ଚଳିତ ବର୍ଷ ଛେରାପହଁରା କରିବେନି ରଣପୁର ରାଜା
ରଣପୁର,୧୯ା୬(ସୁକାନ୍ତ କିଶୋର ଡାକୁଆ): ରଣପୁର ରାଜା ଚଳିତ ବର୍ଷ ଠାକୁରଙ୍କ ୩ରଥରେ ଛେରାପହଁରା କରିବେ ନାହିଁ ବୋଲି ଲିଖିତ ଆକାରରେ ଏଣ୍ଡାଓମେଣ୍ଟ କମିଶନର, ମୁଖ୍ୟ ଶାସନ ସଚିବ, ନୟାଗଡ଼ ଜିଲାପାଳଙ୍କ ସହିତ ରଣପୁର ଦେବୋତ୍ତର ବିଭାଗର ଅଧିକାରୀ ତଥା ତହସିଲଦାରଙ୍କୁ ଜଣାଇଛନ୍ତି।…
ଆମେରିକାରେ ମୂଷା ଉପଦ୍ରବ: କୁକୁର-ବିଲେଇଙ୍କ ସହାୟତା ନେଲେ ଲୋକେ…
ଓ୍ବାଶିଂଟନ,୧୯।୬ : ଆମେରିକାର ରାଜଧାନୀ ୱାଶିଂଟନ ନିକଟରେ ଥିବା ଆଡାମସ ମୋର୍ଗାନରେ ରାତ୍ରି ଯାପନ କରିବା ଅତ୍ୟନ୍ତ ପ୍ରସିଦ୍ଧ। ଜୁନ ରାତିର ଗରମ ଉପଭୋଗ କରିବାକୁ ଲୋକମାନେ ଏଠାରେ ଏକତ୍ରିତ ହୋଇଥାନ୍ତି। ମାତ୍ର ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି ସହରର…
ତାତିରେ ଡହଳବିକଳ କାନପୁର ଡ୍ୟାମ ବିସ୍ଥାପିତ
ଯୋଡ଼ା,୧୯ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବିରିକଳା ପଞ୍ଚାୟତର ୫୨୦ନଂ. ଜାତୀୟ ରାଜପଥ ନିକଟରେ ଥିବା କାର୍ତ୍ତିକା ସାହିରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି। ପ୍ରବଳ ତାରିରେ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା ନ ଥିବାରୁ ଲୋକେ…
ବିହନ ଧରି ବର୍ଷା ଅପେକ୍ଷାରେ ଚାଷୀ
ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଲାଣି। ଅତ୍ୟଧିକ ଉତ୍ତାପ ଯୋଗୁ ଜଳୁଛି ଗାଁ ଆଉ ସହର। ଏଥିଯୋଗୁ ଲୋକେ ଘରୁ ପଦାକୁ…
ବିପର୍ଯ୍ୟସ୍ତ ଅବସ୍ଥାରେ ହାତୀଖାଲ ଶଙ୍ଖ
ବୁଗୁଡ଼ା,୧୯ା୬(କାଳୀଚରଣ ଦାଶ): ବୁଗୁଡା ବାଘୁଆ ଜଳସେଚନ ବିଭାଗ ଅଧୀନରେ ଥିବା କତକଲା ଛକଠାରୁ କୁବେରେଶ୍ୱର ମନ୍ଦିର ଯାଏ ଥିବା ବାଘୁଆ କେନାଲ ରାସ୍ତାରେ ନିର୍ମିତ ହାତୀଖାଲ ଶଙ୍ଖର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହାର ଗାର୍ଡ ୱାଲ୍ ଭାଙ୍ଗିଯାଇ ବିପଦକୁ ଆହ୍ବାନ…
ଠିକାଦାରଙ୍କୁ ଗୁଳିକରି ହତ୍ୟା
ଖୋର୍ଦ୍ଧା ଅଫିସ/ନିରାକାରପୁର,୧୯ା୬(ପ୍ରଭାତ ପାଣିଗ୍ରାହୀ/ମାନସ ଚନ୍ଦ୍ର ପଟ୍ଟନାୟକ): ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଚଣ୍ଡେଶ୍ବର ଛକରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ହେଲେ ରାଧାମୋହନପୁରର ରମେଶ ଚନ୍ଦ୍ର ରାଉତ(୪୮)। ପୂର୍ବ…
ଦେଓମାଳିରେ ନିର୍ମିତ କଟେଜ ପରିବେଶ ପ୍ରତି ଆଣିବ ବିପଦ
କୋରାପୁଟ,୧୯ା୬(ଅମିତାଭ ବେହେରା): କୋରାପୁଟ ଜିଲାର ଦେଓମାଳିରେ ପର୍ଯ୍ୟଟନର ବିକାଶ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା କଟେଜ ନିର୍ମାଣକୁ ନେଇ କୋରାପୁଟର ପରିବେଶବିତ୍ମାନେ ଚିନ୍ତାପ୍ରକଟ କରିଛନ୍ତି। ସମୁଦ୍ର ପତନାଠାରୁ ୧୬୭୨ ମିଟର ଉଚ୍ଚତାରେ ଥିବା ଓଡିଶାର ଏହି ଉଚ୍ଚତମ ପର୍ବତ…
ଚଳଚଞ୍ଚଳ ଇମାମୀନଗର
ବାଲେଶ୍ୱର, ୧୯।୬(ମାନସ ବିଶ୍ୱାଳ): ବାଲେଶ୍ୱର ବାଲଗୋପାଳପୁରସ୍ଥିତ ଇମାମୀନଗର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନେତ୍ରଉତ୍ସବ, ନବଯୌବନ, ଉଭାଯାତ୍ରା ଓ ଘୋଷଯାତ୍ରା ନିମନ୍ତେ ପ୍ରସ୍ତୁତି ସାଙ୍ଗକୁ ଚଳଚଞ୍ଚଳ ହୋଇଉଠିଛି ଇମାମୀ ନଗର। ସୂଚନା ଅନୁଯାୟୀ, ରୀତିନୀତି ଅନୁଯାୟୀ, ୧୯ତାରିଖ ଅପରାହ୍ନ ୪ଟା ୨୮ରୁ ଶ୍ରୀଜୀଉଙ୍କ…
ଅବଧି ଶେଷ: ସରୁନି ପ୍ରକଳ୍ପ କାର୍ଯ୍ୟ
ନାଉଗାଁ,୧୯ା୬(ସୁଧା ବେଉରା): ଗ୍ରାମାଞ୍ଚଳର ସବୁ ଗୃହକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଉଛି। ବିଭାଗୀୟ ଅଧିକାରୀଙ୍କ ଠିକ୍ ତଦାରଖ ଅଭାବରୁ ଦାୟିତ୍ୱରେ ଥିବା ଠିକାଦାରମାନେ ମନଇଚ୍ଛା…
ଧର୍ମାନ୍ତରୀକରଣ: ମା’ ନାଁରେ ଅଭିଯୋଗ ଆଣିଲେ ସନ୍ତାନ
ରାଜନଗର, ୧୯ା୬ (ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲାର ରାଜନଗର ଅଞ୍ଚଳରେ ଦୀର୍ଘଦିନର ନୀରବତା ପରେ ପୁଣି ଧର୍ମାନ୍ତରୀକରଣ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ରବିବାର ସନ୍ଧ୍ୟାରେ ରାଜନଗର ଥାନାରେ ପୃଥକ୍ ପୃଥକ୍ ଭାବେ ୨ଟି ଅଭିଯୋଗ…
ପେଚାଦ୍ଜ ‘ଏ’, ସୁପ୍ରତୀମ ‘ସି’ ଚାମ୍ପିୟନ
ଭୁବନେଶ୍ୱର, ୧୯ା୬(ବିଜୟ ରଣା): ୧୪ତମ କିଟ୍ ଇଣ୍ଟରନ୍ୟାଶନାଲ ଚେସ୍ ଫେଷ୍ଟିଭାଲ-୨୦୨୩ କିଟ୍ସ୍ଥିତ ବିଶ୍ୱନାଥନ ଆନନ୍ଦ ଇଣ୍ଟରନ୍ୟାଶନାଲ ଚେସ୍ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ରବିବାର କାଟେଗୋରି ଏ’ ଓ ସି’ର ପ୍ରତିଯୋଗିତା ଶେଷ ହୋଇଛି। କାଟେଗୋରି ‘ଏ’ରେ ଜର୍ଜିଆର ଗ୍ରାଣ୍ଡମାଷ୍ଟର ଲୁକା ପେଚାଦ୍ଜ…
ବାପଘରେ ଭାଉଜଙ୍କୁ ଦିଅରଙ୍କ ଆକ୍ରମଣ
ଡେରାବିଶ,୧୯ା୬ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ବସପୁର ପଞ୍ଚାୟତ ଅନ୍ତର୍ଗତ ହାଟବାଣପୁର (ଜହ୍ନିମୂଳ) ଗାଁରେ ପାରିବାରିକ ଗଣ୍ଡଗୋଳକୁ ନେଇ ରବିବାର ନୃସିଂହ ଚରଣ ସାହୁଙ୍କ ଝିଅ ଜିନମୟୀଙ୍କୁ ତାଙ୍କ ଦିଅର ରମାକାନ୍ତ ସାହୁ କଟୁରିରେ…
Archives


