Home Left

ଦ୍ୱିତୀୟ ରାଉଣ୍ଡରେ ଅଲକାରାଜ, ରିବାକିନା

ଓ୍ବିମ୍ବେଲଡନ୍‌, ୫ା୭ (ପି.ଟି.): ସର୍ବପୁରାତନ ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍‌ର ଦ୍ୱିତୀୟ ଦିନରେ ବର୍ଷା କାରଣରୁ ଏକାଧିକ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି। ତେବେ ପୁରୁଷ ଟପ୍‌ ସିଡ୍‌ ଖେଳାଳି କାର୍ଲୋସ୍‌ ଅଲକାରାଜ ଗାର୍ଫିଆ, ଜାନିକ୍‌ ସିନ୍ନର ଓ ମହିଳା ସିଙ୍ଗଲ୍ସରେ ଡିଫେଣ୍ଡିଂ ଚାମ୍ପିୟନ…

ଭାରତ ଚାମ୍ପିୟନ

ବେଙ୍ଗାଲୁରୁ,୫।୭: ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ୧୪ତମ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଭାରତ ପେନାଲ୍ଟି ଶୁଟ୍‌ ଆଉଟ ୫-୪ ଗୋଲରେ କୁଏଟ୍‌କୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୧-୧ ଗୋଲରେ ବରାବର ରହିଥିଲା।…

ରାଉରକେଲା, ଭଦ୍ରକ ବିଜୟୀ

ଭୁବନେଶ୍ୱର, ୫।୭(ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ (ଫେଜ୍‌-୨)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଉରକେଲା ଓ ଭଦ୍ରକ ଦଳ ବିଜୟ ହାସଲ କରିଛି। କଟକର ରେଭେନ୍ସା ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ମ୍ୟାଚରେ ରାଉରକେଲା…

ଜିମ୍ବାଓ୍ବେକୁ ଏଲିମିନେଟ୍‌ କଲା ସ୍କଟଲାଣ୍ଡ

ବୁଲାଓ୍ବାୟୋ, ୫।୭: ୨୦୧୮ ପରି ଏଥର ମଧ୍ୟ ଜିମ୍ବାଓ୍ବେର ଦିନିକିଆ କ୍ରିକେଟ ବିଶ୍ୱକପ ଖେଳିବା ଆଶା ଧୂଳିସାତ ହୋଇଛି। ଦୁଇଟି ଯାକ ବିଶ୍ୱକପ କ୍ୱାଲିଫାୟର୍ସରେ ଦଳ ସମାନ ଦଶା ଭୋଗିଛି। ୨୦୧୮ରେ ଶେଷ ୨ଟି ମ୍ୟାଚରୁ ଦଳ ଯୋଗ୍ୟତା ଅର୍ଜନ ପାଇଁ…

ଚର୍ଚ୍ଚାରେ କୁମ୍ବଲୀ, କଙ୍ଗୋର ବନ୍ଧୁତା

ୱାଶିଂଟନ: ଜଙ୍ଗଲୀ ପ୍ରାଣୀ ବହୁତ ବିପଦପୂର୍ଣ୍ଣ ହୋଇଥାନ୍ତି। ସେମାନେ ଅନ୍ୟ ପ୍ରାଣୀଙ୍କୁ ତାଙ୍କ ଶିକାର ବନେଇଥାନ୍ତି। ହେଲେ ନିକଟରେ ଜଙ୍ଗଲୀ ଚିତା ଏବଂ ଏକ କୁକୁର ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଛି। ଚିତା କୁମ୍ବଲୀ ଏବଂ କୁକୁର କଙ୍ଗୋଙ୍କ ବନ୍ଧୁତା ଚର୍ଚ୍ଚାକୁ…

ଅକ୍ଷମତା ସତ୍ତ୍ୱେ ଅନ୍‌ଲାଇନ ଗେମ୍‌ରୁ ଲକ୍ଷାଧିକ ରୋଜଗାର

ଲଣ୍ଡନ: ବର୍ତ୍ତମାନ ହେଉଛି ଡିଜିଟାଲ ଯୁଗ। ଅନେକ ଲୋକ ସୋସିଆଲ ମିଡିଆ ଜରିଆରେ ଟଙ୍କା ରୋଜଗାର କଲେଣି। ନିକଟରେ ଜଣେ ୧୭ ବର୍ଷୀୟ ଯୁବକ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି। ସେ ଅନ୍‌ଲାଇନ ଭିଡିଓ ଗେମ୍‌ ଖେଳି ଲକ୍ଷପତି ହୋଇଥିବା…

ପ୍ରଥମ ଥର ପାଇଁ ଭୋଗ୍‌ରେ ରେଖା

ମୁମ୍ବାଇ: ଆମେରିକାର ମାସିକ ଫ୍ୟାଶନ ଏବଂ ଜୀବନଶୈଳୀ ପତ୍ରିକା ଭୋଗ୍‌ରେ ଆଗରୁ ଅନେକ ଅଭିନେତ୍ରୀ, ଅଭିନେତାଙ୍କୁ ଦେଖିବାକୁ ମିଳିଛି। ତେବେ ନିକଟରେ ଭେଟେରାନ ଅଭିନେତ୍ରୀ ରେଖା ପ୍ରଥମଥର ପାଇଁ ଭୋଗ୍‌ର କଭରପେଜ୍‌ରେ ସ୍ଥାନ ପାଇଛନ୍ତି। ସେଥିରେ ତାଙ୍କୁ ରାଣୀ ବେଶରେ ଦେଖିବାକୁ…

ବଲାଙ୍ଗୀର ଅରୁନ୍ଧତୀ ଜୁଏଲର୍ସର ୨୩ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୫।୭: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସର ବଲାଙ୍ଗୀର ଫ୍ଲାଗ୍‌ଶିପ୍‌ ଶୋ’ରୁମ୍‌ର ୨୩ତମ ବାର୍ଷିକ ଉସତ୍ବ ନିକଟରେ ପାଳିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅରୁନ୍ଧତୀର ୨୩ ତମ ବାର୍ଷିକ ଉତ୍ସବକୁ ଚିରସ୍ମରଣୀୟ କରିବା ପାଇଁ ଆକର୍ଷଣୀୟ ଅଫର ସମ୍ପର୍କରେ ମଧ୍ୟ ଘୋଷଣା…

ବନ୍ଧନ ଏଫ୍‌ସି ଫଣ୍ଡ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୭: ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଓପନ-ଏଣ୍ଡେଡ୍‌ ଇକ୍ୱିଟି ସ୍କିମ୍‌ ବନ୍ଧନ ଫାଇନାନ୍ସିଆଲ ସର୍ଭିସେସ୍‌ (ଏଫ୍‌ସି) ଫଣ୍ଡ୍‌ର ଶୁଭାରମ୍ଭ କରାଯାଇଛି। ଏହି ନୂଆ ଫଣ୍ଡ୍‌ ଅଫର୍‌ ୨୦୨୩ ଜୁଲାଇ ୨୪ରେ ବନ୍ଦ ହେବ। ବନ୍ଧନ ଫାଇନାନ୍ସିଆଲ ସର୍ଭିସେସ୍‌ ଫଣ୍ଡ୍‌ରେ ଲାଇସେନ୍ସପ୍ରାପ୍ତ…

କିଆ ଇଣ୍ଡିଆର ଦି ନ୍ୟୁ ସେଲ୍‌ଟସ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୫।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମିଡ୍‌ ସାଇଜ ଏସ୍‌ୟୁଭି ‘ଦି ନ୍ୟୁ କିଆ ସେଲ୍‌ଟସ୍‌’ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଦି ନ୍ୟୁ କିଆ ସେଲ୍‌ଟସ୍‌ରେ ଅନେକ ଅତ୍ୟାଧୁନିକ…

ମ୍ୟାଙ୍ଗୋ ମାର୍କେଟରେ ମଣ୍ଡି ବ୍ରାଣ୍ଡିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର,୫।୭: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ମଣ୍ଡି ବ୍ରାଣ୍ଡିଂ କାର୍ଯ୍ୟକ୍ରମ ମ୍ୟାଙ୍ଗୋ ମାର୍କେଟରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ କ୍ୟୁଆର୍‌ କୋଡ୍‌ ପ୍ରଦାନ ସହ ନୂତନ ଗ୍ରାହକମାନଙ୍କୁ ବ୍ୟାଙ୍କର ଉପତ୍ାଦଗୁଡିକ ବିଷୟରେ…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୫।୭ (ଅଭୟ ଦାଶ): କ୍ରମାଗତ ୪ର୍ଥ ଦିନ ଲାଗି ଭାରତୀୟ ଶେୟାର ବଜାରରେ ଉତ୍ସାହ ଜାରି ରହିଛି। ଏପରିକି ଘରୋଇ ପୁଞ୍ଜିବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୨୭୪ ପଏଣ୍ଟ ବଢ଼ି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri