ବିଓଆଇର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୩୦।୭: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଓଆଇର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ପ୍ରଥମ ତ୍ରୈମାସିକରେ ବ୍ୟାଙ୍କ ୧୭୬% ଅଭିବୃଦ୍ଧି ହାର…
ଜଙ୍ଗଲରୁ କଳାପଥର ଲୁଟ୍ ବନାମ ବର୍ଷା
ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା)ଖରିଫ ଋତୁରେ ଧାନ ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ଜୁଲାଇ। ଯାଜପୁର ଜିଲାରେ ଏହି ମାସରେ ବର୍ଷା ପ୍ରତାରଣା କରିଛି। ଜୁଲାଇ ୨୦ ସୁଦ୍ଧା ସ୍ବାଭାବିକ ବର୍ଷା ହାରାହାରି ୩୫୦.୯ ମିମି ହେବା ସ୍ଥଳେ ମାତ୍ର ୨୦୩.୧୨ ମିମି…
ଷ୍ଟଲ୍ଓ୍ବାର୍ଟକୁ ଷ୍ଟେଟ୍ ବିଜ୍ନେସ୍ ଆୱାର୍ଡ
ଭୁବନେଶ୍ୱର,୩୦।୭: ରାଜ୍ୟର ପ୍ରମୁଖ ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଷ୍ଟଲ୍ଓ୍ବାର୍ଟ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍(ଏସ୍ପିପିଏଲ୍)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ନିର୍ବାଣ ଫାଉଣ୍ଡେଶନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଷ୍ଟେଟ୍ ବିଜ୍ନେସ୍ ଆୱାର୍ଡ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣରେ…
ଡୋଲିପୁର ସମବାୟ ସମିତି କାର୍ଯ୍ୟାଳୟରେ ତାଲା
ଯାଜପୁର ରୋଡ,୩୦ା୭(ପବିତ୍ର ରଞ୍ଜନ ମହାନ୍ତି): ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କୃଷି ସମ୍ବନ୍ଧୀୟ ସରକାରୀ ଯୋଜନାଗୁଡ଼ିକ ଚାଷୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସେବା ସମବାୟ ସମିତିଗୁଡ଼ିକ ମାଧ୍ୟମ ହୋଇଥାନ୍ତି। ହେଲେ କେତେକ ସ୍ଥାନରେ ଏହାର…
ସରକାରୀ କ୍ରୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପ୍ରଦର୍ଶନ
ଭୁବନେଶ୍ୱର, ୩୦।୭: (ଅଭୟ ଦାଶ): ସରକାରୀ ସେବା ଓ ସାମଗ୍ରୀ କ୍ରୟ ପ୍ରକ୍ରିୟାରେ କାରବାର କରୁଥିବା ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ଭୁବନେଶ୍ୱରଠାରେ ସରକାରୀ…
ବର୍ଷା ଋତୁରେ ଉପାନ୍ତ ଅଞ୍ଚଳବାସୀଙ୍କ ବଢ଼ିଛି ଚିନ୍ତା
କେନ୍ଦ୍ରାପଡ଼ା,୩୦ା୭(ଜଗନ୍ନାଥ ଧଳ): ବର୍ଷାଋତୁ ଆରମ୍ଭ ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛିି ା ପ୍ରାକୃତିକ ବିପର୍ଯ୍ୟୟ ଭୟ ସଦାସର୍ବଦା ଲାଗି ରହୁଛି ା ତଟକ୍ଷୟ ଯୋଗୁ ସମୁଦ୍ର ପାଣି ଗ୍ରାମ ମଧ୍ୟକୁ ପଶିଆସିବା ଭୟ ରହୁଛି ା ରାଜନଗର…
ସରକାରୀ ଜମି ଜବରଦଖଲ: ଡ୍ରେନ୍ ସମସ୍ୟା ବଢୁଛି
ଜଗତ୍ସିଂହପୁର,୩୦ା୭ (ପ୍ରମୋଦ କୁମାର ନାୟକ)ଜଗତ୍ସିଂହପୁର ସହରରେ ଡ୍ରେନ୍ ସମସ୍ୟା ନେଇ ଦୀର୍ଘ ବର୍ଷ ଧରି ଅସନ୍ତୋଷ ଲାଗି ରହିଥିଲେ ସୁଦ୍ଧା ତା’ର କୌଣସି ପ୍ରତିକାର ହେଉନାହିଁ। କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜଗତ୍ସିଂହପୁର ଡ୍ରେନେଜ୍ ଡିଭିଜନ ଓ ପୌର…
କଟାହେଉନି ରିଜେକ୍ସନ ନୋଟ୍
ନୟାଗଡ଼,୩୦ା୭ (ଲୋକନାଥ ମିଶ୍ର)ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ (ଓଏସ୍ଡବ୍ଲ୍ୟୁସି)ର ଚାଉଳ ଗୋଦାମକୁ ନୟାଗଡ଼ ଜିଲାର କେତେଜଣ ମିଲର ଅଧିକାଂଶ ସମୟରେ ଖରାପ ଚାଉଳ ଯୋଗାଣ କରୁଥିଲେ ମଧ୍ୟ ରିଜେକ୍ସନ ନୋଟ୍ କଟା ଯାଉ ନାହିଁ । ମିଲରକୁ ଅନୁକମ୍ପା ଦେଖାଯାଇ ବିଭିନ୍ନ…
ଅଧାପନ୍ତରିଆ ଭାବେ ପଡ଼ିଛି ନୂଆଗଁା କଲ୍ୟାଣ ମଣ୍ଡପ
ନୂଆଗାଁ,୩୦ା୭ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନୂଆଗାଁ ଶୈବପୀଠ ନିକଟରେ ଆରମ୍ଭ ହୋଇଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାମ ଅଢେଇ ବର୍ଷ ହେଲା ଅଧାପନ୍ତରିଆ ଭାବେ ପଡି ରହିଛି । ନିର୍ମାଣ କାର୍ଯ୍ୟ ପାଇଁ ଅନୁଦାନ ଥିଲେ ମଧ୍ୟ ପଞ୍ଚାୟତ…
ଉଦାହରଣ ସାଜିଛନ୍ତି ଦିବ୍ୟାଙ୍ଗ ଲିପୁନା
ଭୁବନେଶ୍ୱର,୩୦ା୭(ଅଭିଜିତ ଦାସ)ଦିବ୍ୟାଙ୍ଗ ହେଲେ ବି ସେ କେଉଁଥିରେ କମ୍ ନୁହନ୍ତି। ଜଣେ ସାଧାରଣ ଲୋକଙ୍କ ପରି ଜୀବନଯାପନ କରୁଛନ୍ତି। କାହା ଉପରେ ନିର୍ଭର ନ କରି ନିଜେ ସବୁକିଛି କରୁଛନ୍ତି। ଏପରିକି ଟ୍ରାଇ ସାଇକେଲରେ ପରିବା ବିକି ପରିବାର ଚଳାଇ ଅନ୍ୟମାନଙ୍କ…
ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ
ପୃଥିବୀରେ ଶାନ୍ତି ପାଇଁ ବନ୍ଧୁତା ହିଁ ଏକମାତ୍ର ବିକଳ୍ପ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁଲାଇ ୩୦ରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ। ପ୍ରଥମେ ଗ୍ରିଟିଂସ୍ କାର୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଏହି ଦିବସ ପାଳନ ପାଇଁ ପ୍ରୋତ୍ସାହିତ ହୋଇଥିଲା।…
୨ ବର୍ଷ ହେଲା କାମ ସରୁନି
ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ପୌରାଞ୍ଚଳରେ ବିକାଶ ଏକପ୍ରକାର ସ୍ଥାଣୁ ପାଲଟିଛି। ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ କାମ ଚାଲୁଛି। ତେବେ ପୁରୁଣା ପ୍ରକଳ୍ପ କାମ ସରୁନି। ଗତ ୨ବର୍ଷ ଧରି ଚାଲିଥିବା ବରୁଣେଇ ସ୍ମାର୍ଟ ପାର୍କ ଏବଂ ସାମନ୍ତରାପୁରସ୍ଥିତ ଜରି ପୋଖରୀ ସୌନ୍ଦର୍ଯ୍ୟକରଣ…
Archives


