୪୪ କୋଟି ଗ୍ରାହକଙ୍କୁ ଲାଭ: ପୁରା ୧ ବର୍ଷ ପାଇଁ ‘ଡିଜନୀ+ ହଟ୍‌ଷ୍ଟାର’ ମାଗଣା, ଅନ୍‌ଲିମିଟେଡ୍‌ ୫ଜି ବି…

ନୂଆଦିଲ୍ଲୀ,୨୮।୧୦: ଜିଓ ନିକଟରେ ୪୪ କୋଟି ବ୍ୟବହାରକାରୀଙ୍କ ବଡ଼ ୟୁଜରବେସ୍‌ ଅଛି। ଏହାଛଡ଼ା କମ୍ପାନୀ ନିକଟରେ ଗ୍ରାହକଙ୍କ ଲାଗି ଅନେକ ମନୋରଞ୍ଜନ ସମ୍ବନ୍ଧୀତ ପ୍ଲାନ୍‌ ରହିଛି। ଆଜି ଆମେ ଆପଣଙ୍କୁ ମାଗଣା ଡିଜନୀ+ ହଟ୍‌ଷ୍ଟାର ସବ୍‌ସ୍କ୍ରିପ୍‌ଶନ ଯୁକ୍ତ ପ୍ଲାନ ବିଷୟରେ କହିବୁ। ମୋଟ ୭(୬ ପ୍ରିପେଡ+୧ ଡାଟା ପ୍ୟାକ୍‌) ପ୍ଲାନ୍‌ରେ ଏହାର ସବ୍‌ସ୍କ୍ରିପ୍‌ଶନ ମିଳିଥାଏ। ଜାଣନ୍ତୁ ସବିଶେଷ:

-ଜିଓର ୩୧୭୮ ଟଙ୍କିଆ ପ୍ରିପେଡ ପ୍ଲାନ:
ଏହି ପ୍ଲାନ ୩୬୫ ଦିନ ଭାଲିଡିଟି ସହ ଆସେ। ଯେଉଁଥିରେ ଗ୍ରାହକଙ୍କୁ ପ୍ରତ୍ୟେହ ୨ ଜିବି ଡାଟା(ମୋଟ ୭୩୦ଜିବି ଡାଟା) ମିଳିଥାଏ। ଅନଲିମିଟେଡ କଲିଂ, ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ମିଳିଥାଏ। ଅତିରିକ୍ତ ଭାବେ ପ୍ଲାନରେ ୧ ବର୍ଷ ଯାଏ ଡିଜନୀ ପ୍ଲସ ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିପ୍‌ଶନ ମିଳିଥାଏ। ଏହାଛଡ଼ା ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡର ମଧ୍ୟ ମାଗଣା ଆକ୍ସେସ ମିଳିଥାଏ। ପ୍ଲାନ ନେଲେ ଗ୍ରାହକ ଜିଓର ଅନଲିମିଟେଡ୍‌ ୫ଜି ଡାଟା ଲାଗି ମଧ୍ୟ ଯୋଗ୍ୟ ବିବେଚିତ ହେବେ। ଡାଟା ଲିମିଟ ଶେଷ ହେବା ପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରିହେବ।

-ଜିଓର ୮୦୮ ଟଙ୍କିଆ ପ୍ଲାନ:
ଏହି ପ୍ଲାନ ୮୪ ଦିନ ଭାଲିଡିଟି ସହ ଆସିଥାଏ। ପ୍ରତ୍ୟେହ ୨ଜିବି ଡାଟା, ଅନଲିମିଟେଡ କଲିଂ, ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ରହିଛି। ଅତିରିକ୍ତ ସୁବିଧା ବିଷୟରେ କହିଲେ ପ୍ଲାନରେ ୯୦ ଦିନ ଯାଏ ଡିଜନୀ + ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିପଶନ ମିଳିଥାଏ। ଏହାଛଡ଼ା ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍‌ର ସୁବିଧା ମଧ୍ୟ ରହିଛି। ପ୍ଲାନରେ ଗ୍ରାହକଙ୍କୁ ଜିଓର ଅନଲିମିଟେଡ ୫ଜି ଡାଟା ମଧ୍ୟ ମିଳୁଛି। ଡାଟା ଲିମିଟ ଶେଷ ହେବା ପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରିହେବ।

-ଜିଓର ୭୫୮ ଟଙ୍କିଆ ପ୍ରିପେଡ ପ୍ଲାନ:
ଜିଓର ଏହି ପ୍ଲାନରେ ୮୪ ଦିନର ଭାଲିଡିଟି ମିଳିଥାଏ। ପ୍ରତ୍ୟେହ ୧.୫ଜିବି ଡାଟା, ଅନଲିମିଟେଡ କଲିଂ, ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ରହିଛି। ଅତିରିକ୍ତ ସୁବିଧା ବିଷୟରେ କହିଲେ ପ୍ଲାନରେ ୯୦ ଦିନ ଯାଏ ଡିଜନୀ + ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିପଶନ ମିଳିଥାଏ। ଏହାଛଡ଼ା ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍‌ର ମାଗଣା ବ୍ୟବହାରର ଲାଭ ମଧ୍ୟ ଉଠାଯାଇପାରିବ। ପ୍ଲାନରେ ଗ୍ରାହକଙ୍କୁ ଜିଓର ଅନଲିମିଟେଡ ୫ଜି ଡାଟା ମଧ୍ୟ ମିଳୁଛି। ଡାଟା ଲିମିଟ ଶେଷ ହେବା ପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରିହେବ।

-ଜିଓର ୩୮୮ ଟଙ୍କିଆ ପ୍ରିପେଡ ପ୍ଲାନ:
ଜିଓର ଏହି ପ୍ଲାନରେ ୨୮ ଦିନର ଭାଲିଡିଟି ମିଳିଥାଏ। ପ୍ରତ୍ୟେହ ୨ଜିବି ଡାଟା, ଅନଲିମିଟେଡ କଲିଂ, ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ରହିଛି। ଅତିରିକ୍ତ ସୁବିଧା ବିଷୟରେ କହିଲେ ପ୍ଲାନରେ ୯୦ ଦିନ ଯାଏ ଡିଜନୀ + ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିପଶନ ମିଳିଥାଏ। ଏହାଛଡ଼ା ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍‌ର ମାଗଣା ବ୍ୟବହାରର ଲାଭ ମଧ୍ୟ ଉଠାଯାଇପାରିବ। ପ୍ଲାନରେ ଗ୍ରାହକଙ୍କୁ ଜିଓର ଅନଲିମିଟେଡ ୫ଜି ଡାଟା ମଧ୍ୟ ମିଳୁଛି। ଡାଟା ଲିମିଟ ଶେଷ ହେବା ପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରିହେବ।

-ଜିଓର ୩୨୮ ଟଙ୍କିଆ ପ୍ରିପେଡ ପ୍ଲାନ:
ଜିଓର ଏହି ପ୍ଲାନରେ ୨୮ ଦିନର ଭାଲିଡିଟି ମିଳିଥାଏ। ପ୍ରତ୍ୟେହ ୧.୫ଜିବି ଡାଟା, ଅନଲିମିଟେଡ କଲିଂ, ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ରହିଛି। ଅତିରିକ୍ତ ସୁବିଧା ବିଷୟରେ କହିଲେ ପ୍ଲାନରେ ୯୦ ଦିନ ଯାଏ ଡିଜନୀ + ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିପଶନ ମିଳିଥାଏ। ଏହାଛଡ଼ା ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍‌ର ମାଗଣା ବ୍ୟବହାରର ଲାଭ ମଧ୍ୟ ଉଠାଯାଇପାରିବ। ପ୍ଲାନରେ ଗ୍ରାହକଙ୍କୁ ଜିଓର ଅନଲିମିଟେଡ ୫ଜି ଡାଟା ମଧ୍ୟ ମିଳୁଛି। ଡାଟା ଲିମିଟ ଶେଷ ହେବା ପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରିହେବ।

-ଜିଓର ୩୩୧ ଟଙ୍କିଆ ପ୍ରିପେଡ ପ୍ଲାନ:
ଜିଓର ଏହି ପ୍ଲାନରେ ୩୦ ଦିନର ଭାଲିଡିଟି ମିଳିଥାଏ। କେବଳ ଡାଟା ପ୍ୟାକ୍‌ ହେତୁ ୪୦ଜିବି ଡାଟା ସୁବିଧା ରହିଛି। ପ୍ଲାନରେ ୯୦ ଦିନ ଯାଏ ଡିଜନୀ + ହଟ୍‌ଷ୍ଟାର ମୋବାଇଲ ସବ୍‌ସ୍କ୍ରିପଶନ ମିଳିଥାଏ। ଏହାଛଡ଼ା ଅନ୍ୟ କୌଣସି ସୁବିଧା ନାହିଁ। ଡାଟା ଲିମିଟ ଶେଷ ହେବା ପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରିହେବ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?