Home Left

ପଟିଆଲା ହାଉସ କୋର୍ଟରେ ପହଞ୍ଚିଲେ ନୋରା ଫତେହି

ନୂଆଦିଲ୍ଲୀ,୩୧।୭: ବଲିଉଡର ଡ୍ୟାନ୍ସିଂ କ୍ୱିନ ନୋରା ଫତେହି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପହଞ୍ଚିଛନ୍ତି।ଏହା ପୂର୍ବରୁ ନୋରା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖାରେ…

କରନ ଜୋହର ଟଙ୍କା ବଳରେ କରି ପାରିବେ ସବୁ କିଛି: କଙ୍ଗନା ରାଣାଓ୍ବତ…

ମୁମ୍ବାଇ : ନିକଟରେ କରନ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନି’ ରିଲିଜ ହୋଇଛି, ଯାହା ଦିନକୁ ଦିନ ଭଲ ରୋଜଗାର କରୁଛି। ଆରମ୍ଭରୁ ୧୧ କୋଟି ସଂଗ୍ରହ କରିବା ପରେ, ବର୍ତ୍ତମାନ ଏହି ଚଳଚ୍ଚିତ୍ର ତିନି…

ମଣିପୁର ହିଂସା: ମହିଳାଙ୍କ ଭିଡିଓ ଭାଇରାଲ ଘଟଣା ଶୁଣାଣି ଆଜି, ଅନ୍ୟ ରାଜ୍ୟକୁ ମାମଲା ଟ୍ରାନ୍ସଫର କରିବାକୁ ଅନୁରୋଧ

ନୂଆଦିଲ୍ଲୀ,୩୧।୭: ଦୀର୍ଘ ୩ ମାସ ପରେ ବି ଶାନ୍ତ ପଡିନି ମଣିପୁର। ଆଜିବି ସେଠାରେ ସ୍ଥାନେ ସ୍ଥାନେ ହିଂସାର ବାତାବରଣ ଦେଖିବାକୁ ମିଳୁଛି। ଗୋଟିଏ ପଟେ ହିଂସାକୁ ନେଇ ଦେଶ ଚିନ୍ତିତ ଥିବା ବେଳେ ଅନ୍ୟପଟେ ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ…

ଏତିକି କୋଟି ଟଙ୍କାର ମାଲିକାଣୀ କିଆରା

ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ କିଆରା ଆଡଭାନୀ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଅଳ୍ପ ସମୟ ମଧ୍ୟରେ ସେ କଠିନ ପରିଶ୍ରମ ଆଧାରରେ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ‘ଫୁଗଲି’ (୨୦୧୪) ଜରିଆରେ ବଲିଉଡରେ ଡେବ୍ୟୁ…

ପୁଣି ବାଛୁରୀକୁ ମାରି ଖାଇଲା ବାଘ

ନୂଆପଡା,୩୧।୭(ମକାରୁ ବେମାଲ): ନୂଆପଡ଼ା ସଦର ରେଞ୍ଜ ଅଧିନ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ଜଙ୍ଗଲରେ ମାତିଛି ବାଘ। ସୋମବାର ତରିଆମହୁଆଭଟା ଗାଁରେ ପୁଣି ବାଘୁଣୀ ଏକ ବାଛୁରୀକୁ ମାରି ଖାଇଥିବା ସୂଚନା ମିଳିଛି । ରବିବାର ରାତିରେ ଆମାନାରା ବିଟ ଅଧିନ ତରିଆମହୁଆଭଟା…

ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଟାର୍ଗେଟ କଲେ କହ୍ନେୟା କୁମାର

ଭୋପାଳ,୩୧।୭: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ପ୍ରତିଦ୍ୱନ୍ଦି ଦଳ ଗୁଡିକ ପରସ୍ପରକୁ ନେଇ କଥା କଟାକଟିରେ ଲାଗି ପଡିଲେଣି। ଇନ୍ଦୋରରେ ହୋଇଥିବା କଂଗ୍ରେସର ଆଦିବାସୀ ମହାପଞ୍ଚାୟତରେ ବି ଏମିତି କିଛି ଦେଖିବାକୁ ମିଳିଛି। କଂଗ୍ରେସ ନେତା କହ୍ନେୟା କୁମାର…

ଲାଇଭ୍‌ ମ୍ୟାଚ୍‌ବେଳେ ଚହଲଙ୍କୁ ମାଡ ମାରିଲେ ରୋହିତ: ଭିଡିଓ ଭାଇରାଲ୍‌

ବାର୍ବାଡୋସ୍‌,୩।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରୁ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି। ଦ୍ୱିତୀୟ…

ରିଜିଜୁଙ୍କୁ ଜବାବ ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩୧।୭: ମଣିପୁର ହିଂସାକୁ ନେଇ ପାର୍ଲାମେଣ୍ଟରେ ହଙ୍ଗାମା ମଧ୍ୟରେ ବିରୋଧୀ ଦଳ ମେଣ୍ଟର ଏକ ପ୍ରତିନିଧି ମଣ୍ଡଳ ମଣିପୁର ଗସ୍ତ କରିଛନ୍ତି। ଯେଉଁଥିରେ କିଛି ଦଳର ବଡ ବଡ ନେତା ଏଥିରେ ସାମିଲ ଥିଲେ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସରକାରଙ୍କୁ ଘେରିବା…

ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ବେଙ୍ଗାଲୁରୁ,୩୧।୭: ଆସନ୍ତା ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ ଅଛନ୍ତି। ଦୀର୍ଘ ଦିନ ଧରି କ୍ରିକେଟ ଠାରୁ ଦୂରରେ ରହିଥିବା ବୁମ୍‌ରା ବର୍ତ୍ତମାନ ପଡ଼ିଆକୁ ଫେରିବାକୁ…

ବର୍ଗର ପରସିଦେଲେ ପ୍ରିନ୍ସ ଓ୍ବିଲିୟମ୍ସ

ଲଣ୍ଡନ,୩୧।୭: ବ୍ରିଟେନର କେତେଜଣ ବ୍ୟକ୍ତିଙ୍କ ପାଇଁ ଗତ ରବିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଘଟଣା ହେଲା ପ୍ରିନ୍ସ ଓ୍ବିଲିୟମ୍ସ ଲଣ୍ଡନରେ ଏକ ଫୁଡ ଟ୍ରକରେ ପରିବେଶ ଅନୁକୂଳ ବର୍ଗର ଲୋକଙ୍କୁ ପରସି ଦେଇ ସେମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି।…

ଦୟା ସହିତ କର୍ତ୍ତବ୍ୟ ପାଳନ କରିବା ହେଉଛି ସମାଜ ପାଇଁ ପ୍ରକୃତ ସେବା: ମୋହନ ଭାଗବତ

ଥାନେ,୩୧।୭: ଦୟା ସହିତ କର୍ତ୍ତବ୍ୟ ପାଳନ କରିବା ହେଉଛି ସମାଜ ପାଇଁ ପ୍ରକୃତ ସେବା ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ରବିବାର କହିଛନ୍ତି। ଧର୍ମବୀର ଆନନ୍ଦ ଡିଘେ କ୍ୟାନ୍ସର ହସ୍ପିଟାଲ ଏବଂ ଏଠାରେ ଏକ…

ମହିଳା କର୍ମଚାରୀଙ୍କୁ ପିଛା କରୁଥିଲେ ପୋଲିସ ଅଧିକାରୀ: ମାମଲା ରୁଜୁ

ହାଇଦ୍ରାବାଦ,୩୧।୭: ତେଲେଙ୍ଗାନାରେ ସରକାରୀ ବିଦ୍ୟୁତ ବିତରଣ କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କୁ ପିଛା କରିବା ଅଭିଯୋଗରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ମହିଳାଙ୍କ ଅଭିଯୋଗ ଆଧାରରେ ଆଇପିସି ଧାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri