ପ୍ରଦୂଷଣ ମୃତ୍ୟୁରେ ଚାଇନା ପରେ ଏବେ ଦ୍ୱିତୀୟ ସ୍ଥାନରେ ଭାରତ
ନୂଆଦିଲ୍ଲୀ,୧।୧୨: ବିଭିନ୍ନ ଉତ୍ସରୁ ହେଉଥିବା ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ପ୍ରତିବର୍ଷ ୨୧.୮ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ପ୍ରଦୂଷଣ ମୃତ୍ୟୁରେ ଚାଇନା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବିଏମ୍ଜିରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି। ଶିଳ୍ପ, ବିଦ୍ୟୁତ୍ ଉତ୍ପାଦନ…
ବେଳାଭୂମିରେ ଶୀତତାପ ନିୟନ୍ତ୍ରିତ ରେଷ୍ଟୁରାଣ୍ଟ: ୭ରୁ ୧୦ ହଜାର ଟଙ୍କାରେ ବୁକ୍ ହେଉଛି ରୁମ୍
ଚିକିଟି,୧ା୧୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ସୁନାପୁର ବେଳାଭୂମିରେ ଚଳିତ ବର୍ଷର ଇକୋ ରିଟ୍ରିଟ ଆରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବେଳାଭୂମିରେ ଏକ…
ଟସ୍ ଜିତିଲା ଅଷ୍ଟ୍ରେଲିଆ: ବ୍ୟାଟିଂ କରିବ ଭାରତ
ରାୟପୁର,୧ା୧୨: ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଶୁକ୍ରବାର ରାୟପୁରରେ ଖେଳାଯାଉଥିବା ଚତୁର୍ଥ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲି ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଟିମ୍ ଇଣ୍ଡିଆ ବ୍ୟାଟିଂ କରିବ। ଅନ୍ୟପକ୍ଷେ ଏହି ମ୍ୟାଚ୍ ଜିତି ଭାରତ ସିରିଜ୍…
ମାନସିକ ଶାନ୍ତି ପାଇଁ କ୍ରିକେଟରୁ ନେଇଥିଲି ରିଟାୟାରମେଣ୍ଟ, ଏବେ ପୁଣି ଫେରିବି…
ଇସଲାମବାଦ,୧।୧୨ ପାକିସ୍ତାନ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଇମାଦ ଓ୍ବାସିମ ଗତ ମାସରେ କ୍ରିକେଟରୁ ସନ୍ୟାସ ନେଇଥିଲେ। ଇମାଦ ପାକିସ୍ତାନ ପାଇଁ ୫୫ ଓ୍ବାନ ଡେ ଓ ୬୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ପାକିସ୍ତାନ କ୍ରିକେଟ ଟିମ ପାଇଁ ଏକ…
ବିଜୁ ପକ୍କା ଘରେ ଚାଲିଛି ସରକାରୀ ମଦ ଦୋକାନ: ବନ୍ଦ ଦାବିରେ…
ହାଟଡିହୀ,୧।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ, ଆମ୍ବଗଡ଼ିଆ, ବାରିଙ୍ଗା ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଶୁକ୍ରବାର ସ୍ଥାନୀୟ ମଦ ଦୋକାନକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି l ଶତାଧିକ ମହିଳା ମଦ ଦୋକାନ ସ୍ଥାନାନ୍ତର ଦାବି…
ବିଲେଇଙ୍କ ମଧ୍ୟରେ ଫଶି ଯାଇଥିଲେ ପକ୍ଷୀ: ଆଖି ପିଛୁଳାକେ ବଞ୍ଚାଇଲେ ଜୀବନ, ଭିଡିଓ ଦେଖିଲେ..
ପକ୍ଷୀମାନେ ବିପଦ ଆସିଲେ ସତର୍କ ହୋଇଯାନ୍ତି। ଏହାକୁ ଅଧିକ ସାହାସର ସହିତ ସାମ୍ନା କରନ୍ତି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ପକ୍ଷୀକୁ ୩ଟି ବିଲେଇ ମଧ୍ୟରେ ଦେଖିବାକୁ ମିଳୁଛି। ଅନ୍ୟପକ୍ଷେ ବିଲେଇମାନେ ଚତୁର ହୋଇଥାନ୍ତି।…
ଇରଫାନଙ୍କ ସହ ବ୍ରେକଅପ ପରେ ମୁଁ ଅସୁସ୍ଥ ହୋଇଗଲି, ଶାମିଙ୍କୁ କରିସାରିଛନ୍ତି ପ୍ରପୋଜ
ନୂଆଦିଲ୍ଲୀ,୧।୧୨: ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଇରଫାନ ପଠାନଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ଅଭିନେତ୍ରୀ ଏକ ଟୁଇଟରେ କହିଛନ୍ତି ଯେ ଇରଫାନ ପଠାନଙ୍କ ସହ ବ୍ରେକଅପ ପରେ ସେ ଅସୁସ୍ଥ ହୋଇପଡିଛନ୍ତି।…
ଛୁଟି କାଟୁଛନ୍ତି ଦୀପିକା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଖୁବ ଚର୍ଚ୍ଚାରେ। ଗୁରୁବାର ତାଙ୍କୁ ସ୍ପଟ କରାଯାଇଥିଲା। ବର୍ତ୍ତମାନ ସେ ଲଣ୍ଡନରେ ଛୁଟି କାଟୁଥିବା କୁହାଯାଉଛି। ବର୍ତ୍ତମାନ ଅଭିନେତ୍ରୀଙ୍କ ଛୁଟିଦିନରୁ କିଛି ଫଟୋ ସାମ୍ନାକୁ ଆସିଛି, ଯାହା ଦେଖାଯାଉଛି ଯେ ସେ ନିଜ…
ରାସ୍ତା କଡରେ ବର୍ଷ ବର୍ଷ ଧରି ବନ୍ଦ ଥିବା ଘର ଖୋଲିବାରୁ ଶୁଭିଲା ଏମିତି ଶବ୍ଦ, ଲୋକେ ଆଶ୍ଚର୍ଯ୍ୟ
ଲଣ୍ଡନ: ଆଜିକାଲି, ଅନେକ ସହରୀ ଅନୁସନ୍ଧାନକାରୀ ସୋସିଆଲ ମିଡିଆରେ ସେମାନଙ୍କର କାହାଣୀ ଶେୟାର କରୁଛନ୍ତି। ଏହି ଲୋକମାନେ ଏପରି ସ୍ଥାନକୁ ଯାଆନ୍ତି ଯେଉଁଠାରେ ଅନେକ ବର୍ଷ ଧରି କେହି ଯାଇ ନାହାଁନ୍ତି। ସେହି ସ୍ଥାନଗୁଡିକୁ ଭିତରରୁ ଦେଖାଇ ଏବଂ ଲୋକଙ୍କ ସହିତ…
ସରପଞ୍ଚଙ୍କ ପୁଅଙ୍କୁ ହତ୍ୟା: ପିଇଓଙ୍କ ବାସଗୃହରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର
ଫୁଲବାଣୀ ଅଫିସ,୧।୧୨(ରାକେଶ କୁମାର ରାଉତ): ଫୁଲବାଣୀ ବ୍ଲକ ଦଡକି ସରପଞ୍ଚଙ୍କ ପୁଅଙ୍କ ମୃତଦେହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୁକ୍ରବାର ଉଦ୍ଧାର ହୋଇଛି। ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ସଞ୍ଜିତ କୁମାର…
ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ବଡ ଅପଡେଟ, ଦଶମ-ଦ୍ୱାଦଶ ପରୀକ୍ଷାରେ ମିଳିବ ନାହିଁ ଡିଭିଜନ ଅବା ଡିଷ୍ଟିଙ୍କଶନ
ନୂଆଦିଲ୍ଲୀ,୧।୧୨: ଦଶମ ଏବଂ ଦ୍ୱାଦଶ ପିଲାଙ୍କ ପାଇଁ ସିବିଏସଇ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି। ଏହାର ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅଫିସିଆଲ ୱେବସାଇଟ cbse.gov.in ରେ ପୋଷ୍ଟ କରାଯାଇଛି। ଏହି ଅନୁଯାୟୀ, ୨୦୨୪ରେ CBSE ବୋର୍ଡ ପରୀକ୍ଷା…
ବିଶ୍ୱକପ୍ ଟ୍ରଫି ଉପରେ ଗୋଡ ରଖି ସମାଲୋଚନାର ସମ୍ମୁଖୀନ ହୋଇଥିବା ମିଚେଲ ମାର୍ଶ ଭାଙ୍ଗିଲେ ନୀରବତା, କହିଲେ ମୁଁ ପୁଣିଥରେ ଗୋଡ…
ନୂଆଦିଲ୍ଲୀ,୧।୧୨: ଦିନିକିଆ ବିଶ୍ୱକପ୍ ୨୦୨୩ର ଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ଏବଂ ଅଷ୍ଟ୍ରେଲିଆ ୬ ଉଇକେଟ୍ରେ ଭାରତକୁ ପରାସ୍ତ କରି ଫାଇନାଲ ମ୍ୟାଚ ଜିତିଥିଲା। ଏହି ବିଜୟ ପରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଏକ ଫଟୋ…

