Home Left

ବିରାଟ-ଜାମ୍ପା, ରୋହିତ-ଷ୍ଟାର୍କଙ୍କ ଉପରେ ନଜର

ଅହମଦାବାଦ,୧୯।୧୧: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଢ଼େଇ ହେବ। ଭାରତ ଅପରାଜେୟ ଭାବରେ ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଷ୍ଟ୍ରେଲିଆ ଏହାର ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ନିକଟରୁ ହାରି ଯାଇଥିଲା।…

ଟାଇଟଲ ଟକ୍କର

ଦିନିକିଆ କ୍ରିକେଟ ବିଶ୍ୱକପର ନିର୍ଣ୍ଣାୟକ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ। ୧ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ଅପେକ୍ଷାରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ। ଘରୋଇ ପରିବେଶ ଏବଂ ଦର୍ଶକଙ୍କ କୋଳାହଳ ମଧ୍ୟରେ ପଡ଼ିଆକୁ ଓହ୍ଲାଇବ ‘ମେନ୍‌ ଇନ୍‌ ବ୍ଲୁ’।…

ଏକାସାଙ୍ଗରେ ହଜାର ହଜାର କୁମ୍ଭୀରଙ୍କୁ ଖାଇବାକୁ ଦିଅନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

କୁମ୍ଭୀର ଏମିତି ଏକ ପ୍ରାଣୀ ଯାହାକୁ ସମସ୍ତେ ଭୟ କରନ୍ତି। କେହି ତା’ ସାମ୍ନାକୁ ଯିବାକୁ ସାହସ କରନ୍ତି ନାହିଁ। ଭୁଲ୍‌ବଶତଃ ଯଦି କେହି ଚାଲିଯାଏ ତେବେ ତା’ର ଫେରିବା ବାଟ ମଧ୍ୟ ହୋଇଯାଏ। ମାତ୍ର ସୋସିଆଲ ମିଡିଆରେ ଏବେ ଏମିତି…

ହୋଟେଲ ପାର୍କିଂରେ ଥିବା କାର୍‌ରୁ ମିଳିଲା ଲୋକପ୍ରିୟ ଅଭିନେତାଙ୍କ ମୃତଦେହ, ପ୍ରଶଂସକ ସ୍ତବ୍ଧ

ମାଲାୟାଲମ ସିନେମାଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତା ବିନୋଦ ଥୋମସଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଏକ ହୋଟେଲ ପାର୍କିଂରେ ଥିବା କାର୍‌ରୁ ତାଙ୍କ ମୃତଦେହ ଜବତ କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ…

ବିଦେଶରେ ବନ୍ଦର ନେଟ୍‌ଓ୍ବର୍କ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୧୯।୧୧: ଚାଇନା ଏହାର ଆର୍ଥତ୍କ କ୍ଷମତା ବୃଦ୍ଧି ସହ ନୌସାମର୍ଥ୍ୟର ଉପସ୍ଥିତି ବଢ଼ାଇବା ପାଇଁ ବିଭିନ୍ନ ଦେଶରେ ବାଣିଜି୍ୟକ ବନ୍ଦରର ଏକ ବିଶାଳ ନେଟ୍‌ଓ୍ବର୍କ ଦ୍ରୁତ ଗତିରେ ନିର୍ମାଣ କରିଚାଲିଛି। ଦରିଆପାରି ବନ୍ଦରଗୁଡ଼ିକ ଉପରେ ଚାଇନାର ନିୟନ୍ତ୍ରଣକୁ ଚିହ୍ନଟ କରିଥିବା ଏକ…

ଅଲ୍‌ ଶିଫା ହସ୍ପିଟାଲ ଖାଲିହେଲା

ଖାନ୍‌ ୟୁନିସ୍‌,୧୯।୧୧: ଇସ୍ରାଏଲ୍‌ ସୈନ୍ୟଙ୍କ ଦଖଲରେ ଥିବା ଗାଜାର ସର୍ବବୃହତ୍‌ ହସ୍ପିଟାଲ ଅଲ୍‌-ଶିଫାରୁ ରୋଗୀ, ମେଡିକାଲ କର୍ମଚାରୀ ଓ ସେଠାରେ ଆଶ୍ରୟ ନେଇଥିବା ଲୋକମାନେ ପଳାୟନ କରିଛନ୍ତି। ଘଣ୍ଟାଏ ମଧ୍ୟରେ ହସ୍ପିଟାଲ ଖାଲି କରିବାକୁ ଇସ୍ରାଏଲ୍‌ ସେନା ପକ୍ଷରୁ କୁହାଯାଇଥିଲା ବୋଲି…

ଆଜି ଶତକ କରିବେ ଶୁଭମନ ଗିଲ, ଫାଇନାଲ ଦେଖିବା ପାଇଁ ପହଞ୍ଚିଲେ ସାରା ତେନ୍ଦୁଲକର

ଅହମ୍ମଦାବାଦ,୧୯।୧୧: ମହା ମୁକାବିଲା ବାସ୍‌ ଆଉ କିଛି ସମୟ ବାକି ରହିଲା। ଭାରତ-ଅଷ୍ଟ୍ରେଲିଆ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ଛାତି ଧକ୍‌ ଧକ୍‌ ହେଉଥିବାବେଳେ ସବୁଠି ମ୍ୟାଚ ନେଇ କ୍ରେଜ ଦେଖିବାକୁ ମିଳିଛି। ମ୍ୟାଚ ପୂର୍ବରୁ ଗୋଟିକ ପରେ ଗୋଟିଏ ସେଲିବ୍ରେଟି ଅହମ୍ମଦାବାଦ…

ସ୍ବାମୀଙ୍କଠାରୁ କ୍ୟାଟ୍ରିନା ଅଧିକ ସମ୍ପତ୍ତିର ମାଲିକାଣୀ

ମୁମ୍ବାଇ: ସାଧାରଣତଃ ସ୍ତ୍ରୀଠାରୁ ସ୍ବାମୀଙ୍କ ଧନସମ୍ପତ୍ତି ଟିକେ ଅଧିକ ହୋଇଥାଏ। ହେଲେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ କ୍ଷେତ୍ରରେ ସେପରି ନୁହେଁ। ଏକ ରିପୋର୍ଟ ମୁତାବକ, ସ୍ବାମୀ ଭିକ୍କି କୌଶଲଙ୍କଠାରୁ ଅଧିକ ସମ୍ପତ୍ତିର ମାଲିକାଣୀ କ୍ୟାଟ୍ରିନା ବୋଲି ଜଣାପଡ଼ିଛି। ବଲିଉଡ୍‌ରେ ସର୍ବାଧିକ…

ମିସ୍‌ ୟୁନିଭର୍ସ ୨୦୨୩ ଟାଇଟଲ ଜିତିଲେ ଶେନିସ ପାଲାଓସିସ୍‌

ମିସ୍‌ ୟୁନିଭର୍ସ(ବ୍ରହ୍ମାଣ୍ଡ ସୁନ୍ଦରୀ)୨୦୨୩ ଟାଇଟଲ ଜିତିଛନ୍ତି ନିକାରାଗୁଆର ଶେନିସ ପାଲାସିଓସ୍‌। ୭୨ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଫାଇନାଲ ରବିବାର ଅଲ ସାଲ୍ବାଡୋରର ରାଜଧାନୀ ସାନ ସାଲ୍ବାଡୋରରେ ଅନୁଷ୍ଠିତ ହୋଇଥିଲା। ୯୦ ଦେଶର ପ୍ରତିଯୋଗୀ ଏଥିରେ ପ୍ରତିନିଧିତ୍ୱ କରିଥିଲେ। ଶୀର୍ଷ ୩ ସ୍ଥାନରେ…

ସୁପର ସଣ୍ଡେରେ ହେବ ସୁପର ଫାଇଟ: ଅହମ୍ମଦାବାଦରେ ପହଞ୍ଚିଲେ ସଚ୍ଚିନ ତେନ୍ଦୁଲକର

ଅହମ୍ମଦାବାଦ,୧୯।୧୧:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ହେବ ମହା ମୁକାବିଲା। ସୁପର ସଣ୍ଡେରେ ହେବାକୁ ଯାଉଛି ସୁପର ଫାଇଟ୍‌। ଟିମ୍‌ ବ୍ଲୁ ଟିମ୍‌ ୧୧ ଫାଇନାଲ ମ୍ୟାଚ ପାଇଁ ଅଣ୍ଟା ଭିଡି ସାରିଲେଣି। ଏହାରି ଭିତରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଅହମ୍ମଦାବାଦ ପହଞ୍ଚିଛନ୍ତି…

ପୁରୁଷଙ୍କ କଲ୍ୟାଣ ଜରୁରୀ

ପୁରୁଷମାନଙ୍କ କ୍ଷେତ୍ରରେ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ସଚେତନତା ଲାଗି ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଇଥାଏ। ସମାଜ, ଦେଶ ଏବଂ ପୃଥିବୀର ବିକାଶରେ ଲିଙ୍ଗଗତ ସମାନତା ଜରୁରୀ ବୋଲି ଏହି ଦିବସ ଅବସରରେ…

ସ୍ବାସ୍ଥ୍ୟ ପାଇଁ ଶୌଚାଳୟ ବ୍ୟବହାର ଅପରିହାର୍ଯ୍ୟ

ସୁସ୍ବାସ୍ଥ୍ୟ ପାଇଁ ପରିଷ୍କାର ପରିଚ୍ଛନ୍ନତା ଅପରିହାର୍ଯ୍ୟ। ଏହା ସହିତ ଘର ଏବଂ ବାହ୍ୟ ପରିବେଶରେ ପରିମଳ ବ୍ୟବସ୍ଥା ଆପଣେଇବା ମଧ୍ୟ ଆବଶ୍ୟକ। ବାହାରେ ଶୌଚ ହେବା ଦ୍ୱାରା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ। ପରିମଳ ବ୍ୟବସ୍ଥା ରୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?