Posted inଫୁରସତ

୧୩୦ବର୍ଷର ପୁରୁଣା ଘରୁ ମିଳିଲା ମାଲିକଙ୍କ ଶେଷ ଚିଠି, ଏଥିରେ ଲେଖାଅଛି ଏମିତି…

ଘରଟିକୁ ଭୂତିଆ ଘର କହିଲେ ଅନ୍ୟଥା ହେବ ନାହିଁ। କୋର୍ଟନି ଏବଂ ମ୍ୟାଟ ନାମକ ଏକ ଦମ୍ପତି କିଣିଛନ୍ତି ଏହି ୧୩୦ବର୍ଷର ପୁରୁଣା ଘରକୁ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଘରେ ସେମାନଙ୍କୁ ଏକ ଚିଠି ମିଳିଛି ଯାହା ଘରେ ରହିଥିବା ଶେଷ ଘର ମାଲିକଙ୍କର। ଦମ୍ପତି ଘରେ ତିନୋଟି ଗୁପ୍ତ କୋଠରୀ ପାଇଛନ୍ତି।
ଦମ୍ପତି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଘର ବିଷୟରେ ସୂଚନା ଦେଇଛନ୍ତି। ଭିଡିଓ ମାଧ୍ୟରେ ଲୋକଙ୍କୁ ଏହି ଘରର ବିଭିନ୍ନ ଅଜଣା ତଥ୍ୟ ବିଷୟରେ ଜଣାଇଛନ୍ତି। ଦମ୍ପତଙ୍କୁ ମିଳିଥିବା ଭିଡିଓରେ ଲେଖାଯାଇଛି, ମୁଁ ମ୍ୟାଡସେନ ପରିବାରର ଶେଷ ବଂଶଧର। ଏହି ଘରେ ବହୁ ଗୁପ୍ତ ରହସ୍ୟ ରହିଛି। ଏଥିରେ ୩ଟି ଗୁପ୍ତ କୋଠରୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ପର୍ଯ୍ୟନ୍ତ ହେବ କାଳବୈଶାଖୀ ବର୍ଷା: ହୋଇଯାନ୍ତୁ ସାବଧାନ

ଭୁବନେଶ୍ୱର,୧ା୫ (ବନ୍ଦନା ସେଠୀ):ଗତ କିଛିଦିନ ଧରି ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କାଳବୈଶାଖୀ ବର୍ଷା ପାଇଁ ଗୁରୁବାର ତାପମାତ୍ରା…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

କାର୍ଯ୍ୟରୁ ଅବସର ନେଲେ ଏସପି ଅନିଲ କୁମାର ମିଶ୍ର, ଏବେ ଦାୟିତ୍ୱରେ ରହିବେ ନୂଆ…

ଦେବଗଡ଼,୧।୫(ଶଶାଙ୍କ ଶେଖର ଝାଙ୍କର): ୧୯୮୮ ବ୍ୟାଚର ଓଡ଼ିଶା ପୋଲିସ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଦେବଗଡ଼ ଏସପି ଅନିଲ କୁମାର ମିଶ୍ର ଗୁରୁବାର କାର୍ଯ୍ୟରୁ ଅବସର…

ନବୀନଙ୍କୁ ନେଇ ଏମିତି କହିଦେଲେ ପ୍ରଭାତୀ ପରିଡା: ଛଳନା କରି…

ଭୁବନେଶ୍ୱର,୧ା୫(ରବିନାରାୟଣ ଜେନା):ବିଧାନସଭାର ସ୍ବତନ୍ତ୍ର ଅଧିବେଶନ କାଳରେ ଗୁରୁବାର ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବର୍ଷିଛନ୍ତି। ପ୍ରଭାତୀ କହିଛନ୍ତି, ଆଜି ବିରୋଧୀ ଦଳ…

ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ: ୮୦ ପରିବାର ହନ୍ତସନ୍ତ

ଲୋଇସିଂହା,୧।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପଞ୍ଚାୟତ କୁଶମେଲ ଗ୍ରାମର ପୁରୁଣା କଲୋନୀ ବସ୍ତିରେ ପ୍ରାୟ ୧ ମାସ ହେବ ପିଇବା ପାଣିର ଘୋର ଅଭାବ…

୪ ଦିନରେ ୩ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ଘରେ ପହଞ୍ଚିଲେ…

ଅମରପାଲି, ୧।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗୀୟ ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri