‘ହିନ୍ଦୁ ମୁସଲମାନ ଗୋଟିଏ ଥାଳିରେ ବସି ଖାଆନ୍ତୁ’, ଏମିତି ପ୍ରାର୍ଥନା କରିଥିବା ଇମାମଙ୍କୁ ହତ୍ୟା
ଗୁରୁଗ୍ରାମ,୩।୮: ହରିୟାଣା ନୁହରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାର ପ୍ରଭାବ ଗୁରୁଗ୍ରାମରେ ବି ଦେଖିବାକୁ ମିଳିଛି। ଗୁରୁଗ୍ରାମର ଅଞ୍ଜୁମାନ ମସଜିଦରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ ଯେଉଁଥିରେ ୨୨ ବର୍ଷିୟ ନାଏବ ଇମାମ ସାଦଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା…
ଲଘୁଚାପଜନିତ ବର୍ଷାରେ ଭାଙ୍ଗିଲା ୩ଜଣଙ୍କ ଘର
ଖଡ଼ିଆଳ,୩।୮(ସୁଜିତ୍ କୁମାର ପ୍ରଧାନ): ନୂଆପଡା ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଖଡ଼ିଆଳ ବ୍ଲକରେ ଗତ ଦୁଇ ଦିନ ହେଲା ବର୍ଷା ହେବା ଦ୍ୱାରା ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁ ଖଡ଼ିଆଳ ବ୍ଲକ ତିଖାଲି ଗ୍ରାମର ଏକଲବ୍ୟ…
ଭାଙ୍ଗିଲା ଘର, ଉଜୁଡ଼ିଲା ଫସଲ
ଦେଓଗାଁ,୩ା୮(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ଗତ ଦୁଇଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକର ବ୍ୟାପକ ଅଞ୍ଚଳ ପାଣିଘେରରେ ରହିଛି। ବିଭିନ୍ନ ଗାଁରେ ଗଛ ଉପୁଡି ପଡିବା ସହ ଲୋକଙ୍କ ଘର ଭାଙ୍ଗିଯାଇଛି। ଧାନ ଓ…
ବସ୍ତିକୁ ମାଡ଼ିଲା ବର୍ଷାପାଣି
ଲୋଇସିଂହା,୩।୮(ସୁଶାନ୍ତ ବାରିକ): ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତ ବିରକେଲ ଗ୍ରାମରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମର ମହାଲିଙ୍ଗ ଜଳାଶୟକୁ ଉଦବୃତ୍ତ ବର୍ଷା ଜଳକୁ କେତେକ ଗ୍ରାମବାସୀ ପ୍ରବେଶ କରି ନ…
ଦିଲ୍ଲୀର ମଖ୍ୟମନ୍ତ୍ରୀ ହେବା ଅପେକ୍ଷା କ୍ଷେତରେ ଫାଉଡା ଚଲାଇବା ଭଲ: ସଞ୍ଜୟ ସିଂ
ନୂଆଦିଲ୍ଲୀ,୩।୮: ରାଜଧାନୀ ଦିଲ୍ଲୀରେ ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ମାମଲାକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଗୁରୁବାର ସଞ୍ଜୟ ସିଂ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଗତ ୨୫ବର୍ଷ ମଧ୍ୟରେ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ଭାରତୀୟ ଜନତା…
‘ମହାରାଷ୍ଟ୍ରକୁ ମଣିପୁର ଭଳି କରିବାକୁ ଚାହୁଁଛି ଭାଜପା’
ମୁମ୍ବାଇ,୩।୮:ମହାରାଷ୍ଟ୍ରରେ ହିନ୍ଦୁତ୍ୱ କାର୍ଯ୍ୟକର୍ତ୍ତା ସମ୍ବାଜୀ ଭିଡେଙ୍କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। କଂଗ୍ରେସ ନେତା ତଥା ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ କହିଛନ୍ତି, ମହାରାଷ୍ଟ୍ର ହେଉଛି ଶିବରାୟ, ଶାହୁ, ଫୁଲେ ଏବଂ ଆମ୍ବେଦକରଙ୍କ ଚିନ୍ତାଧାରାର ଭୂମି କିନ୍ତୁ ସମ୍ବାଜୀ…
୩ ସ୍କୁଲ ଭିତରେ ପଶିଲା ବନ୍ୟାଜଳ
ଅମରପାଲି,୩ା୮(ପୀତାମ୍ବର ସାହୁ): ଗତ ୪ ଦିନ ହେଲା ବୀରମହାରାଜପୁର ଅଞ୍ଚଳରେ ବର୍ଷା ଲାଗି ରହିଛି। ଏଭଳି ପରିସ୍ଥିତିରେ ବୁଧବାର ଠେଙ୍ଗୋ ଡ୍ୟାମରୁ ୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଫଳରେ ତଳମୁଣ୍ଡରେ ଅନେକ ଗାଁକୁ ବନ୍ୟାଜଳ ପ୍ରବେଶ କରିଛି। ବ୍ଲକର…
ଦୋଷମୁକ୍ତ ହେଲେ ପରେରା
ମୁମ୍ବାଇ,୩।୮: ‘ସଡ଼କ ୨’ର ଅଭିନେତ୍ରୀ କ୍ରିସ୍ନ ପରେରା ଡ୍ରଗ୍ସ ମାମଲାର ବଡ ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ପରେରାଙ୍କୁ ବୁଧବାର ରାତିରେ ଶାରଜାଦ ଜେଲରୁ ମୁକ୍ତ କରାଯାଇଥିବା ବେଳେ ଗୁରୁବାର ସେ ମୁମ୍ବାଇ ପହଞ୍ଚି ଯାଇଛନ୍ତି। ୟୁଏଇ ଅଧିକାରୀ ତାଙ୍କୁ ସମସ୍ତ…
ଲଗାଣ ବର୍ଷାରେ ସୁବର୍ଣ୍ଣପୁର ବେହାଲ୍
ସୋନପୁର,୩।୮(ମୃତ୍ୟୁଞ୍ଜୟ ଶତପଥୀ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ସହର ସମେତ ସମଗ୍ର ଜିଲାରେ ପରିସ୍ଥିତି ବେହାଲ୍ ହୋଇପଡିଛି। ଲୋକେ ଘରୁ ବାହାରକୁ ଯାଇ ପାରୁନାହାନ୍ତି। ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ସହରର ବିଭିନ୍ନ ଓ୍ବାର୍ଡରେ ଲୋକଙ୍କ ଘରେ ପାଣି…
ଓଏମ୍ଜି-୨ର ଦମ୍ଦାର ଟ୍ରେଲର ରିଲିଜ୍
ଫିଲ୍ମ ‘ଓଏମ୍ଜି’ ଏକ ସୁପର-ଡୁପର ହିଟ ଥିଲା। ସେବେଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଓଏମ୍ଜି-୨ର ଦମ୍ଦାର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର ଦେଖି ବୁଝାପଡୁଛି ଯେ ଏଥର ଫିଲ୍ମରେ…
ବଢୁଛି ମହାନଦୀ ଜଳସ୍ତର,ତଳିଆ ଅଞ୍ଚଳ ଜଳମଗ୍ନ
ବୌଦ୍ଧ,୩ା୮(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ଲଗାଣ ବର୍ଷା ଯୋଗୁ ଏକ ପ୍ରକାର ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀ ଜଳସ୍ତର ବଢିବା ସହିତ ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ଜିଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଅନେକ ଲୋକଙ୍କ ଘରେ ପାଣି…
ଦେଢ ବର୍ଷ ହେବ ନିଖୋଜ ଥିଲେ ସ୍ବାମୀ, ହତ୍ୟା କରିଥିବା ମିଛ କହିଲେ ସ୍ତ୍ରୀ; ପରେ ଘଟିଲା ଏମିତି…
ଥିରୁଭାନନ୍ତପୁରମ୍,୩।୮: କେରଳରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଗତ ଦେଢ ବର୍ଷ ଧରି ନିଖୋଜ ଥିଲେ। ତାଙ୍କ ସ୍ତ୍ରୀଙ୍କ ସହ ଝଗଡା ପରେ ଉକ୍ତ ବ୍ୟକ୍ତି ଜଣକ କୁଆଡେ ପଳାଇଥିଲେ। ଏହି କାରଣରୁ ପୋଲିସ ତାଙ୍କ…
Archives


