ହୋଟେଲ ରୁମ୍ରୁ ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ଦେବଗଡ,୨୪।୬:( ଶଶାଙ୍କ ଶେଖର ଝାଙ୍କର) ଦେବଗଡ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ଥିବା ସିଏସସି ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ମମତା ହୋଟେଲରୁ ଉଦ୍ଧାର କରାଯାଇଛି । ଉକ୍ତ ଘଟଣା ସହରରେ ଚର୍ଚ୍ଚାର ବିଷୟ ସାଜିଛି। ମୃତ ବ୍ୟାଙ୍କ ଅଧିକାରୀ ଜଣକ ହେଲେ…
ମୌସୁମୀ ସକ୍ରିୟ : ୨୮ରେ ଲଘୁଚାପ
ଭୁବନେଶ୍ୱର,୨୪।୬: ରାଜ୍ୟର ସମସ୍ତ ୩୦ ଜିଲାରେ ମୌସୁମୀ ସକ୍ରିୟ ହୋଇଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନାମିଳିଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବବର୍ଷା ହେଉଛି। ୨୮ତାରିଖ ବେଳକୁ ବଙ୍ଗେପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।…
ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମକୁ ଏକାଠି ରହିବାକୁ ପଡିବ: ସଞ୍ଜୟ ରାଉତ
ମୁମ୍ବାଇ,୨୩।୬: ଭାରତୀୟ ଜନତା ପାର୍ଟି(ଭାଜପା) ଅଭିଯୋଗ ଉପରେ ଶିବସେନା ଉଦ୍ଧବ ଦଳର ନେତା ତଥା ରାଜ୍ୟ ସଭା ଏମ୍ପି ସଞ୍ଜୟ ରାଉତ ପୁଣିଥରେ ହିଟ ହୋଇଛନ୍ତି। ମେହବୁବା ମୁଫତିଙ୍କ ସହ ବୈଠକ ଉଠାଯାଇଥିବା ପ୍ରଶ୍ନ ଉପରେ ସଞ୍ଜୟ ରାଉତ କହିଛନ୍ତି ଯେ…
ବାଲିଗୁଡା ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା
କୋଟଗଡ,୨୪।୬( ସରୋଜ ବଳିୟାର ସିଂ) ପୁଣି ଥରେ କନ୍ଧମାଳ ଜିଲାରେ ଲାଗିଛି ମାଓ ପୋଷ୍ଟର। ବାଲିଗୁଡା ଥାନା ସୁଡ୍ରା ନିକଟ କାମ୍ବରିକିଆ ଛକଠାରେ କେକେବିଏନ ଡିଭିଜିନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୋଲିସର ଦମନ ଓ…
ଡରୁଛନ୍ତି ଇଲିଆନା!
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଏବେ ମଦର ହୁଡ ଏନଜୟ କରୁଛନ୍ତି। ଖୁବଶୀଘ୍ର ଏହି ଅଭିନେତ୍ରୀ ମାଆ ହେବାକୁ ଯାଉଛନ୍ତି। ପ୍ରେନ୍ନେସି ମଧ୍ୟରେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି ଏହି ଅଭିନେତ୍ରୀ। ସମୟ ସମୟରେ ସେ ତାଙ୍କ ପ୍ରେଗ୍ନେସିର…
ହିମନ୍ତ ବିଶ୍ୱ ଶର୍ମା ପ୍ରଧାନମନ୍ତ୍ରୀଙ୍କ ମଣ୍ଡଳୀର ଏକ ଅଂଶ: ଜୟରାମ ରମେଶ
ଗୁଆହାଟୀ,୨୪।୬: ହୁସେନ ଓବାମାଙ୍କ ଉପରେ ଦେଇଥିବା ମନ୍ତବ୍ୟ ଉପରେ ବିରୋଧୀ ଦଳ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପରେ କଡ଼ା ଆକ୍ରମଣ କରୁଛନ୍ତି। ଏଥି ସହ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଶର୍ମାଙ୍କୁ ଟାର୍ଗେଟ କରିଛନ୍ତି। ଜୟରାମ…
୯୮ ହଜାର ଟଙ୍କାର ମିନି ସ୍କଟ ପିନ୍ଧି ଚର୍ଚ୍ଚାରେ କିଆରା
ମୁମ୍ବାଇ: ବଲିଉଡ କୁଇନ କିଆରା ଆଡଭାନୀ ଏବେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ତାଙ୍କ ଅପକମିଂ ମୁଭି ‘ସତ୍ୟପ୍ରେମ କି କଥା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋଶନ ଇଭେଣ୍ଟରେ କିଆରା ପ୍ରତିଦିନ ଏକ ସେ ବଢକର ଏକ ସାଦନାର ଲୁକରେ ନଜର…
‘ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରେ ତାମିଲ ସିଟ୍ ପ୍ରତିଷ୍ଠା ହେବ’, ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା
ଓ୍ବାଶିଂଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆମେରିକାର ଭାରତୀୟ ସମ୍ପ୍ରଦାୟଙ୍କ ସାମ୍ନାରେ ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରେ ଏକ ତାମିଲ ସିଟ୍ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରେ ତାମିଲ ଷ୍ଟଡି ଚେୟାର ପ୍ରତିଷ୍ଠା ତାମିଲ ସଂସ୍କୃତିର ପ୍ରଭାବ…
କେଜରିଓ୍ବାଲଙ୍କୁ ଟାର୍ଗେଟ କଲେ ଅଜୟ ମାକନ
ନୂଆଦିଲ୍ଲୀ,୨୪।୬: ଦିଲ୍ଲୀ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକନ ଦିଲ୍ଲୀ ସହ ଜଡିତ କେନ୍ଦ୍ରର ଅଧ୍ୟାଦେଶ ପ୍ରସଙ୍ଗକୁ ନେଇ ଆମ ଆଦମୀ ପାର୍ଟି(ଏଏପି) ଓ ତାଙ୍କ ଦଳ ମଧ୍ୟରେ ଜାରି ରହିଥିବା ତୁତୁମେମେ ଭିତରେ ଏଏପିକୁ ଟାର୍ଗେଟ…
ଏହି ୩ ବଡ଼ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ଆରବିଆଇ
ନୂଆଦିଲ୍ଲୀ,୨୪।୬: ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଦେଶର ତିନୋଟି ବଡ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)। ତେବେ ସେହି ବ୍ୟାଙ୍କଗୁଡିକ ମଧ୍ୟରେ ଜମ୍ମୁ-କଶ୍ମୀର ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଏବଂ ଆକ୍ସିସ ବ୍ୟାଙ୍କ ରହିଛି।…
ପୂର୍ବତନ ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା: ତତ୍କାଳୀନ ଜିଲାପାଳଙ୍କ ସମେତ କର୍ମଚରୀଙ୍କ ବିରୋଧରେ ଲାଗିଥିବା ଦଫା ରଦ୍ଦ କଲେ ହାଇକୋର୍ଟ
ମାଲକାନଗିରି,୨୪।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ତତ୍କାଳୀନ ଜିଲାପାଳ ମନିଷ ଅଗ୍ରଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ବନଜା ପଣ୍ଡା ଓ ପରିବାର ବର୍ଗ ଜିଲାପାଳଙ୍କ ନାମରେ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ। ଶୁକ୍ରବାର…
ଆଜି ଇଜିପ୍ଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରାଜକୀୟ ଯାତ୍ରା ଶେଷ ହୋଇଛି। ବର୍ତ୍ତମାନ ମୋଦି ଜୁନ ୨୪ ଅର୍ଥାତ୍ ଶନିବାର ଆଫ୍ରିକୀୟ ଦେଶ ଇଜିପ୍ଟ ଗସ୍ତ କରିବେ। ଇଜିପ୍ଟ ଏବଂ ଭାରତ ହେଉଛି ଦୁଇଟି ପ୍ରାଚୀନ ସଭ୍ୟତା। ମିଶରର ନୂତନ ନାମ…
Archives


