Home Left

ଅଭିନୟରୁ ଅଦାଙ୍କ ବିରତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମା ତାଙ୍କ ସୌନ୍ଦର୍ଯ୍ୟ ସହ ଅଭିନୟ ପାଇଁ ମଧ୍ୟ ଜଣାଶୁଣା। ତେବେ ସିନେମା ‘ଦି କେରଲ ଷ୍ଟୋରି’ ମୁକ୍ତିଲାଭ ପରେ ଅଭିନେତ୍ରୀଙ୍କ ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା।…

ବାସହୀନଙ୍କୁ ସାହାଯ୍ୟ ପାଇଁ ବର୍ଷେ ହେଲାଣି ଟେଣ୍ଟରେ

ଇଂଲଣ୍ଡ: ବର୍ତ୍ତମାନ ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ଖୁବ୍‌ କମ୍‌ ଲୋକଙ୍କୁ ଦେଖିବାକୁ ମିଳିବ। ତେବେ ନିକଟରେ ଜଣେ ୧୩ ବର୍ଷୀୟା ବାଳିକା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜେ ଖରା, ବର୍ଷା, ଶୀତରେ ଘର ବାହାରେ ଟେଣ୍ଟକରି ରହୁଥିବା ଜଣାପଡ଼ିଛି।…

ଜନ୍ମରୁ ଦିବ୍ୟାଙ୍ଗ ଅଶ୍ରୁମୋଚନ, ନିଟ୍‌ରେ ସଫଳ

ଢେଙ୍କାନାଳ ଅଫିସ,୬ା୮(ରତନ ନାୟାର)ଜନ୍ମରୁ ଦିବ୍ୟାଙ୍ଗ। ବଙ୍କା ହୋଇଯାଇଛି ଦୁଇ ହାତ। ଗୋଡ଼ରେ ବି ସମାନ ସମସ୍ୟା। ସ୍ବାଭାବିକ ଜୀବନ ଜିଇବା କାଠିକର ପାଠ। ହେଲେ ଦୃଢ଼ ମନୋବଳ ଆଗରେ ହାରିଯାଇଛି ଭିନ୍ନକ୍ଷମତା। ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୩,୭୦୦ ର଼୍ୟାଙ୍କ୍‌ ରଖି…

ସିଦ୍ଧେଶ୍ୱରୀଙ୍କ ମୂର୍ତ୍ତିକୁ ହାଣିଦେଲେ

ଝୁମ୍ପୁରୀ,୬ା୮(ସରୋଜ ନାୟକ): ଯାଜପୁର ଜିଲା ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ସିଦ୍ଧେଶ୍ୱର ଗ୍ରାମର ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ପୂଜା ପାଉଥିବା ସିଦ୍ଧେଶ୍ୱରୀ ଠାକୁରାଣୀଙ୍କ ମୂର୍ତ୍ତିକୁ ହଣାଯାଇଛି। ସେହି ଅଞ୍ଚଳର ଧୀରେନ୍‌ ଜେନା ଶୁକ୍ରବାର ରାତି ୮ଟାରେ ଏକ ଟାଙ୍ଗିଆ ସାହାଯ୍ୟରେ…

ନୁହରେ ଇଣ୍ଟରନେଟ-ଏସଏମଏସ ସେବା ଉପରେ ପ୍ରତିବନ୍ଧକ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି

ଚଣ୍ଡିଗଡ,୬।୮: ନୁହ ହିଂସା ପରେ ଶାନ୍ତି ଫେରିଛି। କର୍ଫ୍ୟୁ ଏବେ ମଧ୍ୟ ସେଠାରେ ଅଛି। ଏଥିସହ ସରକାର ମୋବାଇଲ ଇଣ୍ଟରନେଟ ସେବା, ବଲ୍କ ଏସଏମଏସ ଏବଂ ସମସ୍ତ ଡଙ୍ଗଲ ସେବା ଇତ୍ୟାଦି ଉପରେ ପ୍ରତିବନ୍ଧକକୁ ୮ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି…

ଅସମୟରେ ଆବାସ କାର୍ଯ୍ୟାଦେଶ ପ୍ରଦାନ

ରସୁଲପୁର,୬ା୮(ରଞ୍ଜିତ ରାଉତ):ରସୁଲପୁର ବ୍ଲକରେ ଜୁନ୍‌ ୨୦୨୩ ଶେଷ ସପ୍ତାହଠାରୁ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଓ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଆସୁଛି। ମାତ୍ର ହିତାଧିକାରୀଙ୍କୁ ଅସମୟରେ ଏହି କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ହେଉଛି।…

ଛତୁଆ ପ୍ରସ୍ତୁତ ହୋଇନି, ବଣ୍ଟନ ଦର୍ଶାଯାଉଛି

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ)ଗହମ ଅଭାବରୁ ସୁବର୍ଣ୍ଣପୁର ଜିଲାର ୬ଟି ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପରେ ଛତୁଆ ପ୍ରସ୍ତୁତ ହୋଇ ପାରି ନ ଥିଲା। ଜିଲାର ଡୁଙ୍ଗୁରିପାଲି, ତରଭା ବ୍ଲକରେ ମେ ମାସରେ କେତେଜଣ ହିତାଧିକାରୀଙ୍କୁ ଛତୁଆ ବଣ୍ଟନ ହୋଇଥିବା ବେଳେ ଜୁନ,…

୨ଲକ୍ଷ ଟଙ୍କାରେ ଶିଶୁ ବିକ୍ରି: ଶିଶୁର ବାପା, ମଧ୍ୟସ୍ଥଙ୍କ ସମେତ ୩ଗିରଫ

ଟିଟିଲାଗଡ, ୬ା୮(ଶରତ ମିଶ୍ର)ଟିଟିଲାଗଡ ସହରର ଜନୈକ ଦମ୍ପତି ନିଜ ଚତୁର୍ଥ ପୁତ୍ର ସନ୍ତାନକୁ ବିକି କରି ଦେଇଥିବା ଜଣାପଡିବା ନେଇ ଆଲୋଚନାର ବିଷୟ ହୋଇଛି। ଖବର ପାଇବା ପରେ ଟିଟିଲାଗଡ଼ ଥାନା ପୋଲିସ ଏକ ମାମଲା(୨୨୪/୨୩) ରୁଜୁ କରି ତନାଘନା ଚଳାଇଛି।…

ଓଏମ୍‌ସିର ସମ୍ପୂର୍ଣ୍ଣ ପରିମଳ ଅଭିଯାନ

ଭୁବନେଶ୍ୱର,୬।୮ (ଅଭୟ ଦାଶ): ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ନିକଟରେ ଏକ ଅଭିନବ ଅଭିଯାନ ‘ସମ୍ପୂର୍ଣ୍ଣ ପରିମଳ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଓଏମ୍‌ସି ଅଧୀନରେ ଥିବା ଖଣି ଅଞ୍ଚଳବର୍ତ୍ତୀ ଗାଁଗୁଡ଼ିକରେ ପରିଷ୍କାର, ପରିଚ୍ଛନ୍ନତା ସାଙ୍ଗକୁ ଲୋକଙ୍କ ମଧ୍ୟରେ ସ୍ବଚ୍ଛତାକୁ…

ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିଶୋଧର ରାଜନୀତି କରିଛନ୍ତି ମୋଦି ସରକାର: ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ,୬।୮: ମୋଦି ସରନେମ୍‌ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ସମଗ୍ର ବିରୋଧୀଙ୍କ ମଧ୍ୟରେ ଖୁସିର ମାହୋଲ ରହିଛି। ଟିଏମସି ଏମ୍‌ପି ଶତ୍ରୁଘ୍ନ ସିହ୍ନା ଏହାକୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବିଜୟ…

କ୍ରେଡାଇ ଓଡ଼ିଶାର ଇଜିଏମ୍‌

ଭୁବନେଶ୍ୱର,୬।୮: ‘କ୍ରେଡାଇ ଓଡ଼ିଶା’ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ (ଇଜିଏମ୍‌) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିନିୟମ ସହ ନୂଆ ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩ ନିୟମାବଳୀ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅପରପକ୍ଷରେ…

ବାରଝୁଲା ପ୍ରାଥମିକ ସ୍କୁଲରେ ତଳେ ବସି ପାଠ ପଢୁଛନ୍ତି ଛାତ୍ରୀଛାତ୍ର

ଅମରପାଲି,୬ା୮(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ବାରଝୁଲା ପ୍ରାଥମିକ ବିଦ୍ୟାଳୟରେ ନିକଟରେ ବନ୍ୟାପାଣି ପଶି ବିଦ୍ୟାଳୟର ଜରୁରୀ କାଗଜପତ୍ର ସହ ମଧ୍ୟାନ୍ନ ଭୋଜନ ପାଇଁ ଗଛିତ ଥିବା ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ବନ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri