Home Left

ମାସକ ଭିତରେ ଜିଏସ୍‌ଏସ୍‌ଓ୍ବାଇ ମେଧାବୃତ୍ତି ଆବେଦନ ପଠାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୩୦।୧୦(ଅସମାପିକା ସାହୁ): ଗତ ଦୁଇବର୍ଷ ହେଲା ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା(ଜିଏସ୍‌ଏସ୍‌ଓ୍ବାଇ) ମେଧାବୃତ୍ତି ଆବେଦନ ଜିଲାସ୍ତରରେ ପଡ଼ିରହିଛି। ଏହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। ଏକମାସ ଭିତରେ ୨୦୨୧-୨୨ ଏବଂ ୨୦୨୨-୨୩ ଶିକ୍ଷାବର୍ଷର ଆବେଦନକୁ ବିଭାଗ ନିକଟକୁ…

ବିଆରଏସ୍‌ ଏମ୍‌ପିଙ୍କ ଉପରେ ଆକମ୍ରଣକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ଓୱାଇସି

ନୂଆଦିଲ୍ଲୀ,୩୦।୧୦: ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ଏମ୍‌ପି କେ. ପ୍ରଭାକର ରେଡ୍ଡୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବୟାନବାଜି ଜାରି ରହିଛି। ଏହି ସମୟରେ ଅଲ ଇଣ୍ଡିଆ ମଜଲିସ-ଇ-ମୁସଲିମିନ(ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ସୋମବାର ଅଭିଯୋଗ କରିଛନ୍ତି, ଏହା ପଛରେ କଂଗ୍ରେସ…

‘ଦି ଲେଡି କିଲର’ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡେନକର ଏବଂ ଅଭିନେତା ଅର୍ଜୁନ କପୁର ତାଙ୍କ ଆଗାମୀ ଫିଲ୍ମ ‘ଦି ଲେଡି କିଲର’କୁ ନେଇ କିଛିଦିନ ହେବ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସୋମବାର ଦୁହିଁଙ୍କ ଅଭିନୀତ ଏହି ସିନେମାର ଟ୍ରେଲର ରିଲିଜ୍‌ ହୋଇଛି। ଏହାକୁ…

ଡାର୍କ ୱେବରେ ବିକ୍ରି ହୋଇଗଲା ୮୧.୫ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ: ରିପୋର୍ଟ

ନୂଆଦିଲ୍ଲୀ,୩୦/୧୦: ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ପାଖରେ ଥିବା ୮୧.୫ କୋଟି ଭାରତୀୟଙ୍କର ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବରେ ବିକ୍ରି ହୋଇଯାଇଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେପରିକି ଆଧାରକାର୍ଡ଼, ପାସପୋର୍ଟ ତଥ୍ୟ, ଫୋନ୍ ନମ୍ବର ଏବଂ ଠିକଣା ଆଦି ତଥ୍ୟ ବିକ୍ରି…

ଅନାଥାଶ୍ରମରୁ ଆଣିଥିବା ପୁଅକୁ ବିବାହ କଲେ ମା’

ମସ୍କୋ: ଭଲପାଇବା କେତେବେଳେ କାହା ସହିତ ହେବ ତାହା କହିବା କଷ୍ଟ। ନିକଟରେ ଏପରି ଏକ ଭଲପାଇବା ଦେଖିବାକୁ ମିଳିଛି, ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏଭଳି ଘଟିଛି। ଜଣେ ମହିଳା ତାଙ୍କ ୩୧ ବର୍ଷର ପାଳିତ ପୁଅକୁ ବିବାହ…

ମେକ୍ସିକୋ ସିଟି ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ମେକ୍ସିକୋ ସିଟି,୩୦ା୧୦: ରେଡବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଫର୍ମୁଲାଓ୍ବାନ ମେକ୍ସିକୋ ସିଟି ଗ୍ରଁା ପ୍ରି ଜିତିଛନ୍ତି। ସିଜନରେ ଏହା ହେଉଛି ତାଙ୍କର ୧୬ତମ ରେକର୍ଡ ବିଜୟ। ଏଥିସହିତ ସେ ଗତବର୍ଷ କରିଥିବା ତାଙ୍କ ସିଜନ ବିଜୟ ରେକର୍ଡକୁ ମଧ୍ୟ ଭଙ୍ଗ କରିଛନ୍ତି। ଭର୍ଷ୍ଟାପେନ୍‌…

ମଙ୍ଗଳବାରଠାରୁ ୧୭ଲକ୍ଷ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ପାକିସ୍ତାନରୁ କରାଯିବ ବିତାଡିତ

ଇସଲାମାବାଦ,୩୦।୧୦: ପାକିସ୍ତାନରେ ଅବୈଧ ଭାବେ ବାସ କରୁଥିବା ପ୍ରାୟ ୧୭ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କ ସମେତ ସମସ୍ତ ଶରଣାର୍ଥୀଙ୍କୁ ସ୍ବେଚ୍ଛାକୃତ ଭାବେ ଛାଡ଼ିବାର ସମୟସୀମା ମଙ୍ଗଳବାର (ଅକ୍ଟୋବର ୩୧ ଶେଷ ହୋଇଛି। ବୁଧବାରରୁ ଏଭଳି ଲୋକଙ୍କୁ ଦେଶରୁ ବିତାଡିତ କରାଯିବ। ଏକ୍ସପ୍ରେସ…

ବନ୍ଧୁଙ୍କ ସ୍ତ୍ରୀଙ୍କୁ ବଳାତ୍କାର କରି ୧୦ ବର୍ଷ ଜେଲ

କେନ୍ଦ୍ରାପଡ଼ା,୩୦ା୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଫାଷ୍ଟ ଟ୍ରାକ୍‌ କୋର୍ଟ ଏକ ବଳାତ୍କାର ମାମଲାର ବିଚାର କରି ସୋମବାର ରାୟ ପ୍ରକାଶ କରିଛନ୍ତି। ଜଜ୍‌ ତ୍ରିବିକ୍ରମ କେଶରୀ ଚିନ୍ନରା ମାମଲାର ଶୁଣାଣି କରି ଅଭିଯୁକ୍ତ ଖୋର୍ଦ୍ଧା ଜିଲା ମଞ୍ଚେଶ୍ୱର ଥାନା ଓସ୍ତପଡ଼ା ଗ୍ରାମର ତପନ…

ପାଣି ପାଇଁ ରାସ୍ତାରେ ବସିଲେ ମହିଳା

ବାସୁଦେବପୁର,୩୦।୧୦(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଦେଇପୁର ଗ୍ରାମକୁ ପ୍ରାୟ ୧ ସପ୍ତାହ ଧରି ପାନୀୟ ଜଳ ଠିକ୍‌ ଭାବେ ମିଳୁ ନ ଥିବା ନେଇ ଜନଅସନ୍ତୋଷ ଦେଖାଦେଇଛି। ସୋମବାର ଶତାଧିକ ମହିଳାଙ୍କ ସମେତ ଗ୍ରାମବାସୀ ସମସ୍ୟା ଦୂର…

ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ, ମୁଖ୍ୟ ଚୟନକର୍ତ୍ତା ପଦବୀରୁ ଇସ୍ତଫା ଦେଲେ ଇଞ୍ଜାମାମ

ନୂଆଦିଲ୍ଲୀ,୩୦।୧୦: ଚଳିତ ଆଇସିସି ଦିନିକିଆ ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଖେଳାଳି ଇଞ୍ଜାମାମ୍-ଉଲ୍-ହକ୍। ବିଶ୍ୱକପରେ ଦଳ ଆଶାଜନକ ପ୍ରଦର୍ଶନ କରିବାରେ ବିଫଳ ହେବା ପରେ ଅନେକ ଦିଗରୁ ସମାଲୋଚନାର ଶିକାର ହେବାକୁ…

ଆପଲ୍ ଉତ୍ପାଦଗୁଡିକ ପାଇଁ ଚେତାବନୀ ଜାରି କଲେ ସରକାର, ଜାଣନ୍ତୁ କ’ଣ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୩୦/୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ସାଇବର ସୁରକ୍ଷା ଏଜେନ୍ସି କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପପନ୍ସ ଟିମ୍(ସିଇଆରଟି) ଆପଲ୍ ଉତ୍ପାଦଗୁଡିକ ପାଇଁ ଚେତାବନୀ ଜାରି କରିଛି। ଏହି ତାଲିକାରେ ଆପଲର ଆଇଫୋନ, ଆଇପ୍ୟାଡ, ଏବଂ ସ୍ମାର୍ଟ ୱାଚ୍ ସାମିଲ ରହିଛି।…

ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ

ପୁଣେ,୩୦।୧୦: ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ବିଶ୍ବକପର ୩୦ତମ ମ୍ୟାଚ ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୪୧ ରନରେ ସୀମିତ ରହିଛି। ଫଳରେ ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୪୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?