ଖରାପ ଅଭ୍ୟାସରେ ପଡ଼ିଯାଇଛନ୍ତି ଅମିତାଭ ବଚ୍ଚନ
ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ପ୍ରତିଦିନ ପ୍ରଶଂସକଙ୍କ ସହ ନିଜସ୍ବ ମତ କିଛି ବାଣ୍ଟନ୍ତି । ଆଜିକାଲି ବିଗ ବି ରିଅଲିଟି ଶୋ’ କୌନ ବନେଗା କରୋଡପତି ୧୫ର…
ବିଧାନସଭା ନିର୍ବାଚନ ପରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିପାରନ୍ତି ରାହୁଲ ଗାନ୍ଧୀ, ୧୩ରେ ଭୋପାଳରେ କରିବେ ପଦଯାତ୍ରା
ନୂଆଦିଲ୍ଲୀ,୭।୧୧: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲଙ୍ଗାନା ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ଲୋକ ସଭା ନିର୍ବାଚନରେ ଜିତିବାକୁ କଂଗ୍ରେସ ଚେଷ୍ଟା କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥିପାଇଁ ଭାରତ ଯୋଡୋ ଯାତ୍ରା…
ଟସ୍ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି…
ମୁମ୍ବାଇ,୭।୧୧: ବିଶ୍ୱକପ ୨୦୨୩ର ୩୯ତମ ମ୍ୟାଚ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁମ୍ବାଇର ଓ୍ବଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅଷ୍ଟ୍ରେଲିଆ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଛି। ପ୍ରଥମ କିଛି ମ୍ୟାଚ…
ବେଆଇନ ଗୁଟଖା କାରଖାନା ଠାବ: ନଗଦ ୮ ଲକ୍ଷ ଟଙ୍କା ଜବତ
କୋରାପୁଟ,୬।୧୧(ଅମିତାଭ ବେହେରା): କୋରାପୁଟ ଜିଲା ଲମତାପୁଟ ଅଞ୍ଚଳରେ ଥିବା ଏକ ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଜବତ କରିଛି। ଏପରିକି ପୋଲିସ କାରଖାନାରୁ ନଗଦ ୮ଲକ୍ଷ ଟଙ୍କା ସହ ବେଆଇନ କାରବାରରେ ସମ୍ପୃକ୍ତ…
ଏକ ଲକ୍ଷ ଭାରତୀୟଙ୍କୁ ବିଦେଶରେ ମିଳିବ ଚାକିରି
ତେଲ ଆଭିବ,୭।୧୧: ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଉତ୍ତେଜନା ବଢିବାରେ ଲାଗିଛି ଏବଂ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି, ଏହି ଯୁଦ୍ଧ ଭାରତୀୟମାନଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି। ଗାଜାରେ…
ପ୍ରେମରୁ କଳି: ପ୍ରେମିକାଙ୍କୁ ଗୁଳିକଲେ ପ୍ରେମିକ, ମତ୍ୟୁ ପୂର୍ବରୁ ରେକର୍ଡ କଲେ ଭିଡିଓ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ତେବେ ସେଥିରୁ କେତେକ ଭିଡିଓ ଆଶ୍ଚର୍ଯ୍ୟକର ମନେ ହେଲାବେଳେ କିଛି ଭିଡିଓ ଖରାପ ପ୍ରଭାବ ପକାଉଛି। ଲଭ୍ ଧୋକା ଆଜିର ସମୟରେ ଟ୍ରେଣ୍ଡରେ ପରିଣତ ହୋଇଯାଇଛି। ର୍ଗଲଫ୍ରେଣ୍ଡ…
ଇକନମି କ୍ଲାସରେ ଯାତ୍ରା କରୁଛନ୍ତି ବିରାଟ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ ଦଳର ଭେଟେରାନ ଖେଳାଳି ବିରାଟ କୋହଲି ନିଜର ୪୯ ତମ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଓ୍ବାନଡେ ଫର୍ମାଟରେ ସବୁଠାରୁ ଅଧିକ ଶତକ ସ୍କୋର କରିବାରେ କୋହଲି ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ଏବେ…
ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ପୂର୍ବରୁ ତେନ୍ଦୁଲକରଙ୍କ ଠାରୁ ଆଫଗାନିସ୍ତାନ ଖେଳାଳିଙ୍କୁ ମିଳିଲା ଟିପ୍ସ
ନୂଆଦିଲ୍ଲୀ,୭।୧୧: ବିଶ୍ୱକପ ୨୦୨୩ରେ ମଙ୍ଗଳବାର ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଆଫଗାନିସ୍ତାନ କ୍ରିକେଟ ଦଳର ଖେଳାଳିମାନେ ଏହି ମ୍ୟାଚ ପୂର୍ବରୁ ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି। ଦଳର ଖେଳାଳିମାନେ ସଚିନଙ୍କ ସହ ବହୁ…
ଅନୁପମା ଷ୍ଟାଇଲରେ ଦେଶବାସୀଙ୍କୁ ଅପିଲ କଲେ ମୋଦି, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୭।୧୧: ୨୦୨୦ରେ ଆରମ୍ଭ ହୋଇଥିବା ‘ଅନୁପମା’ ଆଜି ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସବୁଠାରୁ ଲୋକପ୍ରିୟ ଶୋ’ ହୋଇପାରିଛି। ଡେଲି ସୋପର ଡାଏଲଗ ଏବଂ କାହାଣୀ ଦର୍ଶକଙ୍କୁ ବହୁତ ଆକର୍ଷିତ କରିଥାଏ। ‘ଅନୁପମା’ର ଏପରି ଅନେକ ସଂଳାପ ଅଛି, ଯାହାକୁ ବ୍ୟବହାର କରି ମୁମ୍ବାଇ…
ଖଟିଆରେ ବୁହାହେଲେ ଗର୍ଭବତୀ: ଅଧବାଟରେ ଜନ୍ମ ନେଲା ଶିଶୁପୁତ୍ର
ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): ଭଗବାନ ଭରସାରେ ଜନନୀ। ୫ କି.ମି. ପାହାଡିଆ ରାସ୍ତା ଦେଇ ଖଟିଆରେ ବୁହା ହେବା ପରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଜଣେ ଗର୍ଭବତୀ। ଭାଗ୍ୟକୁ ମା’ ପୁଅ ସୁରକ୍ଷିତ ଥିବା ବେଳେ ଜନନୀ ସୁରକ୍ଷା ଉପରେ…
‘ବାଣ ଉପରେ ସମ୍ପୂର୍ଣ୍ଣ ଦେଶରେ ଲାଗିବ ବ୍ୟାନ, କେବଳ ଦିଲ୍ଲୀ-ଏନସିଆରରେ ସୀମିତ ନୁହେଁ ଏହି ଆଦେଶ’: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୭।୧୧: ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଆମେ ପୂର୍ବ ଆଦେଶରେ ଯାହା କହିଥିଲୁ ତାହା କେବଳ ଦିଲ୍ଲୀରେ ସୀମିତ ନୁହେଁ। ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମର ଆଦେଶ ସମ୍ପୂର୍ଣ୍ଣ ଦେଶ…
ସାଉଥ ସୁପରଷ୍ଟାରଙ୍କ ସହ ରୋମାନ୍ସ କରିବେ ଐଶ୍ୱର୍ଯ୍ୟା!
ମୁମ୍ବାଇ: ବଲିଉଡର ବେଶ ପରିଚିତ ଚେହେରା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ତାଙ୍କ ପ୍ରଶଂସକମାନେ ବଡ ଉତ୍ସାହର ସହ ଅପେକ୍ଷା ରଖିଥାଆନ୍ତି। ପ୍ରାୟ ସବୁ ଷ୍ଟାରଙ୍କ ସହ ଐଶ୍ୱର୍ଯ୍ୟାଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରିଥାଆନ୍ତି। ଏବେ ଅନୁମାନ କରାଯାଉଛି…

