ରାତିକରେ ୫୭ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ
ଛତ୍ରପୁର,୨୩।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଥିବା ୧୦ଟି ଜୁଆଆଡ୍ଡାରେ ଗୋଟିଏ ରାତିରେ ଚଢ଼ାଉ କରଛି। ଘଟଣାରେ ସମ୍ପୃକ୍ତ ୫୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧ ଲକ୍ଷ ୫୯ ହଜାର ୪୦୦ ଟଙ୍କା ଜବତ…
ପୁଅ ଆଗରେ ଚାଲିଗଲା ମା’ର ଜୀବନ
ନୀଳଗିରି,୨୩।୧୦(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁର ରାସ୍ତାର ଚଣ୍ଡୀପୁର ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ମଧ୍ୟାହ୍ନ ସମୟରେ ପବିତ୍ର ଦୁର୍ଗାପୂଜାର ନବମ ଦିନ ଅବସରରେ ବାଲେଶ୍ୱର ଭୀମପୁରା ଅଞ୍ଚଳର ମା’ ପଦ୍ମାବତୀ ଦେ ପୁଅ ଶିବଶଙ୍କର ଦେ…
ହାର୍ଟଆଟାକ୍ ଆସିବା ପରେ କରନ୍ତୁ ଏମିତି କାମ, ବଞ୍ଚିଯିବ ରୋଗୀର ଜୀବନ
ଭାରତରେ ହାର୍ଟଆଟାକ୍ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପାଲଟିଛି। ବର୍ତ୍ତମାନ ଦେଶରେ ହାର୍ଟଆଟାକ୍ ଯୋଗୁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା କେବଳ ବୃଦ୍ଧମାନଙ୍କ ମଧ୍ୟରେ ସୀମିତ ନୁହେଁ, ୨୫ ରୁ ୪୫ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ…
ଜଙ୍ଗଲ ଜମି ହସ୍ତାନ୍ତରକୁ ବିରୋଧ କଲେ ଗ୍ରାମବାସୀ
ପଟ୍ଟାଙ୍ଗି,୨୩/୧୦(ଶରତ ଧଳ): ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାର ବର୍ଗଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ସରକାର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରି ସମ୍ପୂର୍ଣ୍ଣ ଅଧିକାର ଦେଉଥିବା ବେଳେ ସେପଟେ ଗ୍ରାମବାସୀଙ୍କ ଅଜାଣତରେ ମାଇନିଙ୍ଗ୍କୁ ଜଙ୍ଗଲ ଜମି ତଥା ପାହାଡ଼…
ଗ୍ଲେସିୟର ଭୁଶୁଡ଼ି ହିମାଚଳପ୍ରଦେଶ, ଅରୁଣାଚଳପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀରରେ ଆସିପାରେ ବନ୍ୟା
ନୂଆଦିଲ୍ଲୀ,୨୩ା୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ସହ ଗ୍ଲେସିୟର ତରଳୁଛି। ଏପରିକି ବିଭିନ୍ନ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେଉଛି। ଏହା ସହିତ ଅବାଧ ନିର୍ମାଣ ଏବଂ ପ୍ରଦୂଷଣ ଆଗାମୀ ଦିନରେ ହିମାଳୟ ଅଞ୍ଚଳରେ ସିକିମ୍ ଭଳି…
ମା’ ଚଣ୍ଡୀଙ୍କ ପାଖରେ ପଡିଲା ପୋଢ଼ ବଳି
ତୁଣ୍ଡଲା,୨୨।୧୦(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସର୍ବପୁରାତନ ଶୈବପୀଠ ବେଲଖଣ୍ଡି ମା’ ଚଣ୍ଡୀଙ୍କଠାରେ ବୋଦା, ଗଡ଼ରା ଓ ପୋଢ଼ ବଳି ପଡ଼ିଥିବା ଦେଖିବାକୁ ମିଳିଛି। ବର୍ଷରେ ମହାଶିବରାତ୍ରି ସମୟରେ ମାନସିକ ଧାରୀମାନେ ଯେମିତି ଶହ ଶହ ସଂଖ୍ୟାରେ ବୋଦା…
ଫ୍ରି ଆଇଫୋନ୍ ପାଇଁ ଏମିତି ଚ୍ୟାଲେଞ୍ଜକୁ ବି ଗ୍ରହଣ କରିନେଲେ ଲୋକେ
ଯେତେବେଳେ ମୋବାଇଲ ଫୋନ କିଣିବା କଥା ଆସେ, ଅଧିକାଂଶ ଲୋକ ଆଇଫୋନ କିଣିବା ପାଇଁ ରୁଚି ରଖନ୍ତି। ଏକ ନୂତନ ଆଇଫୋନ ସିରିଜ ଲଞ୍ଚ ହେବା ମାତ୍ରେ ଲୋକମାନେ ଏହାକୁ କିଣିବାର ସ୍ବପ୍ନ ଦେଖିବା ଆରମ୍ଭ କରି ଦେଇଛନ୍ତି। ଆଇଫୋନ ୧୫…
ଆଗକୁ ନିର୍ବାଚନ: ଗାଁମୁହାଁ ସହର ନେତା
ଦେବଗଡ଼, ୨୨।୧୦(ଶଶାଙ୍କ ଶେଖର ଝାଙ୍କର): ଆଗକୁ ନିର୍ବାଚନ। ଏବେଠାରୁ ଦେବଗଡ଼ ଜିଲାରେ ନିର୍ବାଚନୀ ଉଷ୍ମତା ବଢିଲାଣି। ଦେବଗଡ଼ ଆୟତନରେ ଏକ ଛୋଟ ଜିଲା। କିନ୍ତୁ ରାଜନୀତି ପାଇଁ ଏଠି ଚର୍ଚ୍ଚା ବେଶି ହୁଏ। ଜିଲାର ୭୦ଟି ପଞ୍ଚାୟତ, ତିନୋଟି ବ୍ଲକ ଓ…
ଆପଣାନ୍ତୁ ପାଞ୍ଚଟି କଥା
ଖୁସିର ମାହୋଲ ଭିତରେ ରହିବାକୁ କିଏ ବା ନ ଚାହେଁ ? ହେଲେ ସବୁବେଳେ ଏହା ସମ୍ଭବ ହୋଇ ନ ଥାଏ। ତେବେ ଯଦି ଆମେ ପାଞ୍ଚଟି କଥାକୁ ଗୁରୁତ୍ୱ ଦେବା ତା’ହେଲେ ନିଜକୁ କେତେକାଂଶରେ ସୁସ୍ଥ ରଖିପାରିବା। ପ୍ରଥମ କଥା…
ନକଲି ମଦ କାରଖାନା ଠାବ: ବ୍ୟବସାୟୀଙ୍କୁ ଧରି ପୋଲିସର ପଚରାଉଚରା
ପାଟଣା,୨୩।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗାରେ ଚାଲିଥିବା ଏକ ବେଆଇନ ନକଲି ମଦ କାରଖାନା ଠାବ ହୋଇଛି। ରବିବାର ବିଳମ୍ବିତ ରାତ୍ରିରେ ସମ୍ବଲପୁର ଅବକାରୀ ଡିଜି ଧନଞ୍ଜୟ ପାତ୍ରଙ୍କ ନେତୃତ୍ୱରେ ପାଟଣା ଅବକାରୀ…
ଝିଅ, ପୁଅଙ୍କ ସହ ଶୋଇଥିଲେ ମା’: କାମୁଡ଼ି ଦେଲା ସାପ
ଭଞ୍ଜନଗର,୨୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅଧୀନ ବଦାଙ୍ଗୀ ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରୁନା ନାଇକ(୪୦)। ମିଳିଥିବା ସୂଚନା ମୁତାବକ, ରବିବାର ରାତିରେ ରୁନା ତାଙ୍କ ଦୁଇ ପୁଅ ଏବଂ ଝିଅଙ୍କ…
ଟିକେଟ୍ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ଭାଜପା ବିଧାୟକ
ଭୋପାଳ,୨୩।୧୦: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାଜନୈତିକ ଦଳ ଦ୍ୱାରା ପ୍ରାର୍ଥୀଙ୍କ ନାମ ଘୋଷଣା ପ୍ରକ୍ରିୟା ଜାରି ରହିଛି। ରାଜ୍ୟର ମୁଖ୍ୟ ଦଳଗୁଡିକ ବିଷୟରେ ଆଲୋଚନା କରି ଭାଜପା ଏପର୍ଯ୍ୟନ୍ତ ୨୩୦ଟି ଆସନ ମଧ୍ୟରୁ ୨୨୮ଟି ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ମଧ୍ୟ ୨୨୯…

