Home Left

ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲା ଆହତ ହାତୀର ଜୀବନ

କେନ୍ଦୁଝର, ୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ବ୍ରାହ୍ମଣୀପାଳ ରେଞ୍ଜ ଶଗଡ଼ପଟା-ଟାଙ୍ଗିରିଆପାଳ ଷ୍ଟେଶନ ପାଖ ବାଲିଦାଣ୍ଡ ସାହି ନିକଟରେ ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ହାତୀର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ପରେ ରବିବାର ଜଙ୍ଗଲରେ ପୋତି…

ଲଘୁଚାପ ବର୍ଷାରେ ଚାଷଜମି ଜଳାର୍ଣ୍ଣବ

ଭେଡ଼େନ,୩୦।୭(ସୁଦନ ମହାକୁର): ଉତ୍ତର ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଏହି କ୍ରମରେ ବରଗଡ଼ ଜିଲା ଭେଡ଼େନ ଅଞ୍ଚଳରେ ଶନିବାର ରାତିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ୧୫୦ରୁ…

ସୀମା ଚର୍ଚ୍ଚାକୁ ଆସିବା ପରେ ବଢିଲା ସଚିନଙ୍କ ପରିବାରର ମୁସ୍କିଲ

ନୂଆଦିଲ୍ଲୀ,୩୦।୭: ପାକିସ୍ତାନରୁ ବେଆଇନ ଭାବେ ଭାରତ ଆସି ଗ୍ରେଟର ନଏଡାରେ ଭାରତୀୟ ଯୁବକ ସଚିନ ମିଣାଙ୍କ ସହ ରହୁଥିବା ସୀମା ହାଇଦର ଏବେ ଖୁବ ଚର୍ଚ୍ଚାରେ। ଏବେ ଏହାକୁ ନେଇ ସଚିନଙ୍କ ଘରେ ଖାଇବା ପିଇବାରେ ସମସ୍ୟା ଦେଖାଯିବା ସହ ସେମାନଙ୍କ ପାଖରେ…

ବିଶେଷ ସଫଳତା ହାସଲ କଲେ ବ୍ରଡ-ଆଣ୍ଡରସନ

ଲଣ୍ଡନ,୩୦।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଲଣ୍ଡନରେ ଖେଳାଯାଉଛି। ଇଂଲଣ୍ଡର କିମ୍ବଦନ୍ତୀ ବୋଲର ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳୁଛନ୍ତି। ଏହି ମ୍ୟାଚ୍‌ରେ…

ପାର୍ଟଟାଇମ୍‌ ଆକ୍ଟିଂ କରିବାକୁ ଆଗ୍ରହୀ ଦିଆ

ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ଅଭିନୟ ବ୍ୟତୀତ ପରିବେଶ ସୁରକ୍ଷା ନେଇ ପ୍ରାୟତଃ ସ୍ବର ଉତ୍ତୋଳନ କରିଥାନ୍ତି। ସେ ନିଜ କ୍ୟାରିୟରରେ ପାର୍ଟଟାଇମ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିବାକୁ…

ମଧ୍ୟ ରୁଷିଆରେ ପ୍ରବଳ ବର୍ଷା, ଘୂର୍ଣ୍ଣିଝଡ଼ରେ ୧୦ ମୃତ

ମସ୍କୋ,୩୦।୭: ମଧ୍ୟ ରୁଷିଆରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ରେ ବଡ ବଡ ଗଛ ଉପୁଡି ପଡିଛି। ବିଜୁଳି କାଟ ବି ହୋଇଛି। ଏହି ପ୍ରାକୃତିକ ଦୁର୍ଘଟଣାରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ରୁଷିଆର ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରଣାଳୟ ରବିବାର…

ଭାଇରାଲ ହେଲା ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଅଡିଓ, ଫୋନରେ ସ୍ବାମୀଙ୍କୁ ଗାଳି ଦେଲେ

ନୂଆଦିଲ୍ଲୀ,୩୦।୭: ରାଜସ୍ଥାନର ଅଲଓ୍ବରରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଏବେ ଲଗାତାର ଭାବେ ରହୁଛନ୍ତି ଚର୍ଚ୍ଚାରେ। ସେଠାକୁ ଯାଇ ସେ ଇସଲାମ ଧର୍ମ ଗ୍ରହଣ କରିବା ସହ ଏବେ ସେ ଫାତିମା ହୋଇଯାଇଛନ୍ତି। ଏହାସହ ସେ ତାଙ୍କ ପ୍ରେମିକ ନସରୁଲ୍ଲାହଙ୍କ ସହ ନିକାହ…

ଭକ୍ତଙ୍କ ପାଇଁ ଖୋଲିଲା ରାମ ଜନ୍ମଭୂମି ପଥ

ଅଯୋଧ୍ୟା,୩୦।୭: ଭକ୍ତମାନଙ୍କ ପାଇଁ ରବିବାର ଶ୍ରୀ ରାମ ଜନ୍ମଭୂମି ପଥ ଖୋଲା ଯାଇଛି। ରାସ୍ତା ଖୋଲିବା ମାତ୍ରେ ଭକ୍ତମାନେ ରାମଲାଲା ଜପ କରିଥିଲେ। ଏହା ବିର୍ଲା ଧର୍ମଶାଳାରୁ ସୁଗ୍ରିବ ଦୁର୍ଗ ଦେଇ ରାମଲଲା ଦରବାରକୁ ଯିବ। ଏହି ପଥ ୬୦୦ ମିଟର…

ବ୍ରିଟେନରେ ମୂଳ ଭାରତୀୟ ବାସିନ୍ଦା ଡାକ୍ତରଙ୍କୁ ୧୮ ମାସ ଜେଲ

ଲଣ୍ଡନ,୩୦।୭: ଭାରତରେ ଦୁଇ ବର୍ଷ ଧରି ମସାଜ୍‌ ଥେରାପିଷ୍ଟ ଭାବେ ତାଲିମପ୍ରାପ୍ତ ବୋଲି ଦାବି କରୁଥିବା ଜଣେ ଭାରତୀୟ ମୂଳ ଡାକ୍ତରଙ୍କୁ ବ୍ରିଟେନ କୋର୍ଟ ୧୮ ମାସର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଣେ ମହିଳା ରୋଗୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଦୋଷୀ…

କଂଗ୍ରେସ ଉପରେ ବର୍ଷିଲେ ଶାହା

ଭୋପାଳ,୩୦।୭: ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ରବିବାର ଭାଜପା ପ୍ରଚାର ଆରମ୍ଭ କରିଛି। ଇନ୍ଦୋରରେ ଅନୁଷ୍ଠିତ ଏକ ସମ୍ମିଳନୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଶାହା କହିଛନ୍ତି, ମିଷ୍ଟର ବଣ୍ଟାଧାର ଏବଂ ଦୁର୍ନୀତିନାଥ କୌଣସି ନୂତନ ଶିଳ୍ପ…

ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ଫଡନଭିସ

ମୁମ୍ବାଇ,୩୦।୭: ଗତ କିଚିଦିନ ଏହି ଖବର ଆସିଥିଲା ଯେ ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା ସମ୍ଭାଜୀ ଭିଡେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହା ପରେ ସମଗ୍ର ଦେଶରେ ପରିବେଶ ଉଷ୍ମ ହୋଇଥିଲା। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ପୋଲିସ…

ନାବାଳକଙ୍କୁ ବଳି ସନ୍ଦେହ ମାମଲା: ମଙ୍ଗଳା କୋଠି ପୂଜାରିଣୀଙ୍କ ସହ ୩ ଗିରଫ

ଅନୁଗୋଳ,୩୦ା୭(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଗୋଡ଼, ହାତ ନ ଥିବା କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟପକ୍ଷେ ନାବାଳକଙ୍କୁ ବଳି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ ହେଉଥିବା ବେଳେ ଏବେ ବି ହତ୍ୟାକାଣ୍ଡର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri