Home Left

ମହାନଦୀରେ ଭାସି ଯାଉଥିବା ବେଳେ ଜଣେ ମହିଳାଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ, ୫ କିମି ପର୍ଯ୍ୟନ୍ତ ଜୀବନ ସହ ସଂଘର୍ଷ

ପାରାଦୀପ,୮।୮(ଶରତ ରାଉତ): ପାରାଦୀପର ନେହେରୁ ବଙ୍ଗଳା ମାଛଧରା ବନ୍ଦର ପୋତାଶ୍ରୟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି। ମହିଳା ଜଣକ ଲକଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମର ଆରତୀ ଦାସ (୫୮)ବୋଲି ଜଣାପଡିଛି। ସମ୍ପୃକ୍ତ ମହିଳା ଭୂତମୁଣ୍ଡାଇ ମହାନଦୀ ପୋଲ…

ରାଘବ ଚଢାଙ୍କୁ ବଞ୍ଚାଇ ଦେଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୮।୮: ଲୋକ ସଭା ଓ ରାଜ୍ୟ ସଭାରେ ଦିଲ୍ଲୀ ସେବା ବିଲ ପାସ ହେବା ପରେ ଆମ ଆଦମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମପି ସଞ୍ଜୟ ସିଂ କହିଛନ୍ତି ଯେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ରାଗିଛନ୍ତି। ଅଧିକାର କମିଟିରେ…

ଆଲିଆଙ୍କ ପ୍ରେଗ୍ନେସି ଖବର ଶୁଣି ଚମକି ପଡିଥିଲେ ଗାଡୋଟ

ମୁମ୍ବାଇ: ନିକଟରେ ଆଲିଆ ଭଟ୍ଟ ପ୍ରକାଶ କରିଛନ୍ତି ଯେ ତାଙ୍କ କୋ-ଆକ୍ଟ୍ରେସ ଗାଲ ଗାଡୋଟ ତାଙ୍କ ପ୍ରେଗ୍ନେସିକୁ ସେମାନଙ୍କ ଆଗାମୀ ଗୁପ୍ତଚର ଥ୍ରୀଲର ହାର୍ଟ ଅଫ ଷ୍ଟୋନ ପାଇଁ ଏକ ବଡ଼ ଭାଗ୍ୟ ବୋଲି କହିଛନ୍ତି। ନିକଟରେ ରିଲିଜ ହୋଇଥିବା ମୁଭି…

ବୌଦ୍ଧ ମହାନଦୀରେ କୁମ୍ଭୀର

ବୌଦ୍ଧ,୮ା୮(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ଲଗାଣ ବର୍ଷା ହେବା ଫଳରେ ଗତ ୨ ତାରିଖରେ ଜିଲାରେ ବନ୍ୟା ପରିସ୍ଥିତ ଉପୁଜିଥିଲା । ବର୍ଷା ଯୋଗୁ ଜିଲାର ହରଭଙ୍ଗା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି  । ଫସଲ ଉଜୁଡିଯିବା ସହ ବହୁ…

ରାଜ୍ୟ ସଭାରୁ ନିଲମ୍ବିତ ହେଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୮।୮: ଟିଏମ୍‌ସି ଏମ୍‌ପି ଡେରେକ ଓ ବ୍ରାୟନଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ ହୋଇଛନ୍ତି। ଦିଲ୍ଲୀ ସେବା ବିଲ ସମୟରେ ଦୁର୍ବ୍ୟବହାର କରିବା ଯୋଗୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ମିଳିଲା୨ ନିଖୋଜ କାଉଡିଆଙ୍କ ମୃତଦେହ

ଖଇରା,୮।୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ସାନଜୟୀପୁର ଗ୍ରାମର ଶୈବପୀଠରେ ଜଳାଲାଗି କରିବାକୁ ସାଳନ୍ଦୀକୁ ପାଣି ଆଣିବାକୁ ଯାଇ ନିଖୋଜ ଥିବା ୨ କାଉଡିଆଙ୍କ ମୃତଦେହ ମଙ୍ଗଳବାର ସକାଳେ ଉଦ୍ଧାର ହୋଇଛି ା ନିଖୋଜର ୨୨ ଘଣ୍ଟା ପରେ ପ୍ରାଣ ହରାଇଥିବା ସାନଜୟୀପୁର…

ବାମରାରେ ଲେଡ଼ାପୋକ ପ୍ରାଦୁର୍ଭାବ

କୁଚିଣ୍ଡା,୮ା୮(ବିରଞ୍ଚତ୍ ଦର୍କା): ଚଳିତବର୍ଷ ଚାଷ ପାଇଁ ପାଗ ଅନୁକୂଳ ଥିବାବେଳେ ଲଗାଣ ବର୍ଷା ହେତୁ ଧାନ ଫସଲରେ ଲେଡ଼ାପୋକର ପ୍ରାଦୁର୍ଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ବାମରା ବ୍ଲକର ୬ ପଞ୍ଚାୟତର ମୋଟ ୨୨ ଗାଁ ଏଥିରେ ପ୍ରଭାବିତ ହୋଇଥିବା ବ୍ଲକ କୃଷି…

ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶେର୍ଲିନ ଚୋପ୍ରା ତାଙ୍କ ବୟାନକୁ ନେଇ ଅନେକ ସମୟରେ ହେଡଲାଇନରେ ରହିଛନ୍ତି। ସେ ସବୁ ପ୍ରସଙ୍ଗ ଉପରେ ନିଜର ମତାମତ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଜିକାଲି ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଛନ୍ତି।…

ଆନ୍ଧ୍ର ସାଲୁର ଘାଟି ଜାମ: ଦୁଇ ପାର୍ଶ୍ୱରେ ଅଟକି ରହିଛି ଅନେକ ଗାଡ଼ି  

ପଟ୍ଟାଙ୍ଗି,୮।୮(ଶରତ ଧଳ): କୋରାପୁଟ ଜିଲା  ପଟ୍ଟାଙ୍ଗି ବ୍ଲକ ଦେଇ ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଜାମ୍‌  ହୋଇଛି। ପଡୋଶୀ ରାଜ୍ୟ ଆନ୍ଧ୍ରର ସାଲୁର ଘାଟି ଜାମ ହୋଇ ଥିବାବେଳେ ଉକ୍ତ ରାସ୍ତା ଦେଇ ସମସ୍ତ ଗାଡ଼ି ଚଳାଚଳ ବନ୍ଦ…

ଶୁଖିଲା ଗଛ କହି ବନ ବିଭାଗ କାଟିଥିଲା ଶାଳଗଛ

ବଡ଼ଗାଁ,୮ା୮( ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ପକ୍ଷରୁ ମହାବୀର ପର୍ବତ ତଳି ଅଞ୍ଚଳରେ ଚାରା ରୋପଣ କରାଯାଉଛି। ଚାରା ରୋପଣ ହୋଇଥିବା ସ୍ଥାନରେ ବାଡ ଦେବାପାଇଁ ଫରେଷ୍ଟର କାର୍ଯ୍ୟ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଶୁଖିଲା ଗଛ କାଟିବାକୁ…

୧୩ ବର୍ଷ ପରେ ଗାଁକୁ ଫେରିଲେ ହଜିଲା ପୁଅ

ସିମୁଳିଆ,୮।୮(ସନ୍ତୋଷ ନାୟକ): ୧୩ବର୍ଷ ପରେ ଗାଁକୁ ଫେରିଛି ହଜିଲା ପୁଅ। ଆଖି ଆଗରେ ଚୁନା ହୋଇଯାଇଥିବା ସୁନା ସଂସାର ପୁଣି ଥରେ ହସି ଉଠିବ ବୋଲି ଖୁସିରେ ଆତ୍ମହରା ହୋଇ କହିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର କୁଟାରୀ ଅଞ୍ଚଳର ନିରଞ୍ଜନ…

ଅବସରପ୍ରାପ୍ତ ବିଚାରପତି ନୀଳକଣ୍ଠ ଗଞ୍ଜୁ ହତ୍ୟା ମାମଲାର ଯାଞ୍ଚ ପୁଣି ଆରମ୍ଭ

ନୂଆଦିଲ୍ଲୀ,୮।୮: ଜାମ୍ମୁ କାଶ୍ମୀରର ଅବସରପ୍ରାପ୍ତ ବିଚାରପତି ନୀଲକଣ୍ଠ ଗଞ୍ଜୁଙ୍କ ହତ୍ୟା ମାମଲାର ଫାଇଲ ଖୋଲାଯାଇଛି। ଜାମ୍ମୁ କାଶ୍ମୀରର ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସଆଇଏ) ୩୩ବର୍ଷ ପୁରୁଣା ମାମଲାର ପୁନଃ ଅନୁସନ୍ଧାନ ପାଇଁ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଛି। ଏହି ଘଟଣାରେ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri