Home Left

କାମରେ ଆସୁନି ସୋଲାର ଚାଳିତ ନଳକୂପ, ବର୍ଷାଦିନରେ ବି ଜଳକଷ୍ଟ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦୁର୍ଗମ ଆଡ଼କି ଗ୍ରାମରେ ପିଇବା ପାଇଁ ପାଣିର ଅଭାବ ଦେଖା ଯାଇଛି। ଏବେ ଲଘୁଚାପ ଜନିତ ବର୍ଷାରେ ସବୁଠାରୁ ଅଧିକ କଷ୍ଟ ଦେଖାଯାଇଛି। ଗ୍ରାମରେ ଶୁଦ୍ଧ ପାନୀୟଜଳ ପାଇବା ପାଇଁ…

ବଢିଲା ବ୍ରିଜ ଭୂଷଣଙ୍କ ଅଡୁଆ

ନୂଆଦିଲ୍ଲଈ,୩।୮: ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ ହେଉଥିବା ଭାରତୀୟ ଜନତା ପାର୍ଟି (ଭାଜପା) ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କ ବିରୋଧରେ ବେଆଇନ ଖଣି ଖନନ ମାମଲାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଗୁରୁବାର ତଦନ୍ତ…

ସମ୍ପର୍କ ସ୍ଥାପନ ପରେ ମହିଳାମାନେ କରୁଛନ୍ତି ମିଛ କେସ୍‌,ପୁରୁଷଙ୍କ ସହ ହେଉଛି ଅନ୍ୟାୟ: ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ,୩।୮: ଆଜିକାଲି ବଳାତ୍କାର ଏବଂ ଯୌନ ଶୋଷଣର ମାମଲା ବଢୁଥିବାବେଳେ ଆହ୍ଲାବାଦ ହାଇକୋର୍ଟ ଏକ ଦୃଢ ମନ୍ତବ୍ୟ ଦେଇଛନ୍ତି। ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଆଇନର ପକ୍ଷପାତିତା…

ହରିୟାଣାରେ ହାଇ ଆଲର୍ଟ, ୫ ଅଗଷ୍ଟ ପର୍ଯ୍ୟନ୍ତ ନୁହ ସମେତ କିଛି ଜିଲାରେ ଇଣ୍ଟରନେଟ ବନ୍ଦ

ନୁହ,୩।୮: ବଜରଙ୍ଗ ଦଳ, ବିହିପ ଓ ଅନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ନୁହରେ ଜୁଲାଇ ୩୧ ଅର୍ଥାତ୍‌ ସୋମବାର ବାହାରା କରାଯାଇଥିବା ଜଳାଭିଷେକ ଯାତ୍ରାରେ ହୋଇଥିବା ଆକ୍ରମଣ ପରେ ଏହାଦ୍ୱାରା ଉପୁଜିଥିବା ହିଂସାର ନିଆଁରେ ଦକ୍ଷିଣ ହରିୟାଣା ଏବେବି ଜଳୁଛି। ଦୁଇ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଦେବଗଡ଼,୩ା୮(ଶଶାଙ୍କ ଶେଖର ଝାଙ୍କର): ଲଗାଣ ବର୍ଷା ପ୍ରଭାବରେ ଦେବଗଡ଼ ପୌରାଞ୍ଚଳ ୧୧ ନମ୍ବର ଓ୍ବାର୍ଡ ମ୍ୟୁନିସିପାଲିଟି ସାହିର ଭକ୍ତବନ୍ଧୁ ହାତୀଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଭକ୍ତବନ୍ଧୁଙ୍କ ସ୍ତ୍ରୀ ଘର ଭିତରେ ରୋଷେଇ…

ଖୋଲିଲା ଗୋହିରା ଡ୍ୟାମ୍‌ର ଦୁଇ ଗେଟ୍‌

ଦେବଗଡ଼,୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ଗୋହିରା ଡ୍ୟାମ୍‌ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ୨ଟି ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ଜଣାପଡ଼ିଛି। ଗେଟ୍‌ ଖୋଲିବା ପୂର୍ବରୁ ବିଭାଗ ପକ୍ଷରୁ ତଳିଆ ଅଞ୍ଚଳର…

ଲେବଲ କ୍ରସିଂରେ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରେନ୍‌, ୭ମୃତ

ଏଲ ମାର୍କସ,୩।୮: ମେକ୍ସିକୋର ଉତ୍ତରରେ ଥିବା କୁରେଟାରୋ ସହରରେ ଏକ ଟ୍ରେନ୍‌ କ୍ରସିଂ ଗେଟ୍‌ରେ ଏକ ଛୋଟ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଟ୍ରେନ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି। ଏଲ ମାର୍କସ ଟାଉନସିପର…

ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

କୋଚି,୩।୮: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ କୋଚିରେ ଜରୁରୀକାଳୀନ ଅବତରଣ କରିଛି। ଏହି ବିମାନ କୋଚିରୁ ଶାରଜା ଅଭିମୁଖେ ଯାଉଥିଲା କିନ୍ତୁ ବିମାନ ଉଡ଼ାଣର କିଛି ସମୟ ପରେ ଜଣେ ଯାତ୍ରୀ ବିମାନରେ ଧୂଆଁ ଗନ୍ଧ ଆସୁଥିବା ଅଭିଯୋଗ କରିଥିଲେ। ଏହା…

ବୁର୍ଖା ପିନ୍ଧି ଆସିଥିବା ଛାତ୍ରୀଙ୍କୁ କଲେଜରେ ମିଳିଲାନି ପ୍ରବେଶ ଅନୁମତି

ମୁମ୍ବାଇ,୩।୮: ବୁର୍ଖା ପିନ୍ଧିବାକୁ ନେଇ ମୁମ୍ବାଇର ଏକ କଲେଜ ଉତ୍ତେଜନା ସୃଷ୍ଟି ହୋଇଛି। ବୁର୍ଖା ପିନ୍ଧିଥିବା ଛାତ୍ରୀଙ୍କୁ କଲେଜ କ୍ୟାମ୍ପସରେ ପ୍ରବେଶ ଅନୁମତି ନ ମିଳିବାକୁ ନେଇ ହଙ୍ଗାମା ହୋଇଥିଲା। ତେବେ ଅଭିଭାବକ ଏବଂ ଛାତ୍ରଙ୍କ ବିରୋଧ ପରେ ବରିଷ୍ଠ ପୋଲିସ…

କାଜୁ ଜଙ୍ଗଲ ସଂଲଗ୍ନ ସୁରକ୍ଷା ବନ୍ଧ ପ୍ରଭାବିତ

ମହାକାଳପଡ଼ା,୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ମହାନଦୀରେ ବନ୍ୟାଜଳ ପ୍ରବେଶ କରିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ନିକଟରେ ମହାନଦୀ ବଙ୍ଗୋପସାଗର ମୁହାଁଣରେ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୩।୮: ୱେଷ୍ଟଇଣ୍ଡିଜ ବିପକ୍ଷ ୩ଟି ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିଛି। ଏଥିସହିତ ବର୍ତ୍ତମାନ ଟି-୨୦ ସିରିଜରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ଟି ଟି-୨୦ ମ୍ୟାଚ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ…

ଶ୍ରେୟସ ଆୟର-କେ.ଏଲ ରାହୁଲ ଏସିଆ କପ ଖେଳିବା ନେଇ ଆଶଙ୍କା…

କୋଲକାତା,୩।୮ : ଏସିଆ କପ ୨୦୨୩ ପୂର୍ବରୁ ଭାରତୀୟ ଦଳ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଆଇସିସି ବିଶ୍ୱକପ ପୂର୍ବରୁ ଏହି ଟୁର୍ନାମେଣ୍ଟ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସେପ୍ଟେମ୍ବର ୩୦ରୁ ଏସିଆ କପ ଆରମ୍ଭ ହେବ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri