Home Left

ଚାଇନା ବିରୋଧରେ ଅଷ୍ଟ୍ରେଲିଆରେ ସବୁଠୁ ବଡ଼ ଯୁଦ୍ଧାଭ୍ୟାସ ଆରମ୍ଭ, ୧୧ ଦେଶର ସୈନ୍ୟ ହୋଇଛନ୍ତି ସାମିଲ

କାନବେରା,୨୫।୭: ଅଷ୍ଟ୍ରେଲିଆରେ ସବୁଠୁ ବଡ଼ ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛ। ଏହି ଅଭ୍ୟାସରେ ଆମେରିକା ସମେତ ୧୧ଟି ଦେଶର ୩୦ହଜାରରୁ ଅଧିକ ସୈନିକ ଅଂଶଗ୍ରହଣ କରିଛନ୍ତି। ଭାରତ ସମେତ ଚାରିଟି ଦେଶ ଏହି ଯୁଦ୍ଧାଭ୍ୟାସର ପର୍ଯ୍ୟବେକ୍ଷକ ଅଟନ୍ତି। ଏହି ଯୁଦ୍ଧାଭ୍ୟାସ ଚାଇନାର ଚ୍ୟାଲେଞ୍ଜର…

ସିରଜ୍‌ ଜିତିବା ସତ୍ତ୍ୱେ ଭାରତକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୧-୦ରେ ଜିତିନେଇଛି। ଦ୍ୱିତୀୟ ଟେଷ୍ଟର ଶେଷ ଦିନ ବର୍ଷା ହେତୁ ଡ୍ରରେ ଶେଷ ହୋଇଛି। ଏଥି ସହିତ ସିରିଜର ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଗୋଟିଏ ଇନିଂସ ଏବଂ…

ଜରୁରୀ ଅବତରଣ କଲା ମସ୍କାଟ ଅଭିମୁଖେ ଯାଉଥିବା ଓମାନ ଏୟାର ବିମାନ

କୋଝିକୋଡ,୨୫।୭: ମସ୍କାଟ ଅଭିମୁଖେ ଯାଉଥିବା ଓମାନ ଏୟାର ବିମାନରେ ବୈଷେୟିକ ତ୍ରୁଟି ଦେଖାଯିବା ପରେ କୋଝିକୋଡ ଫେରିଆସିଛି। ବିମାନବନ୍ଦର ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ମସ୍କାଟ ଅଭିମୁଖେ ଓମାନ ଏୟାର ବିମାନ ଏକ ବୈଷେୟିକ ତ୍ରୁଟି କାରଣରୁ ସୁରକ୍ଷିତ ଅବତରଣ କରାଯାଇଛି।

ଶିଳ୍ପର ନିଆଁ, ଧୂଆଁ: ଲୁଣା ହେନ୍ତାଳ ଜଙ୍ଗଲ ପ୍ରତି ବିପଦ

ମହାକାଳପଡ଼ା, ୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପରିବେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟିହେବାରେ ଲାଗିଛି। ଏହି ଅଞ୍ଚଳ ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପ କାରଖାନାରୁ ନିର୍ଗତ ଶିଳ୍ପର ନିଆଁ, ଧୂଆଁ ଲୁଣା ହେନ୍ତାଳ ଜଙ୍ଗଲ ପ୍ରତି ବିପଦ,…

ପଛ ଚକା ଫାଟି ଓଲଟିପଡ଼ିଲା ଟାଟାଏସି: ୧୦ ଗୁରୁତର, ୨ ଜଣଙ୍କ  ଜୀବନ ସଙ୍କଟାପର୍ଣ୍ଣ

ଜଳେଶର,୨୫।୭: ବାଲେଶ୍ୱର ଜିଲା  ୬୦ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ପଛ ଚକ ଫାଟଯିବାରୁ  ଶ୍ରମିକ ନେଇ ଆସୁଥିବା ଟାଟାଏସ ଗାଡ଼ିି ଓଲଟିପଡ଼ିଥିଲା। ଏଥିରେ  ୧୦ରୁ ଅଧିକ ଶ୍ରମିକ ଗୁରତର ଥିବାବେଳେ  ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି।…

ଚାଇନାର ପ୍ରତିପକ୍ଷଙ୍କୁ ଭେଟିଲେ ଏନ୍‌ଏସଏ ଅଜିତ ଡୋଭାଲ

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୫।୭: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚାଇନାର ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା। ସୋମବାର ଜୋହାନ୍ସବର୍ଗରେ ‘ଫ୍ରେଣ୍ଡସ ଅଫ ବ୍ରିକ୍ସ’ ବୈଠକରେ…

ଡିଏମ୍‌ଏଫ୍‌ ପାଣ୍ଠିର ହରିଲୁଟ ଅଭିଯୋଗ

ଯାଜପୁର,୨୫ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଗଠିତ ହୋଇଛି। ବିଶେଷକରି ଖଣି ଖାଦାନ ଦ୍ୱାରା ପ୍ରଭାବିତ ସୁକିନ୍ଦା ଅଞ୍ଚଳର ଆଦିବାସୀମାନଙ୍କ ବିକାଶ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିର ବିନିଯୋଗ…

ଶିନ୍ଦେ ଅବୈଧ ମୁଖ୍ୟମନ୍ତ୍ରୀ, ତାଙ୍କୁ ପଦରୁ ହଟାଇବ ଭାଜପା: ପ୍ରିୟଙ୍କା

ମୁମ୍ବାଇ,୨୫।୭: ଉଦ୍ଧବ ବାଲାସାହେବ ଠାକରେ ଶିବସେନାର ରାଜ୍ୟ ସଭା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଭାଜପା କେବଳ ଶିନ୍ଦେଙ୍କୁ ବ୍ୟବହାର କରିଛି ଏବଂ ଆଗାମୀ ଦିନରେ ତାଙ୍କୁ ମୁଖ୍ୟମନ୍ତ୍ରୀ…

ଗଛରୁ ପଡ଼ି ଚାଲିଗଲା ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଦେଓଗାଁ,୨୫।୭(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଗାଇବାହାଲ ଗ୍ରାମରେ ଏକ ଅଘଟଣ ଘଟିଛି। ଗଛରୁ ପଡି ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ସ୍କୁଲ ପରିସରରେ କିଛି ପିଲା ଖେଳୁଥିବା ବେଳେ…

‘ଇଣ୍ଡିଆ’କୁ ଇଷ୍ଟ ଇଣ୍ଡିଆ ସହ ତୁଳନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ମଙ୍ଗଳବାର ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’କୁ ଇଷ୍ଟ ଇଣ୍ଡିଆ ସହ ତୁଳନା କରି କହିଛନ୍ତି ଯେ, ତାଙ୍କ ଭଳି ବିରୋଧୀ ମଧ୍ୟ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ସେ କହିଛନ୍ତି , ବ୍ରିଟିଶମାନେ ଆସି ନିଜର…

ଜ୍ଞାନବାପି ମାମଲା: ହାଇକୋର୍ଟରେ ମୁସଲିମ ପକ୍ଷର ପିଟିଶନ ଦାଖଲ, ଏଏସଆଇ ସର୍ଭେ ଉପରେ ରୋକ ଲଗାଇବାକୁ ଅପିଲ

ବାରାଣାସୀ,୨୫।୭: ବାରାଣାସୀ ଜିଲା ଜଜଙ୍କ ନିର୍ଦ୍ଦେଶରେ ସୋମବାର ଜ୍ଞାନବାପି ପରିସରରେ ଆରମ୍ଭ ହୋଇଥିବା ଏଏସଆଇ ସର୍ଭେରେ ମୁସଲିମ ପକ୍ଷ ଆହ୍ଲାବାଦ ହାଇକୋର୍ଟରେ ଏକ ଆବେଦନ କରିଛନ୍ତି। ଏହି ଆବେଦନରେ ଜ୍ଞାନବାପି ମସଜିଦର ବ୍ୟବସ୍ଥା କମିଟି ଜୁଲାଇ ୨୧ରେ ଜିଲା ଜଜଙ୍କ ନିଷ୍ପତ୍ତିକୁ…

ମେଲବର୍ନର ୧୪ ତମ ଫିଲ୍ମ ଫେଷ୍ଟିଭାଲରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ମିଳିବ ସ୍ପେଶାଲ ଅନର

ମୁମ୍ବାଇ: ବଲିଉଡର ୩୨ ବର୍ଷର ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଚଳିତ ବର୍ଷ ମେଲବର୍ନର ୧୪ ତମ ଇଣ୍ଡିଆନଫିଲ୍ମ ଫେଷ୍ଟିଭାଲରେ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ ଇଣ୍ଡିଆନ ସିନେମା ଆଓ୍ବାର୍ଡରେ ସମ୍ମାନୀତ କରାଯିବ। କାର୍ତ୍ତିକ ଆର୍ଯ୍ୟନ, ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ କଠିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri