Home Left

ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କଲେ କୋହଲି

ନୂଆଦିଲ୍ଲୀ,୧୮।୮: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ କୋହଲି ଏହି ଦିନିକିଆରେ ଡେବ୍ୟୁ କରିଥିଲେ। ପ୍ରଥମ କିଛି ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିବା ବିରାଟ ଧୀରେ ଧୀରେ…

ଅନୁଗୋଳ ଅତିରିକ୍ତ ଏସ୍‌ପିଙ୍କ ଅକାଳ ବିୟୋଗ

ଅନୁଗୋଳ,୧୮ା୮(ଅମିତ କୁମାର ସାମଲ): ଅନୁଗୋଳ ଜିଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ (୫୮)ଙ୍କ ଗୁରୁବାର ସକାଳେ ହୃଦ୍‌ଘାତରେ ଅକାଳ ବିୟୋଗ ଘଟିଛି। ବଜାରରୁ ଫେରି ଘରେ କିଛି କାମ କରୁଥିବା ବେଳେ ତାଙ୍କର ବାନ୍ତି ହୋଇଥିଲା। ଏହାପରେ ସେ…

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସହ ଜଡିତ ମେଲ ସମେତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗିଲେ ରିପବ୍ଲିକନ ସିନେଟର

ଓ୍ବାଶିଂଟନ,୧୮।୮: ଆମେରିକାର ରିପବ୍ଲିକାନ ସିନେଟର ନ୍ୟାସନାଲ ଅଭିଲେଖାଗାର ଏବଂ ରେକର୍ଡସ ଆଡମିନିଷ୍ଟ୍ରେସନ (ନାରା) କୁ ବାଇଡେନ ପରିବାରର ଦୁର୍ନୀତିରେ ସମ୍ପୃକ୍ତ ଥିବା ଘଟଣାର ତଦନ୍ତକୁ ଅଧିକ ପ୍ରକାଶିତ ରେକର୍ଡ ପ୍ରଦାନ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ, ସିନେଟର ଏପରି ଏକ ରେକର୍ଡ ଦାବି…

ରାସ୍ତାରେ ଜମୁଛି ପାଣି

କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୧୭ ନମ୍ବର ଓ୍ବାର୍ଡର ବଡ଼ହଳ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଡିଡି କଲେଜ ରୋଡ୍‌ ଓ ଷ୍ଟେଶନ ରୋଡର ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ରାସ୍ତା ହୋଇଥିବାରୁ ପ୍ରତିଦିନ ବହୁ ସଂଖ୍ୟାରେ ଲୋକେ…

ତୃତୀୟ ସ୍ବାମୀଙ୍କ ଠାରୁ ଅଲଗା ହେବେ ପପ ଷ୍ଟାର୍‌, ଛାଡପତ୍ର ପାଇଁ କୋର୍ଟରେ ପହଞ୍ଚିଲେ ସ୍ବାମୀ

ମୁମ୍ବାଇ: ପପ ଷ୍ଟାର୍‌ ବ୍ରିଟନି ସ୍ପାୟର୍ସଙ୍କ ବିବାହର ଦେଢ ବର୍ଷ ମଧ୍ୟରେ ଛାଡପତ୍ର ହେବାକୁ ଯାଉଛିି। ତାଙ୍କ ସ୍ବାମୀ ସାମ ଅସଗରୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏଥିସହ ସେ ତାଙ୍କ ପତ୍ନୀଙ୍କ ଉପରେ ମାରପିଟ୍‌ର ଅଭିଯୋଗ କରିଛନ୍ତି। ପ୍ରାୟ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୫ ଜୀବନ

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଖଣ୍ଡୱା ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପୁନାସା ନିକଟ ସନାଓ୍ବଡ ମାର୍ଗର ଦୈଲତପୁର…

ଦିନ ଦ୍ୱିପ୍ରହରରେ ଖବରଦାତାଙ୍କୁ ହତ୍ୟା

ଅରରିୟା,୧୮।୮: ଅରରିୟାର ରାନିଗଞ୍ଜରେ ଦୈନିକ ଜାଗରଣର ଖବରଦାତା ବିମଲ ଯାଦବଙ୍କୁ ହତ୍ୟା କରାଯାଇଛି। ଅପରାଧୀମାନେ ଘରର ଦ୍ୱାରରେ ଚଢି ମୁଖ୍ୟ ଫାଟକ ଖୋଲିଥିଲେ। ସାମ୍ବାଦିକ ଜଣଙ୍କ ଫାଟକକୁ ଆସିବା ମାତ୍ରେ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ହତ୍ୟା ପରେ ଏହି…

କିଙ୍ଗ୍‌ ଖାନଙ୍କ ଉପରେ ବଲିଉଡକୁ ବର୍ବାଦ କରିଥିବା ଅଭିଯୋଗ ଆଣିଲେ ଅଗ୍ନିହୋତ୍ରୀ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ନିଜ ବୟାନ ହେତୁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ସେ କୌଣସି ପ୍ରସଙ୍ଗରେ ନିଜର ମତାମତ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ସେ ଅନେକ ଥର ବଲିଉଡ ସେଲିବ୍ରେଟଙ୍କୁ ଟାର୍ଗେଟ କରିସାରିଛନ୍ତି। ଏଥର ଆଉ କେହି…

‘ଭାରତରେ ସମସ୍ତ ହିନ୍ଦୁ ଜନ୍ମ ହୋଇଛନ୍ତି’, ଗୁଲାମ ନବୀ ଆଜାଦଙ୍କ ଟିପ୍ପଣୀ ଉପରେ ଜାଣନ୍ତୁ କ’ଣ କହିଲେ ମୁଫତି

ଶ୍ରୀନଗର,୧୮।୮: ଡିପିଏପିର ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଭାରତରେ ଧର୍ମର ଇତିହାସ ବିଷୟରେ ମନ୍ତବ୍ୟ ଦେଇ ବିବାଦରେ ଅଛନ୍ତି। ନିକଟରେ ଏକ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ସମସ୍ତ ଭାରତୀୟ ମୁସଲମାନ ହିନ୍ଦୁ ଧର୍ମରୁ…

ଓଲଟିଲା ବସ୍‌: ୩୦ ଯାତ୍ରୀ ଆହତ

ଥିରୁଭାନନ୍ତପୁରମ୍‌,୧୮।୮: କେରଳର ଥ୍ରୀସୁର ଜିଲାର କନିମାଙ୍ଗଳମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍‌ ଓଲଟି ପଡ଼ିବାରୁ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କେରଳ ରାଜସ୍ବ ମନ୍ତ୍ରୀ କେ. ରାଜନ ଏହି ସୂଚନା ଦେଇଛନ୍ତି। ରାଜନ କହିଛନ୍ତି ଯେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭାରତୀୟ ମୂଳ ବିବେକ ରମାସ୍ବାମୀଙ୍କୁ ପ୍ରତିଜ୍ଞାକାରୀ ପ୍ରାର୍ଥୀ ବୋଲି କହିଲେ ମସ୍କ

ଓ୍ବାଶିଂଟନ୍‌,୧୮।୮: ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ମୂଳର ଅନେକ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ବିବେକ ରମାସ୍ବାମୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ବିବେକ ରମାସ୍ବାମୀ କ୍ରମାଗତ ଆମେରିକାର ଜନସାଧାରଣଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ଏବଂ…

ଖଣ୍ଡଗିରିରେ ଓକାୟା ଇଭିର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୮।୮ (ଅଭୟ ଦାଶ):ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହକିଲ (ଇଭି) ନିର୍ମାତା ଓକାୟା ଇଭିର ଅତ୍ୟାଧୁନିକ ତଥା ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌ ନିକଟରେ ଖଣ୍ଡଗିରି ଠାରେ ଉଦ୍‌ଘାଟିତ ହୋଇଯାଇଛି। ଓକାୟା ଇଭିର ସ୍ବୀକୃତିପ୍ରାପ୍ତ ଡିଲର ଏ ଆଣ୍ଡ ଟି ଅଟୋମୋବାଇଲ୍ସ ଆନୁକୂଲ୍ୟାରେ ଉକ୍ତ ଆଉଟ୍‌ଲେଟ୍‌ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri