ଆଜି ସଂସଦ ଭାଙ୍ଗିବା ପାଇଁ ସୁପାରିସ କରିବେ ଶହବାଜ, ଗୃହ ମନ୍ତ୍ରୀ କହିଲେ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ ସାଧାରଣ ନିର୍ବାଚନ
ଇସଲାମାବାଦ,୯।୮: ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ପାକିସ୍ତାନରେ କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ ହେବ। ଏହି କାରଣରୁ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ମଙ୍ଗଳବାର କହିଛନ୍ତି ଯେ, ପାକିସ୍ତାନର ଜାତୀୟ ବିଧାନସଭାକୁ ସମୟ ପୂର୍ବରୁ ଭାଙ୍ଗିବାକୁ ସେ ବୁଧବାର ରାଷ୍ଟ୍ରପତି ଆରିଫ ଅଲବିଙ୍କୁ ଚିଠି…
‘ଦ ଇମୋର୍ଟଲ ଅଶ୍ୱତଥାମା’ରେ ଅଭିନୟ କରିବାକୁ ମନା କଲେ ଆଲୁ ଅର୍ଜୁନ…
ମୁମ୍ବାଇ : ତେଲୁଗୁ ସୁପରଷ୍ଟାର ଆଲୁ ଅର୍ଜୁନ ତାଙ୍କର ଆଗାମୀ ପ୍ରକଳ୍ପ ପାଇଁ ଲାଇମ ଲାଇଟରେ ଅଛନ୍ତି। ତାଙ୍କର ଦୀର୍ଘ କ୍ୟାରିଅରରେ ସେ ଅନେକ ଶ୍ରେଷ୍ଠ ଟଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଯାହା ବକ୍ସ ଅଫିସରେ କୋଟି କୋଟି ଆୟ କରିଛି।…
ଚକିତ କରିବ ଦିଲୀପଙ୍କ ପାଉଣା
ବମ୍ବେ: ନିକଟରେ ଟେଲିକାଷ୍ଟର ପନ୍ଦର ବର୍ଷ ପୂରଣ କରିଛି ‘ତାରକ ମେହଟ୍ଟା କା ଉଲଟା ଚଷମା’। ଏତେ ଦିନ ପରେ ମଧ୍ୟ ଏହା ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି। ଶୋ’ରେ ଜେଠାଲାଲଙ୍କ ଚରିତ୍ର ବେଶ ଲୋକପ୍ରିୟ। ଏହି ଚରିତ୍ରରେ ନଜର ଆସୁଛନ୍ତି…
ସେପ୍ଟେମ୍ବର ୫ରେ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିବ ବିସିସିଆଇ, ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ,୮।୮: ଚଳିତ ବର୍ଷ ଭାରତରେ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ ୨୦୨୩। ଅକ୍ଟୋବର ୫ରୁ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ନଭେମ୍ବର ୧୯ରେ ଫାଇନାଲ ଖେଳାଯିବ। ତେବେ ଏହାର ଠିକ୍ ପୂର୍ବରୁ ଭାରତୀୟ ଟିମ୍ ଦିନିକିଆ ଫର୍ମାଟରେ ଏସିଆ କପ୍…
୩ୟ ଟି୨୦: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଓ୍ବେଷ୍ଟଇଣ୍ଡିଜ, ଯଶସ୍ଵୀ କଲେ ଡେବ୍ୟୁ
ଗୁଏନା,୮। ୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ମୁକାବିଲାର ୩ୟ ମ୍ୟାଚ ମଙ୍ଗଳବାର ଖେଳା ଯାଉଛି। ମ୍ୟାଚ ରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ରୋଭମାନ ପାଭେଲ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ…
ଡକରବାଡ଼ିରେ ଜଳ କଷ୍ଟ: ତିନିମାସ ହେଲା ଜଳ ଯୋଗାଣ ବନ୍ଦ ଥିଲା, ଧରିତ୍ରୀରେ ଖବର ପ୍ରକାଶିତ ପରେ ପ୍ରଶାସନର ତତ୍ପରତା, ମିଳିଲା ପାଣି
ଦାରିଙ୍ଗବାଡି, ୮।୮(ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ଡକରବାଡ଼ି ଗ୍ରାମରେ ଗତ ତିନିମାସ ହେଲା ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି।…
କେନାଲ ଭାଙ୍ଗି ୬ମାସ ବିତିଗଲା, ମରାମତି ଅଭାବ ଯୋଗୁଁ ଚାଷୀଙ୍କ ଧାନ ମରି ନଷ୍ଟ
କେସିଙ୍ଗା,୮।୮(ତୁମେଶ୍ୱର ସାହୁ)କଳାହାଣ୍ଡି ଜିଲା କେସିଙ୍ଗା କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ଅଧିନସ୍ଥ କରଲାଖୁଣ୍ଟା ପାଣି ପଞ୍ଚାୟତ ଅନ୍ତର୍ଗତ କାଣ୍ଡେଲ ଗ୍ରାମର ବହୁ ଚାଷୀଙ୍କ ଚାଷ ଜମିରେ ତୁର୍ଲା କ୍ଷୁଦ୍ରଜଳସେଚନ ପ୍ରୋଜେକ୍ଟରୁ ପାଣି ନ ଛାଡିବାରୁ ରୁଆ ଧାନ ମରି ନଷ୍ଟ ହୋଇଯାଇଛି।…
ରିଲିଜ ପୂର୍ବରୁ ଅଡୁଆରେ ‘ଓଏମଜି ୨’: ନୋଟିସ୍ ପଠାଇଲେ ମହାକାଳ ମନ୍ଦିର ପୂଜାରୀ
ବମ୍ବେ: ରିଲିଜ ପୂର୍ବରୁ ପୁଣି ଅଡୁଆରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଷ୍ଟାରର୍ ଫିଲ୍ମ ‘ଓଏମଜି ୨’। ଉଜ୍ଜୈନ ମହାକାଳ ମନ୍ଦିରର ପୂଜାରୀମାନେ ଫିଲ୍ମ ବିରୋଧରେ ଲିଗାଲ ନୋଟିସ୍ ପଠାଇଛନ୍ତି। ନୋଟିସରେ ସେମାନେ କଥିତ ଭାବେ ଦେଖାଯାଇଥିବା ଅପମାନଜନକ ଦୃଶ୍ୟ ହଟାଇବାକୁ…
ଆକ୍ସନ ମୁଡରେ କଂଗ୍ରେସ: ଦ୍ବିତୀୟ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିବେ ରାହୁଲ
ନୂଆଦିଲ୍ଲୀ, ୮। ୮: ରାହୁଲ ଗାନ୍ଧୀ ଏମପି ପଦ ପୁନଃ ପ୍ରାପ୍ତ କରିବା ପରେ ଆକ୍ସନ ମୁଡ୍ ରେ କଂଗ୍ରେସ। ଖୁବଶୀଘ୍ର ସେ ନିଜର ଦ୍ବିତୀୟ ‘ଭାରତ ଯୋଡୋ ଯାତ୍ରା’ରେ ବାହାରିବେ। ଏହା ଗୁଜରାଟରୁ ମେଘାଳୟ ଯାଏ ହେବ ବୋଲି ମହାରାଷ୍ଟ୍ର…
ହସ୍ପିଟାଲ-ହଷ୍ଟେଲ ନିର୍ମାଣରେ ୩୦୦ କୋଟି ଖର୍ଚ୍ଚ କରିବେ ତିରୁପତି ବାଲାଜୀ ମନ୍ଦିର ପ୍ରଶାସନ…
ହାଇଦ୍ରାବାଦ,୮।୮ : ତିରୁମାଲା ତିରୁପତି ଦେବସ୍ଥାନମ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ 300 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଦାୟୀ ଟ୍ରଷ୍ଟ ବୋର୍ଡର ଚେୟାରମ୍ୟାନ ଓ୍ବାଇ ଭି ସୁବା ରେଡ୍ଡୀ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ବୋର୍ଡର ଶେଷ…
ଆଞ୍ଚଳିକ ପରିବହନ ବିଭାଗର ଯାଞ୍ଚ: ୨୫ଟି ମାମଲାରେ ୧ ଲକ୍ଷ ୪୮ ହଜାର ଜରିମାନା ଆଦାୟ, ୩ ମଦ୍ୟପ ଚାଳକଙ୍କ ଲାଇସେନ୍ସ ରଦ୍ଦ
ଦାରିଙ୍ଗବାଡି, ୮।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡରେ ମଙ୍ଗଳବାର କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ବ୍ଲକିଂ କରାଯାଇ ଗାଡିମୋଟର ଯାଞ୍ଚ କରାଯାଇଛି। ଯାଞ୍ଚରେ ବିନା ଗାଡି କାଗଜପତ୍ର, ହେଲମେଟ, ନିଶାସକ୍ତ ଅବସ୍ଥାରେ ଗାଡି…
ମିଳିଲା ନିଖୋଜ କାଉଡିଆଙ୍କ ଶବ
ଖଇରା,୮।୮(ଉତ୍କଳବନ୍ଧୁ ପଣ୍ଡା) ବାଲେଶ୍ୱର ଜିଲା ସାନଜୟୀପୁର ଗ୍ରାମର ଶୈବପୀଠରେ ଜଳାଲାଗି କରିବାକୁ ସାଳନ୍ଦୀକୁ ପାଣି ଆଣିବାକୁ ଯାଇ ୨କାଉଡିଆ ନିଖୋଜ ହୋଇଯାଇଥିଲେ। ତେବେ ମଙ୍ଗଳବାର ସକାଳେ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ା ନିଖୋଜର ୨୨ ଘଣ୍ଟା ପରେ ମୃତଦେହ ଠାବ…
Archives


