Posted inଖେଳ

ଟାଇଟଲ ଟକ୍କର

ଦିନିକିଆ କ୍ରିକେଟ ବିଶ୍ୱକପର ନିର୍ଣ୍ଣାୟକ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ। ୧ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ଅପେକ୍ଷାରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ। ଘରୋଇ ପରିବେଶ ଏବଂ ଦର୍ଶକଙ୍କ କୋଳାହଳ ମଧ୍ୟରେ ପଡ଼ିଆକୁ ଓହ୍ଲାଇବ ‘ମେନ୍‌ ଇନ୍‌ ବ୍ଲୁ’। ସମ୍ମୁଖରେ ଟକ୍କର ଦେବାକୁ ଅଷ୍ଟ୍ରେଲିଆ ପ୍ରସ୍ତୁତ। ପେସାଦାର ଖେଳପାଇଁ ଖ୍ୟାତ ଅଷ୍ଟ୍ରେଲିଆ ଦଳ ଲିଗ୍‌ ପର୍ଯ୍ୟାୟରେ ଭାରତ ନିକଟରୁ ପରାସ୍ତ ହୋଇଥିଲା। ତେଣୁ ପ୍ରତିଶୋଧ ମନୋଭାବ ମନରେ ରହିବା ସ୍ବାଭାବିକ। ଟୁର୍ନାମେଣ୍ଟରେ ଭାରତ ଏପର୍ଯନ୍ତ ୧୦ ମ୍ୟାଚରେ ଅପରାଜେୟ ରହିଛି। ମାତ୍ର ଗୋଟିଏ ଭୁଲ୍‌ ଦଳର ସ୍ବପ୍ନକୁ ଚୂର୍‌ମାର କରିପାରେ। ତେଣୁ ଏଥିପ୍ରତି ସତର୍କ ରହିବ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ। ଅନ୍ୟପକ୍ଷରେ ୨ଟି ପରାଜୟ ପରେ ଆଉ ପଛକୁ ଫେରି ଚାହିଁନାହିଁ ଅଷ୍ଟ୍ରେଲିଆ। ଉତ୍ସାହୀ ପ୍ରଦର୍ଶନ କରି କ୍ରମାଗତ ୮ ବିଜୟ ହାସଲ କରିଛି ପ୍ୟାଟ୍‌ କୁମିନ୍ସଙ୍କ ଦଳ। ତେଣୁ ଟାଇଟଲ ପାଇଁ ହେବ ମହା ଟକ୍କର। ଏଥିରେ ଯେଉଁ ଦଳ ଉତ୍ତୀର୍ଣ୍ଣ ହେବ ସେ ପିନ୍ଧିବ ବିଜୟ ମୁକୁଟ।

ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ(ଉଇକେଟ କିପର),ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଯଶପ୍ରୀତ୍‌ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୂଳ ଠାକୁର, ଇଶାନ କିଶନ(ଉଇକେଟ କିପର), ପ୍ରସିଦ୍ଧ କ୍ରିଷ୍ଣା।
ଅଷ୍ଟ୍ରେଲିଆ ଦଳ
ପ୍ୟାଟ କୁମିନ୍ସ(ଅଧିନାୟକ), ଜୋଶ ଇଂଲିଶ(ଉଇକେଟ କିପର), ଟ୍ରାଭିସ୍‌ ହେଡ୍‌, ଡେଭିଡ୍‌ ଓ୍ବାର୍ନର, ମିଚେଲ ମାର୍ଶ, ଷ୍ଟିଭ୍‌ ସ୍ମିଥ୍‌, ମାର୍ନସ ଲାବୁଶେନ୍‌, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ମିଚେଲ୍‌ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହାଜେଲଉଡ୍‌, ସନ୍‌ ଆବୋଟ୍‌, ମାର୍କୁସ୍‌ ଷ୍ଟୋଇନିସ୍‌, ଆଲେକ୍ସ କାରେ (ଉଇକେଟ କିପର), ଆଡାମ ଜାମ୍ପା।

 

ପରିସଂଖ୍ୟାନ (ସେମିଫାଇନାଲ ଶେଷସୁଦ୍ଧା)
ସର୍ବାଧିକ ରନ୍‌
ରନ ଖେଳାଳି ଇନିଂସ ସର୍ବାଧିକ ଆଭରେଜ ଶତକ ଅର୍ଦ୍ଧଶତକ
୭୧୧ ବିରାଟ କୋହଲି ୧୦ ୧୧୭ ୧୦୧.୫୭ ୩ ୫
୫୯୪ କ୍ୱିଣ୍ଟନ ଡି’କକ୍‌ ୧୦ ୧୭୪ ୫୯.୪୦ ୪ ୦
୫୭୮ ରାଚିନ ରବୀନ୍ଦ୍ର ୧୦ ୧୨୩* ୬୪.୨୨ ୩ ୨
୫୫୨ ଡାରିଲ ମିଚେଲ ୧୦ ୧୩୪ ୬୯.୦୦ ୨ ୨
୫୫୦ ରୋହିତ ଶର୍ମା ୧୦ ୧୩୧ ୫୫.୦୦ ୧ ୩

ସର୍ବାଧିକ ଉଇକେଟ
ଉଇକେଟ ଖେଳାଳି ଇନିଂସ ଆଭରେଜ ଇକୋନୋମି ଶ୍ରେଷ୍ଠ ୫ ଉଇକେଟ
୨୩ ମହମ୍ମଦ ଶାମି ୬ ୯.୧୩ ୫.୦୧ ୭/୫୭ ୩
୨୨ ଆଡାମ ଜାମ୍ପା ୧୦ ୨୧.୪୦ ୫.୪୭ ୪/୮ ୦
୨୧ ଦିଲସାନ ମଦୁଶଙ୍କା ୯ ୨୫.୦୦ ୬.୭୦ ୫/୮୦ ୧
୨୦ ଗେରାଲ୍ଡ କୋଜି ୮ ୧୯.୮୦ ୬.୨୩ ୪/୪୪ ୦
୧୮ ଯଶପ୍ରୀତ୍‌ ବୁମ୍‌ରା ୧୦ ୧୮.୩୩ ୩.୯୮ ୪.୩୯ ୦
୧୮ ଶାହିନ ଆଫ୍ରିଦୀ ୯ ୨୬.୭୨ ୫.୯୩ ୫/୫୪ ୧


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri