ବିଧାନସଭା ନିର୍ବାଚନକୁ ନେଇ ୫ ରାଜ୍ୟରେ ‘ମୋଦି କିର୍ତ୍ତନ’, ‘ରକ୍ଷା ବନ୍ଧନ’ ଯୋଜନା କରିଛି ଭାଜପା
ନୂଆଦିଲ୍ଲୀ,୨୩।୭: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଦେଶର ପାଞ୍ଚଟି ନିର୍ବାଚନ ରାଜ୍ୟ ପାଇଁ ‘ମହିଳା, ମୋଦି କିର୍ତ୍ତନ ଏବଂ ରାଖୀ ବନ୍ଧନ’ ଭଳି ଯୋଜନା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଯୋଜନା କରିଛି, ଯାହା ଆଗାମୀ ଦିନରେ ଅନେକ ଉପାୟରେ…
ସ୍ତ୍ରୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ୨୯ ହଜାର ଟଙ୍କା ଖୁଚୁରା ନେଇ ଥାନାରେ ପହଞ୍ଚିଲେ ସ୍ବାମୀ
ଗ୍ବାଲିଅର,୨୩।୭: ମଧ୍ୟପ୍ରଦେଶର ଗ୍ବାଲିଅରରେ ଏକ ଅଜବ ପାରିବାରିକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପାରିବାରିକ ବିବାଦ ମଧ୍ୟରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ୨୯ ହଜାର ଟଙ୍କା ଖୁଚୁରା ନେଇ ଥାନାରେ ପହଞ୍ଚିଥିଲେ। ବଳଦେବ ଅଗ୍ରଓ୍ବାଲ…
ସାତ୍ତ୍ୱିକ-ଚିରାଗ ଯୋଡ଼ି ରଚିଲେ ଇତିହାସ
ୟେସୁ(କୋରିଆ), ୨୩ା୭: ଭାରତର ଷ୍ଟାର ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି କୋରିଆ ଓପନ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ଜିତିଛନ୍ତି। ଫାଇନାଲରେ ଫାଇନାଲରେ ସେମାନେ ବିଶ୍ୱର ନମ୍ବର-୧ ଯୋଡି ଇଣ୍ଡୋନେସିଆର ଫଜାର ଅଲ୍ଫିଆନ ଓ ମହମ୍ମଦ ରିଆନ୍…
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ଜବତ ହେଲା ଶିଶୁ ମୃତଦେହ
ଡୁଙ୍ଗୁରିପାଲି,୨୩।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅଞ୍ଚଳରେ ଓଭରଡୋଜ୍ ଭାକ୍ସିନ୍ ଦେବାରୁ ଏକ ଦୁଇମାସର ଶିଶୁପୁତ୍ରର ଅକାଳ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁପୁତ୍ରର ପିତା ଧାନବସା ଗ୍ରାମର ନରେନ୍ଦ୍ର ସାଣ୍ଢ ଗୁରୁବାର ଥାନାରେ ଅଭିଯୋଗ…
ପାକିସ୍ତାନ ‘ଏ’ ବିପକ୍ଷରେ ଟସ୍ ଜିତିଲା ଭାରତ ‘ଏ’
କଲମ୍ବୋ,୨୩ା୭। ଏମଜର୍ିଂ ଏସିଆ କପ୍ ଫାଇନାଲରେ ପାକିସ୍ତାନ ‘ଏ’ ବିପକ୍ଷରେ ଟସ୍ ଜିତିଛି ଭାରତ ‘ଏ’। ଭାରତୟ ଅଧିନାୟକ ୟଶ୍ ଧୂଲ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହି ମ୍ୟାଚ୍ରେ ଭାରତ…
ପାଟି ଜଳିଯିବ ଖାଇଲେ ଏଇ ଆଇସ୍କ୍ରିମ୍
ଥଣ୍ଡା ଥଣ୍ଡା, ମିଠା ମିଠା ଆଇସ୍କ୍ରିମ ଖାଇବାର ମଜା ଅଲଗା। ତେଣୁ ଛୋଟରୁ ବଡ଼ ପ୍ରାୟ ସମସ୍ତଙ୍କର ଏହା ପ୍ରିୟ। ଆଉ ଖରାଦିନେ ତ ଏହାର ଚାହିଦା କାହିଁରେ କେତେ ବଢିଯାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି ଏକ…
କଳା ସେଓ
ସେଓ ଶରୀର ପାଇଁ ବେଶ୍ ଉପକାରୀ। ଡାକ୍ତର ଏହାକୁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ସାମିଲ କରିବାକୁ ପରାମର୍ଶ ଦିଅନ୍ତି। ତେଣୁ ବଜାରରେ ସେଓ ସବୁବେଳେ ମିଳିଥାଏ। ଲାଲ, ସବୁଜ ରଙ୍ଗର ସେଓ ତ ସମସ୍ତେ ଦେଖିଥିବେ। ହେଲେ କେବେ…
ପାଣି ପିଇବାକୁ ସାହାଯ୍ୟ ମାଗିଲା ସିମ୍ପାଜୀ, ଆଉ ତା’ପରେ ଯାହା ଘଟିଲା ସହଜେ ବିଶ୍ୱାସ କରିବା କଷ୍ଟକର
ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କ ମନୋରଞ୍ଜନ କରେ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି କେବେଳ ମନୋରଞ୍ଜନ କରିନାହିଁ ବରଂ ଏହା ଲୋକଙ୍କୁ କିଛି ଶିକ୍ଷା ମଧ୍ୟ ଦେଇଛି। ସାଧାରଣତଃ…
ଅ ରୁ କ୍ଷ….
ଆୟୁର୍ବେଦିକ, ହୋମିଓପାଥି, ଏଲୋପାଥିଠାରୁ ଆଜିକାଲି ବ୍ୟଙ୍ଗପାଥି ଭଲ କାମଦେଉଛି ବୋଲି ଲୋକଙ୍କ ବିଶ୍ୱାସ ଓ ଭରସା ଥିବା ଜାଣି ଅଭିଜ୍ଞାନବାବୁ ଆମ୍ଭର ପରାମର୍ଶ ଲୋଡ଼ିବାରୁ ଆମ୍ଭ ଛାତି କୁଣ୍ଢେ ମୋଟ l ଅସଲକଥା ହେଲା ତାଙ୍କର ଏକମାତ୍ର ଝିଅ ବିବାହଯୋଗ୍ୟା ହୋଇଯାଇଥିବାରୁ,…
ରାଣୀ ହେବାକୁ ଚାହୁଁ ନ ଥିଲେ କାମିଲା
ଲଣ୍ଡନ,୨୩ା୭: ଗତ ସେପ୍ଟେମ୍ବରରେ ରାଣୀ ଏଲିଜାବେଥ୍ଙ୍କ ଦେହାନ୍ତ ହେବା ପରେ ବ୍ରିଟିଶ ଜନସାଧାରଣ ଘୃଣା କରିବେ ବୋଲି ରାଜା ଚାଲର୍ସଙ୍କ ରାଣୀ କାମିଲା ଚିନ୍ତିତ ଥିଲେ। ସାରା ପାର୍କର-ବୋଲ୍ସ, ପୂର୍ବତନ ସ୍ବାମୀ ଆଣ୍ଡ୍ରିୟୁ ପାର୍କର-ବୋଲ୍ସଙ୍କ ସହ କାମିଲାଙ୍କ ପୁଅ ଟମ୍ଙ୍କୁ ବିବାହ…
ମାଛଙ୍କ ସାଥୀ
ରାସ୍ତାର ବୁଲା କୁକୁର, ଗାଈ ଆଦିଙ୍କୁ କିଛି ଲୋକ ଖାଦ୍ୟ ଦେଉଥିବା ଏମିତିକି ସେମାନଙ୍କ ଯତ୍ନ ନେଉଥିବା ଦେଖିଥିବେ। ତେବେ ଭିଏତନାମର ମୁଓଇ ଫୁକ୍ ନାମକ ବ୍ୟକ୍ତି ନଦୀର ହଜାର ହଜାର ସଂଖ୍ୟକ ମାଛଙ୍କ ସାଥୀ ପାଲଟିଛନ୍ତି। ଏମିତିକି ନଦୀ କୂଳରେ…
ଗଛକୁ ଧଳା,ଲାଲ ରଙ୍ଗରେ ରଙ୍ଗାଯାଏ କାହିଁକି
ରାସ୍ତାରେ ଗଲାବେଳେ ଦୁଇପାର୍ଶ୍ୱରେ ଥିବା ବଡ଼ ବଡ଼ ଗଛକୁ ତ ଦେଖିଥିବେ। ତା’ସହ ସେଗୁଡ଼ିକର ମୂଳରୁ କିଛି ଉଚ୍ଚତା ପର୍ଯ୍ୟନ୍ତ ଲାଲ ଓ ଧଳା ରଙ୍ଗରେ ରଙ୍ଗାଯାଇଥିବା ବି ଦେଖିଥିବେ। ହେଲେ କେବେ ଭାବିଛନ୍ତି ଗଛଗୁଡିକୁ ଏଭଳି ଦୁଇଟି ରଙ୍ଗରେ କାହିଁକି…
Archives


