…, ମଣିପୁର ହିଂସାକୁ ନେଇ ବର୍ଷିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୦।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ମଣିପୁର ହିଂସା ଓ ସେଠାରେ ମହିଳାଙ୍କ ସହ ହୋଇଥିବା ବର୍ବରତା ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମ ସହ କଥାହୋଇ ମୁଖ୍ୟମନ୍ତ୍ରୀ କେଜରିୱାଲ…
ରାଜସ୍ଥାନରେ କଂଗ୍ରେସ ପ୍ରଦେଶ ନିର୍ବାଚନ କମିଟି ଗଠିତ, ଗେହଲଟ, ପାଇଲଟ ସାମିଲ
ଜୟପୁର,୨୦।୭: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ତା’ର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦେଖି କଂଗ୍ରେସ ପ୍ରଦେଶ ନିର୍ବାଚନ କମିଟି ଗଠନ କରାଯାଇଛି। ଗୁରୁବାର ଏହା ଘୋଷଣା କରାଯାଇଛି। ଏଥିରେ ଉଭୟ ଅଶୋକ ଗେହଲଟ ଏବଂ…
ଉପସଭାପତିଙ୍କ ପ୍ୟାନେଲରେ ୫୦ ପ୍ରତିଶତ ମହିଳା ସଦସ୍ୟ ମନୋନୀତ, ରାଜ୍ୟ ସଭାରେ ପ୍ରଥମ ଥର ଲିଙ୍ଗଗତ ସମାନତା
ନୂଆଦିଲ୍ଲୀ,୨୦।୭: ଭାରତର ଉପରାଷ୍ଟ୍ରପତି ଏକ ଐତିହାସିକ ଘୋଷଣା କରିଛନ୍ତି। ଉପରାଷ୍ଟ୍ରପତି ୫୦ ପ୍ରତିଶତ ମହିଳା ସଦସ୍ୟଙ୍କୁ ରାଜ୍ୟ ସଭାରେ ଉପସଭାପତିଙ୍କ ପ୍ୟାନେଲରେ ମନୋନୀତ କରିଛନ୍ତି। ମୌସୁମୀ ଅଧିବେଶନ ପୂର୍ବରୁ ପୁନଃ ନିର୍ମାଣ ହୋଇଥିବା ପ୍ୟାନେଲରେ ସମୁଦାୟ ଆଠଟି ନାମ ଅଛି, ସେଥିମଧ୍ୟରୁ…
କୋଲକାତା ହାଇକୋର୍ଟରୁ ଶୁଭେନ୍ଦୁ ଅଧିକାରୀଙ୍କୁ ଝଟକା
କୋଲକାତା,୨୦।୭: ପଶ୍ଚିମବଙ୍ଗରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ କୋଲକାତାହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। କୋଲକାତା ପୋଲିସ କୌଣସି ବୈଧ ମାମଲାରେ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି…
ସୂଚନା ଅଧିକାର ଅଧିନିୟମ ଫଳକରେ ଭୁଲ ସୂଚନା
କେନ୍ଦୁଝର,୨୦।୭:(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲାଗିଥିବା ସୂଚନା ଅଧିକାର ଅଧିନିୟମ ଫଳକରେ ଭୁଲ ସୂଚନା ରହିଥିଲେ ହେଁ ସଂଶୋଧନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଫଳକରେ ପୂର୍ବରୁ ବଦଳି ହୋଇ ଥିବା ଡିଇଓ କପିଳେନ୍ଦ୍ର ମିଶ୍ର…
ରାଜସ୍ଥାନ, ତେଲଙ୍ଗାନା ନିର୍ବାଚନକୁ ନେଇ କଂଗ୍ରେସର ପ୍ରସ୍ତୁତି: ଗଠନ କଲା ନିର୍ବାଚନ କମିଟି
ନୂଆଦିଲ୍ଲୀ,୨୦।୭: ଚଳିତ ବର୍ଷ ଶେଷରେ ହେବାକୁ ଥିବା ରାଜସ୍ଥାନ ଏବଂ ତେଲଙ୍ଗାନା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରସ୍ତୁତିକୁ ଆହୁରି ତ୍ୱରାନ୍ବିତ କରିଛି। ଗୁରୁବାର କଂଗ୍ରେସ ଉଭୟ ରାଜ୍ୟ ପାଇଁ ରାଜ୍ୟ ନିର୍ବାଚନ କମିଟି ଗଠନ କରିଛି। ରାଜସ୍ଥାନ ପାଇଁ…
ନକଲି ଗୋଡ଼ ଲଗାଇ ସ୍କୁଲ ଆସିଲେ କୁନି ଛାତ୍ରୀ, ଏମିତି ସ୍ବାଗତ କଲେ ସହପାଠୀ: ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ…
ନିକଟରେ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ କୁନି ଛାତ୍ରୀ ଗୋଟିଏ ଗୋଡ଼ ନ ଥିବାରୁ ନକଲି ଗୋଡ ଲଗାଇ ପ୍ରଥମଥର ସ୍କୁଲକୁ ଆସିଥିଲେ। ସେ ସ୍କୁଲରେ ପହଞ୍ଚିବା ମାତ୍ରେ…
Archives


