ପାକିସ୍ତାନୀ ସୀମା ହାଇଦରଙ୍କ ଉପରେ ଏଟିଏସର କଡା ନଜର, ଆଜି ପୁଣି କରାଯାଉଛି ପଚରାଉଚରା
ନୂଆଦିଲ୍ଲୀ,୨୫।୭: ମଙ୍ଗଳବାର ପୁନର୍ବାର ଏଟିଏସ ଏବଂ ଆଇବି ଟିମ ସୀମା ହାଇଦର ଏବଂ ସଚିନ ମୀଣାଙ୍କୁ ପଚରାଉଚରା କରୁଛନ୍ତି। ସୀମାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ମଙ୍ଗଳବାର ସକାଳେ ଏଟିଏସ ସୀମା ଏବଂ ସଚିନଙ୍କ ପଚରାଉଚରା ପାଇଁ ନେଇଥିଲେ। ବେଆଇନ ଭାବେ…
ହଲିଉଡ୍ ଫିଲ୍ମ ଓପେନହାଇମକୁ ନେଇ ତେଜୁଛି ବିବାଦ: ବ୍ୟାନ୍ ଦାବି କଲା ହିନ୍ଦୁ ସଙ୍ଗଠନ
ନୂଆଦିଲ୍ଲୀ,୨୫।୭: ହଲିଉଡ୍ ଫିଲ୍ମ ଓପେନହାଇମରରକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ୍ (ସିବିଏଫ୍ସି)କୁ ସ୍ପଷ୍ଟୀକରଣ ମାଗିଛନ୍ତି। ଚଳଚ୍ଚିତ୍ରରେ ଅଭିନେତ୍ରୀ ଜଣକ ଓପେନହାଇମରଙ୍କ ସହ…
ନାମ ପରିବର୍ତ୍ତନ କରିବାର ନିଷ୍ପତ୍ତିରେ ବ୍ରାଣ୍ଡ ଭେଲ୍ୟୁରେ ହେବ କୋଟି କୋଟି ଟଙ୍କାର କ୍ଷତି
କାଲିଫର୍ନିଆ,୨୫।୭: କର୍ପୋରେଟ କମ୍ପାନୀଗୁଡିକ ସେମାନଙ୍କର ଲୋକପ୍ରିୟ ବ୍ରାଣ୍ଡର ନାମ ପରିବର୍ତ୍ତନ କରିବା ବିରଳ ଅଟେ। ରାତାରାତି ଏପରି ନିଷ୍ପତ୍ତି ନିଆଯିବା ମଧ୍ୟ କମ୍ ଅଟେ। ଯଦିଓ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଏଲନ ମସ୍କଙ୍କ ନିଷ୍ପତ୍ତି ଏହି ପ୍ରସଙ୍ଗରେ ଟିକେ…
ଆମେ ମଣିପୁର ହିଂସା ବିଷୟରେ କହୁଛୁ, ପ୍ରଧାନମନ୍ତ୍ରୀ ଇଷ୍ଟ ଇଣ୍ଡିଆ କମ୍ପାନୀ କଥା କହି ବିଷୟ ଏଡାଇ ଯାଉଛନ୍ତି: ଖାର୍ଗେ
ନୂଆଦିଲ୍ଲୀ,୨୫।୭: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ମଙ୍ଗଳବାର ମଧ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଲୋକ ସଭାରେ ଏବଂ ପରେ ସମସ୍ତ ରାଜ୍ୟ ସଭା କିଛି ଘଣ୍ଟା ପାଇଁ ସ୍ଥଗିତ ରଖିବାକୁ ପଡିଛି। ମଣିପୁର ହିଂସାକୁ ନେଇ…
ଗ୍ରେଟା ଥନ୍ବର୍ଗଙ୍କୁ ଜରିମାନା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ
ଷ୍ଟକ୍ହୋମ,୨୫।୭: ପୋଲିସ କଥାକୁ ଅମାନ୍ୟ କରିଥିବା ଅଭିଯୋଗରେ ସ୍ବିଡେନ୍ ପରିବେଶବିଦ୍ ଗ୍ରେଟା ଥନ୍ବର୍ଗ ଜରିମାନା ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍୧୯ରେ ମାଲମୋର ସାଉଥର୍ନ ସିଟିରେ ଜଳବାୟୁ ପରିବର୍ତ୍ତନ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଗ୍ରେଟା ପୋଲିସ କଥାକୁ…
ଭିକ ମାଗୁଥିବା ପାତ୍ର ଫିଙ୍ଗି ଆତ୍ମନିର୍ଭର ହୁଅ: ଦେଶବାସୀଙ୍କୁ ପାକିସ୍ତାନ ସେନା ମୁଖ୍ୟଙ୍କ ପରାମର୍ଶ
ଇସଲାମବାଦ୍,୨୫।୭: ପାକିସ୍ତାନ ଅର୍ଥନୀତି ଏବେ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଫଳରେ ପାକିସ୍ତାନ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ହୋଇପଡିଛି। ପ୍ରତ୍ୟେକ ଦିନ ଗୋଟିଏ ଦେଶକୁ କିମ୍ବା ଅନ୍ୟ ଦେଶକୁ ସାହାଯ୍ୟ କରିବା ପାଇଁ ହାତ ବଢାଉଛି। ପାକିସ୍ତାନର ସେନା…
ଏୟାର ହୋଷ୍ଟେସ୍ ଗୀତିକା ଆତ୍ମହତ୍ୟା ମାମଲା: ଗୋପାଳ କାଣ୍ଡା ନିର୍ଦ୍ଦୋଷରେ ଖଲାସ
ନୂଆଦିଲ୍ଲୀ,୨୫।୭: ୨୦୧୨ରେ ବହୁଚର୍ଚ୍ଚିତ ଏୟାର ହୋଷ୍ଟେସ ଗୀତିକା ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ କାଣ୍ଡା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଗୋପାଳ କାଣ୍ଡାା ବିମାନ କମ୍ପାନୀ ଏମଡିଏଲଆର୍ରେ ଏୟାର ହୋଷ୍ଟେସ ଭାବରେ…
ସାପ କାମୁଡ଼ାରେ ଆଖି ବୁଜିଲା ପୁଅ, ମା’ ଗୁରତର
ବାରିପଦା,୨୫।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସାପ କାମୁଡାରେ ଶିଶୁ ପୁତ୍ରର ଜୀବନ ଯାଇଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଶରତ ଥାନା କଟୁରିଆ ଗ୍ରାମରେ । ଗ୍ରାମର ମିନତୀ ମହାକୁଡ ନିଜର ଶିଶୁପୁତ୍ର…
ସ୍ପାଇସଜେଟକୁ ଡିଜିସିଏରୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୨୫।୭: ବିମାନ ଚଳାଚଳ କମ୍ପାନୀ ସ୍ପାଇସଜେଟ ପାଇଁ ଏକ ଆଶ୍ୱସ୍ତି ଖବର ଆସିଛି। ଡିଜିସିଏ ପକ୍ଷରୁ ସ୍ପାଇସଜେଟର ବର୍ଦ୍ଧିତ ନିରୀକ୍ଷଣ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଏହା ପରେ ସ୍ପାଇସଜେଟ ଅନ୍ୟ ବିମାନ ସେବା ପରି ଏହାର କାର୍ଯ୍ୟ ପରିଚାଳନା କରିବାକୁ ସକ୍ଷମ…
ଶୋଇଥିବା ବେଳେ ୨ ଭାଇଙ୍କୁ କାମୁଡ଼ିଲା ଚିତି: ମା’ କୋଳ ଖାଲି
ଦେବଗଡ଼,୨୫।୭: (ଶଶାଙ୍କ ଶେଖର ଝାଙ୍କର ): ସାପ କାମୁଡାରେ ମଙ୍ଗଳବାର ସକାଳେ ୨ ଭାଇଙ୍କ ମୃତ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପୌରାଞ୍ଚଳର ୱାର୍ଡ ନଂ.-୯ ରେ ଥିବା ଜାଙ୍ଗିଲିକୁଦର ଠାରେ । ମୃତ ୨ ନାବାଳକ ହେଲେ…
ଖୋଲିଲା ହୀରାକୁଦର ୪ଟି ଡ୍ୟାମ୍
ସମ୍ବଲପୁର ୨୫। ୭: ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ମଙ୍ଗଳବାର ଖୋଲାଯାଇଛି। ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୪.୦୪ ଫୁଟ…
୪ ବର୍ଷ ପରେ ଧରା ପଡ଼ିଲେ ଫେରାର ମହେଶ୍ୱର
କେନ୍ଦ୍ରାପଡ଼ା, ୨୫ା୭ (ଜଗନ୍ନାଥ ଧଳ): ୨୦୧୯ରେ କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ମହିଳା ଗଣ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାହୁ ରବିବାର ଧରାପଡ଼ିଛନ୍ତି। ସୋମବାର ଏସ୍ଡିଜେଏମ୍ କୋର୍ଟରେ ହାଜର ପରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ…
Archives


